ଆଜିର ରାଶିଫଳ, 3 ମାର୍ଚ୍ଚ 2021, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩ ମାର୍ଚ୍ଚ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କର ଅଫିସର ଲୋକମାଏ ବହୁତ ପ୍ରଶଂସା କରିବେ । ସମାଜରେ ଆପଣଙ୍କର ମାନ ସଂମ୍ମାନ  ବଢିବ । ବିରୋଧୀ ମାନେ ଯଦି ଆପଣଙ୍କ ବିରୋଧରେ କିଛି କରିବାକୁ ଚେଷ୍ଟା କରନ୍ତି ତେବେ ସେ ସେଥିରେ ପରାସ୍ତ ହେବେ । ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଜୀବନ ସାଥିଙ୍କ ସହ ଅଧିକ ସମୟ କାଟି ପାରନ୍ତି । ଚାକିରି ଓ ବ୍ୟବସାୟରେ ଅନୁକୂଳ ରହିବ କିଛି ନୂଆ ନୂଆ ଜିନିଷ କରିବାକୁ ଚାହୁଥିଲେ ସେହି କାର୍ଯ୍ୟ ଆରମ୍ଭ କରିପାରିବେ । ବିଭାହୀତ ଜୀବନ ଭଲରେ କଟିବ । ନିଜ ବାପାଙ୍କର ସ୍ୱାସ୍ଥ୍ୟ ଖାରପ ହେବାର ସମ୍ଭବନା ଅଛି ତାଙ୍କର ଧ୍ୟାନ ରଖିବାକୁ ଚେଷ୍ଟା କରନ୍ତୁ ।

ବୃଷ

ଆଜି କିଛି ଏପରି ଜିନିଷ ମିଳିବ ଯାହାକି ପୁରା ଜୀବନ ରେଖାକୁ ବଦଳାଇ ପାରେ । ଆପଣଙ୍କର ରାଗ ହିଁ ବଡ ଅସୁବିଧାରେ କାରଣ ହୋଇପାରେ । କାର୍ଯ୍ୟ ଭାର ଅଧିକା ରହିବା ହେତୁ ମନ କଷ୍ଟ ଲାଗିବ କିନ୍ତୁ ଆପଣଙ୍କର କଠିନ ପରିଶ୍ରମ ଓ ଚେଷ୍ଟା ହିଁ ଆପଣଙ୍କୁ ଖୁବ ଶୀଘ୍ର ସଫଳ କରାଇଦେବ । ନିଜର କେହି ପ୍ରିୟ ବନ୍ଧୁ ମିଳି ଯିବା ଫଳରେ ଆପଣ ଆଜି ବହୁତ ଖୁସି ରହିବେ । କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ, ସେହି କର୍ମର ଫଳକୁ ଆପଣ କେବେ ହେଲେ ଆସା ରଖନ୍ତୁ ନାହିଁ । ନିଜର ଥିବା ପ୍ରତିଭା ଏବେ ବାହାରକୁ ଆସିବ ।

ମିଥୁନ

ଆଜି ଆପଣଙ୍କୁ ଘରର କୌଣସି ଏକ ବ୍ୟକ୍ତିଙ୍କ ଠାରୁ ଗାଳି ଖାଇ ପାରନ୍ତି । ବିଭାହୀତ ଜୀବନରେ ବହୁତ ଖୁସି ରହିବ ଓ ଯେଉଁ ମାନେ ନୂଆ ବିଭା ହୋଇଥିବେ ସେମାନେ ଯେଉଁ ଖୁସି ପାଇଁ ଅପେକ୍ଷା କରିଥିଲେ ସେହି ଖୁସି ଖବର ପାଇବେ । ଆର୍ଥିକ ସମସ୍ୟା ଦୂରେଇ ଯିବ । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ । ବ୍ୟବସାୟରେ ଭଲ ଲାଭ ହେବା ସହିତ ଉର୍ଣ୍ଣତି ହେବ । ଆଜି ଆପଣ ଏପରି ଏକ ନିସ୍ପତି ନେବେ ଯାହା କେହି ବିଶ୍ଵାସ କରିପାରିବେ ନାହିଁ କିନ୍ତୁ ସମସ୍ଥଙ୍କୁ ଚମକାଇ ଦେଇପାରନ୍ତି ।

କର୍କଟ

ଆଜି ଯେଉଁ ନୂଆ ଚିନ୍ତା କରୁଛନ୍ତି ବା ନୂଆ କିଛି କରିବା ପାଇଁ ଭାବୁଛନ୍ତି ସେହି ଜିନିଷରେ କାମ କରିବେ ଓ ସେହି କାର୍ଯ୍ୟ କରିବା ପାଇଁ ଊର୍ଜା ମଧ୍ୟ ଆସିବ । ନିଜ ଭିତରେ ଥିବା କୌଣସି ଏକ କଳାକୁ ଏକ ଭଲ ଜାଗାରେ ଲଗାଇ ପାରନ୍ତି   ଯାହା ଦ୍ଵାରା ନିଜ କରିଥିବା ପରିଶ୍ରମ ଏବେ ସଫଳ ହେବେ । ଲୋକଙ୍କର ଆଶୀବାଦ ନେବା ସହ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ । ନିଜର ମାନ ସଂମ୍ମାନ ବଢିବ । ସବୁ ବିରୋଧୀଙ୍କର ପରାସ୍ତ ହେବ । ଯାତ୍ରା ଆପଣଙ୍କର ଲାଭ ଦାଯକ ହେବ । ଯଦି ଆପଣ ପାଠପଢା ପିଲା ଅଟନ୍ତି ତେବେ ଆଜି ମନ ଦେଇ ପାଠ ପଢନ୍ତୁ ନଚେତ ଆଜି କାହା ଠାରୁ ମାଡ ଖାଇବେ ।

ସିଂହ

ମାତା ଓ ପିତାଙ୍କର ଧ୍ୟାନ ରଖନ୍ତୁ ନଚେତ ତାଙ୍କର କିଛି ଅସୁବିଧା ଦେଖା ଦେଇପାରେ । କାର୍ଯ୍ୟଭାର ବଢିବା ହେତୁ ମନ ଚିନ୍ତା ରହିବା ସହିତ ଦେହ ପୀଡା ମଧ୍ୟ ରହିବ । ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ । କୌଣସି ଏକ ଜିନିଷ ବା କାର୍ଯ୍ୟରେ କ୍ଷତି ହୋଇପାରେ । ଯଦି କେଉଁ ଜିନିଷ ନୂଆ କରି ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ସୁଫଳ ହେବ ।  ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ପରିବାରରେ ବହୁତ ସୁଖ ଓ ଶାନ୍ତି ରହିବ ।

କନ୍ୟା

ଆଜି କୌଣସି କଥାକୁ ନେଇ କିଛି ସମସ୍ୟାରେ ପଡ଼ିପାରନ୍ତି । ଯଦି କୌଣସି ଜାଗାରେ ଧନ ନିବେଶ କରିବାକୁ ଚାହୁଛନ୍ତି ତେବେ ସେହି ଜିନିଷରେ ଏବେ କରନ୍ତୁ ନାହିଁ । ବିଭାହୀତ ଜୀବନ ବହୁତ ଭଲରେ କଟିବ ।  ସ୍ଵାସ୍ଥ୍ୟରେ କିଛି ଟଙ୍କା ଖର୍ଚ୍ଚ ହୋଇପାରେ । ଏମିତି କାମ କରିବେ ଯାହାକି ସାଙ୍ଗ ମାନଙ୍କ ଆଗରେ ଆଜି ସମ୍ମାନ ପାଇବେ ଓ ସେମାନେ ବହୁତ୍ ଖୁସି ହେବେ । ଆପଣଙ୍କର କିଛି ସମସ୍ୟା ଦେଖା ଦେଇପାରେ । ଦିନ ବହୁଦିନ ରୁ ଅସୁବିଧା ଭୋଗ କରୁଥିବା ସମସ୍ୟା ରୁ ଆଜି ବାହାରକୁ ବାହାରି ପାରିବା ।

ତୁଳା

ଆଜି କିଛି ନୂଆ ସମାଧାନ ପାଇ ସେହି ନିର୍ଦ୍ଦେଶ ଅନୁସାରେ କାମ କଲେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ । ଅଫିସରେ କାର୍ଯ୍ୟ ବଢିପାରେ ଓ କାର୍ଯ୍ୟ ଠିକ ଭାବରେ ହେବ । ସାଙ୍ଗ ସହ ଆଜି ବାହାରକୁ ବୁଲିବାକୁ ଯିବେ ଓ ସୁସ୍ଵାଦୁ ଖାଦ୍ୟ ଖାଇବେ । ଖୁସି ଖବର ପାଇ ଘରେ ହସର୍ ଲହରୀ ଖେଳି ଯିବ ଓ ବହୁତ ଶାନ୍ତି ଅନୁଭବ କରିବେ । ଯେକୌଣସି କାମ କରନ୍ତୁ ନା କାହିଁକି ସେଥିରେ ଆପଣ ସଫଳତା ପାଇବେ । ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ପରିବର୍ତ୍ତନ ଆସିପାରେ । ମାତା ଓ ପିତାଙ୍କର ଧ୍ୟାନ ରଖନ୍ତୁ ତାଙ୍କର ସେବା କରିବାକୁ ଚେଷ୍ଟା କରନ୍ତୁ । ଆଜି ଦିନ ସାରା କାମ ବ୍ୟସ୍ଥ ରେ ରହିବେ ।

ବିଚ୍ଛା

ଆଜି କିଛି ନୂଆ ଯୋଜନା ବା ନୂଆ ସୁଯୋଗରେ କିଛି କାମ କରନ୍ତୁ ନାହିଁ ଯଦି କରନ୍ତି ସବୁ ଭୁଲ ବା ଖରାପ ହୋଇଯିବ । ପୁରା ଦିନ ଆଜି କାହା ସାଙ୍ଗରେ ପାଟିତୁଣ୍ଡ କରନ୍ତୁ ନାହିଁ ଆପଣ ସେଥିରେ ପରାସ୍ତ ହେବେ । ମହତ୍ୟା ପୂର୍ଣ କାର୍ଯ୍ୟରେ କିଛି ଅସୁବିଧା ଦେଖା ଦେଇପାରେ । ପରିବାରରେ ଖୁସି ରହିବ କିନ୍ତୁ ଆଜି ଆପଣଙ୍କର କୌଣସି ଜିନିଷରେ ମନ ପରିବର୍ତନ ହୋଇପାରେ । ଯାନ ବାହାନ ଧୀରେ ଚାଲନ୍ତୁ ବାଟରେ ଧକ୍କା ହୋଇଯିବାର ସମ୍ଭାବନା ଅଛି । ପୂର୍ବରୁ କରିଥିବା ପରିଶ୍ରମର ଫଳ ଆଜି ଆପଣଙ୍କୁ ମିଳିପାରେ ଓ ସେଥିରେ ବଡ ସଫଳତା ହାସଲ କରିପାରିବେ ।

ଧନୁ

ଆଜି ପରବାର ଆଗରେ ମୁଣ୍ଡ ନଇବାକୁ ପଡିବ । ବାହାର ଲୋକଙ୍କ ଆଗରେ ହୁଅତ ଆପଣ କିଛି କହିବେ ହେଲେ ଆଜି ଘରେ ସବୁ ଜିନିଷରେ ତ୍ୟାଗ କରିବାକୁ ଚେଷ୍ଟା କରନ୍ତୁ । ଯଦି ସରକାରୀ ଚାକିରି କେଉଁ ଠାରେ କରିବା ପାଇଁ ଚାହୁଁଥାନ୍ତି ତେବେ ସେଥିରେ ଆଜି ସେଠାରୁ କିଛି ଖୁସି ଖବର ଆସିପାରେ । ଚାକିରିଆ ଲୋକେ ବହୁତ ଭଲରେ ଦିନ କଟିବ ଓ ଉପର ଅଫିସରଙ୍କର ସହୋଯୋଗ ଫଳରେ କାର୍ଯ୍ୟର ଭାର କମିଯିବ । ଆଜି ଦିନ ଭଲରେ କଟିବ । ଛୋଟ କଥାରେ ରାଗନ୍ତୁ ନାହିଁ ଧର୍ଯ୍ୟ ଧରି କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ ନଚେତ୍ ସବୁ କାମ ଭୁଲ ହୋଇଯିବ । ତେଣୁ କରି ଜଗି ରକ୍ଷୀ କାର୍ଯ୍ୟ କରନ୍ତୁ ।

ମକର

ଆଜି ଲୋକଙ୍କର ସହାୟତା ନେବା ସହିତ ଲୋକେ ଆପଣଙ୍କ କାର୍ଯ୍ୟରେ ମଧ୍ୟ ବହୁତ୍ ସାହାର୍ଯ୍ୟ ନେବାକୁ ପଡିବ କାରଣ ଆଜି କିଛି ସେହି ଭଳି କାର୍ଯ୍ୟ ଆପଣଙ୍କୁ ମିଳିବାକୁ ଯାଉଛି । ବ୍ୟବସାୟ ରେ କାର୍ଯ୍ୟ ଭାର ଅଧିକା ଥିବା ହେତୁ ମାନସିକ ଚାପ ବଢିପାରେ । କେହି ଜଣେ ଆଜି ସାହାର୍ଯ୍ୟର ହାତ ବଢ଼ାଇ ପାରନ୍ତି । ଏହି ସୁଯୋଗ ଆପଣ ତାକୁ ହାତ ଛଡା କରିବେ ନାହିଁ । କିନ୍ତୁ ସେହି କାର୍ଯ୍ୟ ଆପଣ ଏକୁଟିଆ କରିବାକୁ ଚେଷ୍ଟା କରିବେ । ସେହି ବ୍ୟବସାୟରେ ଆପଣ କାହାକୁ ମିଶାଇବେ ନାହିଁ । କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ ।

କୁମ୍ଭ

କାର୍ଯ୍ୟ କରିବା ପାଇଁ ଆପଣଙ୍କୁ ଟଙ୍କା ମଧ୍ୟ ମିଳିଯିବ । ଆଜି ଧାର କରିଥିବା ଟଙ୍କାକୁ ଆପଣ ସୁଝିବାକୁ ଚେଷ୍ଟା କରନ୍ତୁ, ଯାହା ଦ୍ଵାରା ଆଗକୁ ଆଉ ନିଜର ଆର୍ଥିକ ସମସ୍ୟା ଆଉ ଦେଖା ଦେବ ନାହିଁ । ପୁରୁଣା ବନ୍ଧୁ ସାଙ୍ଗରେ ଦେଖା ହୋଇପାରେ । ଗୁପ୍ତ ଧନ ପାଇବାର ସମ୍ଭାବନା ଅଛି । ପୂର୍ବରୁ କରିଥିବା ଉପାୟ ଏବେ ଆପଣଙ୍କୁ ବହୁତ ସହଜ ହେବ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଥିଲେ ଆଜି ଆରମ୍ଭ କରିପାରିବେ ଆପଣଙ୍କ ପାଇଁ ବହୁତ ଭଲ ଦିନ ଅଟେ । ଗାଡି ଓ ଜମି ଭଳି ଜିନିଷ ଆଜି କିନିପାରିବେ ଏଥିରେ କୌଣସି ବାଧା ଆସିବ ନାହିଁ ।

ମୀନ

ଆଜି ଆପଣ ରାଗିଯିବା ଫଳରେ କୌଣସି କାମ ଠିକ ଭାବରେ ହେବ ନାହିଁ । ଯାହାକି ଲୋକଙ୍କୁ ଟଙ୍କା ଫେରାଇ ବାକୁ ପଡିବ । ବାପାଙ୍କ କଥା ଅନୁସାରେ କାର୍ଯ୍ୟ କରନ୍ତୁ ତେବେ ଯାଇସଫଳତା ପାଇବେ । ଭାଗ୍ୟ ପୁରା ସାଥ ଦେବ । ପରିବାର ରେ କେହି ଲୋକ ଆଜି କଷ୍ଟ ପାଈପାରନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।ଆଜି ସମୟ ପୁରା ଆପଣଙ୍କ ସାଥ ଦେବ ଓ ଆପଣ ଯେ କୌଣସି କାମ ହେଉ ପୂର୍ଣ୍ଣ ହୋଇଯିବ । ନିଜେ କରିଥିବା ପରିଶ୍ରମ ଦ୍ଵାରା ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ହାସଲ କରିବେ । ବ୍ୟବସାୟ ରେ ଭଲ ଲାଭ ହେବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।