ଆଜିର ରାଶିଫଳ, 5 ଫେବୃଆରୀ 2021, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତି ସୁଧୁରିଯିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୪ ଫେବୃଆରୀ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଏହି ମାସରେ ଆପଣଙ୍କର ପଦ ଊର୍ଣ୍ଣତି ହୋଇ ପାରେ । କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ଘରେ ସମସ୍ତେ ବହୁତ ଖୁସିରେ ରହିବେ । ଧାର୍ମିକ ସ୍ଥଳରେ ଆଜି ଖୁବ ମନ ଲାଗିବ ଓ ପୁରା ଦିନ ମନ୍ଦିରରେ  କଟିବ ଯେଉଁ କାମରେ ଆଜି ହାତ ଦେବେ ସେହି କାର୍ଯ୍ୟ ପୂର୍ଣ ହେବ । ଦାମ୍ପଦ୍ୟ ଜୀବନ ଭଲରେ କଟିବ ଓ ତାଙ୍କ ସହ ମିଶି ବାହାରକୁ ଯାଇ ନୂଆ ନୂଆ ଜିନିଷ ଖାଇବା ଖାଇପାରନ୍ତି । କୌଣସି କାମରେ ଦାଇତ୍ୟ ବଢିପାରେ । ପୂର୍ବରୁ ଦେଇଥିବା ପରୀକ୍ଷା ସେଥିରେ ଏବେ ଉତ୍ତିର୍ଣ ହେବେ । ଆଜି ଆପଣ ଯେଉଁ ନିସ୍ପତି ନେବେ ସେଥିରେ ସମସ୍ତଙ୍କର ଭଲ ହେବ ଓ ଆଗକୁ ଲାଭବାନ ମଧ୍ୟ କରାଇ ପାରେ । ପିତା ମାତାଙ୍କ ସାହାର୍ଯ୍ୟ ମିଳିବ ପରିବାରରେ ସମସ୍ତଙ୍କର ସହୋଯୋଗ ମିଳିବ । ଆଜି କୌଣସି ଦିଗରୁ କିଛି ନିରାଶ ପୂର୍ଣ୍ଣ ଉତ୍ତର ଆସିବ ଯାହା ଫଳରେ ବହୁତ ଦୁଖୀ ରହିବେ ।

ବୃଷ

ଏହି ମାସରେ କୌଣସି ଏକ ନୂତନ ବନ୍ଧୁର ସାହାର୍ଜରେ ବହୁତ ଆଗକୁ ବଢିଯିବେ । ମାତା ଓ ପିତାଙ୍କ ସାଙ୍ଗରେ ଭଲରେ ଦିନ କଟିବ । ଏଥିପାଇଁ ପୁରା ଦିନ ଖୁସିରେ କାଟିବ ଓ ଆପଣଙ୍କ ସମ୍ପର୍କ ଦୃଢ ରହିବ ।  ଆପଣ ଛୋଟ ପିଲାଙ୍କୁ ବହୁତ ଭଲ ଭାବରେ ବୁଝୁ ପାରନ୍ତି ଓ ତାଙ୍କର ଉପଚାର ମଧ୍ୟ କରିପାରନ୍ତି । ଆର୍ଥିକ ସ୍ଥିତି ମଜବୁତ ରହିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ । ପୁରା ମାସ ଭଲରେ କାଟିବା ସହିତ ଧାର୍ମିକ ଅନୁଷ୍ଠାନରେ ନିଜର ଓ ଭଲ କର୍ମ ଫଳ ମିଳିବା ସହିତ କିଛି ନୂଆ ଖୁସି ଖବର ମିଳିପାରେ । ବହୁ ପୂର୍ବରୁ ରହିଯାଇଥିବା କାର୍ଯ୍ୟ ପୂର୍ଣ ହେବ । ଆର୍ଥିକ ସମସ୍ୟା ଦୂରେଇ ଯିବ।

ମିଥୁନ

ଏହି ମାସରେ ଆର୍ଥିକ ସମସ୍ୟା  ମଜବୁତ ରହିବ । ଯଦି ଆପଣ କୌଣସି ଏକ ବଡ ହୋଟେଲ ବା ପର୍ଯ୍ୟଟନ ଭଳି କିଛି ବ୍ୟବସାୟ ଥାଏ ତେବେ ସେଥିରେ ଆପଣ ଖୁବ ଲାଭ ବାନ ହେବେ । ପରିବାରର ସହୋଯୋଗ ଫଳରେ ଆଜି ଯେକୌଣସି କାମ କଲେ ସେଥିରେ ଆପଣ ସଫଳତା ହାସଲ କରିବେ । ଆଜି କୌଣସି ଏକ ସାଙ୍ଗ ସହ ଭେଟ ହେଲା ପରେ ବହୁତ ଖୁସି ରହିବେ ଓ ତାଙ୍କ ସହ ମିଶି ବାହରକୁ ଯିବା ପାଇଁ କିଛି ଯୋଜନା କରିପାରନ୍ତି । ରାଗ ଉପରେ ନିୟତ୍ରଣ ରଖନ୍ତୁ ନଚେତ ସବୁ ନଷ୍ଟ ହୋଇଯିବାର ଅଧିକ ସମ୍ଭାବନା ଅଛି । ନିଜର ଆତ୍ମବିଶ୍ଵାସ ବଢିବା ସହିତ କର୍ମରେ ଊର୍ଣ୍ଣତି ହେବ ।

କର୍କଟ

ଏହି ମାସରେ ବ୍ୟବସାୟ କାର୍ଯ୍ୟ ସମ୍ବନ୍ଧିତ ସବୁ କାମ ବହୁତ ଭଲରେ ରହିବ । ମାତା ପିତାଙ୍କ ଧ୍ୟାନ ରଖନ୍ତୁ ନଚେତ ତାଙ୍କର ଆଜି ସ୍ୱାସ୍ଥ୍ୟ ବିଗାଡି ଯାଇପାରେ । ଜୀବନ ସାଥିକୁ ବୁଝିବାକୁ ଚେଷ୍ଟା କରନ୍ତୁ ସେ ଆଜି ଆପଣଙ୍କୁ ଯେଉଁ ଉପଦେଶ ଦେବେ ସେଇଟା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହୋଇପାରେ । କାର୍ଯ୍ୟ ସଫଳ ହେବା ଫଳରେ ଆଜି ବହୁତ ଆତ୍ମବିଶ୍ଵାସ ବଢିବ କିନ୍ତୁ କାମ ଅଧିକା ଭାରି ରହିବ, ଯେଉଁଥିପାଇଁ ଶାରୀରିକ କଷ୍ଟ ଓ ମାନସିକ କଷ୍ଟ ଉଭୟ ଦେଖା ଦେବ ।

ସିଂହ

ଏହି ମାସରେ ନିଜର ହେଉଥିବା ସମସ୍ୟା ଏବେ ଦୂରେଇଯିବ ବା କିଛି ସମାଧାନର ବାଟ ବାହାରି ଯାଇପାରେ । କିଛି ପୁରୁଣା ସାଙ୍ଗ ସହ ଭେଟ ହୋଇପାରେ । ଧର୍ମ ସ୍ଥାନ ରେ କିଛି ଖର୍ଚ ହୋଇପାରେ । ଯାହା ଦ୍ଵାରା ସମାଜରେ ମାନ ସଂମ୍ମାନ ମିଳିବ ଓ ଗୁରୁଙ୍କର ଆଶ୍ରିବାଦ ମିଳିବ । ଯାତ୍ରା ଆପଣଙ୍କର ଲାଭ ଦାୟକ ହେବ । ଆଜି ଯିଏ ଯେତେବୀ ଚାହିଁଲେ କିଛି କ୍ଷତି କରିପାରିବେ ନାହିଁ । ମାତା ଓ ପିତାଙ୍କ ସାଙ୍ଗରେ ଭଲରେ ଦିନ କଟିବ । ଏଥିପାଇଁ ପୁରା ମାସ ଖୁସିରେ କାଟିବେ ଓ ଆପଣଙ୍କ ସମ୍ପର୍କ ଦୃଢ ରହିବ । ଆଜି କୌଣସି ନିସ୍ପତି ନେବା ପୂର୍ବରୁ ଟିକେ ଭାବିକରି ନେବା ପାଇଁ ଚେଷ୍ଟା କରନ୍ତୁ ଅଥବା ବଡ ଲୋକଙ୍କର ପରାମର୍ଶ କ୍ରମେ କାମ ଆରମ୍ଭ କରନ୍ତୁ ।

ବିଚ୍ଛା

ଏହି ମାସ ଆପଣଙ୍କ ପାଇଁ  ବହୁତ ନୂଆ ନୂଆ ସୁଯୋଗ ଆଣିଦେବ । ବିଭାହୀତ ଜୀବନରେ କିଛି ହାତରୁ ଖସି ଯିବା ପରି ଲାଗିବ । ସବୁବେଳେ ଆପଣ ଯେ ଠିକ କେବେହେଲେ ଭାବନ୍ତୁ ନାହିଁ ସଦାବେଳେ ଗୁରୁ ଓ ମାତା ପିତାଙ୍କ କଥା ମାଣିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟରେ ଭଲ ଲାଭ ହେବ ଓ ଯେକୌଣସି କାମ ଆଜି କରିବେ ଲୋକଙ୍କର ସହଯୋଗ ଫଳରେ କାର୍ଯ୍ୟ ବହୁତ ଶୀଘ୍ର ସଫଳ ହୋଇବ । ସରକାରୀ ଚାକିରିରେ ଆପଣଙ୍କୁ କାମ କରିବାକୁ ପୁରା ସାହାର୍ଯ୍ୟ ମିଳିବ ଓ ସମର୍ଥନ ମଧ୍ୟ ମିଳିବ ।

ତୁଳା

ଏହି ମାସ ନିଜ ପାଇଁ ବହୁତ ଖୁସି ଆଣିଦେବ । ପାଖ ଜାଗାକୁ ଯାଇ ପୁରା ମଜା କରି ଆସିବେ ଯାହାକି ପୁରା ମାସ ଆପଣଙ୍କର ଭଲରେ କଟିବ ଓ ଖୁସିରେ ରହିବେ । ନିଜର ନଜର ବଦଳାଇବା ପାଇଁ ଚେଷ୍ଟା କରନ୍ତୁ ନଚେତ ଆପଣଙ୍କ ସାଙ୍ଗରେ କେହି ମିଶି ନପାରନ୍ତି । ଏହିପରି କରିବା ଦ୍ଵାରା ଆପଣଙ୍କର କିଛି ଫାଇଦା ହେବ ନାହିଁ ଓ ଆପଣଙ୍କୁ କେହି ପସନ୍ଦ କରିବେ ନାହିଁ । ଆଜି କାହା ଉପରେ ରାଗନ୍ତୁ ନାହିଁ ନଚେତ ଯେଉଁ କାର୍ଯ୍ୟ ହେବାକୁ ଥିବ ସେହି କାର୍ଯ୍ୟରେ ବାଧା ସୃଷ୍ଟି ହେବ ଯାହାଫଳରେ ନିରାଶ ହେବେ ତେଣୁ କରି ନିଜ ବାଣୀ ଉପରେ ନିୟତ୍ରଣ ରଖନ୍ତୁ । ପରିବାରକୁ କେହି ଜଣେ ନୂଆ ବ୍ୟକ୍ତି ଆସିବା ଫଳରେ ବହୁତ ଶାନ୍ତି ଓ ଖୁସି ଅନୁଭୂତ ହେବ ।

କନ୍ୟା

ଏହି ମାସର ଦିନକୁ ରୋମାଞ୍ଚକରେ ଚଳିବାକୁ ଚାହୁଁଥିଲେ ଆପଣ ନିଜ ପରିବାର ଓ ସାଙ୍ଗ ସହ ଦିନ କାଟିବା ପାଇଁ ଚେଷ୍ଟା କରନ୍ତୁ । ଏହି ମାସ ଆପଣଙ୍କର ମଧ୍ୟମ ଧରଣର କଟିବ ଓ ଆର୍ଥିକ ସମସ୍ୟା ଦେଖା ଦେଇପାରେ । ସକରାତ୍ମକ ଶକ୍ତି ବଳ ଅଧିକା ରହିବା ଫଳରେ କାମ କାର୍ଯ୍ୟରେ ସଫଳତା ମିଳିବ । ଏହି ମାସରେ ଯେକୌଣସି କାମ ଆରମ୍ଭ କରିଥିବେ ସେହି କାମ ଆଜି ନିର୍ଭୁଲ ଭାବରେ ଓ ବହୁତ ଭଲ ଭାବରେ ଖୁବ ଶୀଘ୍ର ସରିଯିବ । ଯେଉଁ ଅନୁସାରେ ପରିଶ୍ରମ କରିବେ ସେତିକି ଫଳ ପାଇବେ । ଘରେ କିଛି ଭଲ ଖୁସି ଖବର ମିଳିପାରେ ।

 ଧନୁ

ଏହି ମାସରେ କେହି ଜଣେ ଆପଣଙ୍କୁ କୌଣସି ଏକ ବଡ କାମରେ ନୂଆ ସମାଧାନ ଦେବ ଯାହାଫଳରେ ଆପଣ ସେହି ଅନୁଯାଇ କାମ କରିବା ଦ୍ଵାରା ସେହି କାର୍ଯ୍ୟ ସଫଳ ହେବ । ଆର୍ଥିକ ସ୍ଥିତି ସୁଦୃଢ ରହିବ ଆଜି କିଛି ଖର୍ଚ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ କିଛି ଅସୁବିଧା ଦେଖା ଦେଇପାରେ । ଜଲ୍ଦି ଜଲ୍ଦି ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ ନଚେତ ବଡ ଅସୁବିଧାର ସମୁଖୀନ ହୋଇପାରନ୍ତି । ଏହି ମାସରେ କିଛି ଖରାପ ଥିବା ହେତୁ ନିଜର କଥାବାର୍ତା ଓ ସ୍ଵଭାବରେ କିଛି ପରିବର୍ତନ ଆଣିବାକୁ ଚେଷ୍ଟା କରନ୍ତୁ ନଚେତ ବଡ ବିବାଦ ମଧ୍ୟରେ ଫଶୀ ପାରନ୍ତି । କୌଣସି ଏକ ନୂଆ ଜାଗାକୁ ଯିବାକୁ ଚାହୁଥିଲେ ଏହି ମାସରେ  ସେହି ଜାଗାକୁ ଯାଇପାରିବେ ।

ମକର

ଏହି ମାସରେ ବ୍ୟବସାୟରେ ବହୁତ ଲାଭ ବାନ ହେବେ । ଏହି ମାସରେ କିଛି ଘର ବା ଜାଗା କିଣି ପାରିବେ । ଜୀବନ ସାଥି ସହ ଭଲରେ ଦିନ କଟିବ ଓ ତାନକ ସହ ମିଶି ଅଧିକ ସମୟ କାଟିବେ । ସାଙ୍ଗମାନଙ୍କର ପୁରା ସାଥ ମିଳିବ କିନ୍ତୁ ଆପଣଙ୍କର କିଛି ଏମିତି ସାଙ୍ଗ ଥାନ୍ତି ଯେଉଁ ମାନେ କି ହଇରାଣ କରଥାନ୍ତି । ସେମାନେ କେବେହେଲେ ଆପଣଙ୍କର ଭଲ ଚାହାନ୍ତି  ନାହିଁ । ସେମାନେ ଆଜି ଆପଣଙ୍କୁ ଖାଲରେ ପକାଇ ପାରନ୍ତି । ବ୍ୟବସାୟରେ ଭଲ ଲାଭ ହେବ । ପାଠ ପଢା ପିଲାଙ୍କ ପାଇଁ ଆଜି ଦିନ ବହୁତ ଭଲ ଅଟେ ।

କୁମ୍ଭ

ଏହି ମାସରେ କାର୍ଯ୍ୟରେ କିଛି ଛୋଟ ମୋଟ ଅସୁବିଧା ଆସିବ କିନ୍ତୁ କିଛି ବଡ ସମସ୍ୟା ହେବ ନାହିଁ । ଆର୍ଥିକ ସ୍ଥିତି ମଜବୁତ ରହିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ ନଚେତ କୌଣସି ଏକ ବଡ ବିପଦରେ ପଡ଼ିପାରନ୍ତି ଯାହାକି କେହି ଉଧାର କରିବା ପାଇଁ ହୁଏତ ନଥିବେ ସେଥିପାଇଁ ସତର୍କ ହୋଇ ଚାଲିବାକୁ ଚେଷ୍ଟା କରନ୍ତୁ । ଏହି ମାସରେ ଟଙ୍କା ଦେବା ନେବା ଠାରୁ ଦୂରେଇ ରୁହନ୍ତୁ ନଚେତ ଟଙ୍କା ଫେରି ପାଇବାକୁ ବହୁତ କଷ୍ଟ ହେବ । ଆଜି କୌଣସି ନିସ୍ପତି ନେବା ପୂର୍ବରୁ ଟିକେ ଭାବିକରି ନେବା ପାଇଁ ଚେଷ୍ଟା କରନ୍ତୁ ଅଥବା ବଡ ଲୋକଙ୍କର ପରାମର୍ଶ କ୍ରମେ କାମ ଆରମ୍ଭ କରନ୍ତୁ । ବ୍ୟବସାୟରେ ଏହି ମାସ ନିଜ ପାଇଁ ବହୁତ ଲାଭ ହେବ ଓ ମନ ମଧ୍ୟ ବହୁତ ଖୁସି ରହିବ ।

ମୀନ

ଏହି ମାସ ବହୁତ ଭଲରେ ଦିନ କଟିବ କିନ୍ତୁ ଘରର କୌଣସି ଲୋକଙ୍କର ସ୍ୱାସ୍ଥ୍ୟ ହାନି ହେବାର ଦେଖା ଦେବ । କାର୍ଯ୍ୟ କ୍ଷେତ୍ରରେ ହଠାତ କିଛି ଆସୁବିଧା ଆସିପାରେ ଯାହାକି ଆପଣଙ୍କ ଉପରେ କିଛି ଅସୁବିଧା ଦେଖା ଦେବ । କାମ ପୁରା କରିବା ପାଇଁ ହୁଅତ ଆଜି ବହୁତ ସମୟ ଲାଗିପାରେ । ପରିବାରରୁ କିଛି ଖୁସି ଖବର ମିଳିପାରେ ଯାହା ଦ୍ଵାରା କି ଆପଣଙ୍କ ମନ ବହୁତ ପ୍ରଫୁଲିତ ରହିବ । କାହା ଉପରେ ରାଗନ୍ତୁ ନାହିଁ କାରଣ ସବୁବେଳେ ରାଗିବା ଭଲ ହୋଇନଥାଏ ହୁଏତ ଏହି ମାସ ସେହି ପିଲାଙ୍କର କିଛି ଅସୁବିଧା ଦେଖା ଦେବା ଓ କିଛି ଆପଣଙ୍କୁ କୌଣସି ଏକ ଅସୁବିଧାରେ ପକାଇ ପାରନ୍ତି ଯାହ ଫଳରେ ନିଜର ବହୁତ ବଡ ହାନି ହୋଇପାରେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।