ଆଜିର ରାଶିଫଳ, 31 ମାର୍ଚ୍ଚ 2023, ଶୁକ୍ରବାର, ମା’ ସନ୍ତୋଷୀଙ୍କ ଆଶୀର୍ବାଦ ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୧ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି କାମ କାର୍ଯ୍ୟ ରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ହେବ । ଆପଣଙ୍କ ପରିଶ୍ରମର ଫଳ ନିଶ୍ଚୟ ପାଇବେ । କୌଣସି କ୍ଷେତ୍ରରେ ନିବେଶ କରିଥିଲେ ଆଜି ଆପଣଙ୍କୁ ଫାଇଦା ପ୍ରାପ୍ତ ହେବ । ଜରୁରୀ ବ୍ଯବସାୟିକ ନିସ୍ପତି ନେବା ପାଇଁ ଆଜି ସମୟ ଅନୁକୂଳ ଅଟେ । କାହା ସହ କଥା ହେବା ସମୟରେ ଆପଣଙ୍କୁ ନିଜର ବାଣୀ ଉପରେ ସଂଯମ ରଖିବାର ଜରୁରତ ଅଛି । ସମୟ ଅନୁସାରେ ଅର୍ଥ ର ବ୍ୟବସ୍ଥା ହେବ ।

ବୃଷ ରାଶି : ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ହେବ । ବନ୍ଧୁ ଙ୍କ ଠାରୁ ଲାଭ ହେବ ଓ ତାଙ୍କ ପଛରେ ଖର୍ଚ୍ଚ ବି ହେବ । କାହା କଥା ସୁନନ୍ତୁ ନାହି । ସନ୍ତାନ ସୁଖ ମିଳିବ । ମାର୍କେଟିଙ୍ଗ କରୁଥିବା ଲୋକଙ୍କୁ କଠିନ ପରିଶ୍ରମ କରିବାକୁ ହେବ । ପାରିବାରିକ ଜୀବନରେ ସ୍ଥିତି ସୁଖଦ ରହିବ । ଘରର ସଦସ୍ୟ ଙ୍କ ପୁରା ସହଯୋଗ ଆପଣଙ୍କୁ ମିଳିବ । ଆଜି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ଆପଣ ନିଜ ଦାୟିତ୍ଵ ଠିକ ଭାବେ ତୁଲାଇବେ ।

ମିଥୁନ ରାଶି : ଯାହା ଦ୍ଵାରା ଆପଣଙ୍କୁ ପୁରା ଜୀବନ ସନ୍ତୁଳିତ ରଖିବା । ଆଜି ଆପଣ ବ୍ୟକ୍ତିଗତ ଓ ବ୍ୟାପାର କ୍ଷେତ୍ରରେ ନିଜର ସର୍ବ ଶ୍ରେଷ୍ଠ ଦେବାରେ ସକ୍ଷମ ହେବେ । ପାରିବାରିକ ଜୀବନ ସୁଖମୟ ହେବ । ଗରିବ ଙ୍କୁ ସାହାଜ୍ଯ କରନ୍ତୁ । କାର୍ଯ୍ୟ କୁଶଳତା ଦ୍ଵାରା ଅନ୍ୟ ବ୍ୟକ୍ତି କୁ ନିଜ ଆଡକୁ ଆକ୍ରୁଷ୍ଟ କରିବାରେ ସକ୍ଷମ ହେବେ । କୌଣସି କାମ ପୁରା ହେବାରେ ଆପଣଙ୍କର ପ୍ରଭାବରେ ବୃଦ୍ଧି ହେବ । ଆପଣଙ୍କ ପରାକ୍ରମ ରେ ବୃଦ୍ଧି ହେବ ।

କର୍କଟ ରାଶି : ଚେଷ୍ଟା କାରଣରୁ ନିଜ ଲୋକଙ୍କ ସହ ବିବାଦ ନ କରିବା ପାଇଁ । ଜୀବନ ସାଥିଙ୍କ ସହ ସମ୍ପର୍କ ବେହତର ରହିବ । ଆଜି ପାଇଁ ନିସ୍ପତି ଲମ୍ବା ସମୟ ଯାଏଁ ଭଲ ପ୍ରଭାବ ରାଇବ । ବ୍ୟାପାରରେ କିଛି ନୂଆ ପରିବର୍ତ୍ତନ ହେବ । ଯାହା ଆଗକୁ ଯାଇ ଆପଣଙ୍କ ପାଇଁ ଲାଭ ଆଣିବ । ସନ୍ଧ୍ୟା ରୁ ରାତି ଯାଏଁ ଆପଣ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । କଳା ଓ ସଂଗୀତ ପ୍ରତି ଆଗ୍ରହ ବଢିବ । କାରୋବାର ଲେନଦେନ ଭଲ ରହିବ । ବାଣୀ ଉପରେ ବିନମ୍ରତା ଆଣିବାକୁ ଚେଷ୍ଟା କରନ୍ତୁ ।

ସିଂହ ରାଶି : ଆପଣଙ୍କୁ ସାମାଜିକ ବଚସା ରୁ ବଞ୍ଚିତ ରୁହନ୍ତୁ । ଆଜି ଆପଣଙ୍କର ଅଟକିଥିବା ଧନ ମିଳିପାରେ । ଜୀବନ ସାଥିଙ୍କ ସହଯୋଗ ଓ ସାନିଧ୍ୟ ମିଳିବ । ବିଦ୍ୟାର୍ଥୀ ଙ୍କର ପଢା ରେ ଖୁବ ମନ ଲାଗିବ । ସେମାନେ ପରୀକ୍ଷା ରେ ସଫଳତା ହାସଲ କରିବେ । ବ୍ୟବସ୍ୟାରେ ଛୋଟ ବଡ ଲାଭ ହୋଇପାରେ । କୌଣସି କାମ ସମ୍ପନ୍ନ ହେବାରୁ ଆପଣଙ୍କର ପ୍ରଭାବରେ ବୃଦ୍ଧି ହେବ ।

କନ୍ୟା ରାଶି : କାର୍ଯ୍ୟ ରେ ସଫଳତା ଆପଣଙ୍କୁ ଥକାପଣ ଦୂର କରି ଦେବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ । ଜୀବନ ସାଥିଙ୍କ ସହ ଆଲୋଚନା ହୋଇପାରେ । ଆଜି ମାତା ଙ୍କୁ ଦେଇଥିବା କଥା ଆପଣ ପୁରା କରିବେ । ଆପଣଙ୍କୁ କାର୍ଯ୍ୟ ସ୍ଥଳରେ ଅବହେଳା କରିଲେ ଭାରି କ୍ଷତି ହୋଇପାରେ । ଆଜି ଆପଣଙ୍କ ଧ୍ୟାନ ସୋସିଆଲ କାମରେ ଲଗାନ୍ତୁ । ନୂଆ କାମର ଆରମ୍ଭ ପାଇଁ ଦିନ ଭଲ ଅଛି । ଆପଣ ସ୍ଵାଦିଷ୍ଟ ଭୋଜନ କରି ପାରନ୍ତି ।

ତୁଳା ରାଶି : ଆଜି ଧାର୍ମିକ ସ୍ଥାନକୁ ଯିବାର ଯୋଜନା ବନାଇବେ । ତେବେ ମାତା ପିତା ଙ୍କ ସହ ଯିବା ବେହତର ହେବ । ଏହା ବେହତର ହେବ । ଆଜି ପିଲା ତଥା ପରିବାର ସହ ସପିଙ୍ଗ ରେ ସମୟ ବ୍ଯତୀତ କରିବେ । ଅଯଥା ଖର୍ଚ୍ଚ ହେବ । କୁସଙ୍ଗତି ଠାରୁ ବଞ୍ଚିତ ରୁହନ୍ତୁ । ଆଜି ଆପଣ କଠିନ ବିଷୟର ଅଧ୍ୟୟନ କରିବେ । ବ୍ୟାପାରରେ ଆର୍ଥିକ ଲାଭ ମିଳିବ । ମୂଲ୍ୟବାନ ବସ୍ତୁ ର କାମ କରୁଥିବା ବ୍ୟାପାରୀ ଙ୍କୁ ଫାଇଦା ମିଳିବ ।

ବିଛା ରାଶି : ସନ୍ଧ୍ୟା ରେ ଖୁସି ଖବର ମିଳିବାର ଆପଣ ଖୁସି ହେବେ । ରାତିରେ ମାଙ୍ଗଳିକ ସମାରୋହରେ ଯୋଗ ଦେବାର ଅବସର ମିଳିବ । ଆଜି ଲୋକେ ଆପଣଙ୍କ ଦ୍ଵାରା ପ୍ରଭାବିତ ହେବେ । ନେଗେଟିଭ ଠାରୁ ଦୂରେଇ ରହିଲେ ଆପଣ ମାନସିକ ଓ ସାରରିକ ରୂପରେ ଫିଟ ରହିବେ । ପଇସା ମାମଲାରେ ଦିନ ଖର୍ଚ୍ଚାନ୍ତ ରହିବ । କିନ୍ତୁ କିଛି ବଡ ସମସ୍ଯା ହେବ ନାହି । ଦିନର ଦ୍ଵିତୀୟ ଭାଗରେ ଆପଣଙ୍କୁ ଧନ ପ୍ରାପ୍ତ ହେବ ।

ଧନୁ ରାଶି : ଜୀବନରେ ଆପଣ ଅନ୍ୟ ପାଇଁ ଭଲ କାମ କରିବେ । ସେଥିରେ ଆପଣଙ୍କୁ ସଫଳତା ମିଳିବ । ଅବିବାହିତ ଲୋକଙ୍କ ପାଇଁ ଭଲ ପ୍ରସ୍ତାବ ଆସିବାର ସମ୍ଭାବନା ଅଛି । ପାରିବାରିକ ଜୀବନରେ କୌଣସି ପୁରୁଣା କଥାକୁ ନେଇ ଚର୍ଚ୍ଚା ହୋଇପାରେ । ଯାହା ପାଇଁ ସମସ୍ତେ ଏକତ୍ର ହେବେ । ଆପଣଙ୍କ ଦାଂପତ୍ଯ ଜୀବନରେ ସ୍ଥିତି ମଜବୁତ ହେବ । ନିଜର କାରୋବାର ଉପରେ ଧ୍ୟାନ ଦିଅନ୍ତୁ ।

ମକର ରାଶି : ଆପଣଙ୍କୁ ଅନ୍ୟ ସ୍ରୋତ ରୁ ଆୟ ଅଧିକ ପ୍ରାପ୍ତ ହେବ । ଚାକିରି ରେ ସମୟ ଅନୁଯାୟୀ ପ୍ରୋଜେକ୍ଟ ପୁରା ହେବାରୁ ଆତ୍ମବିଶ୍ଵାସ ବଜାୟ ରହିବ । ଆଜି ଆପଣ ନୂଆ ଯୋଜନା ଆରମ୍ଭ କରିବେ ଓ ନାମ କମାଇବେ । ଯୁବକ ଙ୍କୁ ବ୍ୟର୍ଥ ବିବାଦରୁ ବଞ୍ଚିତ ରହିବାକୁ ହେବ । ନଚେତ ବଡ ସମସ୍ଯା ହୋଇପାରେ । ଆର୍ଥିକ ସ୍ଥିତି କୁ ସନ୍ତୁଳନ ରଖିବା ବହୁତ ଜରୁରୀ ଅଟେ । ଆପଣଙ୍କ ପଜେଟିଭ ଚିନ୍ତାଧାରା ଆପଣଙ୍କୁ ସଠିକ ନିସ୍ପତି ନେବାରେ ସହଯୋଗ କରିବ ।

କୁମ୍ଭ ରାଶି : ଉଭୟଙ୍କ ମଧ୍ୟରେ ଭଲ ତାଳମେଳ ରଖିବାକୁ ହେବ ତେବେ କାମ ଚାଲିବ । ଅପ୍ରତ୍ୟାଶିତ କାମର ଆସା ରଖନ୍ତୁ ନାହି । ଜୀବନ ସାଥିଙ୍କ ମାନସିକ ସ୍ଥିତି ଉପରେ ଧ୍ୟାନ ଦିଅନ୍ତୁ । ଆପଣ ନିଜର ସବୁ କାମ ସମୟ ଅନୁଯାୟୀ ପୁରା କରନ୍ତୁ । ବ୍ୟାପାର କରୁଥିଲେ ଭୁଲ କମ କରନ୍ତୁ ନାହି । ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ବେହତର ହେବ । ଆପଣ ଆଖ ପାଖର ଲୋକଙ୍କ ଠାରୁ ସହାନୁଭୁତି ପାଇବେ ।

ମୀନ ରାଶି : ବନ୍ଧୁ ଙ୍କ ସହ ପରାମର୍ଶ ଆଜି ଆପଣଙ୍କ ପାଇଁ କାମରେ ଆସିବ । ଆପଣଙ୍କର ଦିନ ଚର୍ଯ୍ୟା ନିୟମିତ କରନ୍ତୁ । ପଠନ ପାଠନ ରେ ମନ ଲାଗିବ । ଜୀବନରେ କାମ ଓ ମନୋରଞ୍ଜନ ଦୁଇଟି ଯାକ ଜରୁରୀ ଅଟେ । ଏହା ଅତୁଟ ବନ୍ଧନ ଅଟେ ତେଣୁ ଏହାକୁ ମଜବୁତ କରନ୍ତୁ । ଆପଣ ପିଲାଙ୍କର ବ୍ୟବହାର ରେ ପ୍ରସନ୍ନ ହେବେ । ଆଜି ଦିନରେ ନେଗେଟିଭ କଥାର ପ୍ରଭାବ ନିଜ ଉପରେ ପଡିବାକୁ ଦିଅନ୍ତୁ ନାହି । ନିଜ କଥା ଲୋକଙ୍କ ଆଗରେ କୁହନ୍ତୁ ନାହି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।