ଆଜିର ରାଶିଫଳ, 30 ଜୁନ 2020, ମଙ୍ଗଳବାର, ଆଜି ହନୁମାନଙ୍କ କୃପାରେ ଏହି ୫ଟି ରାଶିର ହେବ ଭାଗ୍ୟଉଦୟ, ସମାପ୍ତ ହେବ ସଙ୍କଟ, ଜାଣନ୍ତୁ ନିଜର ଅବସ୍ଥା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୦ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ କାମ ଆପଣଙ୍କ ଇଚ୍ଛା ଅନୁସାରେ ହେବ । ମିତ୍ରମାନଙ୍କ ସହିତ କେଉଁଠି ଖାସ ସ୍ଥାନକୁ ଯାଇ ପାରନ୍ତି । କୌଣସି ବି କାମକୁ କରିବାରେ ଅଧିକ ସମୟ ଲାଗିବ ନାହିଁ । ହୋଇପାରେ କି ଆପଣଙ୍କ ବିରୋଧୀ ବର୍ତ୍ତମାନ ସମୟରେ ଆପଣଙ୍କ ଉପରେ ହାବି ହୋଇପାରନ୍ତି । କାମ କାର୍ଯ୍ୟରେ ବାଧା ଆସିବ ନାହିଁ । ଆପଣଙ୍କ ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ । ଯୋଜନା ଅନୁସାରେ ଆପଣଙ୍କ ସମସ୍ତ କାମ ହୋଇପାରେ । ହନୁମାନ ଚାଲିସାର ପାଠ କରନ୍ତୁ । ଆପଣଙ୍କ ଦିନ ମଙ୍ଗଳମୟ ହେବ ।

ବୃଷ

ଆଜି ଆପଣ ନିଜେ ଆତ୍ମବିଶ୍ଵାସରେ ପରିପୂର୍ଣ ରହିବେ । ଆପଣ ଯେଉଁ କାମକୁ କରିବେ । ତାହା ସମୟରୁ ପୂର୍ବେ ପୁରା ହୋଇଯିବ । ଆପଣ ସାମାଜିକ ପ୍ରତିଷ୍ଠା ଲାଭ କରିବେ । ଆପଣଙ୍କୁ ଆର୍ଥିକ ଲାଭ ହୋଇପାରେ । ଆପଣଙ୍କ ନିଜର ପିତା ହିଁ ଆପଣଙ୍କୁ ଲାଭ ଦେବେ । ଆପଣ ଧାର୍ମିକ ଯାତ୍ରା ଉପରେ ଯାଇ ପାରନ୍ତି । ଆପଣ ନିଜର କାର୍ଯ୍ୟକୁ ପୁରା ବିଶ୍ଵାସର ସହ କରିବେ । କାର୍ଯ୍ୟ ପୁରା ହେବା କାରଣରୁ ଆପଣଙ୍କୁ ମୁକ୍ତି ମିଳିପାରେ । ପରିବାର ସହିତ ଭଲ ସମୟ ବ୍ୟତିତ କରିବେ ।

ମିଥୁନ

ଆଜି ଅଳ୍ପ ପରିଶ୍ରମ କରିବା ଦ୍ଵାରା ଅଧିକ ଲାଭ ମିଳିବ । ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । ଅଟକିଥିବା କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଯିବ । ଲାଭ ମିଳିପାରେ । ନିଜର କ୍ୟାରିୟର ସମ୍ବନ୍ଧିତ ସମସ୍ତ ନିଷ୍ପତି ପୁଣି ଥରେ ନେବାରେ ସୁବିଧା ହେବ । ଏଥିପାଇଁ କୌଣସି biବିଶେଷଜ୍ଞଙ୍କ ଠାରୁ ପରାମର୍ଶ ବି ନେଇ ପାରିବେ । ସାମାଜିକ ଜୀବନ ଅପେକ୍ଷା ଆଧ୍ୟାତ୍ମିକ ଜୀବନ ପ୍ରତି ଆପଣ ଅଧିକ ରୁଚି ରଖିବେ । ଆପଣଙ୍କୁ ପରିବାର ତରଫରୁ ଖୁସି ମିଳିପାରେ ।

କର୍କଟ

ଆପଣଙ୍କ ଦିନ ସାମାନ୍ୟ ରହିବ । ଅଧିକାରୀମାନେ ଆପଣଙ୍କ ଅହିତ ଭଲ ବ୍ୟବହାର କରିବେ । ସବୁ ପରିସ୍ଥିତିରେ ସାବଧାନ ରୁହନ୍ତୁ । ସମସ୍ତ ଯୋଜନାରେ ଅମଳ କରିବେ । ଯାତ୍ରା ସମୟରେ ଗାଡି ଚଲାଉଥିବା ସମୟରେ ସାବଧାନ ରୁହନ୍ତୁ । ଆଘାତ ଲାଗିବାର ଡର ରହିବ । ନିଜର କାମରେ ଅପେକ୍ଷାତିତ ପରିଣାମ ପ୍ରାପ୍ତ ହୋଇପାରେ । ବର୍ତ୍ତମାନ ସମୟରେ ଆପଣ ନିଜ କାମ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକତା ଅଟେ । କିନ୍ୟୁ ସୁରକ୍ଷା ଦୃଷ୍ଟିରୁ ଆପଣ ସବୁବେଳେ ସଚେତନ ରୁହନ୍ତୁ ।

ସିଂହ

ଆଜି ଆପଣଙ୍କ ଦିନ ଠିକଠାକ ରହିବ । ଏହି ରାଶିର ଛାତ୍ରମାନେ ଆଜି କଠିନ ପରିଶ୍ରମ କରି ପାରନ୍ତି । କୌଣସି ବି କାମ ଆରମ୍ଭ କରିବା ପୂର୍ବରୁ ଜୀବନସାଥିଙ୍କ ଠାରୁ ରାୟ ଅବଶ୍ୟ ନିଅନ୍ତୁ । ପିତା, ବୟସ୍କ ବ୍ୟକ୍ତି, ଭାଇ ଭଉଣୀ ଓ ସହଯୋଗୀଙ୍କ ଠାରୁ ଆପଣ ଆଜି ଲାଭ ମିଳିବ । ଆପଣଙ୍କୁ ସଫଳତା ମିଳିବ । ନିଜ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ । ଏହି ସମୟ ଛାତ୍ରମାନଙ୍କ ପାଇଁ ଭଲ ପ୍ରମାଣିତ ହେବ । ଆପଣଙ୍କୁ ସଫଳତା ମିଳିବ ।

କନ୍ୟା

ଆଜି ଆପଣ ଆଧ୍ୟାତ୍ମା ପ୍ରତି ଅଧିକ ରୁଚି ରଖିବେ । ପରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ଯିବାର ଯୋଜନା କରି ପାରନ୍ତି । ଅଫିସରେ କୌଣସି କମକୁ ନେଇ ଆପଣଙ୍କ ପ୍ରଶଂସା ହେବ । ଆପଣ ନିଜର ଶିକ୍ଷା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ଆଜି ଆପଣଙ୍କୁ ପ୍ରତିକୂଳ ପ୍ରଭାବର ସାମ୍ନା କରିବାକୁ ପଡିପାରେ । ଏହି ସମୟ ଆପଣଙ୍କୁ ଆର୍ଥିକ ଓ ବ୍ୟବସାୟ କାର୍ଯ୍ୟ ପାଇଁ ଭଲ ଅଟେ । ଲାଗାତର ପ୍ରୟାସ ଦ୍ଵାରା ଆପଣଙ୍କ ଆର୍ଥିକ ଚିନ୍ତା ଦୂର ହେବ ।

ତୁଳା

ଆଜିର ଦିନ ଅନୁକୂଳ ରହିବ । ଏହି ରାଶିର ଲୋକମାନଙ୍କ ପ୍ରେମ ଜୀବନ ଭଲ ରହିବ । ଦରକାରୀ ଲୋକମାନଙ୍କୁ ସାହାର୍ଯ୍ୟର ହାତ ବଢାଇବେ । ପୈତୃକ ସମ୍ପତ୍ତି ମାମଲାରେ ଆପଣଙ୍କ ଚିନ୍ତା ବଢିପାରେ । କୌଣସି ବି ମାମଲାରେ ନିଷ୍ପତି ନେବା ପୂର୍ବରୁ ବିଶେଷଜ୍ଞ ଠାରୁ ପରାମର୍ଶ ନିଅନ୍ତୁ । ଗଣେଶଙ୍କ ଆଶୀର୍ବାଦରେ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତ ହେବ । କଠୋର ଶବ୍ଦ ଓ କଥାବାର୍ତ୍ତାରେ ଆପଣଙ୍କୁ ପ୍ରୋଫେଶନଲ ଲାଇଫରେ ସମସ୍ୟା ଜନ୍ମ ହୋଇପାରେ ।

ବିଚ୍ଛା

ବିଦେଶରେ ଶିକ୍ଷାର ଇଚ୍ଛା ରଖୁଥିବା ଛାତ୍ରମାନଙ୍କୁ ଅସଫଳତା ହାତରେ ଲାଗିବ । ଆପଣ ପ୍ରେମ, ରୋମାନ୍ସ ଓ ମନୋରଞ୍ଜନରେ ସମୟ ବ୍ୟତିତ କରିବେ । ଗର୍ଭବତୀ ମହିଲାମଙ୍କ ଅତିରିକ୍ତ ଦେଖାଶୁଣା କରିବାକୁ ପଡିବ । ଆର୍ଥିକ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଅବଶ୍ୟକତା ଅଟେ । ବ୍ୟବସାୟୀମାନେ ନିଜ ଜୀବନରେ କିଛି କଷ୍ଟର ସାମ୍ନା କରି ପାରନ୍ତି । ଲକ୍ଷ୍ମୀଙ୍କ ସାମ୍ନାରେ ଘିଅର ଦୀପ ଜଳାନ୍ତୁ । ଆପଣଙ୍କୁ ଅଚାନକ ଟଙ୍କା ମିଳିପାରେ । ସକ୍ରିୟ ରୂପରେ ସାମାଜିକ ଗତିବିଧିରେ ବି ସାମିଲ ହେବେ ।

ଧନୁ

ପୁରୁଷ କର୍ମଚାରୀମାନଙ୍କ ଠାରୁ ମହିଳା କର୍ମଚାରୀ ସତର୍କ ରୁହନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖିବାକୁ ପଡିବ । ସ୍ୱାସ୍ଥ୍ୟ ସହ ଜଡିତ ବିଷୟ ଆପଣଙ୍କୁ ଚିନ୍ତିତ କରି ପାରେ । ବିବାହ କରିବାର ଇଚ୍ଛା ରଖୁଥିବା ଲୋକମାନଙ୍କୁ ସଫଳତା ମିଳିପାରେ । ଆପଣଙ୍କ ଆତ୍ମବିଶ୍ଵାସରେ ପରିପୂର୍ଣ ରହିବେ । ଭାଗ୍ୟର ସହଯୋଗ ଆପଣଙ୍କୁ ମିଳିପାରେ । ଏହି ସମୟ ବୈବାହିକ ଜୀବନ ପାଇଁ ଭଲ ପ୍ରାମାଣିତ ହେବ । ବିବାହ କରିବା ପାଇଁ ଇଚ୍ଛା କରୁଥିବା ଲୋକମାନଙ୍କୁ ସେମାନଙ୍କ ଉପଯୁକ୍ତ ଜୀବନସାଥି ମିଳିଯିବେ ।

ମକର

ଆପଣଙ୍କ ଜିଦି ସ୍ଵଭାବ ଆପଣଙ୍କ ପାଇଁ ଅସୁବିଧା ହୋଇପାରେ । ସେଥିପାଇଁ ବିନମ୍ରତାର ଗୁଣ ରଖନ୍ତୁ । ଆପଣ ସାମାଜିକ ଗତିବିଧିରେ ସାମିଲ ହୋଇ ପାରନ୍ତି । ଫାଲତୁ ବିବାଦରେ ପଡନ୍ତୁ ନାହିଁ । ଘରେ ସୁଖ ସୋଭାଗ୍ୟ ବୁଦ୍ଧି ହେବ । ଆପଣ ନିଜର ପରିବାର ଓ ବନ୍ଧୁମାନଙ୍କ ସହିତ ନିଜର ସମ୍ପର୍କକୁ ନେଇ ଭାବନାତ୍ମକ ସମୟ ବ୍ୟତୀତ କରିବେ । କିନ୍ତୁ ଆପଣ ଆଜି ଖୁସି ଅନୁଭବ କରିବେ । ନିଜର ଖର୍ଚ ଉପରେ କାବୁ ରଖନ୍ତୁ ।

କୁମ୍ଭ

ଆଜି ଆପଣ ନିଜର ପ୍ରୋଫେଶନାଲ ଲାଇଫରେ ଆଗକୁ ବଢିବା ସହିତ ଆୟର ପ୍ରବାହକୁ ବଢାଇବାରେ ବି ପ୍ରୟାସ କରିବେ । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ଯିବା କାରଣରୁ ଆପଣଙ୍କୁ ହସ୍ପିଟାଲ ଯିବାକୁ ପଡିପାରେ । ଜୀବନସାଥିଙ୍କ ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ । ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ଶାନ୍ତ ରୁହନ୍ତୁ । ଏହା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ । ଆପଣ ନିଜର ପରିବାରର ଓ ବନ୍ଧୁମାନଙ୍କ ସହିତ ଭଲ ସମୟ ବ୍ୟତିତ କରିବେ ।

ମୀନ

ନିଜର କ୍ୟାରିୟରକୁ ନେଇ ଯୋଜନା କରିବା ପାଇଁ ଏହା ଏକ ଶୁଭ ସମୟ ଅଟେ । ଆୟ ସମ୍ବନ୍ଧିତ କାର୍ଯ୍ୟ ପାଇଁ ଏହା ଭଲ ସମୟ ଅଟେ । ବ୍ୟବସାୟୀମାନଙ୍କ ପାଇଁ ବି ଏହା ଉଚିତ ସମୟ ଅଟେ । କିନ୍ତୁ ସାବଧାନ ରହିବା ଜରୁରୀ ଅଟେ । କୌଣସି କଠିନ ପରିସ୍ଥିତିରେ ଆପଣଙ୍କୁ କିଛି ଲୋକମାନଙ୍କୁ ସାହାର୍ଯ୍ୟ ମିଳିପାରେ । ଗାୟତ୍ରୀ ମନ୍ତ୍ରର ପାଠ କରନ୍ତୁ । ଆପଣଙ୍କ ସମସ୍ୟା ଦୂର ହେବ । ଆପଣଙ୍କୁ ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନର ଆସିବ । ଆଜି କିଛି କଷ୍ଟର ସାମ୍ନା କରିବାକୁ ପଡିପାରେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।