ଆଜିର ରାଶିଫଳ, 28 ଜୁଲାଇ 2020, ମଙ୍ଗଳବାର, ବଜରଙ୍ଗବଲିଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଭାଗ୍ୟ ଦେବ ଶତ ପ୍ରତିଶତ ସାଥ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଦିନ ଭଲ ରହିବ । ଅଫିସରେ ପରିସ୍ଥିତି ସୁଖମୟ ରହିବ । ଯାହା ଦ୍ଵାରା ଆପଣଙ୍କ ମନ କାମରେ ଲାଗିବ । ଆଜି ଆପଣ ନିଜ କାମକୁ ପୁରା ଇଚ୍ଛାଶକ୍ତି ସହ କରିବେ । ଏହା ଦ୍ଵାରା ଆପଣଙ୍କୁ ସଫଳତା ବି ମିଳିବ । ଆଜିର ଦିନ ସମସ୍ତ ପ୍ରକାରର ଲାଭ ମିଳିବ । ସାମାଜିକ କ୍ଷେତ୍ରରେ ଆପଣ ଅଧିକ ସକ୍ରିୟ ରହିବେ । ଏହା ଦ୍ଵାରା ଆପଣଙ୍କୁ ପ୍ରତିଷ୍ଠା ବୁଦ୍ଧି ହେବ । ଆପଣଙ୍କୁ ଆଜି ଉନ୍ନତିର ନୂତନ ମାର୍ଗ ହାସଲ ହେବ । ଆପଣଙ୍କୁ ନିଜ ହାତରୁ କୌଣସି ବି ପ୍ରକାରର ଚାନ୍ସକୁ ଛାଡିବା ଉଚିତ ନୁହେଁ ।

ବୃଷ

ଆଜି ଆପଣଙ୍କ ଦିନ ଭଲ ରହିବ । ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିପାରେ । ଯଦି ବିଜନେସ କରୁଛନ୍ତି ତେବେ ଆପଣ ଆଜି କିଛି ଲୋକମାନଙ୍କ ସହ ସାକ୍ଷାତ କରିବେ । ଏହା ଦ୍ଵାରା ଆପଣଙ୍କୁ ଉନ୍ନତିର ନୂତନ ରାସ୍ତା ମିଳିବ । ଆଜିର ଦିନ ସମସ୍ତ ପ୍ରକାରର ଲାଭ ପାଇଁ ଭଗବାନ ଗଣେଶ ଆପଣଙ୍କ ସାହାର୍ଯ୍ୟ କରିବେ । କୌଣସି ବି କାର୍ଯ୍ୟ ଆପଣଙ୍କ ଦ୍ଵାରା ନଷ୍ଟ ହୋଇପାରେ । ଘରର ବାତାବରଣ ଭଲ ରହିବ । ଧନ ଅଧିକ ଖର୍ଚ ହେବ । ସେଥିପାଇଁ ଏଥିପ୍ରତି ଧ୍ୟାନ ରଖିବାକୁ ହେବ ।

ମିଥୁନ

ଆଜି ଆପଣଙ୍କ ଦିନ ପୂର୍ବ ଅପେକ୍ଷା ଭଲ ରହିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଭଲ ଖବର ମିଳିପାରେ । ଅଧିକ ସମୟ ପର୍ଯ୍ୟନ୍ତ ଫସିଥିବା ଟଙ୍କା ଆଜି ମିଳିପାରେ । ବ୍ୟପାରର ସମ୍ବନ୍ଧିତ ପ୍ରୟାସରେ ସଫଳ ହେବ । ପିତାଙ୍କ ଆଶୀର୍ବାଦ ଓ ତାଙ୍କ ଠାରୁ ଲାଭ ମିଳିବ । ଆୟ ବୁଦ୍ଧି ହେବାର ସମ୍ଭାବନା ଅଛି । ଆର୍ଥିକ ସ୍ଥିତି ଭଲ ରହିବ । ନୂଆ ଆୟର ସ୍ରୋତ ମିଳିବ । ଯାହା ଦ୍ଵାରା ଆପଣଙ୍କ ଆୟ ବଢିବ । ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ତେବେ ଆପଣ ନିଜର ପ୍ରେମକୁ ଜାହିର କରନ୍ତୁ ।

କର୍କଟ

ଆଜି ଆପଣଙ୍କ ଦିନ ବ୍ୟସ୍ତତା ପୂର୍ଣ ରହିବ । ଆଜି କୌଣସି ଫଳାଫଳ ଉପରେ ପହଞ୍ଚିବେ । ବଢୁଥିବା ଖର୍ଚ ଆପଣଙ୍କ ଚିନ୍ତିତ ବଢାଇ ପାରେ । ଯଦି ଆପଣ ଏହି ସମୟରେ କୌଣସି ନୂଆ ବ୍ୟପାର ବିଷୟରେ ଚିନ୍ତା କରୁଛନ୍ତି ତେବେ ଆପଣଙ୍କୁ ଏଥିରେ ଲାଭ ମିଳିପାରେ । କାମରେ ଉନ୍ନତି ହୋଇପାରେ । ନୂଆ ଉଦ୍ୟମରେ ସଫଳ ହେବେ । ବ୍ୟବସାୟ ସହ ଜଡିତ କିଛି ଜିନିଷରେ ଲାଭ ମିଳିବ । ଅନ୍ୟ ପଟେ ବିଦେଶ ସମ୍ବନ୍ଧରେ ଆପଣଙ୍କୁ ଆର୍ଥିକ ଲାଭ ମିଳିବାର ସମ୍ଭାବନା ଅଛି ।

ସିଂହ

ଆଜି ଅଳ୍ପ ବାଧା ହୋଇପାରେ । କୌଣସି ପୁରୁଣା ମିତ୍ରଙ୍କ ସହ ସାକ୍ଷାତ କରି ପାରନ୍ତି । ଆର୍ଥିକ ମାମଲାରେ ସମ୍ଭାଳି ରହିବେ । ଟଙ୍କାର ଆଦାନ ପ୍ରଦାନରେ ସମ୍ଭାଳି ରୁହନ୍ତୁ । ଟଙ୍କା ଧାର ନେବା ପୂର୍ବରୁ ସମସ୍ତ ନିଷ୍ପତି ସମ୍ଭାଳି କରି ନିଅନ୍ତୁ । ଆପଣଙ୍କ ଅଟକିଥିବା କୌଣସି କାର୍ଯ୍ୟ ପୁରା ହୋଇପାରେ । ଆପଣଙ୍କୁ ନୂଆ ଘର କ୍ରୟ କରିବାର ଯୋଗ ଅଛି । ଭାଇ ଭଉଣୀଙ୍କ ସହ ସମ୍ବନ୍ଧ ଖରାପ ହୋଇପାରେ । ଏହି ସମୟରେ ଆପଣଙ୍କୁ କିଛି ଜିନିଷ କ୍ରୟ କରିବାକୁ ପଡିପାରେ ।

କନ୍ୟା

ଆଜିର ଦିନ ଆପଣଙ୍କ ପାଇଁ ଲାଭଦାୟକ ହେବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ବି ଆଜିର ଦିନ ଭଲ ରହିବ । ଏହି ରାଶିର ଲୋକମାନେ ସେବା କ୍ଷେତ୍ର ସହ ଜଡିତ ରହିବେ । ସେଥିପାଇଁ ଆଜିର ଦିନ ଅନୁକୂଳ ରହିବ । ଆପଣଙ୍କ ପରିବାର ସହ ଜଡିତ ନୂଆ ଦାୟିତ୍ଵ ମିଳିବ । ଯାହା ଆପଣଙ୍କୁ ସମ୍ଭାଳିବାକୁ ହେବ । ମିତ୍ରମାନଙ୍କ ସହଯୋଗ ମିଳିବ । ପାରିବାରିକ ଜୀବନ ପାଇଁ ଏହି ସମୟ ଭଲ ଅଟେ । ଏହି ସମୟ ପୁରା ପରିବାର ପାଇଁ ଖୁସି ନେଇ ଆସିବ । ଘରେ ମଙ୍ଗଲମୟ କାର୍ଯ୍ୟ ସମ୍ପୂର୍ଣ ହେବ ।

ତୁଳା

ଆଜି ଆପଣଙ୍କ ଦିନ ଠିକ ଠାକ ରହିବ । ଘରେଲୁ ସମସ୍ୟା ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଆଜି ଆପଣ ଯେଉଁଠି ବି ଯିବେ ଲୋକମାନଙ୍କ ମଧ୍ୟରେ ଆପଣ ଆକର୍ଷଣର କେନ୍ଦ୍ର ହୋଇଯିବେ । ଆର୍ଥିକ ଦୃଷ୍ଟିରେ ଏହି ସମୟ ଆପଣଙ୍କ ଅୟ ପାଇଁ ଭଲ ଅଟେ । ଏହି ସମୟରେ ଆମଦାନୀ ବି ବଢିବ । ତାଳମେଳ ରଖି ଆଗକୁ ବଢନ୍ତୁ । ଆପଣ ଦୁଇ ଜଣ ପରସ୍ପରର ନିଜର ଭାବନାକୁ ବୁଝିବାକୁ ଚେଷ୍ଟା କରିବେ । ଏହି ସମୟରେ ପ୍ରେମୀମାନଙ୍କ ଠାରୁ କୌଣସି ଉପହାର ମିଳିମାପାରେ ।

ବିଚ୍ଛା

ବିବାହ ପାଇଁ ଇଚ୍ଛା ରଖୁଥିବା ଲୋକମାନଙ୍କୁ କିଛି ବିବାହ ସମ୍ପର୍କ ମିଳିପାରେ । ପ୍ରେମ ପ୍ରସଙ୍ଗ ପାଇଁ ନିଜର ସମୟ ଅନୁକୂଳ ଅଟେ । ଏହି ସମୟ ଆପଣ ନିଜର ଜୀବନକୁ ନେଇ ଅଳ୍ପ ଭ୍ରମ ସ୍ଥିତି ସୃଷ୍ଟି ହୋଇପାରେ । ଏହି ସମୟ ଆପଣଙ୍କ ସ୍ୱାସ୍ଥ୍ୟ ସାମାନ୍ୟ ଭଲ ରହିବ । ଛୋଟ ମୋଟ କଥା ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ନାହିଁ ନଚେତ ବିବାଦ ହୋଇପାରେ । ଭାଇ ଭଉଣୀ ଓ ବନ୍ଧୁମାନଙ୍କ ସହଯୋଗ ମିଳିବ । ଏହି ସମୟ ପରିଜନ କିମ୍ବା ବନ୍ଧୁମାନେଙ୍କ ସହ ଆପଣ ସମୟ ବ୍ୟତିତ କରିବେ ।

ଧନୁ

ଆର୍ଥିକ ସ୍ଥିତି ପୂର୍ବ ଭଳି ସାମାନ୍ୟ ହୋଇପାରେ । ବିଜନେସରେ ଭଲ ନିଷ୍ପତି ନେବେ । ଭାବନାରେ ବହି ନିଷ୍ପତି କରନ୍ତୁ ନାହିଁ । ଧନଲାଭର ସମୟ ଆସି ଯାଇଛି । ଯଦି ଆପଣ କୌଣସି କାର୍ଯ୍ୟ ବିଦେଶ ସହ ଜଡିତ ଅଛି ତେବେ ସେଥିରେ ଅସଫଳତା ମିଳିପାରେ । ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଏହି ସମୟରେ ଟଙ୍କା ସମ୍ବନ୍ଧିତ ମାମଲାରେ ସାବଧାନ ରୁହନ୍ତୁ । ଏହି ସମୟରେ ଶେୟାର ମାର୍କେଟରେ ନିବେଶ କରନ୍ତୁ ।

ମକର

ସାମାନ୍ୟ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଏହି ସମୟ ଚାକିରିରେ ପ୍ରମୋଶନ କିମ୍ବା କୌଣସି ବଡ ଉପଲବ୍ଧି ମିଳିପାରେ । ଛାତ୍ରମାନଙ୍କୁ ଶିକ୍ଷାରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ଦୃଷ୍ଟିରେ ଏହି ସମୟ ଆପଣଙ୍କ ସ୍ଥିତି ସାମାନ୍ୟ ରହିବ । କୌଣୟ ସମସ୍ୟାକୁ ନେଇ ଅଯଥା ଚିନ୍ତିତ ହୁଅନ୍ତୁ ନାହିଁ । ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଲଟେରୀରେ ନିବେଶ କରନ୍ତୁ ନାହିଁ । ବ୍ଯବସାୟିକ ଜୀବନରେ ଆପଣଙ୍କୁ ଆନନ୍ଦ ମିଳିବ ।

କୁମ୍ଭ

ଏହି ସମୟ ମାତା ପିତାଙ୍କ ଅନାବଶ୍ୟକ ସମ୍ବନ୍ଧ ଖରାପ ହୋଇପାରେ । ଭାଇ ଭଉଣୀଙ୍କ ସହ ବି ସମ୍ବନ୍ଧ ଖରାପ ହୋଇପାରେ । କୌଣସି ବି ପ୍ରକାରର ସମସ୍ୟାକୁ ସମାଧାନ କରି ପାରିବେ । ଏହି ସମୟରେ ଆପଣ କିଛି ଉପଲବ୍ଧ ପ୍ରାପ୍ତ କରିବେ । ଯଦି ଆପଣଙ୍କ କାର୍ଯ୍ୟ ସମ୍ବନ୍ଧିତ ବିଦେଶ ଯାତ୍ରା କରିବେ ତେବେ ଆପଣ ଏଥିରେ ଅସଫଳ ହେବେ । ଏହି ବର୍ଷ ଜୀବନସାଥିଙ୍କ ସହିତ ଆପଣଙ୍କ ବୈବାହିକ ସମ୍ବନ୍ଧ ଭଲ ରହିବ ।

ମୀନ

ପ୍ରେମୀମାନଙ୍କ ଭାବନାକୁ ବଉଝିବାକୁ ଚେଷ୍ଟା କରନ୍ତୁ । ଏହା ଆପଣଙ୍କ ପାଇଁ ଜରୁରୀ ଅଟେ । ସମ୍ପର୍କକୁ ପଛରେ ଛାଡିବା ଉଚିତ ନୁହେଁ । ଧନଲାଭ ପାଇଁ ଏହି ସମୟ ଶ୍ରେଷ୍ଠ ଅଟେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ନିବେଶ କରିବା ପାଇଁ ବି ଏହି ସମୟ ଉଚିତ ଅଟେ । କିଛି ଲୋକମାନଙ୍କୁ ହାଡ ସମ୍ବନ୍ଧିତ ରୋଗ ହୋଇପାରେ । ଟଙ୍କା ଆୟ କରିବା ପାଇଁ ଏହି ଅବଧି ଆପଣଙ୍କ ପାଇଁ ଶ୍ରେଷ୍ଠ ଅଟେ । ଆର୍ଥିକ ସ୍ଥିତି ଭଲ ରହିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।