ଆଜିର ରାଶିଫଳ, 30 ଡିସେମ୍ବର 2020, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତି ହେବ ସୁଧାର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜଙ୍କୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୦ ଡିସେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କୁ ମାନ ଓ ସମ୍ମାନ ପ୍ରାପ୍ତ ହେବାର ଆସାରା ଅଛି । ଆଜି ଅଟକିଥିବା କାର୍ଯ୍ୟ ପୁରା ହୋଇପାରେ । ଆଜି ଆପଣଙ୍କୁ ଆର୍ଥିକ ଲାଭ ମିଳିପାରେ । ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇ ପାରନ୍ତି । ଅଟକିଥିବା କାର୍ଯ୍ୟ ପୁରା କରି ପାରନ୍ତି । କାରୋବାର ମଧ୍ୟମ ଧରଣର ରହିବ ଓ କାର୍ଯ୍ୟଭାର ଅଧିକ ରହିବ । କଠିନ ପରିଶ୍ରମ କରିବା ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ । କିନ୍ତୁ ଅନାବଶ୍ୟକ ଖର୍ଚ ବଢିବା ଦ୍ଵାରା ଆର୍ଥିକ ସ୍ଥିତି କମଜୋର ହେବାର ସମ୍ଭାବନା ଅଛି । କାହା ସହିତ ବାଦ ବିବାଦରେ ପଡନ୍ତୁ ନାହିଁ ।

ବୃଷ

ଯେଉଁ ଅବସର ପାଇଁ ଆପଣ ବହୁତ ଦିନ ପାଇଁ ଅପେକ୍ଷା କରୁଥିଲେ ଆଜି ସେହି ଅବସର ଆପଣଙ୍କ ସମ୍ମୁଖରେ ଚାଲି ଆସିଛି । ଆଜି ଆପଣଙ୍କୁ ବ୍ୟାପାରରେ ସଫଳତା ମିଳିପାରେ । ଶାରିରୀକ ଓ ମାନସିକ ରୂପରେ ଖୁସି ଅନୁଭବ କରିବେ । ଆଜି କୌଣସି ନୂଆ କାମ ଆରମ୍ଭ କରି ପାରନ୍ତି । ବିଦ୍ୟାର୍ଥୀମାନଙ୍କ ଶିକ୍ଷାରେ ସଫଳତା ମିଳିପାରେ । ଆଜି କୌଣସି ଦୂର ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି । ବ୍ୟବସାୟିକ ଗତିବିଧିରେ ଛୋଟ ଛୋଟ ସମସ୍ୟା ଆସିପାରେ । କିନ୍ତୁ କଠିନ ପରିଶ୍ରମ କରିବା ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ ।

ମିଥୁନ

ଆଜି ଆପଣ କିଛି ଖାସ କାମ କରିବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ରୂପରେ କରନ୍ତୁ ସେଥିରେ ସଫଳ ମଧ୍ୟ ହେବେ । ଆପଣଙ୍କୁ କୌଣସି ବଡ ଦାୟିତ୍ଵ ମିଳିପାରେ । ଯାହାକୁ ଆପଣ ଭଲ ଭାବରେ ପାଳନ କରିବେ । ଆଜି ଆପଣ ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି । ଆଜି ଆପଣଙ୍କ ଦିନ ଲାଭଦାୟକ ହୋଇପାରେ । କୌଣସି ପୁରୁଣା ସାଥିଙ୍କ ସହ ସାକ୍ଷାତ ହୋଇପାରେ । ଆଜି ଆପଣ ନିଜର ଅତିରିକ୍ତ ସମୟ ନିସ୍ଵାର୍ଥ ସେବାରେ ଲଗାଇ ପାରନ୍ତି । ଆଜି ଆପଣଙ୍କ ମାନ ସମ୍ମାନ ବୁଦ୍ଧି ହୋଇପାରେ । ବ୍ୟବସାୟିକ ଗତିବିଧିରେ ସଫଳ ହେବେ ଓ କାରୋବାରରେ ଧନଲାଭର ସ୍ଥିତି ରହିବ ।

କର୍କଟ

ଆଜି ଆପଣଙ୍କ ଖର୍ଚ ବଢିପାରେ । ଆଜି ଆପଣଙ୍କ କାମ କାର୍ଯ୍ୟରେ ଅଳ୍ପ ବାଧା ରହିବ । ଆଜି ଟଙ୍କା ଦେବା ନେବା କରନ୍ତୁ ନାହିଁ । ସନ୍ତାନ ପକ୍ଷରୁ ଶୁଭ ସମାଚାର ମିଳିପାରେ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିପାରେ । ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେଇପାରେ । ବ୍ୟପାରରେ ପ୍ରଗତି ମିଳିପାରେ । ପରିଜନଙ୍କ ସହିତ କୌଣସି ସୁନ୍ଦର ସ୍ଥାନକୁ ଯାଇ ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ କାମ ଅଧିକ କରିବେ ଓ ଦିନ ସାରା ବ୍ୟସ୍ତ ରହିବେ । କାରୋବାର ବିସ୍ତାରର କରିବାର ଯୋଜନା କରିବେ ।

ସିଂହ

ଆଜି ଆପଣଙ୍କ ଦିନ ଭଲ ରହିବ । ଛାତ୍ରମାନଙ୍କୁ କିଛି ନୂଆ ଶିଖିବାକୁ ମିଳିପାରେ । ଆଜି ପରିବାରଙ୍କ ସହିତ ସମୟ ବ୍ୟତିତ କରିବେ । ଆଜି ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମର ଫଳ ମିଳିବ । ଆଜି ଆପଣ ନିଜର ଜୀବନସାଥୀଙ୍କ ସହିତ ଭଲ ସମୟ ବିତାଇବେ । ପରିଜନ ତଥା ମିତ୍ରଙ୍କ ସହିତ କୌଣସି ସମାରୋହରେ ଯାଇ ପାରନ୍ତି । ଧନ ପ୍ରାପ୍ତିର ଯୋଗ ଅଛି । ସନ୍ତାନ ପକ୍ଷରୁ ଶୁଭ ଖବର ମିଳିପାରେ ସମ୍ଭାବନା ଅଛି । କାରୋବାର ମଧ୍ୟମ ଧରଣର ରହିବ । ଅନାବଶ୍ୟକ ଖର୍ଚ ଅଧିକ ରହିବ । ଯାହା ଦ୍ଵାରା ଆର୍ଥିକ ସ୍ଥିତି କମଜୋର ହୋଇପାରେ ।

କନ୍ୟା

ଆଜି ଆପଣଙ୍କ ଦିନ ଅନୁକୂଳ ରହିବ । ଆଜି କୌଣସି ନୂଆ ଯୋଜନା କରିବେ ଓ ସେଥିରେ ସଫଳତା ବି ମିଳିବ । ପରିଶ୍ରମର ପୁରା ଲାଭ ମିଳିବ । ଚିନ୍ତା କରିଥିବା କାର୍ଯ୍ୟ ପୁରା ହେବ । ଆଜି ଆପଣଙ୍କ ପାଇଁ ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ବିଲକୁଲ ସଠିକ ସମୟ ଅଟେ । ଆଜି ଆପଣଙ୍କର କାର୍ଯ୍ୟ କୁଶଲାତା ବଢିପାରେ । ଧନଲାଭ ହୋଇପାରେ । ଭାଗ୍ୟୋଦୟ କରିବା ବାଲା କୌଣସି ଘଟଣା ଘଟିପାରେ । ଆଜି ଆପଣ ନିଜର କୌଣସି ମିତ୍ରଙ୍କ ସହିତ ଭଲ ସମୟ ବ୍ୟତିତ କରିବେ । ବ୍ୟବସାୟିକ ଗତିବିଧି ଭଲ ଚାଲିବ ଓ କାର୍ଯ୍ୟରେ ସଫଳତା ମିଳିବ ।

ତୁଳା

ଆଜି ମନ ସ୍ଥିର ରହିବା କାରଣରୁ ଆପଣ ଅଳ୍ପ ଚିନ୍ତିତ ରହି ପାରନ୍ତି । କିନ୍ତୁ ଆପଣ ସାହାର୍ଯ୍ୟ ଦ୍ଵାରା ଶାନ୍ତି ଅନୁଭବ କରିବେ । ଅଫିସରେ ଆପଣଙ୍କ କାମ ବଢିପାରେ । ଶାରୀରିକ ଓ ମାନସିକ ରୂପରେ ଆଜି ଆପଣ ସୁସ୍ଥ ଅନୁଭବ କରିବେ । ଆର୍ଥିକ ଦୃଷ୍ଟିରେ ଆଜିର ଦିନ ଆପଣଙ୍କ ପାଇଁ ଭଲ ପ୍ରମାଣିତ ହେବ । ଆର୍ଥିକ ସ୍ଥିତି ମଜବୁତ ହୋଇପାରେ । ସନ୍ତାନ ତରଫରୁ ସୁଖ ଖବର ମିଳିପାରେ । ବ୍ୟବସାୟିକ ଖର୍ଚରେ ଅପେକ୍ଷାତିତ ସଫଳତା ମିଳିବାର ସମ୍ଭାବନା ଅଛି ଓ ଆୟରେ ବୁଦ୍ଧି ହେବ । ଟଙ୍କା ନେବା ଦେବା ଠାରୁ ବଞ୍ଚନ୍ତୁ ।

ବିଚ୍ଛା

ନିବେଶ କରିବା ଠାରୁ ବଞ୍ଚନ୍ତୁ । ପରିବାର ପରିସ୍ଥିତି ଭଲ ରହିବ । କିନ୍ତୁ ଧ୍ୟାନ ରହୁ କି ଆପଣଙ୍କ ବ୍ୟବହାର କାହାକୁ ଆଘାତ ନ ଦେଉ । ଗାଡି ଚଲାଉଥିବା ସମୟରେ ସାବଧାନ ରୁହନ୍ତୁ । ପରିବାର ପରିବେଶ ଭଲ ରହିବ କିନ୍ତୁ କୌଣସି କଥାକୁ ନେଇ ପରିଜନଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି । ପୁରା ଦିନ ବ୍ୟସ୍ତ ରହିବେ । ଯାହା ଦ୍ଵାରା କ୍ଳାନ୍ତ ଅନୁଭବ କରିବେ । ଆପଣଙ୍କୁ କେତେକ ମାମଲାରେ ଭଲ ପରିଣାମ ମିଳିପାରେ । ଧାର୍ମିକ କାମରେ ଆପଣଙ୍କ ରୁଚି ପୂର୍ବ ଭଳି ରହିବ । ମନରେ କିଛି ଭୁଲ ଆଶଙ୍କା ବି ଆସିପାରେ ।

ଧନୁ

ସମ୍ପତ୍ତି ଓ ଶେୟାର ବଜାରରେ ନିବେଶ ଲାଭଦାୟକ ରହିବ । ଗୃହସ୍ତ ଜୀବନରେ ବାତାବରଣ ଭଲ ରହିବ । ଆଧ୍ୟାତ୍ମିକ ପ୍ରତି ଆପଣଙ୍କ ରୁଚି ବଢିବ ଓ ଇଶ୍ଵରଙ୍କ ଭକ୍ତିରେ ଲୀନ ରହିବେ । ନକାରତ୍ମକ ବିଚାର ଭାବନା ରହିବ । ଅଧିକ ବ୍ୟୟ ହେବାର ସମ୍ଭାବନା ଅଛି । ଧର୍ମ କର୍ମ କାର୍ଯ୍ୟରେ ଧନ ବ୍ୟୟ ଅଧିକ ରହିବ । ପରିଶ୍ରମ ଅନୁରୂପ ସଫଳତା କମ ଓ କୌଣସି କଥାକୁ ଚିନ୍ତିତ ରହିପାରନ୍ତି । ହନୁମାନ ଚାଳିଶାର ପାଠ କରନ୍ତୁ । ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ । କିନ୍ତୁ ଅପେକ୍ଷାତିତ ସଫଳତା ମିଳିବାର ପାରେ ।

ମକର

ଗୃହ ନକ୍ଷତ୍ରର ଯୋଗ ଆପଣଙ୍କ ପାଇଁ ଅନୁକୂଳ ରହିବେ ଓ ଆର୍ଥିକ ଯୋଜନାରେ ସଫଳ ହେବେ । ବ୍ୟବସାୟିକ କ୍ଷେତ୍ରରେ ଆର୍ଥିକ ଲାଭର ସ୍ଥିତି ରହିବ । ଅନାବଶ୍ୟକ ଖର୍ଚ ଅଧିକ ରହିବ । ଯାହାକୁ ଆପଣଙ୍କୁ କଣ୍ଟ୍ରୋଲ କରିବାକୁ ପଡିବ । ଅନାବଶ୍ୟକ ଖର୍ଚ ଠାରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ ଓ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ବାଦ ବିବାଦକୁ ଟାଳିବାକୁ ପ୍ରୟାସ କରନ୍ତୁ । ଅନାବଶ୍ୟକ ଖର୍ଚ ବଢିବା ଦ୍ଵାରା ମାନସିକ ରୂପରେ ବ୍ୟଗ୍ରତା ଅନୁଭବ କରିବେ । ନେଗେଟିବ ବିଚାର ଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ

ଭାଗୀଦାରୀ ବାଲା ବ୍ୟବସାୟ ଓ କୌଣସି ଆର୍ଥିକ ଯୋଜନା ଉପରେ ନିବେଶ କରିବା ଠାରୁ ଦୂରେଇ ରୁହନ୍ତୁ । ଆଜି ଆପଣଙ୍କ ବ୍ୟବହାର କାରଣରୁ ପରିବାରରେ ବିବାଦ ହୋଇପାରେ । ଧନଲାଭ ହୋଇପାରେ । କିନ୍ତୁ ଆଜି କୌଣସି ବି ବଡ ନିଷ୍ପତି ନେଇ ପାରନ୍ତି । ପୁରୁଣା କଥାକୁ ନେଇ ଆପଣ ଚିନ୍ତିତ ରହିବେ । କୌଣସି ନୂଆ ମାମଲାରେ ବ୍ୟସ୍ତ ରହିବେ । ବ୍ରାହ୍ମଣକୁ ଦାନ କରନ୍ତୁ । ଆପଣଙ୍କର କାରୋବରରେ ଧନଲାଭ ହେବ । ଆଜି ଆପଣଙ୍କ ପରିବାରର ସଦସ୍ୟଙ୍କ ସାଥ ରହିବ ।

ମୀନ

କାର୍ଯ୍ୟ କ୍ଷେତ୍ରରେ କାମ ଅଧିକ କରିବେ ଓ କଠିନ ପରିଶ୍ରମ କରିବାକୁ ପଡିବ । ଜୀବନସାଥିଙ୍କ ସହ ସମ୍ବନ୍ଧ ଭଲ ହୋଇପାରେ । ଆଜି କୌଣସି ମହତ୍ଵପୂର୍ଣ ମାମଲାରେ ନିଷ୍ପତି ନିଅନ୍ତୁ ନାହିଁ । ପାରିବାରିକ ସମସ୍ୟା କାରଣରୁ ଆଜିର ଦିନ ଅଳ୍ପ ସମସ୍ୟା ଭରା ରହିବ । ନୂଆ କାରଜୀ ଆରମ୍ଭ କରିଥିବା ଲୋକମାନଙ୍କୁ ଟଙ୍କାର କ୍ଷତିର ସାମ୍ନା କରିବାକୁ ପଡିପାରେ । କଳା ରଙ୍ଗର ବସ୍ତ୍ର ନିଶ୍ଚିତ ଦାନ କରନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ଧନ ହାନି ହୋଇପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ଓ ବାଣୀ ଉପରେ ସଂଯମତା ରଖନ୍ତୁ । ଅନ୍ୟଥା ବିବାଦରେ ପଡି ପାରନ୍ତି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।