ଆଜିର ରାଶିଫଳ, 28 ମେ 2020, ଗୁରୁବାର, ଆଜି ଏହି ୭ଟି ରାଶି ଉପରେ ବର୍ଷିବ ମା ଲକ୍ଷ୍ମୀଙ୍କ କୃପା, ଧନାର୍ଜନ ହେବ, ବ୍ୟାପାରରେ ମିଳିବ ଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣଙ୍କ ବ୍ୟବହାର ଦ୍ଵିତୀୟ ଲୋକମାନଙ୍କ ଧ୍ୟାନ ଆକର୍ଷିତ କରିବ । ସୁନ୍ଦର ଦେଖିବା ଚକ୍କରରେ ଟଙ୍କା ଖର୍ଚ ହୋଇପାରେ । ଭାଗ୍ଯୋନ୍ନତିର ପ୍ରୟାସରେ ସଫଲ ହେବେ । ସାକ୍ଷାତ୍କାର ଇତ୍ୟାଦିରେ ସଫଳତା ପ୍ରାପ୍ତ ହେବ । ରୋଜଗାର ପ୍ରାପ୍ତି ସହଜ ହେବ । କାରୋବାରରେ ବୁଦ୍ଧି ଆସିବ । ଆଜି ଆପଣ ବ୍ୟସ୍ତ ରହିବ । ଯଦି ଆପଣ ଅନୁଭବୀ ଲୋକମାନଙ୍କ ଠାରୁ ସାହାର୍ଯ୍ୟ ନେବେ ତେବେ ଆପଣ ନିଜର ସମସ୍ତ କାର୍ଯ୍ୟରେ ସଫଳ ହୋଇ ପାରିବେ । କୌଣସି କଥାକୁ ନେଇ ସନ୍ଦେହ କରିବେ ।

ବୃଷ

ଅଧିକ ଟଙ୍କା ଖର୍ଚ କରନ୍ତୁ ନାହିଁ । କରଜ ସୁଝି ଦେବେ । କୌଣସି ଜିନିଷରେ ଲାଭ ହୋଇପାରେ । ଚିନ୍ତା କମ ହେବ । ନଜ ସ୍ୱାସ୍ଥ୍ୟ ପ୍ରତି ଚିନ୍ତା ଦୂର ହେବ । ଆପଣଙ୍କ ଆଖପାଖର ଲୋକମାନଙ୍କ ଠାରୁ ଆପଣଙ୍କୁ ପ୍ରୋତ୍ସାହିତ କରିବେ । ଆଜି ସଫଳତାର ମନ୍ତ୍ର ଏହା ଅଟେ କି ଭଲ ଲୋକମାନଙ୍କ ଉପଦେଶ ଶୁଣି ଟଙ୍କା ଲଗାନ୍ତୁ । ଆୟ ବ୍ୟୟର ସନ୍ତୁଳନ ରହିବ । ମିତ୍ରଙ୍କ ଠାରୁ ମହତ୍ଵପୂର୍ଣ ଉପଦେଶ ମିଳିପାରେ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ତାଳମେଳ ରହିବ ।

ମିଥୁନ

ଶାରୀରିକ କଷ୍ଟରୁ ମୁକ୍ତି ମିଳିବ । ଧନହାନୀର ଆଶଙ୍କା ଅଛି । ବାକି ଥିବା ତାଙ୍କ ଫେରସ୍ତ ପାଇ ଯିବେ । ନୂଆ କାମ ମିଳିପାରେ । ଆର୍ଥିକ ସ୍ଥିତି ସୁଧାରୀ ଯିବ । ବୟସ୍କ ଲୋକମାନଙ୍କ ନିଷ୍ପତିକୁ ଅବମନାନା କରନ୍ତୁ ନାହିଁ ନଚେତ ଆପଣ ହିଁ କ୍ଷତିରେ ପଡିବେ । ବୟସ୍କ ଲୋକମାନଙ୍କ ସହଯୋଗ ଦ୍ଵାରା ନିଷ୍ପତି ନେବାରେ ସହଜ ହେବ । ପ୍ରେମିକା ସହ ସାକ୍ଷାତ ହେବ । ସ୍ୱାସ୍ଥ୍ୟ ଦ୍ରୁଷ୍ଟିରୁ ଆଜିର ଦିନ ଶୁଭ ଅଟେ । ନିଜ ଖର୍ଚ ଉପରେ କାବୁ ରଖନ୍ତୁ ।

କର୍କଟ

ଭୌତିକ ସୁଖ ସୁବିଧା ମିଳିବ । ଆଜି ନିଷ୍ପତି ଫଳଦାୟୀ ପ୍ରାମାଣିତ ହୋଇପାରେ । ଅଜାଣ ଭୟ ମନରେ ରହିବ । କ୍ଳାନ୍ତ ଅନୁଭବ ହେବ । ଆର୍ଥିକ ଉନ୍ନତିର ଯୋଜାନ ଆଜି ଫଳଦାୟୀ ହେବ । କାର୍ଯପ୍ରଣାଲୀରେ ସୁଧାର ଆସିବ । କୌଣସି ଆସାହାୟ ବ୍ୟକ୍ତିଙ୍କ ସାହାର୍ଯ୍ୟ କରି ପାରନ୍ତି । ନିଜର ଚିନ୍ତାକୁ ଦୂର କରିବାକୁ ଚେଷ୍ଟା କରନ୍ତୁ । ଜୀବନସାଥିକୁ ସମୟ ଦିଅନ୍ତୁ । ଏଥିରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ।

ସିଂହ

କୋର୍ଟ କଚାରୀ କାମରେ ବାଧା ଆସିପାରେ । ଧନ ପ୍ରାପ୍ତି ସୁଗମ ହେବ । ସମସ୍ତ କାର୍ଯ୍ୟ ପୂର୍ଣ ହୋଇଯିବ । ଅନାବଶ୍ୟକ କଥାକୁ ମନରେ ସ୍ଥାନ ଦିଅନ୍ତୁ ନାହିଁ । ନିଜର ପରିଶ୍ରମ ଓ ବୁଦ୍ଧି ବଳରେ ସ୍ଵତନ୍ତ୍ରତା ପ୍ରାପ୍ତ କରିବେ । ଖାଦ୍ୟ ପାନରେ ରୁଚି ବଢିବ । ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ । ଆପଣ କୌଣସି ରୋଗରେ ପୀଡିତ ହୋଇ ପାରନ୍ତି । ଆଜି କେବଳ ଦରକାରୀ ଜିନିଷ ହିଁ କ୍ରୟ କରନ୍ତୁ । ବ୍ୟାପାର ଭଲ ଚଳାଇବ ।

କନ୍ୟା

ଶତ୍ରୁ ଆପଣଙ୍କୁ ହାନି ପହଞ୍ଚାଇ ପାରେ । ସମୟର ଫାଇଦା ଉଠାନ୍ତୁ । ଆପଣଙ୍କ ପ୍ରତି ଲୋକମାନଙ୍କ ଅପେକ୍ଷା ବଢିବ । କ୍ରୋଧ ଓ ଉତ୍ତେଜନା ହୋଇ କୌଣସି ବି ନିଷ୍ପତି ନିଅନ୍ତୁ ନାହିଁ । ଆପଣଙ୍କ ବିଚାରା ଧାରା ସକାରାତ୍ମକ ରହିବ । ବ୍ୟକ୍ତିଗତ ସମ୍ବନ୍ଧରେ ପ୍ରେମ ଓ ପରିପୂର୍ଣତା ରହିବ । ମିତ୍ରଙ୍କ ସହିତ ମନୋରଞ୍ଜନ ଯାତ୍ରା କରି ପାରନ୍ତି । ନିଜକୁ କୌଣସି କାର୍ଯ୍ୟରେ ବ୍ୟସ୍ତ ରଖିବେ । ମାନସିକ ଶାନ୍ତି ମିଳିବ । କିଛି ଲୋକମାନଙ୍କ ଦ୍ଵାରା ଆପଣଙ୍କୁ ଆମଦାନୀର ନୂତନ ସ୍ରୋତ ହାସଲ ହେବ ।

ତୁଳା

ଆଜି ଆପଣ ଊର୍ଜାରେ ଭରପୁର ରହିବେ । ଆପଣଙ୍କ ବ୍ୟବହାର ଆପଣଙ୍କ ଆଖପାଖରେ ଲୋକମାନଙ୍କୁ ଖୁସି କରି ଦେବ । ପ୍ରେମ ଜୀବନରେ ଆଶାର ନୂତନ କିରଣ ଆସିବ । ଆଇନ ବିବାଦ ଦୂର ହୋଇପାରେ । କୌଣସି ରୋଗ କିମ୍ବା ସମସ୍ୟାରୁ ମୁକ୍ତି ମିଳିବ । ଯାତ୍ରା କରିବା ସମୟରେ ଖାଦ୍ୟପନର ଧ୍ୟାନ ରଖନ୍ତୁ । ସନ୍ତାନଙ୍କ ଗତିବିଧି ଚିନ୍ତାରେ ପକାଇ ପାରେ । ପ୍ରେମ ସମ୍ବନ୍ଧ ଉଜାଗର ହେବାର ଅଛି । ଲାଭରେ ବୁଦ୍ଧି ହେବ ।

ବିଚ୍ଛା

ଅଜୟର ଦିନ ଲାଭଦାୟକ ସିଦ୍ଧ ହେବ । ମନୋରଞ୍ଜନ ଉପରେ ଦରକାର ଠାରୁ ଅଧିକ ଖର୍ଚ କରିବା ଠାରୁ ବଞ୍ଚନ୍ତୁ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟିକ ଯାତ୍ରା ଲାଭଦାୟକ ହେବ । ପାରିବାରରେ ମଙ୍ଗଳମୟ କାର୍ଯ୍ୟ ରୂପରେଖା ହୋଇ ପାରେ । କୌଣସି ପ୍ରକାରର ଧନହାନୀର ଯୋଗ ଅଛି । ଭୂମି ଭବନ ଇତ୍ୟାଦି କାର୍ଯ୍ୟ ଲାଭଦାୟକ ରହିବ । ଅନ୍ୟ ଲୋକମାନଙ୍କ ସାହାର୍ଯ୍ୟ କରିବା ପାଇଁ ଇଛା ହେବ । ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ।

ଧ୍ନାଉ

କୌଣସି ବି ବିବାଦରେ ପଡନ୍ତୁ ନାହିଁ । ଶାରୀରିକ କଷ୍ଟ ହୋଇପାରେ । ବ୍ୟବସାୟିକ ଯାତ୍ରା ଅସଫଳ ହୋଇପାରେ । ଘରେ ସୁଖର ବାତାବରଣ ରହିବ । ବୈବାହିକ ଜୀବନରେ ଶାନ୍ତି ଆସିବ । ଆଜି ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ହାସଲ ହେବ । ନିବେଶ କରନ୍ତୁ ନାହିଁ । ବ୍ୟାପାର ଗତି ଧୀର ହୋଇଯିବ । ସମାଜରେ ମାନ ପ୍ରତିଷ୍ଠା ବଢିବ । ସହକ୍ରମୀ ଆପଣଙ୍କ ଉପରେ ଈର୍ଷା କରିବେ । ଟଙ୍କା ଧାର ନିଅନ୍ତୁ ନାହିଁ । ନିବେଶରୁ ଲାଭ ମିଳିପାରେ ।

ମକର

ଆଜି ହାତ ଖୋଲି ବ୍ୟୟ କରନ୍ତୁ ନାହିଁ । ଧନାର୍ଜନ ହେବ । ଅନ୍ୟ କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ନିଜର ସମସ୍ତ କାଗଜପତ୍ରକୁ ସାବଧାନରେ ସହ ରଖନ୍ତୁ । ଆଜି ଆପଣଙ୍କୁ ଅନୁଭବ ହେବ କି ଆପଣଙ୍କ ଜୀବନସାଥି ଆପଣଙ୍କୁ କେତେ ଭଲ ପାଉଛନ୍ତି । ଆଜି ଆପଣଙ୍କୁ ପଶ୍ଚାତାପ କରିବାକୁ ପଡିପାରେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସାମାଜିକ ପ୍ରତିଷ୍ଠା ବୁଦ୍ଧି ହେବ । ଆୟରେ ବୁଦ୍ଧି ହେବ ।

କୁମ୍ଭ

ଆଜି ଆପଣଙ୍କ ସାମ୍ନାରେ କିଛି ସମସ୍ୟା ଆସିପାରେ । କିନ୍ତୁ ଆପଣ ତାହାର ସମାଧାନ କରି ନେବେ । ବ୍ୟାପାର ବ୍ୟବସାୟ ଠିକ ଚାଲିବ । ଅଧିକାରୀ ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି । ଶାଶୁ ବୋହୁଙ୍କ ମଧ୍ୟରେ ବିବାଦ ହୋଇପାରେ । ନୂଆ ସମ୍ବନ୍ଧ ହେବ । ଆଇନ ମାମଲାରେ ସଫଳତା ମିଳିପାରେ । ଆୟର ନୂତନ ସ୍ରୋତ ହାସଲ ହେବ । ପ୍ରସନ୍ନ ରହିବେ । ଆପଣଙ୍କ ଜୀବନସାଥି ଆଜି ଆପଣଙ୍କ ପାଇଁ କିଛି ଖାସ କରିବେ ।

ମୀନ

କୌଣସି କାର୍ଯ୍ୟର ଚିନ୍ତା ଦୂର ହେବ । ମନୋରଞ୍ଜନ ଭରା କାର୍ଯ୍ୟ କରି ପାରନ୍ତି । ସ୍ଵାଦିଷ୍ଟ ଭୋଜନର ପ୍ରାପ୍ତ ହେବ । ଆୟରେ ବୁଦ୍ଧି ହେବ । ବିଦ୍ୟାର୍ଥୀ ବର୍ଗ ନିଜ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ । କାମର ବୋଝ ବଢି ପାରେ । ଆଜି ଆପଣ କେତେକ ନୂତନ ଆର୍ଥିକ ଯୋଜନା କରିବେ। ସାବଧାନ ରୁହନ୍ତୁ । ଅଚାନକ କୌଣସି ସ୍ଥାନରୁ ଧନ ପ୍ରାପ୍ତିର ହୋଇପାରେ । ସଙ୍ଗୀରେ ରୁଚି ବହଡିବ । ଆଜି ଟଙ୍କା ପାଣି ଭଳି ବହି ଯିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।