ଆଜିର ରାଶିଫଳ, 30 ଏପ୍ରିଲ 2020, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ପାଇ ଆଜିଠୁ ଏହି ୪ଟି ରାଶିର ଭଲ ସମୟ ହେଲା ଆରମ୍ଭ, କୌଣସି ଖାସ କାମରେ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୦ ଏପ୍ରିଲ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କୁ କୌଣସି ଜରୁରୀ କାମରେ ବଡ ଭାଇ ଭଉଣୀଙ୍କ ସାହାର୍ଯ୍ୟ ନେବାକୁ ପଡି ପାରେ । ଏହି ରାଶିର କପଡା ବିଜନେସ କରୁଥିବା ଲୋକମାନଙ୍କୁ ଲାଭ ମିଳିପାରେ । ଜୀବନସାଥିଙ୍କ ସହିତ ଧର୍ମ କର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ । ସମାଜରେ ମାନ ସମ୍ମାନ ବଢିବ । ଏହି ରାଶିର ଛାତ୍ରମାନଙ୍କ ପାଇଁ ଆଜିର ଦିନ ବିଶେଷ କିଛି ଖାସ ରହିବ ନାହିଁ । ଆପଣ ଫିଟ ରହିବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଆପଣଙ୍କ ଚିନ୍ତା କରିଥିବା କାମ ସମୟ ଉପରେ ପୁରା ହୋଇଯିବ ।

ବୃଷ

ଆଜି ଆପଣଙ୍କ ଖୁସିରେ କିଛି ବୁଦ୍ଧି ଆସିବ । ଆପଣଙ୍କୁ ଅଚାନକ କୌଣସି କାମ କାରଣରୁ ଲାଭ ମିଳିପାରେ । ଏହି ରାଶିର ଯେଉଁ ଲୋକମାନେ ପନିପରିବା ବିକ୍ରି କରୁଛନ୍ତି ତାଙ୍କର ବିକ୍ରିରେ ଉନ୍ନତି ଆସିବ । ଖେଳକୁଦ ସହ ଜଡିତ ଲୋକମାନଙ୍କ ପାଇଁ ଆଜିର ଦିନ ବିଶେଷ କିଛି ଖାସ ରହିବ ନହିଁ । ଦାମ୍ପତ୍ୟ ଜୀବନରେ ଖୁସି ଆସିବ । ମାତା ପିତାଙ୍କୁ ପିଲାମାନଙ୍କ ସହଯୋଗ ପ୍ରାପ୍ତ ହେବ । ଆଜି ଆପଣଙ୍କ ପରିବାରରେ କିଛି ନୂତନତା ଆସିପାରେ । ସ୍ୱାସ୍ଥ୍ୟ ମାମଲାରେ ଆପଣଙ୍କ ଦିନ ଭଲ ରହିବ । ଧାର୍ମିକ କାର୍ଯ୍ୟରେ ନିଜର ସହଯୋଗ ଦିଅନ୍ତୁ । ଜୀବନରେ ଖୁସି ଆସିବ ।

ମିଥୁନ

ଆଜି ଅଟକିଥିବା କାମ ପୁରା ହେବାର ସମ୍ଭାବନା ଅଛି । ଏହି ରାଶିର ମିଡିଆ ସହ ଜଡିତ ଥିବା ଲୋକମାନଙ୍କୁ ଆଜି କୌଣସି ନୂଆ ଉପଲବ୍ଧି ମିଳିପାରେ । ଆଜି ଆପଣ କୌଣସି ଗରିବ ବ୍ୟକ୍ତିର ସାହାର୍ଯ୍ୟ କରି ପାରନ୍ତି । ଆପଣଙ୍କ ଆଖପାଖରେ କିଛି ସକାରତ୍ମକ ପରିବର୍ତ୍ତନ ହୋଇପାରେ । ଅଫିସର କାମ ଜଲ୍ଦି ପୁରା ହେବ । ସମାଜରେ ଆପଣଙ୍କ କ୍ଷତି ବଢିବ । ଧନ ଲାଭ ହେବ ।

କର୍କଟ

ଆଜି ଆପଣଙ୍କ କାମ ଧୀରେ ଧୀରେ ସମ୍ପୂର୍ଣ ହେବ । କୌଣସି ଖାସ କାମରେ ଲୋକମାନଙ୍କ ସହଯୋଗ ପାଇବା ପାଇଁ ଚେଷ୍ଟା କରିବାକୁ ପଡିବ । ଆଜି ଜୀବନସାଥିଙ୍କ ସହିତ ନିଜର ସମ୍ପର୍କରେ ମିଠାସ ରଖିବା ବହୁତ ଜରୁରୀ ଅଟେ । ଏହା ଦ୍ଵାରା ଆପଣଙ୍କ ସମ୍ପର୍କ ମଜବୁତ ହେବ । ନିଜର ପିଲାମାନଙ୍କ ପଢା ଉପରେ ନଜର ରଖନ୍ତୁ । ବିଜନେସରେ ବିରୋଧୀମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ନିଜକୁ ଫିଟ ରଖିବା ପାଇଁ ଏକ୍ସରସାଇଜ଼ର ସାହାରା ନିଅନ୍ତୁ ।

ସିଂହ

ଆଜି ଆପଣଙ୍କ ପାରିବାରିକ ଦାୟିତ୍ଵ ବଢିପାରେ । ଆପଣଙ୍କ ଧନଧାନ୍ୟ ବୁଦ୍ଧି ହେବ । ବନ୍ଧୁମାନଙ୍କ ସହିତ କେଉଁଠି ବୁଲିବାକୁ ଯାଇ ପାରନ୍ତି । ଆଜି ଆପଣଙ୍କୁ ଅଦରକାରୀ କଥାରେ ପଡିବା ଜରୁରୀ ନୁହେଁ । ଆପଣଙ୍କ ସ୍ୱାସ୍ଥ୍ୟ କିଛି ଭଲ ଓ ଖରାପ ରହିବ । ତେଲ ତିଆରି ଖାଦ୍ୟରୁ ଦୂରେଇ ରୁହନ୍ତୁ । ଆପଣଙ୍କ କିଛି ଖାସ କାମରେ ଆଜି ବାଧା ଆସିପାରେ । କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତ କାମ ପୁରା ହୋଇଯିବ । ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ ।

କନ୍ୟା

ଆଜି ପରିବାର ଲୋକମାନଙ୍କ ସହିତ ସମୟ ବିତାଇବେ । ଯଦି ଆଜି କାହାକୁ ପ୍ରପୋଜ କରିବାକୁ ଚାହୁଁଛନ୍ତି ତେବେ ଆଜିର ଦିନ ଶୁଭ ଅଟେ । କାମରେ ସଫଳତା ନିଶ୍ଚିତ ମିଳିବ । ଏହି ରାଶିର ଲୋକମାନେ ନିଜର ସନ୍ତାନମାନଙ୍କ ସହିତ ସମ୍ବନ୍ଧକୁ ମଜବୁତ କରିବେ । ପୁରୁଣା ରୋଗରୁ ଆପଣଙ୍କୁ ମୁକ୍ତି ମିଳିବ । ଆଜି ଆପଣଙ୍କ ସମସ୍ତ କାର୍ଯ୍ୟ ସହଜରେ ପୁରା ହେବ । ଆପଣଙ୍କ ଜ୍ଞାନ ବୁଦ୍ଧି ହେବ । ଆପଣଙ୍କ ସମସ୍ତ ମନୋକାମନା ପୁରା ହୋଇପାରେ ।

ତୁଳା

ଆଜି ଆପଣ କୌଣସି ପାରିବାରିକ ସମାରୋହରେ ଯାଇ ପାରିବେ ନାହିଁ । ଜୀବନସାଥିଙ୍କ ସହିତ ତାଳମେଳ ରଖି ବିଜନେସ କରନ୍ତୁ । ଅଫିସରେ ଆଜି ସ୍ଥିତି ଠିକଠାକ ରହିବ । ଆପଣଙ୍କ ଆତ୍ମବିଶ୍ଵାସ ଉଚ୍ଚ ରହିବ । କାର୍ଯ୍ୟ କ୍ଷେତ୍ରରେ ଲାଭ ପାଇବା ପାଇଁ ଆପଣଙ୍କୁ ଅଧିକ କିଛି ପରିଶ୍ରମ କରିବାକୁ ପଡିବ । ପରିବାରରେ ଆଜି କାହା ସହିତ ବି କଥାବାର୍ତ୍ତା କରିବା ପାଇଁ ଆପଣଙ୍କୁ ଆପଣଙ୍କ ବିଜନେସ ଉପରେ ବିଶ୍ଵାସ ରଖିବା ଉଚିତ । ଏହି ରାଶିର ଯେଉଁ ଛାତ୍ରମାନେ ସାଇନ୍ସ ଫୀଲ୍ଡ ସହ ଜଡିତ ଅଛନ୍ତି ତାଙ୍କର ଦିନ ସେହିଭଳି କିଛି ଖାସ ରହିବ ନାହିଁ ।

ବିଚ୍ଛା

ଆଜି ଆପଣ କିଛି ମହତ୍ବପୂର୍ଣ ଲୋକମାନଙ୍କ ସହ ସାକ୍ଷାତ କରି ପାରନ୍ତି । ଏହି ରାଶିର ସମ୍ବାଦିକ କ୍ଷେତ୍ର ସହ ଜଡିତ ଲୋକମାନଙ୍କୁ ନିଜର କାମ ପାଇଁ ପ୍ରଶଂସା ମିଳିବ । ଆପଣ କୌଣସି ସମାରୋହକୁ ସମାଧାନ କରିବାରେ ଜଲ୍ଦି ସଫଳତା ହାସଲ କରିବେ । ଆପଣଙ୍କୁ ନିଜର କିଛି ଖାସ ଲୋକମାନଙ୍କ ସପୋର୍ଟ ମିଳିବ । ଆଜି ଆପଣ ନିଜର ସମସ୍ତ କାର୍ଯ୍ୟରେ ସଫଳ ରହିବେ । ବିଜନେସରେ ଭଲ ଲାଭ ହୋଇପାରେ । ଏହି ରାଶିର ପିଲାମାନେ ପଢାରେ ରୁଚି ରଖିବେ । ଆପଣଙ୍କ ପାରିବାରିକ ଜୀବନ ସୁଖମୟ ରହିବ । ଧନ ଲାଭ ହେବ ।

ଧନୁ

ଆଜି ଆପଣ ନିଜ ଜୀବନରେ କିଛି ପରିବର୍ତ୍ତନ ଦେଖିବେ । ଏହି ଚେଞ୍ଜେସ ଆପଣଙ୍କ ପାଇଁ ଲାଭଦାୟକ ରହିବ । ଏହି ରାଶିର ଲୋକମାନଙ୍କୁ କିଛି ନୂଆ କରିବା ପାଇଁ ଚାନ୍ସ ମିଳିବ । ସେଠି ଯାଇ ଆପଣ ନୂଆ ନୂଆ ଜିନିଷ ଶିଖିବେ । ସମସ୍ତ କାମକୁ ପୁରା କରିବେ । ସ୍ୱାସ୍ଥ୍ୟ ଦୃଷ୍ଟିରେ ନିଜକୁ ସୁସ୍ଥ ମନେ କରିବେ । ପରିବାର ସୁଖ ସମୃଦ୍ଧିରେ ବୁଦ୍ଧି ହେବ । ଆପଣଙ୍କ ବୈବାହିକ ଜୀବନ ଖୁସିରେ ଭରପୁର ରହିବ ।

ମକର

ଆଜି ଦାମ୍ପତ୍ୟ ଜୀବନରେ ତାଳମେଳ ରହିବା ଆବଶ୍ୟକ ଅଟେ । କୌଣସି କଥାକୁ ନେଇ ଜୀବନସାଥିଙ୍କ ସହ ବିବାଦ ହୋଇପାରେ । ସେଥିପାଇଁ ଆପଣଙ୍କୁ ସମସ୍ତ ପ୍ରକାରର ବିବାଦ ଠାରୁ ଦୂରେଇ ରହିବାର ଅଛି । ଆଜି ଉନ୍ନତିର କେତେକ ଭଲ ଚାନ୍ସ ଆପଣଙ୍କ ସାମ୍ନାରେ ଆସିବ । କିନ୍ତୁ ଆପଣଙ୍କୁ ସେହି ଚାନ୍ସର ଲାଭ ଉଠାଇବାକୁ ପଡିବ । ସଠିକ ଦିଗରେ ପରିଶ୍ରମ କରିବା ଦ୍ଵାରା ଆପଣଙ୍କୁ ସଫଳତା ମିଳିବ । ଆର୍ଥିକ ରୂପରେ ଆପଣ ମଜବୁତ ହେବ । ଆଜି ଆପଣଙ୍କୁ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ଉଚିତ । ଆପଣଙ୍କ ପାଖରେ କୌଣସି କଲେଜ ବନ୍ଧୁର ଫୋନ ଆସିପାରେ ।

କୁମ୍ଭ

ଆଜି ଆପଣଙ୍କ ସମସ୍ତ କାମ ଇଚ୍ଛା ଅନୁସାରେ ପୁରା ହେବ । ଏହି ରାଶିର ଲୋକମାନେ ରାଜନୀତି କ୍ଷେତ୍ର ସହ ଜଡିତ କାମରେ ସହଯୋଗ ଦେଇ ପାରନ୍ତି । ଆଜି ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ଆପଣ ଆଜି କାହାର ଉପଦେଶ ନେଇ ପାରନ୍ତି । ଯାହାକି ଆପଣଙ୍କ ପାଇଁ ଲାଭଦାୟକ ରହିବ । କୌଣସି ବ୍ୟକ୍ତି ସହ କିଛି କଥାକୁ ନେଇ ଆଲୋଚନା କରି ପାରନ୍ତି । ଆଜି ଆପଣଙ୍କ ମନରେ କିଛି ନୂତନ ବିଚାର ଆସିବ । ମିତ୍ରଙ୍କ ସହିତ ସମ୍ବନ୍ଧ ଭଲ ରହିବ ।

ମୀନ

ଆଜି ଆପଣଙ୍କୁ ଜୀବନସାଥିଙ୍କ ପୁରା ସହଯୋଗ ପ୍ରାପ୍ତ ହେବ । ଆଜି ଆପଣ କୌଣସି ନୂଆ କାମ କରିବା ପାଇଁ ମନ କରି ପାରନ୍ତି । ଆପଣଙ୍କ କାମରେ ସଫଳତା ମିଳିବ । ପରିବାରର ଆର୍ଥିକ ସ୍ଥିତି ଭଲ ରହିବେ । ବ୍ୟାପାରରେ ଅଚାନକ ଆପଣଙ୍କୁ ଧନଲାଭର ଅବସର ପ୍ରାପ୍ତ ହେବ । ବାୟସ୍କ ବ୍ୟକ୍ତି ଆଜି ନିଜର ବନ୍ଧୁମାନଙ୍କ ସହିତ ସାକ୍ଷାତ କରି ପାରନ୍ତି । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।