ଆଜିର ରାଶିଫଳ, 5 ମେ 2022, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୫ ମେ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଭାଗ୍ୟ ବୃଦ୍ଧି ସହ ଆକସ୍ମିକ ଧନ ଲାଭ ହେବେ । ବିଦେଶରୁ ଭଲ ସମାଚାର ପ୍ରାପ୍ତ ହେବ । ଭାଇ ମାନଙ୍କ ସହ ମିଶି କାମ ପୂରଣ କରିବେ । କାନୁନି ମାମଲା ରେ ବିଜଯ ହେବେ । ପୈତୃକ ସମ୍ପତି ରୁ ଧନ ଲାଭର ଯୋଗ ରହିଛି । କାର୍ଯ୍ୟ କ୍ଷେତ୍ର ରେ ସଫଳ ହେବେ । ଆପଣଙ୍କର ସମ୍ପର୍କୀୟ ମାନେ ଆପଣଙ୍କର ବ୍ୟକ୍ତିଗତ ଜୀବନୀ ବିଷୟରେ କିଛି ଉପଦେଶ ଦେବେ । ଦାଂପତ୍ଯ ଜୀବନ ହସ ଖୁସିରେ ରହିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ବୃଷ ରାଶି : ଆଜି ଆପଣ ଜୀବନର ଆନନ୍ଦ ନେବେ । ବେହତର ଜୀବନ ବଞ୍ଚିବା ପାଇଁ ଆପଣ ସକ୍ଷମ ହେବେ । ମନରେ ଊର୍ଜା ଓ ଉଶଚାହା ଦେଖାଯିବ । ଆଜି ଦିନ ତୁ ଲାଭର ସ୍ଥିତି ରହିବ । ଆଜି ଆପଣଙ୍କର ଆୟ ର ସ୍ରୋତ କୁ ବିକଶିତ କରିବାରେ ସଫଳ ହେବେ । ଘରେ ସବୁ ସମସ୍ୟା ଦୂର ହେବ । ଆପଣଙ୍କ ଦ୍ଵାରା କରା ଯାଇଥିବା କାମ ପରିବାର ତଥା ସମାଜ ପାଇଁ ଲାଭଦାୟକ ରହିବ । ଶତ୍ରୁ ମାନେ ଆପଣଙ୍କର ଠାରୁ ପରାଜୟ ହେବେ ।

ମିଥୁନ ରାଶି : ଧାର୍ମିକ କାର୍ଯ୍ୟ ତଥା ଯାତ୍ରା କରିବାରେ ଅହଡିକ ଟଙ୍କା ଖର୍ଚ୍ଚ ହେବେ । ଚିନ୍ତା କରିଥିବା କାମ ପୁରା ହେବେ । ବିଜନେସ ରେ ଅଚାନକ ଫାଇଦା ହେବାର ଯୋଗ ରହିଛି । ଅନ୍ୟ ର ମାମଲାରେ ଦାଖଲ ଦିଅନ୍ତୁ ନାହି । ପିତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । କାହା ଠାରୁ ଟଙ୍କା ଉଧାର ହେବେ । ନୂଆ ମିତ୍ରା ସ୍ଥାପନ କରିବେ ଯିଏ ଆପଣଙ୍କର ଭବିଷ୍ୟତରେ କାମରେ ଆସିବେ । ଆଜି ଦିନ ଟି ପରିବାର ଲୋକଙ୍କ ସହ ଆପଣଙ୍କର ଅତିବାହିତ ହେବ ।

କର୍କଟ ରାଶି : ଆଜି କୌଣସି ବଡ ଖୁସି ଖବର ପ୍ରାପ୍ତ ହେବେ । ଧନ ମାମଲାରେ ଆଜି ଆପଣ ସତର୍କ ରହିବେ । କିଛି ନୂଆ କରିବା ପାଇଁ ଆପଣ ଚିନ୍ତା କରିବେ । ପାରିବାରିକ ବାତାବରଣ ଭଲ ରହିବ । ସମାଜରେ ମାନ ସାମନାରେ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଆପଣଙ୍କ ଦ୍ଵାରା କରା ଯାଇଥିବା ପ୍ରତେକ ଟି କାମ ସଫଳ ହେବେ । ଚାକିରି କ୍ଷେତ୍ର ରେ ଉନ୍ନତି ହୋଇପାରେ ।

ସିଂହ ରାଶି : ଆଜି ସମାଜରେ ଆପଣଙ୍କର ମାନ ସମାନ ତୀବ୍ର ଗତିରେ ବୃଦ୍ଧି ହେବ । ଆପଣଙ୍କ ଦ୍ଵାରା କର ଯାଇଥିବା ଚେଷ୍ଟା ନିଶ୍ଚିନ୍ତ ଭାବେ ସଫଳ ହେବ । କୌଣସି ନୂଆ ବେପାର ରେ ଟଙ୍କା ଲଗାଇବା ପାଇଁ ଆପଣ ମନସ୍ଥ କରିବେ । ଘର ପାଇଁ କିଛି ନୂଆ ଜିନିଷ କ୍ରୟ କରିବେ । ଅଚାନକ ଧନ ଲାଭର ଯୋଗ ରହିଛି । ଯେଉଁ କ୍ଷେତ୍ରରେ ରହିବେ ସର୍ବଦା ଉଚ୍ଚ ସ୍ତର ରେ ରହିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଲାଭବାନ ହେବେ ।

କନ୍ୟା ରାଶି : ଆଜି କୌଣସି ଭଲ ଖବର ଶୁଣିବା ପରେ ଆପଣ ଆନନ୍ଦ ହେବେ । ଆଜି ନୂଆ ବସ୍ତ୍ର ଉପରେ ଧନ ବ୍ୟୟ କରିବେ । କୌଣସି ଅଜଣା ବ୍ୟକ୍ତି ଙ୍କ ପାଇଁ ଆପଣଙ୍କ ମନ ଖରାପ ହୋଇପାରେ । ଯାହା ପାଇଁ ଆପଣ ମାନସିକ ଚିନ୍ତା ରେ ରହିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଲାଭ ମିଳିପାରେ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ ।

ତୁଳା ରାଶି : ପରିବାର ରେ ଅଶାନ୍ତିର ବାତାବରଣ ହେବା କାରଣରୁ ଆପଣ ମାନସିକ ଚିନ୍ତା ରେ ରହିବେ । ଆପଣ ଯଥା ଖର୍ଚ୍ଚ କରିବା ବନ୍ଦ କରିଲେ ଆପଣଙ୍କ ଭବିଷ୍ୟତ ପାଇଁ ଭଲ ରହିବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ପ୍ରେମ ଜୀବନରେ ସମୟ ଅନୁକୂଳ ରହିବ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ପ୍ରାପ୍ତ ହେବ ।

ବିଛା ରାଶି : ଟଙ୍କା ପଇସା ମାମଲା ରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଆପଣଙ୍କ କାମରେ ଆପଣଙ୍କର ଜୀବନ ସାଥି ପ୍ରସନ୍ନ ହେବେ । କୌଣସି ସମାରୋହରେ ଆପଣ ଯୋଗ ଦେବେ । ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବେ । ଭୂମି, ବାହନ କ୍ରୟ କରିବାର ସମ୍ଭାବନା ରହିଛି । ଆପଣଙ୍କର ଅଟକି ରହିଥିବା କାମ ପୂରଣ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ।

ଧନୁ ରାଶି : ଆଜି ଆପଣଙ୍କର ବ୍ୟବହାର ରେ ଲୋକ ମାନେ ଉପରେ ଗଭୀର ପ୍ରଭାବ ପଡିବ । ସାମାଜିକ କାର୍ଯ୍ୟ ରେ ଆପଣଙ୍କର ରୁଚି ବୃଦ୍ଧି ହେବ । ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ । ବ୍ୟବସାୟ ରେ ବିସ୍ତାର ହେବେ । ଆପଣଙ୍କର ଦ୍ଵାରା କରା ଯାଇଥିବା ଚେଷ୍ଟା ନିଶ୍ଚିନ୍ତ ଭାବେ ସଫଳ ହେବେ । ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଅଗ୍ରସର ହେବେ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ଅଚାନକ ଧନ ଲାଭ ହେବ ।

ମକର ରାଶି : ଆଜି ଆପଣଙ୍କ ପାଇଁ ଲାଇଫ ଚେଞ୍ଜିଙ୍ଗ ସାବ୍ୟସ୍ତ ହେବେ । ପାରିବାରିକ ସମ୍ପର୍କ ରେ ମଧୁରତା ଆସିବ । ରଚନାତ୍ମକ ଓ କଳାତ୍ମକ କ୍ଷେତ୍ର ରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବେ । କିଛି ଅଲଗା କରିବା ପାଇଁ ଆପଣ ଚିନ୍ତା କରିବେ । ବ୍ୟବସାୟ ଗତି ବିଧ୍ୟ ସାମାନ୍ଯ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ମହିଳା ମାନେ ପୂଜା ପଠା ରେ ବସ୍ତା ରହିବେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ ।

କୁମ୍ଭ ରାଶି : କୌଣସି କଥାକୁ ନେଇ ଆପଣ ଅଧିକ ଜିଦି କରନ୍ତୁ ନାହି । ବାଦ ବିବାଦରୁ ନିଜକୁ ଦୂରେଇ ରଖନ୍ତୁ । ଆଜି କାର୍ଯ୍ୟ କ୍ଷେତ୍ର ରେ ଆପଣ ଭାରି ଧନ ଲାଭ କରିବେ । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ସେଥିରେ ସଫଳ ହେବେ । ଧାର୍ମିକ କାର୍ଯ୍ୟ ରେ ଆପଣ ବ୍ୟସ୍ତ ରେ ରହିବେ । କାର୍ଯ୍ୟ କ୍ଷେତ୍ର ରେ ବ୍ୟବଧାନ ଆସିପାରେ । ପରିବାର ଲୋକଙ୍କ ସହ ସମ୍ପର୍କ ଭଲ ରହିବ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ପ୍ରଶଂସା କରିବେ ।

ମୀନ ରାଶି : ଆଜି ଆପଣଙ୍କୁ ସାମାଜିକ କାମ କରିବା ପାଇଁ ପ୍ରେରଣା ମିଳିବ । ମାନ ସମାନ ମଧ୍ୟ ମିଳିପାରେ । କଡା ମେହନତ କରି ଆପଣ ଫଳ ପ୍ରାପ୍ତ କରିବେ । ପ୍ରିୟଜନ ମାନଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଜୀବନ ସାଥି ଙ୍କ ସହ ବୁଲିବା ପାଇଁ ପ୍ଳାନ କରିବେ । ଚାକିରି କ୍ଷେତ୍ର ରେ ମାନ ସମାନ ମିଳିପାରେ । ରାଜନୀତି କ୍ଷେତ୍ରରେ ଥିଲେ ଆପଣ ସଫଳ ହେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।