ଆଜିର ରାଶିଫଳ, 5 ଏପ୍ରିଲ 2021, ସୋମବାର, ମହାଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୫ ଏପ୍ରିଲ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମୟ ରହିବ । କୌଣସି ନୂଆ କାମ କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ଅଟେ । ବ୍ୟବସାୟରେ ଭଲ ଲାଭ ମିଳିବ । ଧନ ଲାଭର ଯୋଗ ରହିଛି । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ କୌଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଛାତ୍ରମାନେ କଠିନ ପରିଶ୍ରମ କରି ନିଜ ଜୀବନରେ ସଫଳତା ପାଇପାରିବେ । ଆପଣ ଯେଉଁ କଥାଟି କହୁଛନ୍ତି ତାହା ଭାବି ଚିନ୍ତି କୁହନ୍ତୁ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

ବୃଷ ରାଶି : ଏହି ରାଶିର ଲୋକମାନେ ଧର୍ଯ୍ୟର ସହ କୌଣସି କାମକୁ କରିବାକୁ ଚେଷ୍ଟା କରନ୍ତୁ । ବିଦେଶକୁ ଯାତ୍ରା କରିବାର ଆଶଙ୍କା ରହିଛି । ଦାମ୍ପତ୍ୟ ଜୀବନରେ ନିଜ ଜୀବନ ସାଥିଙ୍କ ସହ ଭଲ ସମୟ ଅତିବାହିତ କରିବେ । ଆଜି ଆପଣଙ୍କ ଦିନଟି ଭଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ମିଳିବ । ବ୍ୟବସାୟରେ ବୃଦ୍ଧି ହେବ । ସମାଜରେ ଆପଣଙ୍କର ମାନ ସମାନ ବଢିବ । ନିଜ ଠାରୁ ବଡ ଗୁରୁଜନ ମାନଙ୍କ ଆଶୀର୍ବାଦ ନେଇ ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ନିଜ ଦେହ ପ୍ରତି ଯତ୍ନବାନ ହୁଅନ୍ତୁ ।

ମିଥୁନ ରାଶି : ଏହି ରାଶିର ଲୋକମାନେ ନିଜ ପରିବାର ଓ ସାଙ୍ଗ ସାଥିଙ୍କ ସହ ଭଲ ସମୟ ଅତିବାହିତ କରିବେ । ନୂଆ ସାଙ୍ଗ ସାଥିଙ୍କ ଭେଟା ହୋଇପାରେ । ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ଭଲ ବୁଝାମଣା ରହିବ । ହଠାତ ଧନ ଲାଭର ଯୋଗ ରହିଛି । ବ୍ୟବସାୟରେ ଉନ୍ନତି ଘଟିବ । ଚାକିରି କ୍ଷେତ୍ରରେ ଥିବା ଲୋକମାନଙ୍କର ଦିନଟି ଭଲରେ କଟିବ । ନିଜ ସହକର୍ମୀ ମାନଙ୍କ ସହଯୋଗ ମିଳିବ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅଧିକ ପରିଶ୍ରମ କରି କମ ସଫଳତା ପାଇଥବାରୁ ଆପଣ ମାନସିକ ଚିନ୍ତାରେ ରହିବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବେ ।

କର୍କଟ ରାଶି : ଏହି ରାଶିର ଲୋକମାନଙ୍କର ସମସ୍ତ ସମସ୍ୟାର ସମାଧାନ ହେବ । ନୂଆ କାମ ଆରମ୍ଭ କରିବାକୁ ଚାହୁଁ ଥିଲେ ଆଜି ଦିନଟି ଶୁଭ ନୁହେ । ଆପଣଙ୍କ ବ୍ୟବସାୟ ମଧ୍ୟମ ଧରଣର ରହିବ । ନିଜ ସାଙ୍ଗ ସାଥିଙ୍କ ସହ କୌଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ପ୍ରିୟଜନ ମାନଙ୍କ ସହ କୌଣସି ସମାରୋହରେ ଯୋଗ ଦେବେ । ଏହି ସମୟରେ ଶାନ୍ତିର ସହ ନିଜ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖିବାକୁ ପ୍ରୟାସ କରନ୍ତୁ । ଆପଣ ଆପଣଙ୍କ ଚେଷ୍ଟାରେ ସଫଳ ନ ହେବାରୁ ମାନସିକ ଚିନ୍ତାରେ ଗତି କରିବେ । ସେଥି ପ୍ରତି ଧ୍ୟାନ ଦେବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ସହ ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ମଧ୍ୟ ଧ୍ୟାନ ରଖନ୍ତୁ ।

ସିଂହ ରାଶି : ଏହି ରାଶିର ଲୋକମାନେ ନିଜ କର୍ମ କ୍ଷେତ୍ରରେ ସଫଳ ହେବେ । ଆପଣଙ୍କ ବ୍ୟବସାୟରେ ଭଲ ଲାଭ ମିଳିବ । କୌଣସି ନୂଆ ଯୋଜନା କରିବାକୁ ଚାହୁନଥିଲେ ଆଜି ଦିନଟି ଶୁଭ ଅଟେ । ଦାଂପତ୍ଯ ଜୀବନରେ ସାଥିଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି ଓ ପରସ୍ପର ସହ ଭଲ ସମୟ ବିତାଇବେ । କୋଣସି କାରଣରୁ ଆପଣ ମାନସିକ ଚିନ୍ତାରେ ରହିବେ । ସେଥି ପ୍ରତି ଧ୍ୟାନ ଦେବେ । ଆପଣ ଆଜି ଧାର୍ମିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । କଠିନ ପରିଶ୍ରମ କରି ନିଜ ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ ।

କନ୍ୟା ରାଶି : ଏହି ରାଶିର ଲୋକମାନେ ଅଫିସରେ କୌଣସି ଖୁସି ଖବର ପାଇପାରିବେ । ନିଜକୁ କାମରେ ବ୍ୟସ୍ତ ରଖିବେ । ଆପଣଙ୍କ ବ୍ୟବସାୟରେ କୌଣସି ସମସ୍ୟାର ସମାଧାନ ହେବ । କିନ୍ତୁ ତୁରନ୍ତ ଏହାର ସମାଧାନ ମନଧ୍ୟା ହେବ । ଆପଣ ଆପଣଙ୍କ ଭବିଷ୍ୟତରେ କଠିନ ପରିଶ୍ରମ କରିଲେ ସଫଳତା ପାଇପାରିବେ । ସମାଜରେ ଆପଣଙ୍କର ପ୍ରତିଷ୍ଠାର ମାନ ସମାନ ବଢିବ । ଯାହା ପାଇଁ ଆପଣ ସବୁ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ ହେବ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

ତୁଳା ରାଶି : ଏହି ରାଶିର ଲୋକମାନେ ଆଜି ଦିନରେ କୋଣସି ସମସ୍ୟାରୁ ବାହାରି ଆସିବେ । ନିଜ ପାଇଁ କିଛି ସମୟ ବାହାର କରନ୍ତୁ । ଆପଣ ଆଜି କୋଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ ଓ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । ବ୍ୟବସାୟରେ ଜଡିତ କୌଣସି କାମକୁ ନେଇ ଆପଣ ଆଜି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଛାତ୍ରମାନେ ନିଜ ପରୀକ୍ଷାରେ ସଫଳ ହେବେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ବୁଝାମଣା ରହିବ ଓ ଅଧିକ ସମୟ ଅତିବାହିତ କରିବେ । ଆପଣ ଆପଣଙ୍କ ବିଚାର ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଯାହା ଫଳରେ ଆପଣ ନିଜ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ।

ବିଛା ରାଶି : ଏହି ରାଶିର ଲୋକମାନଙ୍କର ସମୟ ସହ ସବୁ କାମ ପୂର୍ଣ୍ଣ ହେବ । ବ୍ୟବସାୟ କରୁଥିବା ଲୋକମାନଙ୍କୁ ସଫଳତା ମିଳିବ । ଆପଣ ନିଜ ଖର୍ଚ୍ଚକୁ ସାବଧାନର ସହ ନିୟନ୍ତ୍ରଣ କରନ୍ତୁ । ଯେଉହମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ଧନ ଲାଭର ଯୋଗ ରହିଛି । ଛାତ୍ରମାନେ ନିଜ କର୍ମ କ୍ଷେତ୍ରରେ ସଫଳ ହେବେ । ସାମାଜିକ କ୍ଷେତ୍ରରେ ଆପଣଙ୍କର ଗୌରବର ମାନ ବଢିବ । ଯାହା ପରିଣାମ ସ୍ୱରୂପ ଆପଣ ପ୍ରଶଂସାର ପାତ୍ର ହେବେ । ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ନିଜ ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାକୁ ପ୍ରୟାସ କରନ୍ତୁ ।

ଧନୁ ରାଶି : ଏହି ରାଶିର ଲୋକମାନେ ଆଜି କୌଣସି ନୂଆ ଯୋଜନା କରିପାରିବେ । ଯେଉଁଥିରେ ସେମାନେ ସଫଳ ହେବେ । ଆପଣ ଆଜି ନୂଆ ବାତା ବରଣରେ ନିଜର ସଂପୂର୍ଣ୍ଣ ସମୟ କଟାଇବେ । ଲୋକମାନଙ୍କର ପ୍ରେମ ଓ ଭରସାର ଆପଣ ବିଶ୍ଵସ୍ତ ହେବେ । ବ୍ୟବସାୟରେ କୌଣସି ସମସ୍ଯା ଦେଖାଯିବ । ଆପଣ କୌଣସି ଦରକାରୀ ବ୍ଯକ୍ତିର ସାହାର୍ଯ୍ୟ କରିବେ । ନିଜ ପ୍ରିୟଜନ ମାନଙ୍କ ସହଯୋଗ ମିଳିବ । ନିଜ ସ୍ବାସ୍ଥ୍ୟର ଯତ୍ନ ନେବେ । ଆପଣ ନିଜ ଭୁଲକୁ ସୁଧାରିବାକୁ ପ୍ରୟାସ କରନ୍ତୁ । ଅଧିକ ପରିଶ୍ରମ କରି ନିଜ ଜୀବନରେ ସଫଳତା ପାଇବାକୁ ଚେଷ୍ଟା କରନ୍ତୁ ।

ମକର ରାଶି : ଏହି ରାଶିର ଲୋକମାନଙ୍କର ଆର୍ଥିକ ଅବସ୍ଥାରେ ସୁଧାର ଆସିବ । ବ୍ୟବସାୟରେ ଭଲ ଲାଭ ମିଳିବ । ନିଜ ସାଥିଙ୍କ ସହ ବୁଝି ବିଚାରୀ କଥାବାର୍ତ୍ତା କରନ୍ତୁ । ନିଜ ଠାରୁ ବଡ ଲୋକମାନଙ୍କ ପରାମର୍ଶ ନେଇ ଜୀବନରେ ଆଗକୁ ବଢିବାକୁ ପ୍ରୟାଶ କରନ୍ତୁ । କର୍ମ କ୍ଷେତ୍ରରେ ନିଜ ସହକର୍ମୀ ମାନଙ୍କର ସହଯୋଗ ମିଳିବ । କୌଣସି କାରଣରୁ ଆପଣ ଆଜି ନିରାଶ ରହିବେ । ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଆପଣ ନିଜ ଭାବନାକୁ ଅନ୍ୟକୁ କହିବାକୁ ଚେଷ୍ଟା କରନ୍ତୁ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଭଲ ବୁଝାମଣା ରହିବ ଓ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି । ଅଫିସରେ ଆପଣଙ୍କ ଦକ୍ଷତାର ପରୀକ୍ଷା କରାଯିବ । ସେଥିରେ ଆପଣ ନିଜର ଭଲ ଗୁଣ ଯୋଗୁ ସଫଳ ହେବେ । ନିଜ ଆତ୍ମବିଶ୍ଵାସ ଉପରେ ଭରସା ରଖି ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ ।

କୁମ୍ଭ ରାଶି : ଏହି ରାଶିର ଲୋକମାନେ କିଛି ଦିନରୁ କୌଣସି ନିର୍ଣ୍ଣୟ ନେବା ପାଇଁ ପ୍ରୟାସ କରୁଥିବେ । ଆଜି ଦିନରେ ଆପଣ ନିଜର ସଠିକ ନିସ୍ପତି ନେଇ ପାରିବେ । କର୍ମ କ୍ଷେତ୍ରରେ ଆପଣ ଆଜି ଅଧିକ ପରିଶ୍ରମ କରିବେ । ସେଥିରେ ଆପଣ ସଫଳ ମଧ୍ୟ ହେବେ । ନିଜ ପରିବାର ଲୋକଙ୍କ ସହ ଅଧିକ ସମୟ ଅତିବାହିତ କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଭଲ ସମୟ ବିତାଇବେ । ବ୍ୟବସାୟରେ ଭଲ ଲାଭ ମିଳିବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମାନ ବଢିବ । ସମସ୍ତଙ୍କ ନଜରରେ ଆପଣ ନିଜ କର୍ମ ପାଇଁ ପ୍ରଶଂସା ପାଇବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମୀନ ରାଶି : ଏହି ରାଶିର ଲୋକମାନଙ୍କର ବ୍ୟବସାୟରେ ସମସ୍ଯା ଦେଖା ଯିବା ଯୋଗୁ ମାନସିକ ଚିନ୍ତାରେ ରହିବେ । ଆଜି ଆପଣ ବହୁତ ଖୁସିରେ ରହିବେ । ନିଜ ଲକ୍ଷ୍ୟରେ ପହଞ୍ଚିବାକୁ ଆପଣ ପ୍ରୟାସ ଜାରି ରଖନ୍ତୁ । ବ୍ୟବସାୟରେ ଭଲ ଲାଭ ମିଳିବ । କୌଣସି କ୍ଷେତ୍ରରୁ ଧନ ଲାଭର ଆଶଙ୍କା ରହିଛି । ନିଜ ସହ କର୍ମୀ ମାନଙ୍କର ସହଯୋଗ ମିଳିବ । ନିଜ ଦୁଖକୁ କମ କରିବା ପାଇଁ ଆପଣ କୌଣସି ଅନୁଭବି ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ । ନିଜ ଉଦେଶ୍ୟକୁ ପୂରଣ କରିବା ପାଇଁ ଅଧିକ ପରିଶ୍ରମ କରନ୍ତୁ । ପରିବାର ଲୋକଙ୍କ ସହ ଆଜି ଦିନଟି ଆପଣଙ୍କର ଭଲରେ କଟିବ । କୋଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଛାତ୍ରମାନେ ନିଜ ପରୀକ୍ଷାରେ ଅଧିକ ପରିଶ୍ରମ କରିଲେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ । ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।