ଆଜିର ରାଶିଫଳ, 5 ନଭେମ୍ବର 2020, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୫ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଏହି ରାଶିର ବ୍ୟକ୍ତି ମାନଙ୍କୁ କପା ବ୍ୟବସାୟ ରେ ଭଲ ଲାଭ ମିଳିବ । ଆଜି ଆପଣଙ୍କ ପ୍ରେମ ଜୀବନରେ କୌଣସି ଖୁସି ଖବର ମିଳିବ । ଆପଣଙ୍କ ପରିବାରରେ କୌଣସି ମନୋରଞ୍ଜନ ର କାର୍ଯ୍ୟକ୍ରମ ହୋଇପାରେ  ଯାହାଦ୍ୱାରା କି ଆପଣଙ୍କ ଘରେ ଏକ ଖୁସିର ବାତାବରଣ ରହିବ । ଆପଣଙ୍କୁ ଆପଣଙ୍କ ସବୁ କାର୍ଯ୍ୟରେ ଘର ପରିବାର ଓ ମିତ୍ରଙ୍କ ସାହାଯ୍ୟ ସହଯୋଗ ରହିବ । ସନ୍ତାନ ସନ୍ତତି କୁ ନେଇ କୌଣସି ଖୁସି ଖବର ଆପଣାଙ୍କୁ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଉଚ ଅଧିକାରୀଙ୍କ ଦ୍ଵାରା ପ୍ପୁରସ୍କୃତ ହୋଇପାରନ୍ତି ।

ବୃଷ

ଏହି ରାଶିର ବ୍ୟକ୍ତିମାନେ କପଡା ବ୍ୟବସାୟରେ ଲାଭ ମିଳିବ। ଛାତ୍ରମାନଙ୍କୁ ଶିକ୍ଷା କ୍ଷେତ୍ରରେ ଶିଖିକ ତଥା ଗୁରୁଜନଙ୍କର ସାହାଜ୍ଯ ମିଳିବ । ଯାହା ଫଳରେ କି ଆର୍ଥିକ ପରିସ୍ଥିରେ ଲାଭ ମିଳିବ ଯଦି ଆପଣ ନୂତନ କାର୍ଯ୍ୟ କରୁଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିବ । ବ୍ୟବସାୟ କ୍ଷେତ୍ରରେ ଛୋଟୋ ମୋଟୋ ସମସ୍ୟା ଆସିପାରେ । କାହା ସହିତ ଧନର ଦେବା ନେବା କରନ୍ତୁ ନାହିଁ । ଆପଣ କ୍ରୋଧ କରନ୍ତୁ ନାହିଁ ନଚେତ ଅସୁବିଧାରେ ପଡ଼ିପାରନ୍ତି । ଆପଣଙ୍କ ଖୁସିର ବାତାବରଣ ରହିବ ଯାହାଫଳରେ କି ଆପଣଙ୍କୁ ପରିବାରରେ ସହଯୋଗ ମିଳିବ । ଆପଣଙ୍କର ପିତା ମାତାଙ୍କ ସହଯୋଗ ମିଳିବ ।

ମିଥୁନ

ଆଜି ଦିନଟି ଆପଣଙ୍କର ସାମାନ୍ୟ ରହିପାରେ । ପାର୍ଟନର ଶିପ ବ୍ୟବସାୟରେ ଆପଣ ପାର୍ଟନର ସହ ଭଲ ସମ୍ପର୍କ ରଖନ୍ତୁ ଯାହା ଫଳରେ କି ଆପଣଙ୍କୁ ବ୍ୟବସାୟ ରେ ଭଲ ଲାଭ ମିଳିବା ସହ ଆବଶ୍ୟକ ସ୍ଥଳେ ଆର୍ଥିକ ସାହାଯ୍ୟ ମିଳିବ । ଆପଣଙ୍କ ଆବେ ସେଥିରେ ଆର୍ଥିକ ଲବ ମିଳିବ । ଆର୍ଥିକ ସ୍ଥିତି ଭଲ ରହିବ । ଆପଣ ଯେଉଁ ନୂଆ କାର୍ଯ୍ୟ କରିବେ ସେଥିରେ ଆର୍ଥିକ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଅଧିକ କାର୍ଯ୍ୟ ଭାର ରହିବ କିନ୍ତୁ ନିଜ ପ୍ରୟାସରେ ଆପଣ ସଫଳତା ପାଇବେ । କୌଣସି ପ୍ରକାର ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । ଯଦି କୌଣସି କୋଟ କଚେରୀ ମାମଲା ଅଛି ତେବେ ତାକୁ ଆପୋସ ମୀଳା ମିଶାରେ ସମାଧାନ କରିବା କୁ ଚେଷ୍ଟା କରନ୍ତୁ ।

କର୍କଟ

ଆଜି ଆପଣ ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ ଆପଣଙ୍କର ବିଗିଡିଥିବା କାର୍ଯ୍ୟ ସହଜରେ ହୋଇଯିବ । ବେରଜୋଗାରଙ୍କୁ ରୋଜଗାରର ପନ୍ଥା ମିଳିବ । ଯଦି ଆପଣ କୌଣସି ବ୍ୟବସାୟ କରିବାକୁ ଚାହୁଛନ୍ତି ତେବେ ଆପଣ ସଫଳତା ପାଇବେ । ଆପଣ ଏହି ସମାୟାରେ କିଛି ନୂଆ କାର୍ଯ୍ୟ କରିବାକୁ ଚାହୁଛନ୍ତି ତେବେ ଏହି କ୍ଷେତ୍ରରେ ଅନୁଭବ ଥିବା ବ୍ୟକ୍ତିଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । କାରବାର ବିସ୍ତାର କରିବାରେ ନୂଆ ଯୋଜନା ପ୍ରୟୋଗ କରିପାରନ୍ତି । ଆପଣଙ୍କୁ କୌଣସି ଅଚାନକ ଧନ ମିଳିବାର ଅଛି । ଯାହାଫଳରେ କି ଆର୍ଥିକ ସୁଧାର ଆସିବ ।

ସିଂହ

ଆଜି ଆପଣଙ୍କର କୌଣସି ବାକି ଥିବା କାମ କୁ ଅତି ସହଜରେ ପୂରଣ କରି ପାରିବେ ଯାହାଦ୍ଵାରା କି ଆପଣଙ୍କୁ ଆର୍ଥିକ ଭାବେ ଲାଭ ମିଳିବ । କୌଣସି କାର୍ଯ୍ୟ କୁ ନେଇ ବାହାରକୁ ଯାଇ ପାରନ୍ତି । ଆପଣ ନିଜ ବ୍ୟବଶ୍ୟକୁ ଯଦି ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି ତେବେ ଏହି ସମୟ ପ୍ରକୃଷ୍ଟ ସମୟ ଅଟେ । ଆପଣଙ୍କୁ ଆକସ୍ମିକ ଭାବରେ କୌଣସି ଜାଗରୁ ଧାନ ମିଳିପାରେ । ପରିବାର ରେ ଆପଣଙ୍କ ଦାୟୀତ୍ଵ ବଢିବ ଓ ଏହି ଦାୟୀତ୍ଵକୁ ପୂରଣ କରିବାରେ ଆପଣଙ୍କୁ ଆପଣଙ୍କ ପରିବାର ପୁରା ସହଯୋଗ ମିଳିବ । ଆପଣ କୌଣସି ଗାଡି କିମ୍ବା ଜମି କିଣିବାର ସୁଯୋଗ ମିଳିବ । ଆପଣଙ୍କୁ ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ ।

କନ୍ୟା

ଏହି ରାଶି ର ବ୍ୟକ୍ତି ମାନନକୁ ଆଜି ରାଜନୀତିରେ କୌଣସି ବଡ ପଦ ପଦବୀ ମିଳିପାରେ । ଆପଣକର ଆଜି ଲୋକଙ୍କ ମନଧ୍ୟାରେ ଲୋକପ୍ରିୟତା ବଢିବ । ଆର୍ଥିକ ଲାଭର ଭଲ ଅବସର ମିଳିବ । ଆପଣଙ୍କୁ ଏହି କ୍ଷେତ୍ର ରେ କୌଣସି ବନ୍ଧୁ ବାନ୍ଧବ ସାହାଯ୍ୟ କରି ପାରନ୍ତି । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଭଲ ଲାଭ ମିଳିବ । ଆପଣ ଏହି ସମୟରେ ମାନସିକ ସ୍ତରରେ ବହୁତ ଖୁସି ରହିବେ ।  ଆପଣ ଆପଣଙ୍କ ର୍କୌଣସି ମହତ୍ଵ ପୂର୍ଣା କଥା କାହାକୁ ସେୟାର କରନ୍ତୁ ନାହିଁ ନଚେତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

ତୁଳା

ଆପଣ ଆଜି କୌଣସି ସମସ୍ୟାକୁ ଆପଣଙ୍କର ପାର୍ଟନରଙ୍କ ସହ ମିଶି ସମାଧାନ କରିବେ । ବ୍ୟବସାୟୀ ମାନଙ୍କୁ ଆର୍ଥିକ କ୍ଷେତ୍ରରେ ଛୋଟ ମୋଟ ସମସ୍ୟା ଆସିପାରେ । ଆପଣଙ୍କର କୌଣସି ଜରୁରୀ କାର୍ଯ୍ୟ ସହଜରେ ହୋଇଯିବ । ଆପଣଙ୍କର ବହୁତ ଦିନରୁ ଅଟକି ଥିବା ଧନ ମିଳିପାରେ । ଆପଣଙ୍କୁ ଆପଣଙ୍କ ଉଚ ଅଧିକାରୀ କିମ୍ବା ଗୁରୁଜନମାନଙ୍କ କୃପା ଦୃଷ୍ଟି ରହିବ । ଆପଣ ଅଧିକ କାର୍ଯ୍ୟ କରିବା ଦ୍ଵାରା ଆଳସ୍ୟ ଅନୁଭବ କରିବେ କିନ୍ତୁ ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ । ପରିବାରରେ ତାଳ ମେଳ ରହିବା ଦ୍ଵାରା ପରିବାରର ସବୁ ସମସ୍ୟା ସମାଧାନ ହୋଇଯିବ ।

ବିଚ୍ଛା

ଏହି ରାଶି ର ବ୍ୟକ୍ତି ମାନଙ୍କୁ ଥିଏଟର ଓ ଫିଲ୍ମ ଦୁନିଆରେ ସଫଳତା ମିଳିବ । ଆଜି ଆପଣଙ୍କ ଅଟକି ଥିବା କୌଣସି କାର୍ଯ୍ୟ ସମ୍ପନ୍ନ ହୋଇଯିବ । ଆର୍ଥିକ ଲାଭ ମିଳିବାର ସୁଯୋଗ ମିଳିବ । ଆପଣଙ୍କୁ କୌଣସି ବେଦେଶୀ କମ୍ପାନୀ ସହ ବ୍ୟବସାୟରେ ବଡ ଚୁକ୍ତି କରିବାର ସୁଯୋଗ ମିଳିବ। ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ବ୍ୟବସାୟ ରେ କୌଣସି ବଡ ନିସ୍ପତି ନେବା ବେଳେ ଭଲ ଭାବ ରେ ଭାବି  ଚିନ୍ତି କରନ୍ତୁ । ଆପଣ ନିଜ ପରିବାର ସଦସ୍ୟଙ୍କ ସହ ଭଲ ସମ୍ପର୍କ ରଖନ୍ତୁ  ଯାହା ଫଳରେ ଆପଣଙ୍କୁ ସବୁ କାର୍ଯ୍ୟରେ ପରିବାରର ସହଯୋଗ ମିଳିବ ।

ଧନୁ

ଆପଣ ସମସ୍ତନକ ସହ ମିଶି କାର୍ଯ୍ୟ କରିବେ । ଓକିଲ ମାନଙ୍କୁ କୌଣସି କେଶରେ ସଫଳତା ମିଳିବ । ଆପଣଙ୍କର କୌଣସି ବିଗିଡିଥିବା କାର୍ଯ୍ୟରେ ସୁଧାର ଆସିବ । ଆପଣଙ୍କୁ ଅଚାନକ କୌଣସି ଉପାୟରୁ ଧାନ ମିଳିବ । କାରବାର ସାମାନ୍ୟ ରହିବ । ଆପଣଙ୍କର ଖର୍ଚ ଅଧିକ ହବା ଦ୍ଵାରା ଆର୍ଥିକ ସ୍ଥିତିରେ କମଜୋର ଆସିବ । ଆପଣ ଯେଉଁ କାମ କରୁଛନ୍ତି ନିଜ ଉପରେ ବିଶ୍ବାସ ରଖି ଓ ମନ ଲଗାଇ କାମ କରନ୍ତୁ ଆପଣଙ୍କୁ ବହୁତ ସଫଳତା ମିଳିବ ।

ମକର

ଆଜି ଆପଣଙ୍କୁ ଜୀବନରେ ସର୍ବ ଶ୍ରେଷ୍ଠ ଉପଲବ୍ଧି ମିଳିବ ।  ଏହି ରାଶିର ବ୍ୟକ୍ତିଙ୍କୁ ଫେସନ ଡିଜାଇନ କ୍ଷେତ୍ରରେ ସଫଳତା ମିଳିବ । ଆପଣଙ୍କୁ କୌଣସି ଉଚ ଅଧିକାରୀଙ୍କ ସହ ସମ୍ପର୍କ ଭଲ ରହିବାରୁ ଆପଣଙ୍କୁ କୌଣସି ପଦ ପୋଜିସନ ମିଳିବ । ଆପଣାକୁ ସବୁ କାର୍ଯ୍ୟରେ ସଫଳତା ମିଳିବା ସହ ଭଲ ଧାନ  ପ୍ରାପ୍ତି ହେବ ବ୍ୟବସାୟ ରେ କିଛିଟା ସମସ୍ୟା ଆସିପାରେ କିନ୍ତୁ ସମୟ ଅନୁସାରେ ଏଥିରେ ପ୍ରଗତି ମିଳିବ । କାର୍ଯ୍ୟ କ୍ଷେତ୍ରରେ ଅଧିକ କାମ ଯୋଗୁଁ ଥକା ଅନୁଭବ କରିବେ । ଆପଣ କୌଣସି ଗାଡି କିମ୍ବା ଭୂମି ଆଦି କିଣିବାର ସମ୍ଭାବନା ଅଛି । ଆପଣଙ୍କୁ ଚାକିରି କ୍ଷେତ୍ରରେ ସଫଳତା ମିଳିବ ।

କୁମ୍ଭ

ଆଜି ଆପଣ ବହୁତ ଖୁସି ରହିବେ । ଚାକିରି କ୍ଷେତ୍ରରେ ସହଯୋଗୀଙ୍କ ଭରପୁର ସାହାଯ୍ୟ ମିଳିବ । କୌଣସି କାର୍ଯ୍ୟକୁ ନେଇ ଆପଣ ବାହାରକୁ ଯାଇପାରନ୍ତି । ଆପଣଙ୍କୁ ଆଜି ଆପଣଙ୍କ ଜୀବନ ସାଥିର ସହଯୋଗ ମିଳିବ । ପ୍ରେମ ସମ୍ପ୍ରକାରେ ସୁଧାର ଆସିବ । ବ୍ୟବସାୟ ଭଲ ଚଳିବାରୁ ଆପଣଙ୍କ ଆର୍ଥିକ ସ୍ଥିତି ସୃଧୁଢ ହେବ । ଆପଣଙ୍କ ସମ୍ପ୍ରକୀୟଙ୍କ ଓ ସହଯୋଣୀଙ୍କ ସାହାଯ୍ୟ ମିଳିବାରୁ ଆପଣ ସବୁ କାର୍ଯ୍ୟରେ ସଫଳତା ମିଳିବ । ଆଫିସରେ ଆପଣଙ୍କୁ ଉଚ ଅଧିକାରୀଙ୍କ ପ୍ରଶଂସା ମିଳିବ । ଆପଣଙ୍କୁ କୌଣସି ଅଚଳ ଅଚଳ ସମ୍ପତ୍ତି ମିଳିପାରେ । ଆପଣଙ୍କ ପରିବାରେ ସବୁ ସଦଷ୍ୟଙ୍କ ସହ ଭଲ ସମ୍ପର୍କ ରଖନ୍ତୁ ଯାହା ଫଳରେ କି ଆଗାମୀ ଭବିଷ୍ୟତରେ ପୂର୍ଣ ସହଯୋଗ ମିଳିବ ।

ମୀନ

ଏହି ରାଶିର ଯେଉଁ ବ୍ୟକ୍ତିମାନେ ଲେଖକ ଅଛନ୍ତି । ଆଜି ତାଙ୍କୁ ସମ୍ମନ୍ନ ମିଳିବ । ଆଜି ଆପଣଙ୍କର ପରିସ୍ଥିତି ଅନୁକୂଳ ରହିବ । ଆଜି ଆପଣ ବୁଦ୍ଧି ଦ୍ଵାରା କୌଣସି ଜରୁରୀ କାର୍ଯ୍ୟ କରିବାରେ ସଫଳ ହେବେ । ଆପଣଙ୍କ ବୈବାହିକ ଜୀବନ ଖୁସିରେ ବିତିବ । କୌଣସି ନୂଆ କାର୍ଯ୍ୟକୁ କରିବାରେ ଆପଣଙ୍କୁ ଆର୍ଥିକ ଲାଭ ମିଳିବ । କାହା ସହ ଧାନ ସମ୍ବନ୍ଧୀୟ କାରବାର କରନ୍ତୁ ନାହିଁ । ଆପଣ ବିବାଦ ଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଖରଚକୁ ନିଆୟନ୍ତ୍ରଣ ରଖନ୍ତୁ । କାର୍ଯ୍ୟରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ଏଥିପାଇଁ ଆପଣ ସବୁ କାର୍ଯ୍ୟକୁ ବୁଝିସୁଝି କରନ୍ତୁ ସଫଳତା ମିଳିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।