ଆଜିର ରାଶିଫଳ, 5 ମେ 2020, ମଙ୍ଗଳବାର, ହନୁମାନଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, କୌଣସି ସ୍ଥାନରୁ ଆଶାରୁ ଅଧିକ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୫ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କୁ କୌଣସି ଖାସ ବ୍ୟକ୍ତି ଠାରୁ କିଛି ପ୍ରେରଣା ମିଳିପାରେ । ମାତା ପିତାଙ୍କ ସହିତ ମିଶି ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ । ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ଆଜି ଆପଣ ଭଲ ସୁସ୍ଵାଦୁ ଖାଦ୍ୟର ଲାଭ ଉଠାଇବେ । ଆଜି କୌଣସି ପୁରୁଣା ବନ୍ଧୁ ସହ ସୋସିଆଲ ମିଡିଆରେ ଆପଣଙ୍କ ସାକ୍ଷାତ ହୋଇପାରେ । ଆପଣଙ୍କ ଅନ୍ୟ କିଛି ବନ୍ଧୁମାନନେ ଆପଣଙ୍କୁ ବିଜନେସର କିଛି ନୂଆ ଆଇଡିୟା ଦେଇ ପାରନ୍ତି । ସମାଜରେ ଆପଣଙ୍କୁ ମାନ ପ୍ରତିଷ୍ଠା ଲାଭ ହେବ । କିଛି ବଡ ଲୋକମାନେ ଆପଣଙ୍କ ବ୍ୟବହାରରେ ପ୍ରସନ୍ନ ହେବେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ସମ୍ପର୍କ ଭଲ ରହିବ ।

ବୃଷ

ଆଜି ପୁରା ଦିନ ନିଜକୁ ସତେଜ ଅନୁଭବ କରିବେ । ଆପଣଙ୍କ ଆଖପାଖରେ ସକାରାତ୍ମକ ଊର୍ଜା ରହିବ । ଲୋକମାନେ ଆପଣଙ୍କ ଉପରେ ଖୁସି ରହିବେ । ଆପଣ କୌଣସି ବଡ ବିଜନେସ ଗ୍ରୁପରେ ପାର୍ଟନରଶିପ କରିବାର ବିଚାର କରି ପାରନ୍ତି । ଆଜି ଆପଣଙ୍କୁ ଲାଭର କିଛି ଭଲ ଅବସର ପ୍ରାପ୍ତ ହେବ । ଆପଣଙ୍କୁ କୌଣସି ସ୍ଥାନରୁ ଆଶାରୁ ଅଧିକ ଧନଲାଭ ହେବ । କଳାକ୍ଷତ୍ର ସହ ଜଡିତ ଲୋକମାନେ କୌଣସି ବି ସମାରୋହକୁ ଯାଇ ପାରିବେ ନାହିନ । ଆପଣଙ୍କ କ୍ରିଏଟିବିଟୀକୁ ଆଇଡିୟାକୁ ପ୍ରଶଂସିତ କରାଯିବ ।

ମିଥୁନ

ଆଜିର ଦିନ ଆପଣଙ୍କ ପାଇଁ ଭଲ ପରିଣାମ ନେଇ ଆସିପାରେ । ଆଜି ଛାତ୍ରମାନଙ୍କୁ ନିଜ ପଢାରେ କିଛି ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ । ଘର ଲୋକମାନଙ୍କ ସହିତ ଭଲ ସମୟ ବ୍ୟତୀତ କରିବେ । ଯାହା ଦ୍ଵାରା ଘରର ପରିବେଶ ସୁଖମୟ ହୋଇଯିବ । କିଛି ଲୋକମାନଙ୍କ ସହଯୋଗ ମିଳି ପାରେ । କିଛି ଲୋକମାନେ ଆପଣଙ୍କ ଠାରୁ କାମ ଶିଖିବା ପାଇଁ ଆପଣଙ୍କ ପାଖକୁ ଆସିବେ । ପ୍ରେମୀଙ୍କ ସହିତ ଆପଣଙ୍କ ସମ୍ପର୍କ ଭଲ ରହିବ । ଆପଣଙ୍କ କୌଣସି କାମ ଆଜି ସହଜରେ ପୁରା ହୋଇପାରେ ।

କର୍କଟ

ଆଜି ଆପଣ ନିଜର ଧ୍ୟାନ ପୂଜା ପଢାରେ ରଖିବେ । ଆଜି ଆପଣ ଟଙ୍କା ନେବା ଓ ଦେବା ସମୟରେ ଅଳ୍ପ ସାବଧାନ ରୁହନ୍ତୁ । ଆଜି ଆପଣ ନଜିର ଦାମୀ ଜିନିଷକୁ କୌଣସି ସ୍ଥାନରେ ରଖି ଭୁଲି ଯାଇ ପାରନ୍ତି । ସେଥିପାଇଁ ଆପଣଙ୍କୁ ଆପଣଙ୍କ ସମସ୍ତ ଜିନିଷର ଧ୍ୟାନ ରଖିବା ଉଚିତ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବା ପାଇଁ ଅଳ୍ପ ପରିଶ୍ରମ କରିବା ଦରକାର । ମାତା ପିତାଙ୍କ ସହିତ ରହିବେ । ସ୍ୱାସ୍ଥ୍ୟରେ କିଛି ଉନ୍ନତି ସହିତ ଅବନ୍ନତି ବି ଆସିବ । ମୌସମକୁ ଦେଖି ଆପଣ ନିଜର ଡେଲି ରୁଟିନରେ କିଛି ପରିବର୍ତ୍ତନ କରିବେ ।

ସିଂହ

ଆଜି ଆପଣଙ୍କୁ ସମସ୍ତଙ୍କ ସହିତ ନିଜର ସମ୍ବନ୍ଧ ଭଲ ରଖିବାକୁ ଚେଷ୍ଟା କରିବାକୁ ହେବ । ବନ୍ଧୁମାନଙ୍କ ସହିତ ବିବାଦ ହୋଇପାରେ । ଆପଣ ନିକୌଣସି ପ୍ରକାରର ଅବସରକୁ ନିଜ ହାତରୁ ଯିବାକୁ ଦିଅନ୍ତୁ ନାହିଁ । ଏହି ରାଶିର ଯେଉଁ ଲୋକମାନଙ୍କ ଦୋକାନ ଅଛି ତାଙ୍କୁ ଭଲ ଲାଭ ମିଳିପାରେ । କିନ୍ତୁ ଧ୍ୟାନ ରଖନ୍ତୁ କି ଆପଣ ବିନା କାରଣରେ କୌଣସି ବି ଜିନିଷକୁ କ୍ରୟ କରନ୍ତୁ ନାହିଁ । ନଚେତ ଆପଣଙ୍କ ଖର୍ଚ ଅଧିକ ହୋଇ ପାରେ । ଗାଡି ଚଲାଉଥିବା ସମୟରେ ସମସ୍ତ କାଗଜ ପତ୍ର ନିଜ ସହିତ ରଖନ୍ତୁ ।

କନ୍ୟା

ଆଜି ଆପଣଙ୍କୁ ପାଖରେ ଥିବା ଲୋକମାନେ ଆପଣଙ୍କୁ ସହଯୋଗ କରିବେ । କାମ ପ୍ରତି ଆପଣଙ୍କ ଇଚ୍ଛା ରହିବ । ଆପଣ ସଫଳ ସୁନିଶ୍ଚିତ ହେବ । ପରିବାର ଲୋକମାନଙ୍କ ଆଶା ଆପଣଙ୍କ ଉପରେ ରହିବ । ଧାର୍ମିକ କାର୍ଯ୍ୟରେ ଆପଣ ରୁଚି ରଖିବେ । ବନ୍ଧୁମାନଙ୍କ ସହିତ କରିଥିବା ସମସ୍ତ ପ୍ଲାନିଙ୍ଗ ସଫଳ ହେବ ନାହିଁ । ଛାତ୍ରମାନଙ୍କୁ ସଫଳତା ମିଳିବ ନାହିଁ ।

ତୁଳା

ଆଜିର ଦିନ ମିଶ୍ରିତ ପ୍ରତିକ୍ରିୟା ଆପଣଙ୍କୁ ମିଳିବ । ଆପଣ କୌଣସି ସାମାଜିକ କାର୍ଯ୍ୟରେ ରୁଚି ରଖିବେ । ଆପଣଙ୍କୁ କୌଣସି ଧାର୍ମିକ ସଂସ୍ଥା ସହ ଜଡିତ ପାଇଁ ଚାନ୍ସ ମିଳିବ । କାର୍ଯ୍ୟସ୍ଥଳରେ ଆପଣଙ୍କୁ ଅଳ୍ପ ସମ୍ଭାଳି ରହିବାକୁ ହେବ । କୌଣସି ବ୍ୟକ୍ତି ଆପଣଙ୍କ କାମରେ ବାଧା ଆଣିପାରେ । ଆଜି ଦ୍ଵିତୀୟ ବ୍ୟକ୍ତିଙ୍କ ସହ ବିବାଦ ହୋଇପାରେ । ପରିବାର ମଧ୍ୟରେ ଭଲ ସମ୍ପର୍କ ସ୍ଥାପିତ କରିବା ପାଇଁ ଆପଣଙ୍କୁ ଚେଷ୍ଟା କରିବା ଉଚିତ ।

ବିଚ୍ଛା

ଆଜି ଆପଣଙ୍କ ଦ୍ଵାରା ଚିନ୍ତା କରାଯାଇଥିବା କାମ ପୁରା ହେବ । ଆପଣଙ୍କ କୌଣସି ବନ୍ଧୁ ଆପଣଙ୍କୁ କିଛି ଖୁସି ଖବର ଦେଇପାରେ । ପଡୋଶୀଙ୍କ ଠାରୁ ସାହାର୍ଯ୍ୟ ମିଳିବ । ବିଜନେସ କ୍ଷେତ୍ରରେ ଆପଣ କୌଣସି ବଡ ଡିଲର ଅଂସ ହୋଇ ପାରନ୍ତି । ଆପଣଙ୍କ ଉନ୍ନତି ସୁନିଶ୍ଚିତ ଅଟେ । ପ୍ରେମ ଆପଣଙ୍କ ଦାମ୍ପତ୍ୟ ଜୀବନରେ ସମ୍ବନ୍ଧକୁ ଭଲ କରିବ । ପାରିବାରିକ ଜୀବନ ଆଜି ଭଲ ରହିବ । ଗୁରୁଜନମାନଙ୍କ ଠାରୁ ଆଶୀର୍ବାଦ ମିଳିବ । ସବୁ ଭଲ ରହିବ । ସ୍ୱାସ୍ଥ୍ୟ ମାମଲାରେ ବି ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ ।

ଧନୁ

ଆଜି ଗୁରୁଜନମାନେ ମିଶି ଆପଣଙ୍କ ପାଇଁ କୌଣସି ନିଷ୍ପତି ନେଇ ପାରନ୍ତି । ତାଙ୍କର ସ୍ୱାସ୍ଥ୍ୟ ଠିକ ରହିବ । ପିଲାମାନେ ଆଜି ଘରର ସମସ୍ତ କାର୍ଯ୍ୟରେ ଆପଣଙ୍କ ସାଥ ଦେବେ । ଆପଣଙ୍କ କୌଣସି ବଡ ଜରୁରୀ କାର୍ଯ୍ୟ ବହୁତ ସହଜରେ ଓ ସମୟ ଉପରେ ପୁରା ହେବ । ଯାହା ଦ୍ଵାରା ଆପଣ ବହୁତ ଖୁସି ହେବେ । ଜୀବନସାଥିଙ୍କ ସହିତ ନିଜର ମନର କଥାକୁ ଶେୟାର କରିଲେ ମନ ହାଲୁକା ହେବ । ଆଜି ଆପଣ ନିଜର କୌଣସି ବନ୍ଧୁ ଘରକୁ ଯାଇ ପାରନ୍ତି ।

ମକର

ଆଜି ଆପଣ ନିଜର ଲକ୍ଷ ବିଷୟରେ ଚିନ୍ତା କରିବେ । ନ ବୁଝି ସୁଝି କାହା ଉପରେ ବି ବିଶ୍ଵାସ କରନ୍ତୁ ନାହିଁ । ପରିବାର ଲୋକମାନଙ୍କ ସହିତ ନିଜର ସମ୍ପର୍କକୁ ଯେତେ ଭଲ ରଖିବେ ସେତିକି ହିଁ ଆପଣଙ୍କ ପାଇଁ ଭଲ ରହିବ । ଆପଣ ପୂର୍ବରୁ କରିଥିବା କୌଣସି କାମ ପାଇଁ ଆଜି ଭଲ ଫଳ ମିଳିବ । ଆପଣଙ୍କ ଆର୍ଥିକ ପକ୍ଷ ସାମାନ୍ୟ ରହିବ ।

କୁମ୍ଭ

ଆଜି ଆପଣ ନିଜର ସମସ୍ତ କାମକୁ ବହୁତ ଜଲ୍ଦି ସମାପ୍ତ କରିଦେବେ । କିଛି ଲୋକମାନେ ଆପଣଙ୍କ କାମକୁ ପ୍ରଶଂସା କରିବେ । ଆଜି ଆପଣ ଲେଖିବା କାର୍ଯ୍ୟରେ ରୁଚି ରଖିବେ । ଘରେ ସୁଖ ସମୃଦ୍ଧି ବୁଦ୍ଧି ହେବ । ଜୀବନସାଥିଙ୍କ ସହିତ କୌଣସି ଧାର୍ମିକ ସ୍ଥାଲକୁ ଯାତ୍ରା କରିବେ । ଏହା ଦ୍ଵାରା ଆପଣଙ୍କ ସମ୍ବନ୍ଧ ଭଲ ରହିବ । ଆଜି କୌଣସି କାମ ପାଇଁ ଆପଣଙ୍କୁ ପରିଶ୍ରମ କରିବାକୁ ପଡିପାରେ ଏହା ଦ୍ଵାରା ଆପଣଙ୍କ ମାତା ପିତା ବି ବହୁତ ଖୁସି ହେବେ ।

ମୀନ

ଆଜି ଆପଣ କୌଣସି ବଡ ନିଷ୍ପତି ନେଇ ପାରନ୍ତି । ବନ୍ଧୁମାନଙ୍କ ସହିତ ନିଜର କୌଣସି ବଡ କଥାକୁ ଶେୟାର କରି ପାରନ୍ତି । ଆପଣଙ୍କୁ କୌଣସି ନୂଆ ବିଜନେସ ଡିଲ ମିଳିପାରେ । ଏହି ରାଶିର ପିଲାମାନେ ଭଲ ଭାବରେ ପଢିବେ । ପରିବାରର ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ନିଜର କାମକୁ ନେଇ କୌଣସି ନୂଆ ଯୋଜନା କରି ପାରନ୍ତି । ଆପଣଙ୍କ ଆର୍ଥିକ ସ୍ଥିତି ଠିକ ରହିବ । ପରିବାରର ସମସ୍ତଙ୍କ ସଦସ୍ୟଙ୍କ ସହଯୋଗ ମିଳିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।