ଆଜିର ରାଶିଫଳ, 28 ମାର୍ଚ୍ଚ 2021, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ମାର୍ଚ୍ଚ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢିବ । ଦୂର ସ୍ଥାନକୁ ଯାତ୍ରା କରିବେ । ଦାଂପତ୍ୟ ଜୀବନରେ ସୁଖ ପ୍ରାପ୍ତି ହେବ ।ଆପଣ  ଆପଣଙ୍କ ଜୀବନରେ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚି ପାରିବେ । ଯଦି ଆପଣଙ୍କୁ ପଇସା ଦରକାର ତେବେ ନିଜ ବନ୍ଧୁଙ୍କ ଠାରୁ କରଜ ନେଇପାରିବେ । ଘରର ସମସ୍ୟା ଯୋଗୁ ଆପଣ ନିଜ କାମରେ ମନ ଲଗାଇପାରିବେ ନାହିଁ । ଏହି ସମୟରେ ନିଜ ଜୀବନରେ ସମସ୍ୟା ଦେଖାଯିବ ଯାହା ଫଳରେ ଆପଣ ଅନେକ ସମସ୍ୟାର ସମୁଖିନ୍ନ ହେବେ। ଯଦି ଆପଣ ବିଦ୍ୟାର୍ଥୀ ତେବେ ଆପଣଙ୍କୁ କୌଣସି କାମରେ ସଫଳତା ବିଳମ୍ବରେ ମିଳିବ ।

ବୃଷ ରାଶି : ଆପଣଙ୍କର ସମସ୍ତ କାର୍ଯ୍ୟ ପୂରଣ ହେବ । ଛାତ୍ରମାନଙ୍କର ଭବିଷ୍ୟତରେ ନୂଆ ପରିବର୍ତ୍ତନ ଆସିବ । ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆସିବ ଯାହା ପାଇଁ ଆପଣ ସଫଳତାର ନିକଟତର ହୋଇପାରିବେ । ଆପଣଙ୍କର ନୂଆ ଲୋକଙ୍କ ସହ ଭେଟ ହୋଇପାରେ । ଧନ କମାଇବା ପାଇଁ ନିଜର ପ୍ରୟାସ ଜାରି ରଖନ୍ତୁ । ଏହା ଛଡା ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସଫଳତା ପାଇବାକୁ ହେଲେ ଆପଣଙ୍କୁ ଚେଷ୍ଟା କରିବାକୁ ପଡିବ ।

ମିଥୁନ ରାଶି : ଆପଣ ନିଜ ଚିନ୍ତାଧାରା ଓ କଥାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ଜୀବନରେ ଆର୍ଥିକ ସ୍ଥିତିର ନୂଆ ପରିବର୍ତ୍ତନ ହେବ । ସମାଜରେ ମାନ ସମାନ ବୃଦ୍ଧି ହେବ । ପ୍ରିୟଜନଙ୍କ ସହ ଭଲ ସମ୍ପର୍କ ରହିବ। କୌଣସି ନିସ୍ପତି ନେବା ପୂର୍ବରୁ ଭାବିଛିନ୍ତି ନେବେ । ଏହା ଆପଣଙ୍କ କାର୍ଯ୍ୟରେ ନୂଆ ପରିବର୍ତ୍ତନ ଆଣିପାରେ । ଯାହା ଫଳରେ ଆପଣ ଆପଣଙ୍କ ଜୀବନରେ ଲାଭଦାୟକ ହୋଇପାରିବେ । ଆପଣଙ୍କ ସ୍ଵାସ୍ଥ୍ୟର ଯତ୍ନ ନେବେ ।

କର୍କଟ ରାଶି : ଆପଣଙ୍କୁ କୌଣସି ଅନୁଭବି ମଣିଷଠାରୁ ସାହାଜ୍ୟ ମିଳିବ । ଧର୍ଯ୍ୟର ସହ ନିଜ କାମକୁ ପୂରଣ କରିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ ବା ପବିତ୍ର କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ସମାଜର କଲ୍ୟାଣ ପାଇଁ ଦାନ ଧର୍ମ କରିବେ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଏହି ସମୟଟି ଗୁରୁତ୍ବପୂର୍ଣ ରହିବ । ଆପଣ ଆପଣଙ୍କ ଜୀବନରେ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିବେ । ଖାଇବା ପିଇବାର ପରିବର୍ତ୍ତନ ଯୋଗୁ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିପାରେ । ନିଜର କୌଣସି କାର୍ଯ୍ୟକୁ ଅଧୁରା ଛାଡନ୍ତୁ ନହିଁ ।

ସିଂହ ରାଶି : ନିଜର ଲକ୍ଷ ହାସଲ ପାଇଁ ଆପଣ କୌଣସି ଯୋଜନା କରିପାରିବେ । ଘରର ସମସ୍ୟାକୁ ଶାନ୍ତିପୂର୍ଣ ଭାବେ ସମାଧାନ କରିବେ । ଆପଣଙ୍କ ଆନ୍ତରିକ ଇଚ୍ଛା ପୂରଣ ହେବ । ନିଜର ଲକ୍ଷ ସ୍ଥଳରେ ସଫଳତା ପାଇବେ । କାର୍ଯ୍ୟ କ୍ଷେତ୍ରରେ ସହକର୍ମୀଙ୍କର ସହଯୋଗ ମିଳିବ । ନିଜ ସାଥୀ ଓ ପ୍ରିୟଜନଙ୍କ ସହ ଭଲ ସମୟ ଅତିବାହିତ କରିବେ । କାର୍ଯ୍ୟ କ୍ଷେତ୍ରରେ ନିଜର ପ୍ରଶଂସା ପାଇପାରିବେ । ଏହା ଛଡା ନିଜ ଘର ଓ ଶଶୁର ଘର ଲୋକଙ୍କ ଭିତରେ ମତଭେଦ ସୃଷ୍ଟି ହେବ । ଏହି ସମୟରେ ଆପଣଙ୍କୁ ବୁଝି ବିଚାରୀ ସମସ୍ୟାର ସମାଧାନ କରିବାକୁ ପଡିବ ।

କନ୍ୟା ରାଶି : ଆର୍ଥିକ ସ୍ଥିତି ବଳବତ୍ତର ରହିବ । ଏହି ରାଶିର ଛତ୍ରମାନଙ୍କୁ ନିଜ ଶିକ୍ଷଙ୍କର ସହଯୋଗ ମିଳିବ । ବିଭାହୀକ ଜୀବନରେ ଭଲ ସମୟ ରହିବ । ସେଥି ପାଇଁ ଆପଣ ଆପଣଙ୍କ ଜୀବନର ସବୁ କ୍ଷେତ୍ରରେ ସଫଳତା ପାଇପାରିବେ । ବ୍ୟବସାୟରେ ଭଲ ଲାଭ ହେବା ଯୋଗୁ ଆପଣଙ୍କ ଭବିଷ୍ୟତ ସୁଗମ ହେବ । ନିଜ ପ୍ରିୟଜନଙ୍କ ସହ ଭଲ ସମୟ ଅତିବାହିତ କରିବେ । ଆପଣଙ୍କର ବାପାଙ୍କ ସହଯୋଗ ପ୍ରାପ୍ତ ହେବ । ଏହି ସମୟ ଟି ନିଜ ବ୍ୟବସାୟକୁ ବଢେଇବା ପାଇଁ ଭଲ ସମୟ ଅଟେ । ଆପଣଙ୍କର ଅଧିକ ପଇସା ଖରଚ ହେବ । ଯଦି ଏହି ସମୟରେ ଆପଣ ପଇସାକୁ ନ ଜଗିବେ ତେବେ ଭବିଷ୍ୟତରେ ଅସୁବିଧାରେ ପଡ଼ିପାରନ୍ତି । ଯଦି ଆପଣ କୌଣସି କାନୁନି କାର୍ଯ୍ୟ କରିବାକୁ ଚାହୁଥାନ୍ତି ତେବେ ଏହି ସମୟରେ କରିବା ଉଚିତ ନୁହେଁ ।

ତୁଳା ରାଶି  : ଆଜି ଆପଣଙ୍କ ଦିନଟି ଭଲରେ କଟିବ । ବିଭାହୀକ ଜୀବନରେ ସୁଖ ପ୍ରାପ୍ତ ହେବ । ବ୍ୟବସାୟ ବାଣିଜ୍ୟରେ ଭଲ ଲାଭ ମିଳିବ । ଭାଇ ଭଉଣୀଙ୍କର ସହଯୋଗ ମିଳିବ । ଅଫିସର କାମରେ ବ୍ୟସ୍ତ ରହିବେ । ଆପଣଙ୍କ ପ୍ରତିଭା ଆପଣଙ୍କ ରୋଜଗାର ନୂଆ ରାସ୍ତା ହେବ । ନିଜ ସନ୍ତାନର ଚେଷ୍ଟାର ଫଳ ମିଳିବ । ଛାତ୍ରମାନେ ନିଜ ପାଠ ପଧାରେ ଭଲ କରିବେ । ଚାକିରି କରୁଥିବା ଲୋକମାନେ ନିଜ କାମରେ ପ୍ରଶଂସା ପାଇବେ । ନିଜ ଉଚ ଅଧିକାରୀଙ୍କ ସହଯୋଗ ମିଳିବ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ ତା ହେଲେ ନିଜ ଜୀବନରେ ଆଗକୁ ବଢିପାରିବେ । ଅଧିକ ଖୁସି ହୋଇ କୌଣସି କାମ କାଲେ ଭବିଷ୍ୟତରେ ଅସୁବିଧାରେ ପଡ଼ିପାରିବେ ।

ବିଛା ରାଶି : ଆଜି ଆପଣଙ୍କ ଦିନ ଶୁଭ ରହିବ । କୌଣସି କାମରୁ ଲାଭ ମିଳିବ । ଭାଇ ଭଉଣୀଙ୍କର ସହଯୋଗ ମିଳିବ । ଆପଣ କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ । ଯାହା ଦ୍ଵାରା ଆପଣଙ୍କ ମନର ଶାନ୍ତି ଆପଣ ପାଇପାରିବେ । ନିଜ ଜୀବନ ସାଥୀ ସହ ମନ ଖୋଲକାରୀ କଥାବାରତା ହୁଅନ୍ତୁ ଣ ହେଲେ ଆଗକୁ ଅସୁବିଧାରେ ପଡ଼ିପାରନ୍ତି । ଛାତ୍ରମାନେ ନିଜ ପଢାରେ ଧ୍ୟାନ ଦିଅନ୍ତୁ । ନିଜ ବିବାହ ଜୀବନରେ ସମସ୍ୟା ଦେଖା ଯିବା ସହ ଜୀବନ ସାଥିଙ୍କର ସ୍ୱାସ୍ଥ୍ୟ ମଧ୍ୟ ବିଗିଡି ପାରେ ସେଥି ପ୍ରତି ଧ୍ୟାନ ଦେବେ ।

ଧନୁ ରାଶି : ଆଜି ଆପଣଙ୍କ ଦିନଟି ଖୁସିରେ କଟିବ । ଅଫିସର ସବୁ ଲୋକଙ୍କ ସହ ଭଲ ସମୟ କାଟିବ । ଧନର ପ୍ରାପ୍ତି ହେବ । ଆପଣଙ୍କୁ ସରକାରୀ ବା ଉଚ ଅଧିକାରୀଙ୍କ ଠାରୁ ଲାଭ ମିଳିବ । ଏହି ସମୟରେ ନିଜ ପଇସାକୁ ସଞ୍ଚୟ କରି ରଖିପାରିବେ । ଛାତ୍ରମାନଙ୍କୁ ନିଜ ବିଦ୍ୟାଳୟରେ ନିଜ ଦକ୍ଷତାର ପରିଦର୍ଶନ କରିବାକୁ ପଡିବ । ବ୍ୟବସାୟୀ କରୁଥିବା ଲୋକମାନେ ଜଗି ରଖି ଚାଲିବା ଉଚିତ । ଚାକିରି କରୁଥିବା ଲୋକମାନେ ନିଜ ଘର ଲୋକଙ୍କୁ ସମୟ ଦେଇ ପାରିବେ ନହିଁ । ଭାଇ ଭଉଣୀଙ୍କର ଦେହ ଖରାପ ହେବା ଯୋଗୁ ଆପଣଙ୍କର ସମସ୍ୟା ବଢିପାରେ ।

ମକର ରାଶି : ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ନିଜ ଚେଷ୍ଟା ଦ୍ଵାରା ନିଜ ଉଦେଶ୍ୟ ରେ ସଫଳ ହୋଇପାରିବ । ନିଜ ସାଙ୍ଗ ସାଥିଙ୍କ ସହ ଭଲ ସମୟ ଅତିବାହିତ କରିବେ । ଘରର କୌଣସି ମାଙ୍ଗଳିକ କାର୍ଯ୍ୟରେ ଭାଗ ନେଇ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । କୌଣସି ଝଗଡାରୁ ନିଜକୁ ଦୂରେଇ ରଖନ୍ତୁ । ବ୍ୟବସାୟରେ ଅଧିକ ଲାଭ ମିଳିବ ନହିଁ । ଆପଣଙ୍କର ଅଧିକ ଧାନ ହାନି ହେବାର ସମ୍ଭାବନା ଅଛି । ନିଜ ଜୀବନ ସାଥିଙ୍କ ସହ ଭଲ ସମୟ ଅତିବାହିତ ହେବ । କୋଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।

କୁମ୍ଭ ରାଶି : ଆଜି ଆପଣଙ୍କ ଦିନ ଭଲରେ କଟିବ । ଆପଣ ନିଜ କାମରେ ସଫଳତା ପାଇପାରିବେ । ଧାର୍ମିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ବ୍ୟବସାୟ କରୁଥିବା ଲୋକମାନେ କାହା ଉପରେ ଭରସା କରିବା ଉଚିତ ନୁହେଁ । ନ ହେଲେ ଭବିଷ୍ୟତରେ ଅସୁବିଧାରେ ପଡ଼ିପାରନ୍ତି । ନିଜ ସନ୍ତାନ ଯୋଗୁ କୌଣସି କ୍ଷେତ୍ରରୁ ଖୁସି ଖବର ମିଳିପାରେ । ଛାତ୍ରମାନଙ୍କର ପାଠ ପଧାରେ ଅସୁବିଧା ହେବ ତେଣୁ ଅଧିକ ପରିଶ୍ରମ କରିବା ଉଚିତ । ବିବାହ ଜୀବନରେ ଜୀବନ ସାଥୀ ସହ ଭଲ ସମୟ ଅତିବାହିତ ହେବ । ନିଜ ଜୀବନରେ ଆଗକୁ ବଢିବା ପାଇଁ ଚେଷ୍ଟା କରିଲେ ଭବିଷ୍ୟତରେ ସଫଳତା ପାଇପାରିବେ ।

ମୀନ ରାଶି : ଆଜି ଆପଣଙ୍କ ଦିନ ଟି ଠିକ ଠାକ ରହିବ । ଅଫିସ କାମରେ ବ୍ୟସ୍ତ ରହିବେ ।  ଆପଣ କହିଥିବା କଥାର ଅନ୍ୟ ଲୋକମାନଙ୍କ ଉପରେ ପ୍ରଭାବ ପଡିପାରେ । ଆପଣଙ୍କ ଭାଗ୍ୟ ଆପଣଙ୍କ ପୁରା ଶାଠ ଦେବ । ଏହି ସମୟରେ ଆପଣ କର୍ମ କ୍ଷେତ୍ରରେ ସଫଳତା ପାଇପାରିବେ । ପିଲାମାନେ ନିଜ ପାଠ ପଢାରେ ମନ ଲଗେଇ ପଢିବା ଉଚିତ । ଏହା ଦ୍ଵାରା ସେମାନେ ନିଜ ପରିଶ୍ରମର ଫଳ ପାଇପାରିବେ । ଯଦି ବ୍ୟବସାୟ କରୁଥାନ୍ତି ତେବେ ଏହାକୁଆଗକୁ  ବଢେଇବା ପାଇଁ ଚେଷ୍ଟା କରନ୍ତୁ ନହିଁ । ଏହି ସମୟରେ ଆପଣଙ୍କର ସ୍ଵଭାବ ଓ ବଚନ ଉପରେ ଖରାପ ପ୍ରଭାବ ପଡିପାରେ । ଘରର କୌଣସି ଜରୁରୀ ନିଷ୍ପତି ନେବା ପୂର୍ବରୁ ଭଲ କରି ଚିନ୍ତା କରିବେ । ନ ହେଲେ ଏହି କାରଣରୁ ଆପଣ ଭବିଷ୍ୟତରେ ଅସୁବିଧାରେ ପଡ଼ିପାରନ୍ତି । ଆପଣଙ୍କ ବିବାହ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିପାରେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।