ଆଜିର ରାଶିଫଳ, 29 ମେ 2020, ଶୁକ୍ରବାର, ମା ସନ୍ତୋଷୀଙ୍କ କୃପା ପାଇ ବଦଳିବ ଏହି ୪ଟି ରାଶି ଜାତକର ଭାଗ୍ୟ, ଜୀବନର ସବୁ କଷ୍ଟ ହେବ ଦୂର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୯ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ବ୍ୟବସାୟିକ ଯାତ୍ରା ସଫଳ ରହିବ । ଭେଟ ଓ ଉପହାର ମିଳିପାରେ । ବ୍ୟାପାର ଓ ବ୍ୟବସାୟ ଭଲ ଚାଲିବ । ଆଜି ଆପଣ ନିବେଶ କରି ପାରିବେ । ମାତା ପିତାଙ୍କ ପ୍ରେମ ଓ ଆଶୀର୍ବାଦ ମିଳିବ । କ୍ଳାନ୍ତ ଦୂର ହେବ । କୌଣସି ବି ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ । ଅଯଥା କଥାରେ ନିଜର ସମୟ ବ୍ୟର୍ଥ କରନ୍ତୁ ନାହିଁ । ନିଜକୁ ଶାନ୍ତ ରଖନ୍ତୁ । ଆୟରେ ନିଶ୍ଚିତତା ରହିବ । ଜୋଖିମ ନିଅନ୍ତୁ ନାହିଁ । ଆପଣଙ୍କ ଜୀବନସାଥି ଆପଣଙ୍କ ରକ୍ଷା କରିବେ ଓ ଏହା ସହିତ ଆପଣଙ୍କ ଧ୍ୟାନ ବି ରଖିବେ ।

ବୃଷ

ଅନ୍ୟ ଲୋକମାନଙ୍କ ପ୍ରଶଂସା କରିବେ । କୌଣସି ନୂଆ ବିଚାର ମୁଣ୍ଡରେ ଆସିପାରେ । ଆପଣଙ୍କୁ ଆର୍ଥିକ ଲାଭ ମିଳିବ । କୌଣସି ବଡ ଖର୍ଚରୁ ପାର ହୋଇ ଯିବେ । କୌଣସି ବଡ ନିଷ୍ପତି ନେବା ପାଇଁ ଅଧିକ ଚିନ୍ତା କରନ୍ତୁ । କୁସଂଗତି ଠାରୁ ହାନି ହେବ । କାହାର ବି ଥଟ୍ଟା କରନ୍ତୁ ନାହିଁ । କାର୍ଯ୍ୟ କ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ । ନିବେଶ ଲାଭ ଦେଇ ପାରେ । ଟଙ୍କା ନେବା ଦେବା କାର୍ଯ୍ୟରେ ସାବଧାନ ରୁହନ୍ତୁ ।

ମିଥୁନ

ବୁଡି ଯାଇ ଥିବା ଟଙ୍କା ମିଳିପାରେ । ପ୍ରୟାସରେ ସଫଳ ହେବେ । ବ୍ୟାପାରରେ ଉନ୍ନତି ହେବ । ନୂଆ ସମ୍ପର୍କ ସ୍ଥାପିତ ହେବ । ବ୍ୟବସାୟିକ ଯାତ୍ରା ସଫଳ ହେବ । ଭାଗ୍ୟର ସାଥ ମିଳିବ । ସମାଜ ସେବା କରିବେ । କିଛି ନୂତନ କାର୍ଯ୍ୟ କରି ପାରନ୍ତି । ଆଜି ଆଶା ଅନୁସାରେ ଲାଭ ମିଳିବ ନାହିଁ । ନିବେଶ କରିବା ସମୟରେ ନିଷ୍ପତି ବୁଝି ସୁଝି କରନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ବିବାଦ କରନ୍ତୁ ନାହିଁ । କାର୍ଯ୍ୟ କ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ । ଆଜି ଆପଣ ନିଜର ପ୍ରିୟଙ୍କ ଠାରୁ ଦୂରେଇ ପାରନ୍ତି ।

କର୍କଟ

କୌଣସି ନୂଆ କାର୍ଯ୍ୟ କରି ପାରନ୍ତି । ବିଦ୍ୟାର୍ଥୀମାନଙ୍କ ମନ ପଢାରେ ଲାଗିବ । ସମ୍ପତି ମାମଲାରେ ସମସ୍ୟା ଦୂର ହୋଇଯିବ । ମାତା ପିତାଙ୍କ ସହ ମତଭେଦ ସମାଧାନ ହୋଇଯିବ । ଖର୍ଚ ଅଧିକ ହେବ । କିନ୍ତୁ ଏହା ସହିତ ଆମଦାନୀରେ ବି ଉନ୍ନତି ଆସିବ । ତେବେ ଆପଣଙ୍କ ଆର୍ଥିକ ସ୍ଥିତି ସନ୍ତୁଳିତ ହୋଇଯିବ । ନିଜର ରାଗକୁ ଅନ୍ୟ ବ୍ୟକ୍ତିଙ୍କ ଉପରେ ଜାହିର କରନ୍ତୁ ନାହିଁ । ଲାଭ ବୁଦ୍ଧି ହେବ । ଅସ୍ଥିରତା ବଢିବ । ଜୋଖିମ ନିଅନ୍ତୁ ନାହିଁ ।

ସିଂହ

ଅଫିସରେ ଅଧିକାରୀ ସନ୍ତୁଷ୍ଟ ରହିବେ । ଜ୍ଞାନ ବିଦ୍ୟାନ କ୍ଷେତ୍ରରେ ଉନ୍ନତି ଆସିବ । ଯାତ୍ରା କରିବା ସମୟରେ ମହତ୍ଵପୂର୍ଣ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ । ଅବିବାହିତଙ୍କୁ ବୈବାହିକ ପ୍ରସ୍ତାବ ମିଳିପାରେ । ଆଜିର ଦିନ ଏମିତି କାମ କରିବା ପାଇଁ ଭଲ ଅଟେ, ଯାହାକୁ କରି ଆପଣ ନିଜ ବିଷୟରେ ଭଲ ଅନୁଭବ କରିବେ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ନିବେଶ ଇତ୍ୟାଦି ଦ୍ଵାରା ଲାଭ ମିଳିବ । ବାହାରର ଜୀବନ ସୁଖମୟ ବ୍ୟତୀତ ହେବ ।

କନ୍ୟା

ନିଜର ଇଚ୍ଛା ପୁର୍ତି ପାଇଁ ବ୍ୟକ୍ତିଗତ ସମ୍ବନ୍ଧର ବ୍ୟବହାର କରିବା ଆପଣଙ୍କ ଜୀବନସାଥିଙ୍କୁ କ୍ରୋଧିତ କରି ପାରେ । ଆପଣଙ୍କୁ କଛି କ୍ଷେତ୍ରରୁ ଲାଭ ହେବ । ଆଘାତ ଦ୍ଵାରା ଶାରୀରିକ ଓ ମାନସିକ କଷ୍ଟ ହୋଇପାରେ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆବଶ୍ୟକ ବସ୍ତୁ ମିଳିବ ନାହିଁ । ଆୟରେ ସ୍ଥିରତା ରହିବ । ପ୍ରେମୀମାନଙ୍କ ମଧ୍ୟରେ ଭୁଲ ବୁଝାମଣା ଦୂର ହେବ ।

ତୁଳା

କୌଣସି ଅଜଣା ଭୟ ମନରେ ରହିବ । ବାହରେ ବୁଲିବା ଦ୍ଵାରା ଆପଣଙ୍କ ମୁଡ ଭଲ ରହିବ । ରିୟଲ ଏସ୍ଟେଟ ସମ୍ବନ୍ଧିତ ନିବେଶ ଆପଣଙ୍କୁ ଭଲ ଲାଭ ଦେବ । କୋର୍ଟ କାମରେ କିଛି ଗତି ଆସିବ । ପ୍ରେମ ପ୍ରସଙ୍ଗରେ ଭଲ ବାତାବରଣ ରହିବ । ନୂଆ ମିତ୍ର ହେବେ । ବ୍ୟାପାର ବ୍ୟବସାୟ ଭଲ ଚାଲିବ । ଶେୟାର ମାର୍କେଟ ଓ ମ୍ୟୁଚଳ ଫଣ୍ଡ ଇତ୍ୟାଦିରୁ ଦ୍ଵାରା ଲାଭ ମିଳିବ । ଭାଇମାନଙ୍କ ସହଯୋଗ ମିଳିବ । ବ୍ୟସ୍ତ ରହିବେ । ଆଜି ଆପଣ ଓ ଆପଣଙ୍କ ପ୍ରେମ ମଧ୍ୟରେ କୌଣସି ବ୍ୟକ୍ତି ଆସିପାରେ ।

ବିଚ୍ଛା

ଆଜି ଆପଣ ନିଜକୁ ସୁନ୍ଦର ଦେଖାଇବା ପାଇଁ ଚେଷ୍ଟା କରିବେ । ବଡ ଉଦ୍ଯୋଗପତିଙ୍କ ସହିତ ପାର୍ଟନରଶୀପ ଦ୍ଵାରା ବ୍ୟବସାୟରେ ଲାଭ ମିଳିପାରେ । ଯଦି କେଉଁଠି ବାହାରକୁ ଯିବାକୁ ପ୍ଳାନ କରୁଛନ୍ତି ତେବେ ଶେଷ ସମୟରେ ର୍ତାହା ଭାଙ୍ଗି ପାରେ । ସ୍ଥାୟୀ ସମ୍ପତ୍ତିରେ ବୁଦ୍ଧି ଆସିପାରେ କୌଣସି ବଡ ଲାଭ ମିଳିପାରେ । ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ନୂଆ କାମ ମିଳିବ । ଶତ୍ରୁ ଶାନ୍ତ ରହିବେ । ପାର୍ଟନରଙ୍କ ସହଯୋଗ ମିଳିବ । ନିବେଶ ଲାଭ ଦେବ ।

ଧନୁ

ସନ୍ତାନଙ୍କ ବ୍ୟବହାର ଆଜି ଆପଣଙ୍କୁ ଆନନ୍ଦିତ କରି ଦେବ । ସ୍ଥାନ ପରିବର୍ତ୍ତନର ସମ୍ଭାବନା ଅଛି । ଆର୍ଥିକ ଅବସ୍ଥା ଖରାପ କାରଣରୁ କୌଣସି ବଡ କାର୍ଯ୍ୟ ଅଧାରୁ ବନ୍ଦ ହୋଇପାରେ । ନିବେଶ କରନ୍ତୁ ନାହିଁ । ପ୍ରସନ୍ନ ରହିବାକୁ ଚେଷ୍ଟା କରନ୍ତୁ । କାମର ଅଧିକ ପ୍ରଭାବ କାରଣରୁ ଆଜି ଆପଣ ରାଗି ଯାଇ ପାରନ୍ତି । ଆଜି ଆପଣ ନିଜର ଜୀବନ ସାଥିଙ୍କ ପାଇଁ କିଛି ନୂତନ ଜିନିଷ କରିବେ । ଆର୍ଥିକ ସ୍ଥିତି କମଜୋର ରହିପାରେ ।

ମକର

ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ବ୍ୟାପାରରେ ନୂଆ ଅଫର ମିଳିପାରେ । ରାଜନୀତି କ୍ଷେତ୍ରରେ ସଫଳତା ମିଳିପାରେ । ପରିଶ୍ରମ ଅଧିକ ଓ ଲାଭ କମ ହେବ । ସର୍ବଦା ସାବଧାନ ହୋଇ କାର୍ଯ୍ୟ କରନ୍ତୁ । ବ୍ୟର୍ଥ ବିବାଦରେ ପଡନ୍ତୁ ନାହିଁ । କିଛି କାର୍ଯ୍ୟରେ ବିଳମ୍ବ ହେବ । ଚିନ୍ତାରେ ରହିବେ । କୌଣସି ଦୁଖଦ ସମାଚାର ମିଳିପାରେ । ବନ୍ଧୁମାନଙ୍କ ସହିତ ସୁଖ ଦୁଖର କଥା ହୁଅନ୍ତୁ । ବିବାହିତ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଯିବ ।

କୁମ୍ଭ

ଅଫିସରେ ଆପଣ ଭଲ ପ୍ରଦର୍ଶନ କରିବେ । ପରିଶ୍ରମ ଦ୍ଵାରା ଫଳ ପ୍ରାପ୍ତି ହେବ । କାର୍ଯ୍ୟର ପ୍ରଶଂସା ହେବ । ଜୋଖିମ ଭରା କାର୍ଯ୍ୟ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଭଲ ରହିବ । କାରୋବାରରେ ବୁଦ୍ଧି ଆସିବ । ଯଦି ଆପଣ ଆୟରେ ସ୍ରୋତ ଖୋଜୁଛନ୍ତି ତେବେ କିଛି ଲୋକମାଙ୍କ ଉପଦେଶ ନିଅନ୍ତୁ । ମିତ୍ରଙ୍କ ସାଥ ମିଳିବ । ପ୍ରସନ୍ନ ରହିବେ । ଉତ୍ସାହୱବର୍ଧକ ସୂଚନା ପ୍ରାପ୍ତ ହେବ । ନୂଆ ସମ୍ପର୍କ ହେବ । ଛୋଟ ମୋଟ ଯାତ୍ରା କରି ପାରନ୍ତି । ବ୍ୟାପାର ଭଲ ଚାଲିବ ।

ମୀନ

ସେଥିପାଇଁ ଆଜି ଆପଣଙ୍କ ଦିନ ଦୁଖ ଭରା ରହିବ । ଜୀବନ ସୁଖମୟ ରହିବ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ପରିଶ୍ରମ ଦ୍ଵାରା ସଫଳତା ନିଶ୍ଚିତ ମିଳିବ । ଶତ୍ରୁ ପରାଜୟ ହେବେ । ସକାଳୁ ଜୀବନସାଥିଙ୍କ ଠାରୁ ଆପଣଙ୍କୁ କିଛି ଏମିତି ଜିନିଷ ମିଳିପାରେ, ଯାହା ଦ୍ଵାରା ଆପଣଙ୍କ ପୁରା ଦିନ ସୁଖମୟ ହୋଇଯିବ । ଶଶୁର ଘର ଲୋକମାନେ ଆପଣଙ୍କ ବ୍ୟବହାର ଉପରେ ପ୍ରସନ୍ନ ରହିବ । ଆୟର ନୂତନ ସ୍ରୋତ ହାସଲ ହେବ । ମନ ପ୍ରସନ୍ନ ରହିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।