ଆଜିର ରାଶିଫଳ, 29 ଜୁଲାଇ 2022, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୯ ଜୁଲାଇ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଚାକିରି କ୍ଷେତ୍ର ସହ ଜଡିତ ଆକର୍ଷିତ ପ୍ରସ୍ତାବ ମିଳିପାରେ । ଯଦି ଆପଣ ବିଦ୍ୟାର୍ଥୀ ତେବେ ଶିକ୍ଷା କ୍ଷେତ୍ର ରେ ଆପଣ ଉନ୍ନତି କରିବେ । ଆଜି ଦିନରେ ମାତା ପିତା ଙ୍କ ସହଯୋଗ ପ୍ରାପ୍ତ ହେବ । ସାମାଜିକ ସକ୍ରିୟତା ବୃଦ୍ଧି ହେବ । ଟଙ୍କା ସହ ଜଡିତ ସମସ୍ଯା ଆପଣଙ୍କର ଦୂର ହେବ । କୌଣସି କ୍ଷେତ୍ର ରେ ଅଚାନକ ଧନ ଲାଭ ହେବ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । ଆପଣଙ୍କର ଅଟକି ରହିଥିବା କାମ ପୁରା ହେବ । ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ ରାଶି : ଆଜି ଶୈକ୍ଷିକ କାର୍ଯ୍ୟ ରେ କଠିନ ସ୍ଥିତି ରେ ସାମନା କରିବାକୁ ପଡିପାରେ । ମାନସିକ ସ୍ତର ରେ ଆପଣଙ୍କର ବିକାଶ ହେବ । ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ସମାଜରେ ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । କୌଣସି ନୂଆ କାମରେ ଆପଣ ବଡ ନିବେଶ କରିବେ । ଅଫିସରେ ଆପଣଙ୍କର ବେତନରେ ବୃଦ୍ଧି ହୋଇପାରେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।

ମିଥୁନ ରାଶି : ପ୍ରେମ ସମ୍ପର୍କ ପାଇଁ ସମୟ ଶୁଭ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଆପଣ ନିଜର ସମସ୍ୟାର ସମାଧାନ କରିବା ପାଇଁ ସକ୍ଷମ ହେବେ । କୋର୍ଟ କଚେରୀ ମାମଲା ରେ ଆପଣ ସଫଳ ହେବ । ସ୍ୱାସ୍ଥ୍ୟ ଜନିତ ସାମସ୍ୟା ଦୂର ହେବ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ଶୁଣିବାକୁ ପାଇବେ । ସାମାଜିକ କ୍ଷେତ୍ର ରେ ଆପଣ ସକ୍ରିୟ ହେବେ । ଆପଣଙ୍କୁ କିଛି ପରାମର୍ଶ ମିଳିପାରେ ଯାହା ଦ୍ଵାରା ଆପଣ ନୂଆ କଥା ଶିଖିବାକୁ ପାଇବେ ।

କର୍କଟ ରାଶି : ଆପଣଙ୍କ ମନରେ ଅନେକ ସାରା ବିଚାର ଆସିପାରେ । ଯାହା ଦ୍ଵାରା ଆପଣ ନୂଆ କାମ ଆରମ୍ଭ କରିବା ପାଇଁ ଯୋଜନା କରିବେ । ବ୍ୟବସାୟରେ ଆପଣ ଦୁଇ ଗୁଣା ଧନ ଲାଭ କରିବେ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ସ୍ୱାସ୍ଥ୍ୟ ଆପଣଙ୍କର ଉତ୍ତମ ରହିବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ମଧୁମୟ ରହିବ ।

ସିଂହ ରାଶି : ଆଜି ବ୍ୟବସାୟ ରେ ଅଟକି ରହିଥିବା କାମ ପୁଣି ଥରେ ଆରମ୍ଭ ହେବ । କାର୍ଯ୍ୟ କ୍ଷେତ୍ର ରେ ନୂଆ ଦାୟିତ୍ଵ ଭାର ପଡିପାରେ । ଆପଣଙ୍କ ଜୀବନରେ ଖାସ ପରିବର୍ତ୍ତନ ହୋଇପାରେ ଯାହା ଆପଣ ଅନୁଭବ କରିବେ । ଜୀବନ ସାଥି ଙ୍କୁ କୌଣସି ମୂଲ୍ୟବାନ ଉପହାର ମିଳିପାରେ । ଗୃହରେ ଶୁଭ କାର୍ଯ୍ୟ ର ଆୟୋଜନ ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ଯେଉଁ କ୍ଷେତ୍ର ରେ ରହିବେ ସର୍ବଦା ଉଚ୍ଚ ସ୍ତର ରେ ରହିବେ ।

କନ୍ୟା ରାଶି : ଆଜି ଆପଣଙ୍କର ବ୍ୟକ୍ତିଗତ ଜୀବନରେ ବିକାଶ ହେବ । ଆପଣଙ୍କୁ ସବୁ ପ୍ରକାରର ସୁଖ ସୁବିଧା ପ୍ରାପ୍ତ ହେବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ପ୍ରଶଂସା କରିବେ । ପ୍ରେମ ଜୀବନରେ ସମୟ ଭଲ ବ୍ଯତୀତ ହେବ । ଧନ ସମ୍ପତି ମାମଲା ରେ ଆପଣ ସଫଳ ହେବ । ବାହନ ଚଳାଇବା ସମୟରେ ଆପଣ ସାବଧାନ ରୁହନ୍ତୁ ।

ତୁଳା ରାଶି : ଅଫିସରେ ଆପଣଙ୍କର କାମ ଅଧିକ ହୋଇପାରେ । ଆଜି ଆପଣଙ୍କ ଘରେ ଗୁରୁଜନ ମାନଙ୍କ ଠାରୁ ଅଧିକ ଧନ ଲାଭ ହୋଇପାରେ । ଧନ ସମ୍ପତି ମାମଲାରେ ଯେଉଁ ସମସ୍ଯା ଲାଗି ରହିଥିଲା ତାହା ଦୂର ହେବ । ଆପଣଙ୍କ ଦ୍ଵାରା ପ୍ରତେକ କାମ ପୁରା ହେବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଦୁଇ ଗୁଣା ଲାଭ ପାଇବେ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ସ୍ୱାସ୍ଥ୍ୟ ଆପଣଙ୍କର ଭଲ ରହିବ ।

ବିଛା ରାଶି : ଆଜି ଆପଣଙ୍କ ପାଇଁ ଦିନ ଟି ଅନୁକୂଳ ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଆପଣଙ୍କର ଦୂର ହେବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବେ । କୌଣସି କ୍ଷେତ୍ର ରେ ବଡ ନିବେଶ କରିବେ । ସେଥିରେ ଆପଣ ଫାଇଦା ମଧ୍ୟ ପାଇବେ । ଜୀବନରେ ନୂଆ କାମ ଆରମ୍ଭ କରିବା ପାଇଁ ଚିନ୍ତା କରିବେ । ପୁରୁଣା ମିତ୍ର ମାନଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ ।

ଧନୁ ରାଶି : ଆପଣ ନିଜର ବାଣୀ ଉପରେ କାବୁ ରଖନ୍ତୁ । ଯେଉଁ କାମ ପାଇଁ ପ୍ରୟାସ ଜାରି ରଖିଛନ୍ତି ସେଥିରେ ସଫଳ ହେବେ । ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ରୋଜଗାର କରିବାର ନୂଆ ଅବସର ପ୍ରାପ୍ତ ହେବ । କୌଣସି କ୍ଷେତ୍ର ରୁ ବଡ ଖୁସି ଖବର ଶୁଣିବାକୁ ପାଇବେ । ଆଗମି ଦିନରେ ଆପଣଙ୍କର ଉନ୍ନତି ହେବ । ମାତା ପିତା ଙ୍କ ସହଯୋଗ ପ୍ରାପ୍ତ ହେବ ।

ମକର ରାଶି : ଆଜି କାର୍ଯ୍ୟ କୁ ନେଇ ଆପଣ ଦୂର ଜାଗାକୁ ଯାତରା କରିବେ । ଆପଣଙ୍କ ଯାତ୍ରା ଫଳପ୍ରଦ ଓ ଲାଭଦାୟକ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ମନରେ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଭାଇ ଭଉଣୀ ଙ୍କ ଠାରୁ ଆର୍ଥିକ ସାହାଜ୍ଯ ଆପଣ ପାଇବେ । ଧନର ନୂଆ ଧାରା ଦେଖାଯିବ । ମନରେ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ ।

କୁମ୍ଭ ରାଶି : ଆଜି ଆପଣଙ୍କର ଦିନ ଟି ସାନଦାର ରହିବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ରେ ମଧୁରତା ଆସିବ । ଜୀବନ ସାଥି ଙ୍କ ସହ ସହଯୋଗ ଆପଣ ପାଇବେ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଅଟକି ରହିଥିବା କାମ ଆପଣଙ୍କର ପୁରା ହେବ । ସମାଜରେ ଆପଣଙ୍କର ପ୍ରଶଂସା ବୃଦ୍ଧି ପାଇବ । ଅଫିସରେ କାର୍ଯ୍ୟ ଭାର ବୃଦ୍ଧି ହୋଇପାରେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ମୀନ ରାଶି : ଆଜି ଆପଣଙ୍କର ଅଯଥା ଖର୍ଚ୍ଚ ହୋଇପାରେ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । ଆପଣଙ୍କର ଅଧୁରା କାମ ଆରମ୍ଭ ହେବ । ପ୍ରେମ ଜୀବନରେ ସମୟ ସାନଦାର ରହିବ । ସାମାଜିକ କ୍ଷେତ୍ର ରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ଶିକ୍ଷା କ୍ଷେତ୍ର ରେ ବିଦ୍ୟାର୍ଥୀ ମାନଙ୍କର ଉନ୍ନତି ହେବ । ମାତା ପିତା ଙ୍କ ସହଯୋଗ ପ୍ରାପ୍ତ ହେବ । ଜୀବନ ସାଥି ଙ୍କ ସହ ସମ୍ପର୍କ ଭଲ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।