ଆଜିର ରାଶିଫଳ, 6 ନଭେମ୍ବର 2022, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୫ ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୬ ନଭେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ବୈବାହିକ ଜୀବନ ରେ ସୁଖ ଶାନ୍ତି ର ବାତାବାରଣ ରହିବ । ଯଦି ଆପଣ କୌଣସି ପୈତୃକ ସମ୍ପତି ମାମଲା କାନୁନ ରେ ଚାଲୁଅଛି ତେବେ ଆଜି ଆପଣଙ୍କୁ ସେଥିରେ ଜିତ ମିଳିବ । ସନ୍ତାନ ପକ୍ଷ ରୁ ଆପଣଙ୍କୁ କୌଣସି ହର୍ଷ ବର୍ଦ୍ଧନ ସମାଚାର ଶୁଣିବାକୁ ମିଳିବ । ଗୋଟେ ନୂଆ ସଉଦା ର ଅନ୍ତିମ ରୂପ ଦେବେ । ଭବିଷ୍ୟରେ ଏହା ଅତିରିକ୍ତ ଧନ ଅର୍ଜିତ କରିପାରେ । ଆପଣଙ୍କୁ ସିନିୟର ମାନେ ଆପଣଙ୍କୁ ସଠିକ ଦିଗ ଦେଖାଇବାକୁ ଚେଷ୍ଟା କରିବେ ।

ବୃଷ ରାଶି : ଆଜି ଆପଣ ସଠିକ ଯୋଜନା ଅନୁଯାୟୀ କ୍ଯାରିୟର କୁ ପରିବର୍ତ୍ତନ କରିବେ । ପ୍ରେମ ଓ ରୋମାଣ୍ଟିକ ସମ୍ପର୍କ ଭଲ ରହିବ । କାର୍ଯ୍ୟ କ୍ଷେତ୍ର ରେ ସ୍ଥିତି ଭଲ ରହିବ । ନିଜର ପରିସ୍ଥିତି କୁ ଧ୍ୟାନରେ ରଖି ତାଳମେଳ ପୁର୍ବକ କାର୍ଯ୍ୟ କରନ୍ତୁ । ବ୍ୟାପାରୀ ବର୍ଗ ଆଜି ଅତି ଉଶ୍ଚାହ ରେ ବ୍ୟାପାର କୁ ନେଇ ସଠିକ ନିସ୍ପତି ନେବେ । ବାହନ ଚଳାଇବା ସମୟରେ ଆପଣ ସାବଧାନ ରୁହନ୍ତୁ । ଭୂମି ଭବନ ଇତ୍ୟାଦି କାରଜ୍ଯ ରେ ଲାଭଦାୟକ ରହିବେ ।

ମିଥୁନ ରାଶି : ଆଜି ବନ୍ଧୁ ତଥା ସ୍ଵଜନ ଙ୍କ ସହ ଭେଟ ଆପଣଙ୍କୁ ଖୁସି ଦେବ । ଆପଣଙ୍କ ଅଫିସ ଓ କାର୍ଯ୍ୟ କ୍ଷେତ୍ର ରେ ପରିବର୍ତ୍ତନ ହୋଇପାରେ ଯାହା ପାଇଁ ଆପଣଙ୍କୁ ଅଧିକ ଆଶା ରହିଛି । ନିଜର ଯୋଜନା କରିବା ସହ ତାହାକୁ କାର୍ଯ୍ୟ କାରୀ କରିବାକୁ ଚେଷ୍ଟା କରନ୍ତୁ । କାରଣ ଅନେକ ସମୟରେ ଅଧିକ ବିଚାର ବିମର୍ଶ କରିଲେ ଅବସର ହାତ ରୁ ଖସି ଯାଇଥାଏ । ମନରେ କୌଣସି ପ୍ରକାରର ଶଙ୍କା ହୋଇପାରେ ।

କର୍କଟ ରାଶି : ଯଦି ଆପଣଙ୍କର ଧନ ସହ ଯଦି କୌଣସି ମାମଲାରେ କୋର୍ଟ କଚେରୀ ରେ ଚାଲିଛି ତେବେ ଆପଣଙ୍କୁ ସେଥିରେ ବିଜୟ ମିଳିପାରେ । ଆପଣଙ୍କୁ ଧନ ଲାଭ ହୋଇପାରେ । ଦୈନିକ କାର୍ଯ୍ୟ ରେ ପରିବର୍ତ୍ତନ ଆଣିଲେ ଜ୍ଞାନ ପୂର୍ବକ ତଥା ଗତି ବିଧି ରେ ସମୟ ବ୍ଯତୀତ ହେବ । ଯାହା ପାଇଁ ମାନସିକ ଶାନ୍ତି ମିଳିବ । ଦୈନିକ କାର୍ଯ୍ୟ ଠିକ ଠାକ ଚାଲିବ । ବ୍ୟବସାୟରେ ବିସ୍ତାର କରିବା ପାଇଁ ବ୍ଯାଙ୍କ ରୁ ରୁଣ କରିବାକୁ ଚେଷ୍ଟା କରିବେ ।

ସିଂହ ରାଶି : ଆପଣ ଆଜି ଜୀବନ ସାଥି ଓ ପିଲାଙ୍କ ଉପରେ ପଇସା ଖରଚ୍ଚ କରିବେ । ପିତା ଙ୍କ ସ୍ଵଥ୍ୟ କୁ ନେଇ ଚିନ୍ତାରେ ରହିବେ । ଅନ୍ୟ ଗତି ବିଧି କାରଣରୁ ଆପଣ ବେପାର କ୍ଷେତ୍ରରେ ଧ୍ୟାନ ଦେବେ ନାହି । ବିଜେନ୍ସ ରେ କୌଣସି ନୂଆ ଏଗ୍ରୀମେଣ୍ଟ ହୋଇପାରେ । କିନ୍ତୁ ସେଥିରେ ସର୍ତ୍ତ ପୂର୍ଣ୍ଣ ରୂପରେ ଅଧ୍ୟୟନ କରନ୍ତୁ । ଖର୍ଚ୍ଚ ବୃଦ୍ଧି ହେବାରୁ ଚିନ୍ତାରେ ରହିବେ । କାରୋବାର ବହୁତ ଭଲ ଚାଲିବ । ଆପଣଙ୍କୁ ସାକାରାତ୍ମକ ପରିଣାମ ମିଳିବ । ଆପଣ କିକି ନୂଆ କାମ କରିବା ପାଇଁ ବିଚାର କରିବେ ।

କନ୍ୟା ରାଶି : ରାଜକୀୟ ସହଯୋଗ ପ୍ରାପ୍ତି ହେବ । କିଛି କାମ ବା କ୍ରୟ କରିବାରେ ପଇସା ଖର୍ଚ୍ଚ ହେବ । ପୂଜା ପାଠ ରେ ମନ ଲାଗିବ । ଆପାଙ୍କୁ କିଛି ସାମାଜିକ କାର୍ଯ୍ୟ ରେ ସାମିଲ ହେବାକୁ ଅବସର ମିଳିବ । ମେହନତର କମ ରେ ଆପଣଙ୍କୁ ସଫଳତା ମିଳିବ । ନିଜର ପ୍ରତି ଦ୍ଵନ୍ଦୀ ଙ୍କ ଗତି ବିଧି କୁ ନଜର ଅନ୍ଦାଜ କରନ୍ତୁ ନାହି । ଆପଣ ଗୁପ୍ତ ଯୋଜନା କରି ପାରନ୍ତି । ଛୋଟ ପିଲା ପଢା ରେ ଅଧିକ ରୁଚି ରଖିବେ । ଏଥିପାଇଁ ମାତା ପିତା ଖୁସି ହେବେ ।

ତୁଳା ରାଶି : କାରୋବାର ରେ ଫାଇଦା ମିଳିପାରେ । ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ ଆପଣଙ୍କର ପୂର୍ବ ଅପେକ୍ଷା ସ୍ୱାସ୍ଥ୍ୟ ବେହତର ରହିବ । ଯଦି ଆପଣ ମିଡିଆ କ୍ଷେତ୍ର ରେ ଅଛନ୍ତି ତେବେ ଆପଣଙ୍କୁ ସମ୍ମାନ ମିଳିବ । ବଡ କାମ କରିବାର ମନ ବଳାଇବେ । ଆପଣ ସମସ୍ୟାର ନିବାରଣ କରିବାରେ ସକ୍ଷମ ହେବେ । ନିଜର କ୍ରୋଧ ଉପରେ ସଂଯମ ରଖନ୍ତୁ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଦାଂପତ୍ଯ ଜୀବନ ସୁଖମୟ ରହିବ ।

ବିଛା ରାଶି : ଆଜି ଆପଣଙ୍କର ଦିନ ଚର୍ଯ୍ୟା ରେ ପରିବର୍ତ୍ତନ ଆସିବ । ଆପଣଙ୍କ ବନ୍ଧୁ ଅଚାନକ ଘରକୁ ଆସିବେ । ନିଜର ସ୍ୱାସ୍ଥ୍ୟ କୁ ନେଇ ଆପଣ ଚିନ୍ତାରେ ରହିବେ । ଯେଉଁ ଯୁବ ବର୍ଗ ସରକାରୀ ଚାକିରି ପାଇଁ ପ୍ରୟାସ କରୁହନ୍ତି ସେମାନଙ୍କୁ ବଡ ସଫଳତା ମିଳିବାକୁ ଯାଉଛି । ଆପଣଙ୍କୁ ଜଲ୍ଦି ଶୁଭ ସୂଚନା ମିଳିପାରେ । ଆପଣଙ୍କୁ କିଛି ନୂଆ ଅନୁଭୂତି ଅନୁଭବ ହୋଇପାରେ । ଶାମାଜିକ କ୍ଷେତ୍ର ରେ ମାନ ସମାନ ରେ ବୃଦ୍ଧି ହେବ । ଦୀର୍ଘ ଦିନରୁ ଅଟକି ରହିଥିବା ଧନ ଫେରି ପାଇବେ ।

ଧନୁ ରାଶି : ଆଜି ଆପଣଙ୍କର ପଜେଟିଭ ଚିନ୍ତାଧାରା ଓ ଜୋଷ ବଢିବ । ବିଦ୍ୟାର୍ଥୀ ଙ୍କ ପାଇଁ ଗ୍ରହ ର ଅନୁକୂଳତା ଲାଭପ୍ରଦ ରହିବ । ବ୍ୟାପାରୀ ବର୍ଗ ଜମା ପୁଞ୍ଜି ର ନିବେଶ କରିବାର ଯୋଜନା କରିବେ । ଆସୁଥିବା ସମୟ ନିବେଶ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ଯୁବ ବର୍ଗ ଆଖି ବନ୍ଦ କରି କାହା ଉପରେ ଭରସା କରନ୍ତୁ ନାହି । ପ୍ରେମ ମାମଲାରେ ଆପଣ ଭାଗ୍ୟଶାଳୀ ରହିବେ । ବିବାହିତା ଜାତକ ଙ୍କ ପାଇଁ ସମୟ ଶୁଭ ରହିବ ।

ମକାର ରାଶି : ଆଜି ଘରେ ଧାର୍ମିକ ଅକାର୍ଯ୍ୟ ହୋଇପାରେ । ପଢା ଲେଖା ରେ ରୁଚି ବଢିପାରେ । ପାରିବାରିକ ଜୀବନରେ କ୍ରୋଧ ଓ ବାଣୀ ଉପରେ ସଂଯମ ରଖନ୍ତୁ । ଆଜି ଆପଣ ପୁରୁଣା ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ । ପିତା ଙ୍କ ସ୍ୱାସ୍ଥ୍ୟ ରେ ବିକାଶ ହେବ । ଆଜି ଆପଣ ନିଜ ଖର୍ଚ୍ଚ ଉପରେ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରିବେ । ସମାଜ ପାଇଁ କିଛି ଭଲ କାମ କରିବେ । ଆକସ୍ମିକ ଧନ ଲାଭ ହେବ ।

କୁମ୍ଭ ରାଶି : ଆଜି ଆପଣଙ୍କର ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହେବ । ଅଫିସରେ ସହଯୋଗୀ ମାନଙ୍କର ସାଥ ଇଲିବ । ଆତ୍ମବିଶ୍ଵାସ ରେ ଭରପୁର ରହିବେ । କିନ୍ତୁ ଆବେଗରେ ଭାସି ଜାଣନ୍ତୁ ନାହି । ବାଣୀ ଓ କ୍ରୋଧ ରେ ସନ୍ତୁଳନ ରକ୍ଷା କରନ୍ତୁ । ବରିଷ୍ଠ ଆପଣଙ୍କର କାମର ପ୍ରଶଂସା କରିବେ । ଆର୍ଥିକ ସ୍ଥିତି ବେହତର ହେବ । କୌଣସି ବଡ ସମସ୍ୟାର ସମାଧାନ ସହଜରେ ହେବ । ଆସୁଥିବା ସମୟ ଆପଣଙ୍କୁ କିଛି ନୂଆ ଶିକ୍ଷା ଦେବ । ଜୀବନରେ ଆଗକୁ ବଢିବାର ପ୍ରେରଣା ପାଇବେ ।

ମୀନ ରାଶି : କାରୋବାର ରେ ବୃଦ୍ଧି ହେବାର ଯୋଗ ରହିଛି । ଆପଣଙ୍କ ଧ୍ୟାନ କେନ୍ଦ୍ରିତ ହେବ । କୌଣସି କଥାକୁ ନେଇ ଆପଣଙ୍କ ମାରେ ଶଙ୍କା ଆସିପାରେ । ସରକାରୀ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିପାରେ । କର୍ମ କ୍ଷେତ୍ର ରେ ନୂଆ ଯୋଜନା କରିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଲାଭବାନ ହେବେ । ମାନସିକ ଶାନ୍ତି ପ୍ରାପ୍ତ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।