ଆଜିର ରାଶିଫଳ, 4 ଡିସେମ୍ବର 2021, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୪ ଡିସେମ୍ବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନେ ସାଙ୍ଗ ସାଥି ଙ୍କ ଗହଣରେ ଦିନ ତମାମ ସମୟ କାଟିବେ । ପାରିବାରିକ ବାତାବରଣ ହସ ଖୁସିର ରହିବ । ଆପଣଙ୍କର ଅଟକି ଥିବା କମା ପୁରା ହେବ । ଛାତ୍ର ମାନେ ପାଠ ପଢା ରେ ରୁଚି ରଖିବେ । ଦାଂପତ୍ଯ ଜୀବନରେ ଜୀବନସାଥି ଙ୍କ ସହ ଦୂର ଜାଗା କୁ ଯାତ୍ରା କରିବେ । ବ୍ୟବସାୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ନୂଆ ନିବେଶ କରିବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ ।

ବୃଷ ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଭଲ ସମୟ ବିତାଇବେ । ଗୃହରେ କୌଣସି ଶୁଭ କାମ ଆରମ୍ଭ ହୋଇପାରେ । ଯେଉଁ ମାନେ ଚାକିରି ଖୋଜୁଥିଲେ ସେମାନେ ନୂଆ ଚାକିରି ପାଇବେ । ଆପଣଙ୍କର ସନ୍ତାନ ସୁଖ ର ଯୋଗ ରହିଛି । କୌଣସି କ୍ଷେତ୍ର ରୁ ଆକସ୍ମିକ ଭାବେ ଧନ ଲାଭ ହେବ । ସମାଜ ରେ ଆପଣଙ୍କର ମାନ ସମାନ ରେ ବୃଦ୍ଧି ହେବ । ଆପଣ ଖୁବ କମ ପରିଶ୍ରମ କରି ଅଧିକ ସଫଳତା ହାସଲ କରିବେ ।

ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କୁ ରାଜନୀତି ଓ କାନୁନି କ୍ଷେତ୍ର ରେ ସଫଳତା ମିଳିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ପ୍ରାପ୍ତ ହେବ । ଘର ପରିବାର ରେ ହସ ଖୁସିର ମାହୋଲ ରହିବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ହାସଲ କରିବେ । ଜୀବନରେ ସଫଳତା ପାଇବାକୁ ହେଲେ ଆପଣ କଠିନ ପରିଶ୍ରମ କରନ୍ତୁ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ବେପାରୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ ।

କର୍କଟ ରାଶି : ଆପଣଙ୍କର ପ୍ରତେକ ଟି କାମ ସଫଳ ହେବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ବ୍ୟବସାୟ କ୍ଷେତ୍ର ରେ ଆପଣ ଲାଭବାନ ହେବେ । ଚାକିରି କରିଥିବା ବ୍ୟକ୍ତି ବଡ ଅଧିକାରୀ ଓ ସହ କର୍ମୀ ମାନକ ସହଯୋଗ ପାଇବେ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ସଫଳ ହେବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ଆପଣ ଯେଉଁ ନୂଆ କାମ ଆରମ୍ଭ କରିବାକୁ ଇଚ୍ଛା କରିଛନ୍ତି ତାହା କରି ପାରିବେ । ପ୍ରେମ ଜୀବନରେ ଆପଣ ସଫଳ ହେବେ ।

ସିଂହ ରାଶି : ଏହି ସମୟରେ ଆପଣଙ୍କ ବ୍ୟବସାୟରେ ଉପୁଜୁଥିବା ସମସ୍ତ ବାଧାବିଘ୍ନ ଦୂର ହେବ ଓ ଅନେକ ଲାଭ ମଧ୍ୟ ହେବ । ଆପଣ କୌଣସି ନୂଆ ବ୍ୟବସାୟ ମଧ୍ୟ ଆରମ୍ଭ କରିବାରର ଯୋଗ ବନୁଅଛି । ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହି ସମୟ ଖୁବ ଭଲ ରହିବ । ଆପଣଙ୍କ ପଦୋନ୍ନତି ହେବା ସହ ବେତନରେ ମଧ୍ୟ ବୃଦ୍ଧି ହେବ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀ ମାନଙ୍କ ସହଯୋଗ ପ୍ରାପ୍ତ ହେବ ।

କନ୍ୟା ରାଶି : ଏହି ରାଶିର ଲୋକ ମାନେ ଧର୍ମ କର୍ମ ରେ ରୁଚି ରଖିବେ । ଆପଣଙ୍କର ଅଟକି ଥିବା କାମ ଆରମ୍ଭ ହେବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ । ସାଙ୍ଗ ସାଥି ସହ ଆପଣଙ୍କର ସମ୍ପର୍କ ମଧୁର ରହିବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ଆପଣଙ୍କ ଜୀବନରେ କୌଣସି ଖାସ ବ୍ୟକ୍ତି ଙ୍କ ଆଗମନ ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ ।

ତୁଳା ରାଶି : ଏହି ସମୟରେ ଆପଣ କିଛି ନୂଆ ମିତ୍ର ଲାଭ କରି ପାରନ୍ତି । ସେ ଆପଣଙ୍କୁ ଜୀବନରେ ମାର୍ଗଦର୍ଶନ କରିବେ ଓ ସବୁ କ୍ଷେତ୍ରରେ ଆପଣଙ୍କ ସହଯୋଗ ମଧ୍ୟ କରିବେ । ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ସାଲାରି ରେ ବୃଦ୍ଧି ହୋଇପାରେ । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ଅଧିକ ରୋଜଗାର କରିବେ । ଆପଣଙ୍କ ଜୀବନରେ କୌଣସି ଖାସ ବ୍ୟକ୍ତି ଙ୍କ ଆଗମନ ହୋଇପାରେ ।

ବିଛା ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ବୁଝାମଣା ଠିକ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଆପଣ ଯେଉଁ ଯୋଜନା କରିବାକୁ ଇଚ୍ଛା କରିଛନ୍ତି ତାହା କାର୍ଯ୍ୟକାରୀ କରି ପାରିବେ । ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ । କୌଣସି ପୁରୁଣା ମିତ୍ର ଙ୍କ ସହ ଆପଣଙ୍କର ଭେଟ ହୋଇପାପରେ । ସମାଜ ରେ ଆପଣଙ୍କର ଯଶ ଓ କୀର୍ତ୍ତି ସ୍ଥାପନ ହେବ ।

ମକର ରାଶି : ଏହି ରାଶିର ଲୋକ ମାନେ ପରିବାର ରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବେ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ଏହା ଦ୍ଵାରା ଆପଣ ଜୀବନର ପ୍ରତେକ ଟି କ୍ଷେତ୍ର ରେ ସଫଳତା ଅର୍ଜନ କରିବେ । ସାଙ୍ଗ ସାଥି ଙ୍କ ଗହଣ ରେ ଆପଣଙ୍କର ଦିନ କଟିବ । ଶିକ୍ଷା କ୍ଷେତ୍ର ରେ ବିଦ୍ୟାର୍ଥୀ ମାନେ ଆଗରେ ରହିବେ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ହାସଲ କରିବେ । ବ୍ୟବସାୟ କୁ ନେଇ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଗମ ହେବ ।

ଧନୁ ରାଶି : ଏହି ରାଶିର ଲୋକ ମାନେ ଖୁବ କମ ପରିଶ୍ରମ କରି ଅଧିକ ସଫଳତା ହାସଲ କରିବେ । ପରିବାର ଲୋକଙ୍କ ସହଯୋଗ ଆପଣ ପାଇବେ । ପ୍ରେମ ଜୀବନରେ ଆପଣ ନିଜର ସାଥି ଙ୍କୁ ପ୍ରପୋଜ କରି ପାରିବେ । ଆପଣ କୌଣସି କ୍ଷେତ୍ର ରୁ ଶୁଭ ସମ୍ବାଦ ଶୁଣିବାକୁ ପାଇବେ । ଯେଉଁ ମାନେ ଚାକିରି ଅପେକ୍ଷା ରେ ଥିଲେ ସେମାନେ ସରକାରୀ ଚାକିରି ପାଇ ପାରନ୍ତି । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ସମାଜ ରେ ଆପଣଙ୍କର ଯାସ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ଆଜି ଆପଣ ସ୍ଵାଦିଷ୍ଟ ଭୋଜନ ପାଇବେ । ଅଫିସରେ ବଡ ଅଧିକାରୀ ଓ ସହକର୍ମୀ ମାନଙ୍କ ସହଯୋଗ ଆପଣ ପାଇବେ । ସମାଜ ରେ ଆପଣଙ୍କର ମାନ ସମାନ ଦୃଢୀ ପାଇଁ । ଧାନ କମାଇବାର ନୂଆ ଅବସର ଆପଣ ପାଇବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଯେଉଁ ବିବାଦ ଲାଗି ରହିଥିଲା ତାହା ଦୂର ହେବ । ନୂତନ ଚାକିରି ଆପଣ ପାଇ ପାରନ୍ତି । ସନ୍ତାନ ସୁଖ ପ୍ରାପ୍ତ ହେବାର ପ୍ରବଳ ଯୋଗ ରହିଛି ।

ମୀନ ରାଶି : ଏହି ରାଶିର ଲୋକ ମାନେ ଜୀବନ ସାଥି ଙ୍କ ସହ ରୋମାନ୍ସ କରିବାର ସୁଯୋଗ ପାଇବେ । ଘର ପରିବାରରେ ସୁଖ ସମୃଦ୍ଧି ଲାଗିବ ରହିବ । ଛାତ୍ର ମାନେ ପରିକ୍ଷା ରେ ସଫଳ ହେବେ । ଆୟ କମାଇବାର ନୂଆ ସୁଯୋଗ ଆପଣ ପାଇବେ । ସମାଜ ରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ଜୀବନରେ କିଛି କରିବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭାବନା ହେବା ସହ ଅଧିକ ଧନ ଲାଭ କରିବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।