ଆଜିର ରାଶିଫଳ, 5 ନଭେମ୍ବର 2021, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୫ ନଭେମ୍ବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନେ ନିଜ ଜୀବନରେ ବଡ ସଫଲାତ ପ୍ରାପ୍ତ କରିବେ । ଆପଣ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଭଲ ସମୟ ଅତିବାହିତ କରିବେ । କୌଣସି କ୍ଷେତ୍ର ରୁ ଆପଣଙ୍କର ଅଚାନକ ଧନ ବର୍ଷା ହେବ । ବ୍ୟବସାୟରେ ଭଲ ଲାଭ ହେବା ସହ ଆପଣ ନୂଆ ଯୋଜନା ଆରମ୍ବ କରିବେ । ଆପଣଙ୍କ ଜୀବନରେ କୌଣସି ଖାସ ବ୍ୟକ୍ତିଙ୍କର ଆଗମନ ହୋଇପାରେ । ଯାହା ଦ୍ଵାରା ଅପାନ କିଛି ନୂଆ ଶିକ୍ଷା ଲାଭ କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ ।

ବୃଷ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ କାର୍ଯ୍ୟ ରେ ଯୋଗ ଦେବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଚାକିରି କ୍ଷେତ୍ର ରେ ଆପଣା ନୂଆ ପଦ ଉନ୍ନତି କରିବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଆପଣ କମ ପରିଶ୍ରମ କରି ଅଧିକ ସଫଳତା ହାସଲ କରିବେ । ସାଙ୍ଗ ସାଥି ଙ୍କ ଗହଣରେ ଆଜି ଆପଣଙ୍କର ସମୟ କଟିବ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରକହନ୍ତୁ ।

ମିଥୁନ ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହଯୋଗ ପାଇବେ । ଆପଣ ବ୍ୟବାସୀ କୁ ନେଇ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଆପଣଙ୍କ ଯାତ୍ରା ସୁଗମ ହେବ। ବିଦ୍ୟାର୍ଥୀ ମାନେ ପାଠ ପଢା ରେ ଆଗ୍ରହ ହେବେ । ଆପଣଙ୍କର ଅଟକି ଥିବା ପୁରୁଣା କାମ ପୁଣି ଥରେ କାର୍ଯ୍ୟକାରୀ ହେବେ । କୌଣସି କ୍ଷେତ୍ର ରୁ ଧନ କମାଇବାର ନୂଆ ସୁଯୋଗ ଆପଣ ପାଇବେ । କୌଣସି ପୁରୁଣା ମିତ୍ର ଙ୍କ ସହ ଆପଣଙ୍କର ଭେଟ ହୋଇପାରେ ।

କର୍କଟ ରାଶି : ଏହି ରାଶିର ଲୋକ ମାନେ ନିଜ ଜୀବରେ କିଛି କରିବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠା ର ମାନ ବୃଦ୍ଧି ହେବ । ଯାହା ଦ୍ଵାରା ଆପଣ ପ୍ରଶଂସା ର ପାତ୍ର ହେବେ । ସାଙ୍ଗ ସାଥି ଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ମହିଳା ମାନେ ଉପହାର କିଣିବାରେ ବ୍ୟସ୍ତ ରହିବେ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣଙ୍କ ଜୀବନରେ କୌଣସି ଖାସ ବ୍ୟକ୍ତିଙ୍କ ଆଗମନ ହୋଇପାରେ । ଯାହା ଦ୍ଵାରା ଆପଣ ପ୍ରେରିତ ହେବେ ।

ସିଂହ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେଇ ସ୍ବାଦୀତ୍ସ ଭୋଜନ ର ଆନନ୍ଦ ନେବେ । କୌଣସ କ୍ଷେତ୍ର ରୁ ଆପଣ ଅଚାନାକ ଧନ ଲାଭ କରିବେ । ଶିକ୍ଷା କ୍ଷେତ୍ର ରେ ଛାତ୍ର ମାନେ ଉନ୍ନତି କରିବେ । ସମାଜ ରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଆପଣଙ୍କର ଆୟ ରେ ବୃଦ୍ଧି ହେବ । ଟଙ୍କା କମାଇବାର ନୂଆ ଅବସର ଆପଣ ପାଇବେ ।

କନ୍ୟା ରାଶି : ଏହି ରାଶିର ଲୋକ ମାନଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମୟ ରହିବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିବାକୁ ଯାଉଛି । ଅପାନ ବିଦେଶ କୁ ଯାତ୍ରା କରି ପାରନ୍ତି । ଆପଣ କିଛି ନୂଆ କାମ କରିବା ପାଇଁ ଚିନ୍ତା କରିବେ । ବ୍ୟବସାୟର ଭଲ ଲାଭ ହେବା ସହ ଆପଣ ନିବେଶ ମଧ୍ୟ କରି ପାରବେ । ରାଜନୀତି ଓ କଳା କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କର ଉନ୍ନତି ହେବ ।

ତୁଳା ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ଆସିବାକୁ ଯାଉଛି । ଆପଣ ନିଜ ବଚନ ଉପରେ କାବୁ ରଖି ଅନ୍ୟ ସହ ଆଲୋଚନା କରନ୍ତୁ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠା ର ମାନ ବୃଦ୍ଧି ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମୟ ରହିବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ । କୌଣସି ପୁରୁଣା ମିତ୍ର ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ସାଙ୍ଗ ସାଥି ଙ୍କ ସହ ଆପଣ ବୁଲିବାକୁ ଯିବା ପାଇଁ ପ୍ଳାନ କରି ପାରନ୍ତି । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ବିଛା ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ଗୃହରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ । ସନ୍ତାନ ମାନଙ୍କ ପାଇଁ ଆପଣ ମାନସିକ ଚିନ୍ତା ରେ ରହିବେ । ତେଣୁ ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ପ୍ରେମ ଜୀବନରେ ଆପଣ ନିଜ ମନ କଥା ପାର୍ଟନର ଙ୍କୁ କହିବାର ଏହା ଉପଯୁକ୍ତ ସମୟ ଅଟେ । କୌଣସି କ୍ଷେତ୍ର ରୁ ଆପଣଙ୍କର ଆୟ ରେ ବୃଦ୍ଧି ହେବ । କୌଣସି ଖାସ ବ୍ୟକ୍ତି ଙ୍କ ସହ ଆପଣଙ୍କର ଭେଟ ହୋଇପାରେ ।

ଧନୁ ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହଯୋଗ ପାଇବେ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ଯାହା ଦ୍ଵାରା ଆପଣ ଜୀବନର ପ୍ରତେକ ଟି କ୍ଷେତ୍ର ରେ ସଫଳତାର ଶୀର୍ଷ ରେ ପହଞ୍ଚି ପାରିବେ । ସମାଜ ରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବ । ଅଫିସରେ ବଡ ଅଧିକାରୀ ଓ ସହ କର୍ମୀ ମାନଙ୍କର ସହଯୋଗ ଆପଣ ପାଇବେ । ଛାତ୍ର ମାନେ ପରୀକ୍ଷା ରେ ସଫଳ ହେବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ପାରିବାରିକ ବାତାବରଣ ହସ ଖୁସିଆର ରହିବ ।

ମକର ରାଶି : ଏହି ରାଶିର ଲୋକ ମାନେ ଧାର୍ମିକ କାର୍ଯ୍ୟ ରେ ନିଯୋଜିତ ହେବେ । ପ୍ରେମ ଜୀବନରେ ଆପଣ ସଫଳ ହେବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । କୌଣସି କ୍ଷେତ୍ର ରୁ ଆକସ୍ମିକ ଭାବେ ଧାନ ଲାଭ ହେବେ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ରୁଚି ରଖିବେ । ଆପଣଙ୍କ ଜୀବନରେ କୌଣସି ଖାସ ବ୍ୟକ୍ତିଙ୍କ ଆଗମନ ହୋଇପାରେ । ଆପଣ କୌଣସି ବ୍ୟକ୍ତି ଙ୍କ ସହ ମିତ୍ରତା କରି ପାରନ୍ତି । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠା ର ମାନ ବୃଦ୍ଧି ହେବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନେ ସମ୍ପର୍କୀୟ ଙ୍କ ଘରକୁ ଯାଇ ପାରନ୍ତି । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ବ୍ୟବସାୟରେ ଭଲ ଲାଭ ହେବ ସହ ଆପଣ ନିବେଶ କରି ପାରିବେ । ଆଜି ଆପଣଙ୍କର ରୋଜଗାର ରେ ବୃଦ୍ଧି ହେବ । କୌଣସି କାମକୁ ନେଇ ଆପଣ ବିଦେଶକୁ ଯାତ୍ରା କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ପାରିବାରିକ ମାହୋଲ ସୁଖଦ ରହିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ କିଛି ନୂଆ ହେବାକୁ ଯାଉଛି । ଧନ କମାଇବାର ନୂଆ ଅବସର ଆପଣ ପାଇବେ । ବ୍ୟବସାୟରେ ଆପଣ ଲାଭବାନ ହେବେ । କୌଣସି କ୍ଷେତ୍ର ରୁ ଆପଣ ଧନ ପ୍ରାପ୍ତ କରିବେ । ସାମାଜ ରେ ଆପଣଙ୍କର ପ୍ରଶଂସା ହେବ । ଯାହା ଦ୍ଵାରା ଆପଣ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଯିବେ । ସାଙ୍ଗ ସାଥି ଙ୍କ ସହ ଆପଣ ହସ ଖୁସିରେ ସମୟ ଅତିବାହିତ କରିବେ । ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।