ଆଜିର ରାଶିଫଳ, 29 ନଭେମ୍ବର 2021, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୯ ନଭେମ୍ବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ସମାଜ ରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଆପଣ ପ୍ରଶଂସା ର ପାତ୍ର ହେବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ କରିବେ । ଆପଣଙ୍କ ଜୀବନରେ ଲାଗି ରହିଥିବା ସମସ୍ୟାର ନିବାରଣ ହେବେ । ଛାତ୍ର ମାନେ ଶିକ୍ଷା କ୍ଷତ୍ର ରେ ଆଗ୍ରହ ପ୍ରକାଶ କରିବେ । ଯେଉଁ ମାନେ ଆପଣଙ୍କ ଉପରେ ନିରାଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।

ବୃଷ ରାଶି : ଏହି ରାଶିର ଲୋକ ମାନେ ଜୀବନରେ ଖୁବ କମ ପରିଶ୍ରମ କରି ଅଧିକ ସଫଳତା ହାସଲ କରିବେ । ଛାତ୍ର ମାନେ ପାଠ ପଢା ପ୍ରତି ରୁଚି ରଖିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ମଧୁର ରହିବ । ଜୀବନ ସାଥି ଙ୍କ ସହ ଆପଣଙ୍କର ବୁଝାମଣା ଠିକ ରହିବ । କୌଣସି ଦୂର ଜାଗାକୁ ଯାତ୍ରା କରିବାର ସୁଯୋଗ ପାଇବନେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ମିଥୁନ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହଯୋଗ ପାଇବେ । ଯାହା ଦ୍ଵାରା ଜୀବନରେ ବଡ ସଫଳତା ହାସଲ କରିବେ । ପ୍ରେମ ଜୀବନରେ ମନ କଥା ସାଥି ଙ୍କୁ କହିବାର ଉପଯୁକ୍ତ ସମୟ ଅଟେ । ସମାଜ ରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବ । ଆପଣଙ୍କର ଅଟକି ଥିବା କାମ ପୁଣି ଥରେ ଆରମ୍ଭ ହେବେ । ବେପାର କ୍ଷେତ୍ର ରେ ଅପାନ ଲାଭବାନ ହେବା ସହ ଧନ ଲାଭ କରିବେ । ମାତା ପିତା ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହବ ।

କର୍କଟ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଅପାର ଖୁଶିର ଆଗମନ ହେବାକୁ ଯାଉଛି । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ପାରିବାରିକ ମାହୋଲ ବହୁତ ଆନନ୍ଦମୟ ରହିବ । ସନ୍ତାନ ମାନଙ୍କ ତରଫରୁ ଆପଣ ଶୁଭ ସମ୍ବାଦ ଶୁଣିବାକୁ ପାଇବେ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ପାଇବେ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।

ସିଂହ ରାଶି : ଏହି ରାଶିର ଲୋକ ମାନେ ଗୃହରେ ମାଙ୍ଗଳିକ କାର୍ଯ୍ୟ ର ଆରମ୍ଭ କରିବେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଛାତ୍ର ମାନେ ପରୀକ୍ଷା ରେ ସଫଳ ହେବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଗମ ହେବ । ବ୍ୟବସାୟ କ୍ଷେତ୍ର ରେ ଆପଣ ନୂଆ ଯୋଜନା ଆରମ୍ଭ କରିବେ । ସେଥିରେ ଆପଣ ସଫଳ ମଧ୍ୟ ହେବେ ।

କନ୍ୟା ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ରୋମାନ୍ସ କରିବାର ସୁଯୋଗ ପାଇବେ । ଜୀବନରେ କିଛି କରିବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ଛାତ୍ର ମାନେ ପରୀକ୍ଷା ରେ ସଫଳ ହେବେ । ସାମାଜିକ କାର୍ଯ୍ୟ ରେ ଆପଣ ନିଜକୁ ନିଯୋଜିତ କରିବେ । ଦୀର୍ଘ ଦିନରୁ ଆପଣ ପ୍ରମୋଶନ ଅପେକ୍ଷା ରେ ଥିଲେ ତାହା ଏବେ ପୁରା ହେବ । ଅଫିସରେ ବଡ ଅଧିକାରି ଙ୍କ ସହଯୋଗ ଆପଣ ପାଇବେ । ପ୍ରିୟଜନ ମାନଙ୍କ ସହ ଆପଣଙ୍କର ସମୟ ଭଲ ରହିବ ।

ତୁଳା ରାଶି : ଏହି ରାଶିର ଲୋକ ମାନେ ସାଙ୍ଗ ସାଥି ଙ୍କ ଗହଣରେ ସମୟ ଅତିଅବହିତ କରିବେ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଶୁଭ ସମାଚାର ଶୁଣିବାକୁ ପାଇବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ କରିବେ । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ନୂଆ ଯୋଜନା ଆରମ୍ଭ କରି ପାରିବେ । ଗୃହରେ କୌଣସି ଶୁଭ କାର୍ଯ୍ୟ ର ଆରମ୍ଭ ହୋଇପାରେ ।

ବିଛା ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ ଯାତ୍ରା କରିବେ । କୌଣସି କ୍ଷେତ୍ର ରୁଅ ଆପଣ ଅଚାନକ ଧନ ଲାଭ କରିବେ । ଆପଣ ନିଜର ପୁରୁଣା ଟଙ୍କା ଫେରସ୍ତ ପାଇବେ । ସମଜା ରେ ଆପଣଙ୍କର ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ଆପଣଙ୍କର ଅଟକି ଥିବା ଅକାମ ପୁରା ହେବେ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ପ୍ରେମ ଜୀବନରେ ଆପଣ ସାଥି ଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ ।

ଧନୁ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ସମ୍ପର୍କ ଭଲ ରଖିଥାନ୍ତି । ଆପଣଙ୍କର ଅଟକିଥିବା କାମ ପୁରା ହେବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ସମାଜ ରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଆପଣଙ୍କର ପ୍ରଶଂସା ହେବାରେ ଲାଗିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।

ମକର ରାଶି : ଏହି ରାଶିର ଲୋକ ମାନେ ପ୍ରେମ ଜୀବନରେ ପାର୍ଟନର ଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ସାମାଜିକ କ୍ଷେତ୍ର ରେ ଆପଣ ନୂଆ ପରିଚୟ ସୃଷ୍ଟି କରିବେ । ଯାହା ଦ୍ଵାରା ଆପଣ ପ୍ରଶଂସା ର ପାତ୍ର ହେବେ । ଯେଉଁ ମାନଙ୍କର ବିବାହ ରେ ବିଳମ୍ବ ହେଉଥିଲା ସେମନଙ୍କର ବିବାହ ଯୋଗ ରହିଛି । ଧନ କମାଇବାର ନୂଆ ସୁଯୋଗ ଆପଣ ପାଇବେ । ଖୁବ କମ ପରିଶ୍ରମ କରି ଆପଣ ଅଧିକ ସଫଳତା ହାସଲ କରିବେ । ଆପଣଙ୍କର ରୋଜଗାର ରେ ବୃଦ୍ଧି ହେବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କର ଆୟ ରେ ବୃଦ୍ଧି ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ସମୟ ଅନୁକୂଳ ରହିବ । ଘର ପରିବାର ରେ ମାହୋଲ ସୁଖଦ ରହିବ । ଘର କୁ ନୂଆ ଅତିଥି ଙ୍କ ଆଗମନ ହୋଇପାରେ । ମହିଳା ମାନେ ନୂଆ ଉପହାର କିଣିବାରେ ବ୍ୟସ୍ତ ରହିବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ଚାକିରି କ୍ଷେତ୍ର ରେ ଅପାନ ନୂଆ ପଦ ଉନ୍ନତି କରିବେ । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଆପଣ ନୂଆ ନିବେଶ କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିବ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କର ଜୀବନରେ ଅପାର ଖୁଶିର ଆଗମନ ହେବାକୁ ଯାଊଛି । ଭାଇ ଭଉଣୀ ଙ୍କ ସହଯୋଗ ଆପଣ ପାଇବେ । ବିଦ୍ୟାର୍ଥୀ ଅମନେ ପାଠ ପଢା ରେ ଆଗରେ ରହିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ସମାଜ ରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବ । ଆପଣଙ୍କର ପ୍ରିୟଜନ ଓ ପଡୋଶୀ ମାନଙ୍କ ସହ ସମ୍ପର୍କ ସୁଦୃଢ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।