ଆଜିର ରାଶିଫଳ, 4 ଫେବୃୟାରୀ 2023, ଶନିବାର, ଶନିଦେବଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ବଡ ଖୁସି ଖବର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 4 ଫେବୃୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ବିଷମ ପରିସ୍ଥିତି ରେ ମଧ୍ୟ ସାହସ ହରାନ୍ତୁ ନାହି । ଅଧିକାରୀ ବର୍ଗ ଙ୍କ ସହଯୋଗ ମିଳିବ । ଆଜି କାମରେ ଭଲ ଅବସର ହାତକୁ ଲାଗିପାରେ । ଆପଣଙ୍କ ପାରିବାରିକ ବିଜନେସ ରେ ଆଜି ଆପଣଙ୍କୁ ଜୀବନ ସାଥୀଙ୍କୁ ମନାଇବାକୁ ପଡିବ । ବ୍ୟାପାରୀ ଙ୍କୁ ସରକାରୀ ନିଯମରେ କିଛି ସମସ୍ଯା ହୋଇପାରେ । ପ୍ରେମ କ୍ଷେତ୍ରରେ ଅଛନ୍ତି କି ସମୟ ଭଲ ଚାଲିଛି । ବି ବାହିତ ଜାତକ ଙ୍କ ପାଇଁ ଆବେଗ କାରଣରୁ ଜୀବନ ସାଥିଙ୍କ ସହ ମତଭେଦ ହୋଇପାରେ ।

ବୃଷ ରାଶି : ଆଜି ଆପଣ ପିଲାଙ୍କ ସହ ପ୍ରେମ ଭରା ସମୟ ବିତାଇବେ । ଆପଣଙ୍କୁ ବହୁତ କିଛି ନୂଆ ଶିଖିବାକୁ ମିଳିବ । ଚାକିରି ରେ ପ୍ରୟାସରତ ଲୋକେ ଙ୍କୁ ଭଲ ଅବସର ପ୍ରାପ୍ତ ହେବ । ଯେଉଁ ଲୋକ ଚାକିରି ସମ୍ବଧିତ ବିଦେଶକୁ ଯିବାକୁ ଚାହୁଁ ଛନ୍ତି ସେମାନଙ୍କୁ ଶୁଭ ସମାଚାର ମିଳିପାରେ । ଆଜି ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଘରୋଇ ମାହୋଲ ଶାନ୍ତି ପୂର୍ବକ ରହିବ । ପରିବାର ସହ ଧାର୍ମିକ ଯାତ୍ରା କରି ପାରନ୍ତି ।

ମିଥୁନ ରାଶି : ଆଜି ଆପଣଙ୍କର ଭଲ ବ୍ୟବହାର ପାଇଁ ଜୀବନ ସାଥି ବହୁତ ଖୁସି ହେବେ । ମେହନତ ସ୍ଵଭାବ କାରଣରୁ ଦାୟିତ୍ଵ ନିଭାଇବା ଆପଣଙ୍କ ପାଇଁ ସମ୍ଭବ ହେବ । କିନ୍ତୁ ଜରୁରତ ଠାରୁ ଅଧିକ ଦାୟିତ୍ଵ ନିଜ ଉପରେ ନିଅନ୍ତୁ ନାହି । ଏହି କଥାର ଧ୍ୟାନ ରଖନ୍ତୁ । ଆପଣ ନିଜର ଭବିଷ୍ୟତ ବିଷୟରେ କାହା ସହ ବିଚାର ବିମର୍ଷ କରନ୍ତୁ ନାହି । ସାମାଜିକ ଗତି ବିଧି ରେ ଆପଣଙ୍କୁ ରୁଚି ହେବ ।

କର୍କଟ ରାଶି : କାମ ସମ୍ବଧିତ ଟାର୍ଗେଟ ଅପେକ୍ଷା ଅନୁଯାୟୀ ପୁରା ହେବ । ପରିବାରର ଲୋକଙ୍କ ସହ ଆପଣଙ୍କୁ ମନ ପସନ୍ଦର ଖାଇବା ଖାଇବାର ଅବସର ମିଳିବ । ଆର୍ଥିକ ମାମଲାରେ ଭାଗ୍ଯର ସହଯୋଗ ମିଳିବାରୁ ଆୟର ସାଧନାରେ ବୃଦ୍ଧି ହୋଇ ଲାଭଜନକ ସ୍ଥିତି ରହିବ । ଆପଣଙ୍କ ଠାରେ ଉର୍ଜ ଅଧିକ ରହିବ । ଏହାକୁ ଉଚିତ ଦିଶାରେ ଲଗାଇଲେ ଲାଭ ପାଇବେ । କିଛି ଜରୁରୀ ଜିନିଷ ଆପଣଙ୍କୁ ଫାଇଦା ଦେଇପାରେ ।

ସିଂହ ରାଶି : କୌଣସି ଗୋଟେ କାମରୁ ବଞ୍ଚିତ ହୁଅନ୍ତୁ ଯେଉଁଥି ରେ ଅଧିକ ଶାରୀରିକ ମେହନତ କରିବାର ଜରୁରତ ନାହି । ପର୍ଯ୍ୟାପ୍ତ ଆରମ୍ଭ ମଧ୍ୟ କରନ୍ତୁ । ଆଜି ପୁରା ଦିନରେ ମନରେ ଉଲ୍ଲାସ ଓ ପ୍ରସନ୍ନତା ରେ ଭାରି ରହିବେ । ସନ୍ତାନ ଙ୍କ ପ୍ରଗତି କୁ ନେଇ ପ୍ରସନ୍ନତା ରହିବେ । ଆଜି ବନ୍ଧୁ ଙ୍କ ସହଯୋଗ ମିଳିବ । ଶୈକ୍ଷିକ କାର୍ଯ୍ୟ ରେ ବ୍ୟବଧାନ ଆସିପାରେ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ ।

କନ୍ୟା ରାଶି : ପାରିବାରିକ ଜୀବନ ସୁଖମୟ ହେବ । ଆପଣଙ୍କ ଆକର୍ଷଣ ଓ ମନରେ ଭରା ରୋମାନ୍ସ ମଧ୍ୟ ଆଜି ଚରମ ସୀମାରେ ରହିବ । ଆପଣ ଧର୍ମ ବା ସମାନ ସହ ଜଡିତ କାର୍ଯ୍ୟ କରିବେ । ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ । ମାନସିକ ଶାନ୍ତି ମିଳିବ । ଆଜି ଦିନ ଟି ବିଦ୍ୟାର୍ଥୀ ଙ୍କ ପାଇଁ ଭଲ ରହିବ । ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ଅନୁଭବ କରିବେ । ଆପଣଙ୍କ ବ୍ୟାପାର ଓ ସ୍ୱାସ୍ଥ୍ୟ ର ସ୍ଥିତି ଭଲ ରହିବ ।

ତୁଳା ରାଶି : ପ୍ରେମରେ ମଧୁରତା ଆସିବ । ଆଜି ମାତା ଙ୍କ ସ୍ୱାସ୍ଥ୍ୟ କୁ ନେଇ ଅବହେଳା କରନ୍ତୁ ନାହି । ଆଜି ଦିନ ଟି ଆପଣଙ୍କ ପାଇଁ ସାମାନ୍ଯ ଓ ଶାନ୍ତି ପୂର୍ଣ୍ଣ ରହିବ । କିନ୍ତୁ ଆଜି ଆପଣଙ୍କୁ ନିଜ ବାଣୀ ଉପରେ ସଂଯମ ରଖନ୍ତୁ । ଆଜି ମାନସିକ ରୂପରେ ଆପଣ ଭଲ ଅନୁଭବ କରିବେ । ମନରେ ସ୍ଥିରତା ରହିବ । କିଛି କମାରେ ଆପଣଙ୍କ ମନ ଲାଗିବ । ମନରେ ଅନେକ ପ୍ରାକାରର ପଜେଟିଭ ବିଚାର ଆସିବ ।

ବିଛା ରାଶି : ଏଥିପାଇଁ ଆପଣ ଈଶ୍ବରଙ୍କ ନାମ ଜପ କରନ୍ତୁ । ବିଦ୍ୟାର୍ଥୀ ଙ୍କୁ କ୍ଯାରିୟର ସହ ଜଡିତ କିଛି ମୁଖ୍ୟ ନିସ୍ପତି ନେବାକୁ ପଡିପାରେ । ଅଧ୍ୟୟନରେ ମନ ଲାଗିବ । ଆପଣଙ୍କ ସହ ହେଉଥିବା ସମସ୍ଯା ଦୂର ହେବ । ଅଟକି ଥିବା କାମ ପୁରା ହେବ । ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । ଆଜି ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ଅଛି । କିଛି ସମସ୍ୟା ଆପଣଙ୍କୁ ଚିନ୍ତାରେ ପକାଇ ପାରେ ।

ଧନୁ ରାଶି : ଏଥିରେ ପ୍ରଭାବିତ ନ ହୋଇ ସଂଯମ ରଖନ୍ତୁ । ଆଜି ଆପଣ ଅହଡିକ ଟଙ୍କା ଖର୍ଚ୍ଚ କରିବେ । କୌଣସି ନୂଆ ଯୋଜନା ଉପରେ ଧନ ଅର୍ଜିତ କରିବେ । ଆଜି ଆପଣ ନେଗେଟିଭ ବିଚାର ରୁ ବଞ୍ଚିତ ରୁହନ୍ତୁ । ନୂଆ ମାହୋଲ ରେ ନିଜକୁ ଆଡଯଷ୍ଟ କରିବାକୁ ଚେଷ୍ଟା କରନ୍ତୁ । କାମ କାର୍ଯ୍ୟ ବିଷୟରେ କହିବାକୁ ଗଲେ ଅଫିସରେ ସ୍ଥିତି ଭଲ ରହିବ । ଆପଣ କାମ ପ୍ରତି ଅଧିକ ଧ୍ୟାନ ଦେବେ । ମାତା ଙ୍କ ସୁଖରେ ସାମାନ୍ଯ କମି ଆସିବାର ଅନୁଭବ କରିବେ ।

ମକର ରାଶି : ଭାଇ ଭଉଣୀ ଙ୍କ ସହ କୌଣସି କଥାକୁ ନେଇ ଚର୍ଚ୍ଚା କରିବେ । ଘରର ବାତବାରଣ ସାମାନ୍ଯ ରହିବ । ଏହି ରାଶିର ବିଦ୍ୟାର୍ଥୀ ଙ୍କ ପାଇଁ ଆଜି ଦିନ ଟି ସାମାନ୍ଯ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଊର୍ଜା ଅଧିକ ରହିବ । ଅଧିକ ଖର୍ଚ୍ଚ ହେବା କାରଣରୁ ଚିନ୍ତା ରେ ପଡିବେ । ଆପଣଙ୍କ ପ୍ରେମ ସମ୍ପର୍କ ରେ ପଜେଟିଭ ବିକାଶ ହେବ । ଆପଣଙ୍କ ଆର୍ଥିକ ସ୍ଥିତି ସ୍ଥିର ରହିବ । ଜୀବନ ଓ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ର ଅବସର ମିଳିବ । ଏହାର ଭରପୁର ଲାଭ ଉଠାନ୍ତୁ ।

କୁମ୍ଭ ରାଶି : ଲଭମେଟ ଙ୍କ ପାଇଁ ଆଜି ଦିନ ଟି ଖାସ ରହିବ । କଥାବାର୍ତ୍ତା ରେ ସନ୍ତୁଳନ ରଖନ୍ତୁ । କିଛି ନ ପଢି କୌଣସି କାଗଜରେ ଦସ୍ତଖତ କରନ୍ତୁ ନାହି । ଆଜି ଆପଣଙ୍କୁ ବିଦ୍ୟାର୍ଥୀ ଙ୍କୁ ପାଠ ପଢାରେ ଧ୍ୟାନ ଦେବାର ଅଛି । ଦିନ ଟି ଆପଣଙ୍କ ପାଇଁ ସାମାନ୍ଯ ରହିବ । ବିଜନେସ ରେ କିଛି ନୂଆ ଆରମ୍ଭ କରିଲେ ଫାଇଦା ମିଳିପାରେ । କିଛି ବିବାଦ ଠାରୁ ଦୂରେଇ ରୁହନ୍ତୁ । ଜୀବନ ସାଥିଙ୍କ ପରାମର୍ଶ ଉପରେ ଧ୍ୟାନ ଦିଅନ୍ତୁ । ଜୀବନ ସାଥିଙ୍କ ସହଯୋଗ ମିଳିବ । ଭାଇ ଭାଉଣୀ ସହ ସମ୍ପର୍କ ଭଲ ରହିବ ।

ମୀନ ରାଶି : ଆପଣଙ୍କୁ ନିଜର ସଂଗତି ଉପରେ ଧ୍ୟାନ ଦେବାର ଅଛି । କମା ରେ ଅବହେଳା ଆପଣଙ୍କୁ କ୍ଷତି ପହଞ୍ଚାଇ ପରେ । କିଛି ଲୋକଙ୍କ ଠାରୁ ଆପଣଙ୍କୁ ପୁରା ସମର୍ଥନ ମିଳିବ । ଅନ୍ୟ ର ଆଲୋଚନା କରନ୍ତୁ ନାହି । ସମ୍ପର୍କରେ ଫାଟ ଆସିପାରେ । ରାଗ ଛାଡି ନମ୍ର ହୋଇ କଥା ହୁଅନ୍ତୁ । ଲୋକେ ଆପଣଙ୍କର ସାହାଜ୍ଯ କରିବା ପାଇଁ ରେଡି ରହିବେ ।  ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।