ଆଜିର ରାଶିଫଳ, 4 ଅଗଷ୍ଟ 2022, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୪ ଅଗଷ୍ଟ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର ଅଟକି ରହିଥିବା କମ ପୂରଣ ହେବ । ମନରେ କୌଣସି ନ କୌଣସି ଚାପ ଲଗାତାର ଲାଗି ରହିବ । ଯଦି ଆପଣ ବ୍ୟାପାରି ତେବେ ଆପଣଙ୍କୁ ବ୍ୟାପାର କ୍ଷେତ୍ର ରେ ଅଚାନକ ଧନ ଲାଭର ସମ୍ଭାବନା ରହିଛି । ବିବାହିତା ଲୋକେ ଆଜି ସନ୍ଧ୍ୟା ରେ କୌଣସି ସମାରୋହରେ ଯିବା ପାଇଁ ପ୍ଳାନ କରିବେ । ଅଧିକାରୀଙ୍କ ସହ ମିଳି କରି କିଛି ବେହତର କରିବାର ଯୋଜନା କରିବେ । ପାରିବାରିକ ଜୀବନ ସାନଦାର ରହିବ । ମିଡିଆ ସହ ଜଡିତ ଲୋକଙ୍କ ପାଇଁ ଦିନ ଭଲ ରହିବ ।

ବୃଷ ରାଶି : ଅଫିସରେ ପ୍ରତିଯୋଗୀତା ଅଧିକ ରହିବ । ଏମିତିରେ ଆପଣଙ୍କୁ ମେହନତ କରିବାର ଜରୁରତ ରହିଛି । ସ୍ୱାସ୍ଥ୍ୟ ରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଆପଣଙ୍କୁ କୌଣସି ପୁରସ୍କାର ରେ ସମ୍ମାନିତ କରା ଯାଇପାରେ । ବିଦ୍ୟାର୍ଥୀ ଙ୍କୁ ନିଜର ପଢା ରେ ଅଧିକ ଫୋକସ କରିବାର ପରାମର୍ଶ ରହିଛି । ଅବହେଳା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । କାମ କାର୍ଯ୍ୟ ମାମଲାରେ ଆପଣଙ୍କୁ ପରାମର୍ଶ ନେବାର ଅଛି । ଶୈକ୍ଷିକ ଓ ବୌଦ୍ଧିକ କାର୍ଯ୍ୟ ରେ ସଫଲାତ ମିଳିବ ।

ମିଥୁନ ରାଶି : ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ସଂଯମ ରଖିବାକୁ ହେବ । ଆଜି ଆପଣ ଅନ୍ୟ ମାନଙ୍କର କାମ ପାଇଁ ସମୟ ଦେବେ । ଏମିତି କରିବା ଦ୍ଵାର ଆପଣଙ୍କୁ ମନରେ ଥକାପଣ ନୁହେଁ ବରଂ ମନରେ ସନ୍ତୁଷ୍ଟି ଅନୁଭବ ହେବ । କିଛି ସ୍ଥିତି ଆପଣଙ୍କ ପାଇଁ ସମସ୍ଯା ଆଣିପାରେ । ପୁରୁଣା ରୋଗ ରୁ ମୁକ୍ତି ପାଇବେ । ବୃଦ୍ଧଜନଙ୍କ ସେବା ତଥା ପୂଣ୍ୟ କାର୍ଯ୍ୟ ରେ ଧନ ବ୍ୟୟ ହେବାରୁ ମନ ହର୍ଷିତ ରହିବ । ପ୍ରତିଦ୍ୱନ୍ଦିତା କାରଣରୁ ଚିନ୍ତା ରେ ରହିବେ । ପ୍ରେମ ପ୍ରସଙ୍ଗରେ ଅନୁକୂଳ ରହିବ ।

କର୍କଟ ରାଶି : ଆଜି କୌଣସି ଶୁଭ ସମାଚାର ପ୍ରାପ୍ତ ହେବ ଯାହା ଆପଣଙ୍କୁ ଆନନ୍ଦ ମିଳିବ ଓ ଲାଭ ବି ହେବ । କେଉଁ ଠାରୁ କମାଇଥିବା ଧନ ମିଳିବ । ବୃଦ୍ଧ ମହିଳାଙ୍କ ଆଶୀର୍ବାଦ ମିଳିବାରୁ ଉନ୍ନତି ର ବିଶେଷ ଅବସର ପ୍ରାପ୍ତ ହେବ । କାରୋବାର ରେ ଆଶା କରିଥିବା ଠାରୁ ଅଧିକ ଫାଇଦା ମିଳିବ । ଏହି ରାଶିର ମହିଳା ମାନେ ଆଜି ଘରୋଇ କାମରେ ଧ୍ୟାନ କେନ୍ଦ୍ରିତ କରିବେ । ଦୀର୍ଘ ଦିନରୁ ଲଗାଇ ରହିଥିବା ପ୍ରିୟଜନଙ୍କ ସହ ବିବାଦ ର ଆଜି ଅନ୍ତ ଘଟିବ । ପରିବାରରେ ସହଯୋଗ ପାଇବେ ।

ସିଂହ ରାଶି : ଆଜି ସ୍ୱାସ୍ଥ୍ୟ ରେ କରିଥିବା ଅବହେଳା କଷ୍ଟକାରି ସାବ୍ୟସ୍ତ ହେବ । ଟଙ୍କା ନିବେଶ କରିବା ପାଇଁ ସମୟ ଭଲ ରହିବ । ଅଟକି ରହିଥିବା କାମ ଅନ୍ୟ ମାନଙ୍କର ସାହାଯ୍ୟରେ ପୁରା ହେବ । ଛାତ୍ର ଙ୍କୁ ମେହନତର ଅନୁରୂପ କମ ସଫଳତା ମିଳିବ । କାର୍ଯ୍ୟ କ୍ଷେତ୍ର ରେ କିଛି ବଡ ସୁଧାର ହେବାର ନଜର ଆସୁଛି । ବେହତର ପ୍ରସ୍ତାବ ଆପଣଙ୍କୁ ପ୍ରାପ୍ତ ହେବ । ବଡ ଭାଇ ଭଉଣୀ ଙ୍କ ସାହାଯ୍ୟରେ ଆପଣଙ୍କୁ ଚକିର ମିଳିପାରେ । ପରିବାର ସହ ଭଲ ସମୟ ବ୍ଯତୀତ କରିବେ । କାହା ଉପରେ ନିଜର କଥାର ଚାପ ପକାନ୍ତୁ ନାହି ।

କନ୍ୟା ରାଶି : ଜମିବାଡି ମାମଲାରେ ଆଜି ଫାଇଦା ମିଳିପାରେ । ଭଲ ଖବର ମିଳିବାର ଯୋଗ ରହିଛି । କୋର୍ଟ କଚେରୀ ରେ କାମର ଭାର ଅଧିକ ରହିବ । ନିଜର ଶତ୍ରୁ ଙ୍କ ସହ ମାମୁଲିଆକଥାରେ ବିବାଦ କରନ୍ତୁ ନାହି । ବରଂ ଅସଲି ଚ୍ୟାଲେଞ୍ଜ ପାଇଁ ଊର୍ଜାବାନ ରୁହନ୍ତୁ । ଯଦି ଆପଣ ସତର୍କ ନ ରହିବେ ତେବେ ଆପଣଙ୍କ ପଢା ର ସ୍ତର ରେ କମି ଆସିପାରେ । ବେତନ ବୃଦ୍ଧି ବା ପ୍ରମୋଶନ ହୋଇପାରେ । ପ୍ରେମ ସମ୍ପର୍କ ବିଗିଡି ଯାଇପାରେ । କିଛି ମାମଲାରେ ବୁଝାମଣା କରିବାକୁ ପଡିପାରେ । ବେହତର ସାହାଜ୍ଯ ପ୍ରାପ୍ତି ହେବ ।

ତୁଳା ରାଶି : ଆଜି ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଅଫିସରେ ଉଚ୍ଚ ଅଧିକାରୀଙ୍କ ସହ ବୈଠକ ହୋଇପାରେ । ଟିମ ରେ କିଛି ଲୋକ ସମସ୍ୟା ସୃଷ୍ଟି କରି ପାରନ୍ତି ଯାହା ପାଇଁ କାମରେ ବାଧା ଆସିପାରେ । ବ୍ୟାପାରି ମାନଙ୍କୁ କିଛି ସମସ୍ୟାର ସମୁଖିନ୍ନ କରିବାକୁ ପଡିପାରେ । ମହିଳା ମାନେ ଘର କାମରେ ବ୍ୟସ୍ତ ରେ ରହିବେ । ନୂଆ ବନ୍ଧୁ ସ୍ଥାପନ ହେବ । ଯାହା ଆପଣଙ୍କ ପାଇଁ ଲାଭକାରି ସାବ୍ୟସ୍ତ ହେବ । ବନ୍ଧୁ ମାନଙ୍କ ସାହାଜ୍ଯ ଆପଣ ନିଜର ପୁରୁଣା କମ ପୂରଣ କରି ପାରିବେ ।

ବିଛା ରାଶି : ପରିସର ରେ କାମ ହେବ ଓ ଦୈନିକ କାମ ସମୟ ଅନୁଯାୟୀ ପୁରା କରିବେ । ସ୍ୱାସ୍ଥ୍ୟ ରେ ଧ୍ୟାନ ଓ ଯୋଗ କ୍ଷେତ୍ରରେ ଆଗକୁ ବଧିବେ । ପାର୍ଟନର ଓ ଜୀବନ ସାଥି ଓ ମିତ୍ର ଙ୍କ ଠାରୁ ଲାଭ ମିଳିପାରେ । ଯଦି କୌଣସି ଅସହାୟ ବ୍ୟକ୍ତିଙ୍କର ସାହାଜ୍ଯ କରିବେ ତେବେ ସାମାଜିକ ସ୍ତର ରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ହେବ । ମାନ ସମାନ ରେ ପ୍ରଭାବ ପଡିବ । ବ୍ୟାପାର କ୍ଷେତ୍ର ରେ କ୍ଲାଇଣ୍ଡ ଡିଲ ଫାଇନାଲ କରିବେ ସେଥିରେ ଆପଣ ଆଗକୁ ବଢନ୍ତୁ ।

ଧନୁ ରାଶି : ଆଜି ପରିବାରରେ ପରସ୍ପର ପ୍ରତି ପ୍ରେମ ବଢିବ । ଆପଣ କାର୍ଜ୍ୟାଳୟ ରେ କିଛି ଭଲ ଖବର ପ୍ରାପ୍ତ କରିବେ । ଜୀବନ ସାଥିଙ୍କ ସହ ସମୟ ବ୍ଯତୀତ କରିବାର ଅବସର ପାଇବେ । ଆଜି ନିୟମିତ ଦିନଚର୍ଜ୍ୟା ଓ ଖାଦ୍ୟପେୟ ଉପରେ ସଂଯମ ରଖନ୍ତୁ । ନ ଭାବି ଚିନ୍ତି କାହା ଉପରେ ଭରସା କରନ୍ତୁ ନାହି । ଆଜି ନିଜର ଊର୍ଜା କୁ ସଠିକ ଦିଗରେ ଲଗାନ୍ତୁ ବଡ ସଫଳତା ମିଳିବାର ଯୋଗ ରହିଛି । ନୂଆ କାମ ଆରମ୍ଭ କରିବେ । ପାରିବାରିକ ଜୀବନ ସୁଖମୟ ରହିବ ।

ମକର ରାଶି : ଏହି ରାଶିର ଲୋକଙ୍କୁ ଉନ୍ନତି ର ଅବସର ମିଳିବ । କୌଣସି କାମ କରିବା ପାଇଁ ନିଜ ତରଫରୁ ଆରମ୍ବ କରନ୍ତୁ ନାହି । ଆଜି ଆପଣଙ୍କର ପରାକ୍ରମ ଓ ସାହସ ରେ ବୃଦ୍ଧି ହେବ । ଆଜି କିଛି ଗୁପ୍ତ ଶତ୍ରୁ କ୍ଷତି କରି ପାରନ୍ତି ତେଣୁ ସତର୍କ ରୁହନ୍ତୁ । ଲଭ ଲାଇଫ ରେ ବିବାହ କଥା ରଖିବା ପାଇଁ ସାନଦାର ସମୟ ଅଛି । ବାଣୀ ରେ କଠୋରତା ର ପ୍ରଭାବ ରହିବ । କଥାବାର୍ତ୍ତା ରେ ସଂଯମ ରଖନ୍ତୁ । କିଛି ସଫଳ ବ୍ଯବସାୟିକ ଯାତ୍ରା କରିବେ । ଅନ୍ୟ ମାନେ ବ୍ୟବହାର କରିଥିବା ବସ୍ତ୍ର ପିନ୍ଧାନ୍ତୁ ନାହି ।

କୁମ୍ଭ ରାଶି : ଆଜି ଆପଣଙ୍କୁ କାର୍ଯ୍ୟ କ୍ଷେତ୍ର ରେ ଉତଥାନ ପତନ ଦେଖିବାକୁ ପଡିପାରେ । ଆଜି କାରୋବାରରେ ଆର୍ଥିକ ଲାଭ ହେବ । ଧନ ପ୍ରତି ର ଯୋଗ ରହିଛି । କିନ୍ତୁ ଅଯଥା ଖର୍ଚ୍ଚ ବଢିବାର ଅଛି । ସ୍ୱାସ୍ଥ୍ୟ ରେ ସମସ୍ଯା ହୋଇପାରେ । ମେହନତର ଫଳ ମିଳିବ । କ୍ରୋଧ ଓ ବାଣୀ ଉପରେ ସଂଯମ ରଖନ୍ତୁ । କୌଣସି ଧାର୍ମିକ ଯାତ୍ରା କରି ପାରନ୍ତି । ଧନ ପ୍ରାପ୍ତି ସୁଗମ ହେବ । ଅଫିସରେ ସହ କର୍ମୀ ଙ୍କ ସହଯୋଗ ପାଇବେ ।

ମୀନ ରାଶି : ଆପଣଙ୍କର ବିରୋଧୀ ସକ୍ରିୟ ରହିବେ । ନିଜକୁ ଫିଟ ରଖିବା ପାଇଁ ଆପଣଙ୍କୁ ଯୋଗ କରିବା ଦରକାର । ନିଜର କ୍ଯାରିୟର ପାଇଁ ଚିନ୍ତା ରେ ରହିବେ । ମୁଣ୍ଡ ବିନ୍ଧା ସମସ୍ୟା ଆପଣଙ୍କୁ ଚିନ୍ତା ରେ ପକାଇବ । ନୂଆ କାମ ଆରମ୍ଭ କରିବାରୁ ବଞ୍ଚିତ ରୁହନ୍ତୁ । ଆପଣଙ୍କ ପ୍ରେମ ସମ୍ପର୍କ ରେ ମିଠାଶ ଆସିବ । ଆପଣଙ୍କର ବିଜେନ୍ସ ରେ ଫାଇଦା ବା ଚାକିରି ରେ ପ୍ରମୋଶନ ହୋଇପାରେ । ବିନା କାରଣରେ ମନ ବିଚଳିତ ହୋଇପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।