ଆଜିର ରାଶିଫଳ, 4 ସେପ୍ଟେମ୍ବର 2022, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୪ ସେପ୍ଟେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କର ଜୀବନରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଆପଣ ଯେଉଁ କାମ ପୂର୍ବରୁ କରିବେ ବୋଲି ଯୋଜନା କରି ରଖିଛନ୍ତି ତାହା କାର୍ଯ୍ୟକାରୀ କରିବାର ସମୟ ଆସି ଯାଇଛି । ସମାଜରେ ଆପଣଙ୍କର ଯଶ ଓ କୀର୍ତ୍ତି ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ପ୍ରଶଂସା ନ କରି ରହି ପାରିବେ ନାହି । ଅଫିସରେ କାମ ଭାର ଅଧିକ ରହିପାରେ । ଯାହା ପାଇଁ ଆପଣ ଅଧିକ ବ୍ୟସ୍ତ ରେ ରହିବେ । ଆପଣଙ୍କ ଜୀବନରେ ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବାକୁ ଯାଉଛି ।

ବୃଷ ରାଶି : ଆପଣଙ୍କର ବେପାର ବାଣିଜ୍ୟ କ୍ଷେତ୍ର ରେ ଅଧିକ ଲାଭର ହେବାର ସମ୍ଭାବନା ରହିଛି । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କର ପ୍ରେମ ଜୀବନରେ ସୁଧାର ଆସିବ । ଆପଣ କାହାକୁ ପ୍ରପୋଜ କରିବାକୁ ଚାହୁଁଥିଲେ କରି ପାରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବାର ପ୍ରବଳ ଯୋଗ ରହିଛି । ଅଟକି ରହିଥିବା କାମ ଆରମ୍ଭ ହେବ । ଆପଣ ଆଜି ବିନା ସାହାଜ୍ଯରେ ନିଜ ଚେଷ୍ଟାରେ ସଫଳ ହେବେ । ଆପଣଙ୍କୁ ସରକାରୀ ଚାକିରି ପ୍ରାପ୍ତ ହୋଇପାରେ । ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହୋଇପାରେ । କିଛି ମାମଲା ରେ ଆପଣ ନିଜକୁ ଏକା ଅନୁଭବ କରିବେ ।

ମିଥୁନ ରାଶି : ମିତ୍ର ମାନଙ୍କ ପାଇଁ ଆଜି ବହୁତ ସାହାଜ୍ଯକାରୀ ସାବ୍ୟସ୍ତ ହେବ । ବ୍ଯବସାୟିକ ଓ ଆର୍ଥିକ କ୍ଷେତ୍ରରେ ଆସିଥିବା ସମସ୍ୟା କାରଣରୁ ଆପଣ ଚିନ୍ତା ରେ ରହିବେ । ମିତ୍ର ଆପଣଙ୍କ ପକ୍ଷ ରେ ରହିବେ ଓ ଆପଣଙ୍କୁ ସାହାଜ୍ଯ ମଧ୍ୟ କରିବାର ନଜର ଆସିବେ । କୌଣସି ନୂଆ ବିଷୟ ର ପଢା ଆରମ୍ଭ କରିବା ପାଇଁ ଆଜି ଦିନ ଟି ଭଲ ରହିଛି । ଆଜି ସାମାଜିକ କାର୍ଯ୍ୟ ରେ ଆପଣଙ୍କର ରୁଚି ବଢିବ । ଆପଣଙ୍କର ସ୍ୱାସ୍ଥ୍ୟ ଦୁର୍ବଳ ଲାଗିପରେ । ଭୋଜନ କରିବା ସମୟରେ ସାବଧାନ ରୁହନ୍ତୁ ।

କର୍କଟ ରାଶି : ବିତ୍ତୀୟ ସ୍ଥିତି ରେ ସୁଧାର ଆଣିବା ପାଇଁ କିଛି ପରିବର୍ତ୍ତନ ଆଣିବାର ଜରୁରତ ରହିଛି । ଛୋଟ ଭାଇ ଭଉଣୀ ଙ୍କ ସହ ସମ୍ପର୍କ ବହୁତ ଭଲ ରହିବ । ମାତା ପିତାଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ଆପଣଙ୍କର ଆଲୋଚକ ଓ ଶତ୍ରୁ ଆପଣଙ୍କ ପାଇଁ ସମସ୍ଯା ସୃଷ୍ଟି କରି ପାରନ୍ତି । ନିଜର ବିଚାରକୁ ସ୍ପଷ୍ଟତା ରେ ବ୍ୟକ୍ତ କରନ୍ତୁ । ଏହା ସହ ଅନ୍ୟ ମାନଙ୍କର କଥା ଧ୍ୟାନ ସହକାରେ ଶୁଣିବାକୁ ଚେଷ୍ଟା କରନ୍ତୁ । ଏହି ରାଶିର ସମ୍ପତି ଡିଲର ଙ୍କ ପାଇଁ ଆଜି ଦିନ ବେହତର ରହିବ ।

ସିଂହ ରାଶି : ଆଜି ଆପଣଙ୍କୁ ସବୁଠାରୁ ବଡ ସ୍ଵପ୍ନ ସତ ହେବାର ନଜର ଆସିବ । ଧାନ ପ୍ରାପ୍ତି ସୁଗମ ହେବ । ତରବର ହୁଅନ୍ତି ନାହି । ଯଦି ଆପଣଙ୍କର କୌଣସି କାମ ଧନ ଅଭାବରୁ ଅଟକି ରହିଛି ତେବେ ଆଜି ପୁରା ହେବ । କାମରେ ଆସୁଥିବା ବାଧା ବିଷୟରେ ଅଧିକ ଚିନ୍ତା ନ କରି ନିଜର ଗତି ପଥ ରେ ପରିବର୍ତ୍ତନ କରନ୍ତୁ । କୌଣସି କାମରେ ଆପଣଙ୍କୁ ଅଧିକ ଲାଭ ମିଳିପାରେ । ଚାକିରି କ୍ଷେତ୍ରରେ ନୂଆ କାମ ପାଇବେ । ଆପଣ ନିଜର ମେହନତରେ ନିଜ କ୍ଷେତ୍ରରେ ଆଗକୁ ବଢିବେ ।

କନ୍ୟା ରାଶି : ଆଜି କୌଣସି କାର୍ଯ୍ୟ ରେ ଆପଣଙ୍କୁ ସାହାଜ୍ଯ ମିଳିବ । ସମ୍ପର୍କ ଧୀରେ ଧୀରେ ମଜବୁତ ହେବାରେ ଲାଗିବ । ଯାହା ପାଇଁ ଆପଣ ସମ୍ପର୍କରେ ମଧୁରତା ବନାଇବାରେ ବା ବିଶ୍ଵାସ ବଢାଇବାରେ ସକ୍ଷମ ହେବେ । ଯେଉଁ ପରିଯୋଜନା ଲମ୍ବା ସମୟରୁ ରହିଛି ଏବେ ପ୍ରଗତି ହେବାର ସମ୍ଭାବନା ରହିଛି । ଆପଣଙ୍କୁ ନିଜ ପରିବାରରୁ ବହୁତ ସାରା ପ୍ରେମ ଓ ସ୍ନେହ ମିଳିବ । ସାମାଜିକ ଗତି ବିଧି ରେ ରୁଚି ବଢିବ । ଆଜି ଆପଣ ଫିଲ୍ମ ଦେଖିବା ପାଇଁ ପ୍ଳାନ କରିବେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ତୁଳା ରାଶି : ଆପଣଙ୍କ ଦିନ ଆଜି ମିତ୍ର ଓ ଶୁଭ ଚିନ୍ତକ ମାନଙ୍କ ସହ ମସ୍ତିରେ ବ୍ଯତୀତ ହେବ  ଅଚାନକ ଯାତ୍ରା କାରଣରୁ ଆପଣ ସମସ୍ୟାରେ ପଡି ପାରନ୍ତି । ମିତ୍ର ଓ ପ୍ରେମୀ କାରଣରୁ ଆପଣଙ୍କୁ ତ୍ୟାଗ କରିବାକୁ ପଡିପାରେ । ବେରୋଜଗାର ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ଅନ୍ୟ ସହ ଝଗଡା କରନ୍ତୁ ନାହି । ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ର ଙ୍କ ପାଇଁ ଆଜି ଦିନ ସଫଲାତ ଆଣି ଦେବାର ନଜର ଆସୁଛି । ଆପଣ ନିଜର କାମକୁ ନେଇ ଯାତ୍ରା ର ପ୍ରତସୂତି କରିବେ । ଯାତ୍ରା ଲାଭଦାୟକ ରହିବ ।

ବିଛା ରାଶି : ଆଜି ଆପଣ ଅନ୍ୟର ସମସ୍ୟାକୁ ନେଇ ବିଚଳିତ ହେବେ । ମଜବୁତ ଇଚ୍ଛା ଶକ୍ତି ବିନା ଆପଣ ସଫଳ ହୋଇ ପାରିବେ ନାହି ତେଣୁ ନିଜକୁ ଖରାପ ଚିନ୍ତାଧାରା ଠାରୁ ଦୂରେଇ ରଖନ୍ତୁ । ଆର୍ଥିକ ସ୍ଥିତି ରେ ସୁଧାର ଆସିବ କିନ୍ତୁ କିଛି ଅନାବଶ୍ୟକ ଖର୍ଚ୍ଚ ବଢିପାରେ । ଦାଂପତ୍ଯ ଜୀବନ ରେ ସୁଧାର ଆସିବାପରେ । ପଇସା ସହ ଜଡିତ କାମ ଅଟକି ପାରେ । ଆପଣ ନିଜର କ୍ରୋଧ କୁ ସଂଯମ ରଖନ୍ତୁ ନଚେତ ଭାରି କ୍ଷତି ହୋଇପାରେ ।

ଧନୁ ରାଶି : ଆଜି ବିଦ୍ୟାର୍ଥୀ ଙ୍କ ପାଇଁ ବହୁତ ବଡ ଖୁସି ଖବର ରହିଛି । ବିଶେଷ କରି ତୀର୍ଥ ଯାତ୍ରା କରିବାର ସମ୍ଭାବନା ରହିଛି । ଯେଉଁ ଲୋକ ଅନେକ ଦିନରୁ ଚିନ୍ତା ରେ ଅଛନ୍ତି ସେମାନଙ୍କର ସମସ୍ଯା ଦୂର ହେବ । ଚାକିରି ରେ ସଫଳ ହେବେ । କାରୋବାର ଭଲ ଚାଲିବ । ଅଧିକାରୀ ମାନଙ୍କ ସହ ଖାସ ମାମଲାରେ ଆଲୋଚନା କରିବେ । ଭାବିଥିବା ସବୁ କାମ ସମୟ ଅନୁଯାୟୀ ପୁରା ହେବ । ମିତ୍ର ମାନଙ୍କ ସହ ମଜା ମସ୍ତି ରେ ସମୟ ବ୍ଯତୀତ କରିବେ ।

ମକର ରାଶି : ଆଜି ଆପଣ ଏକ ସମୃଦ୍ଧ ଓ ସୁଖୀ ପାରିବାରିକ ଜୀବନ ବଞ୍ଚିବେ । ପରିବାରରେ ଉଶ୍ଚବ ହୋଇପାରେ । ଶତ୍ରୁ ସକ୍ରିୟ ରହିବେ । ରାଜନୀତି ରେ କୌଣସି ଉଚ୍ଚ ନେତା ଙ୍କ ସହ ଭେଟ ହୋଇପାରେ । କାହା ସହ ବିବାଦ ହୋଇପାରେ । ପରିବାରର ଚିନ୍ତା ରହିବ । ବେକାର କଥା କହୁଥିବା ଲୋକଙ୍କ ଆଗରେ ଚୁପ ରହିବା ଶିଖନ୍ତୁ । କୌଣସି ନୂଆ ଅଭିଯାନ ପାଇଁ ଆପଣ ପଦକ୍ଷେପ ନେବେ । ପଇସା ମାମଲାରେ ଆପଣ ବହୁତ ଉଦାର ହେବେ । ବ୍ୟବସାୟରେ ସଫଳତା ଓ ଉନ୍ନତି ହେବାର ସମ୍ଭାବନା ରହିଛି ।

କୁମ୍ଭ ରାଶି : ଆଜି ଆପଣ କିଛି ଧାର୍ମିକ କାର୍ଯ୍ୟ ରେ ସଲଗ୍ନ ହୋଇ ପାରନ୍ତି କାରା ଆପଣଙ୍କର ସାମାଜିକ ଲୋକପ୍ରିୟତା ବଢିବ । ସମୟର ଲାଭ ଉଠାନ୍ତୁ । ଚାକିରିରେ ପ୍ରଭାବ ରହିବ । କୌଣସି ବଡ କାମ କରିବା ପାଇ ପ୍ରବଳ ଇଚ୍ଛା ହେବ । ଆବଶ୍ୟକ ବସ୍ତୁ ହଜି ଯାଇପାରେ । ଯେଉଁ ଲୋକ ମାନଙ୍କର ବ୍ୟାପାର ଚାଲୁ ନାହି ସେମାନଙ୍କର ବହୁତ ଜଲ୍ଦି ଭଲ ରୋଜଗାର ହେବ । ଆଜି ଆପଣଙ୍କର ବୁଦ୍ଧି ର ପ୍ରୟୋଗ କରି ନୂଆ ଚାକିରି ପାଇ ପାରିବେ । ଯାହାର ଉପୋଯୋଗ ଆପଣ ଭବିଷ୍ୟ ରେ ଯୋଜନା କରିବାରେ ବ୍ୟବହାର କରିବେ । ଯେଉଁ ଲୋକ ମାନଙ୍କୁ ଚାକିରି ମିଳୁ ନାହି ସେମାନଙ୍କୁ ଜଲ୍ଦି ଚାକିରି ମିଳିପାରେ ।

ମୀନ ରାଶି : ଆଜି ଆପଣଙ୍କୁ ଧନ ମାମଲାରେ ସତର୍କ ରହିବାକୁ ହେବ । ସାମାଜିକ ପ୍ରତିଷ୍ଠା ରେ ବୃଦ୍ଧି ହେବ । ଆଜି ଆପଣ ଯେଉଁ ବି କାମ କରିବେ ତାହା ଆପଣଙ୍କର ଆକର୍ଷଣ ର କେନ୍ଦ୍ର ବିନ୍ଦୁ ହେବ । ଆୟ ରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ପ୍ରତି ନଜର ଅନ୍ଦାଜ କରନ୍ତୁ ନାହି । ତରବର ହେବାରୁ ବଞ୍ଚିତ ହୁଅନ୍ତୁ । ଆସୁଥିବା ସମୟ ଆପଣଙ୍କ ପାଇଁ ଜୀବନ ସାଥି ଓ ପିଲା ଙ୍କ ଠାରୁ ସ୍ନେହ ଓ ପ୍ରେମ ମିଳିବାର ଅଛି । ପରିବାରରେ କିଛି ଶୁଭ ସମାରୋହ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।