ଆଜିର ରାଶିଫଳ, 28 ଜୁନ 2020, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, କୌଣସି ସମସ୍ୟାର ସମାଧାନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଚିନ୍ତା କରିଥିବା କାର୍ଯ୍ୟ ପୁରା ହୋଇଯିବ । ଆଖପାଖର ଲୋକମାନଙ୍କ ଠାରୁ ଆପଣଙ୍କୁ ସହଯୋଗ ମିଳିପାରେ । ଆପଣଙ୍କୁ ମାତା ପିତାଙ୍କ ଆଶୀର୍ବାଦ ମିଳିବ । କାର୍ଯ୍ୟ କ୍ଷମତା ବଢିବ । ଭାଇ ଭଉଣୀଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ରହିବ । କାର୍ଯ୍ୟ ସ୍ଥଳରେ ଆପଣଙ୍କ ପ୍ରଦର୍ଶନ ଭଲ ରହିବ । ଯଦି କେଉଁଠି ଟଙ୍କା ଅଟକି ଯାଇଛି କିମ୍ବା କାହା ଠାରୁ ଟଙ୍କା ପାଇବେ ତେବେ ଆଜି ଆପଣ ଏଥିରେ ସଫଳ ହେବେ । ସ୍ୱାସ୍ଥ୍ୟ ସାମାନ୍ୟ ରହିବ ।

ବୃଷ

ଆଜି ଆପଣଙ୍କ ଭାଗ୍ୟର ପୁରା ସାଥ ମିଳିବ । ଆୟର ନୂତନ ସ୍ରୋତ ସାମ୍ନାକୁ ଆସିବ । କୌଣସି ଖାସ ବନ୍ଧୁଙ୍କ ଜୀବନରେ ଆସିଥିବା ସମସ୍ୟାକୁ ନେଇ ଆପଣ ଚିନ୍ତିତ ହୋଇ ପାରନ୍ତି । ନିଜର ବନ୍ଧୁଙ୍କ ସାହାର୍ଯ୍ୟ କରିବେ । ଆଜି ଆପଣ କେବଳ ଟଙ୍କା ଆୟ କରିବାରେ ସଫଳ ରହିବେ ନାହିଁ, ଏହା ସହିତ ଏହାର ସେଭିଙ୍ଗ ବି କରିବାରେ ସଫଳ ହେବେ । ଆପଣ ନିଜର ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଆପଣଙ୍କ ଜୀବନସାଥି ଆଜି ଆପଣଙ୍କ ବହୁତ ପ୍ରଶଂସା କରିବେ ।

ମିଥୁନ

ଆଜି ଆପଣ ନିଜର ଦାୟିତ୍ଵକୁ ବହନ କରିବାରେ ସଫଳ ହେବେ । ଭୁଲ ଉପାୟରେ ଧନୀ ହେବା ପାଇଁ ପ୍ରୟାସ କରନ୍ତୁ ନାହିଁ । ଏହା ଦ୍ଵାରା ଯାହା ବି ଅଛି ତାହା ବି ଆପଣଙ୍କ ପାଖରେ ରହିବ ନାହିଁ । ଆଜି ଆପଣଙ୍କୁ ନିଜର ନକାରାତ୍ମକ ବିଚାରକୁ ତ୍ୟାଗ କରିବାର ଅଛି । ଆଜି ଆପଣ ନିଜର ସମ୍ପର୍କକୁ ସୁଧାରିବେ ନାହିଁ ଏହା ଛଡା ନିଜେ ବି ଖୁସି ଅନୁଭବ କରିବେ । ଯାହା ପାଖରେ ଅଛି ତାକୁ ହରାଇବାକୁ ପଡିପାରେ । ମାତାଙ୍କ ସ୍ୱାସ୍ଥ୍ୟକୁ ଚିନ୍ତିତ ରହି ପାରନ୍ତି ।

କର୍କଟ

ଆଜି ଆର୍ଥିକ ସ୍ଥିତିରେ ସୁଧାର ଆସିବ । କାମର ବୋଝ ଅଧିକ ରହିପାରେ । କିନ୍ତୁ ଆପଣ କୌଣସି କାର୍ଯ୍ୟ ପାଇଁ ଅଧିକ ପ୍ରୟାସ କରି ପାରନ୍ତି । କିଛି ସମୟ ପୂର୍ବେ ଆପଣ କିଛି ଟଙ୍କା ନିବେଶ କରିଥିଲେ ଓ ବର୍ତ୍ତମାନ ସମୟରେ ସେହି ନିବେଶ ଟଙ୍କାରୁ ଆପଣଙ୍କୁ ଲାଭ ମିଳିବ । ଏହି ସମୟରେ ଆପଣ କିଛି ନିଷ୍ପତି ଉପରେ ଦୁଖିତ ହୋଇ ପାରନ୍ତି । କୌଣସି କଥାକୁ ନେଇ ଚିନ୍ତିତ ରହି ପାରନ୍ତି । ଆପଣଙ୍କ ଉପରେ ଈର୍ଷା କରୁଥିବା ଲୋକମାନଙ୍କ ଉପରେ ନଜର ରଖନ୍ତୁ ।

ସିଂହ

ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢିବ । କ୍ୟାରିୟରରେ ଆପଣଙ୍କୁ ସଫଳତା ମିଳିପାରେ । ଆଜି ଆପଣଙ୍କୁ ନିଜ କାମକୁ କରିବା ଅଧିକ ଇଚ୍ଛା ଜାଗୃତ ହେବ । ସଠିକ ସମୟରେ କାମ ପୁରା ହେବ । ପିଲାମାନଙ୍କ ସମ୍ବନ୍ଧିତ ଚିନ୍ତା ବଢିପାରେ । ପିଲାମାନଙ୍କ ପାଳନ ପୋଷଣ, ତାଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ନେଇ ବି ଚିନ୍ତିତ ରହି ପାରନ୍ତି । ଶତ୍ରୁ ବାଧା ଦେବେ । ବର୍ତ୍ତମାନ ସମୟରେ ଆପଣ ନିଜର ଲାଇଫରେ ସବୁ କ୍ଷେତ୍ରର ଉନ୍ନତି କରିବେ । କ୍ୟାରିୟରରେ କିଛି ନୂତନ ସ୍ଥିତି ଆସିବ ।

କନ୍ୟା

ଆଜି ଆର୍ଥିକ ଲାଭର ଅବସର ପ୍ରାପ୍ତ ହେବ । ଆଜି ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କୁ ଯାତ୍ରା କରିବା ଦ୍ଵାରା ଲାଭ ହେବ । ପରିବାରରେ ସବୁ ସଦସ୍ୟଙ୍କ ସହିତ ସାମଞ୍ଜସ୍ୟ ରଖନ୍ତୁ । ଆଧ୍ୟାତ୍ମା ଦିଗରେ ଆପଣ ରୁଚି ରଖିବେ । ଗଣେଶଙ୍କ କୃପାରେ ଆପଣଙ୍କ ଆମଦାନୀ ବଢିବ ତେବେ ଖର୍ଚ ବି ସେହି ଅନୁସାରେ ବଢିବ । ଆପଣଙ୍କ ସମସ୍ତଙ୍କ ସହିତ ସମୟ ବ୍ଯତୀତ କରିବେ । ଅନାବଶ୍ୟକ ଖର୍ଚରୁ ସମ୍ଭବତଃ ବଞ୍ଚିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ଦିନ ଭଲ ବ୍ୟତୀତ ହେବ ।

ତୁଳା

ମାତା ପିତାଙ୍କ ସ୍ୱାସ୍ଥ୍ୟre ସୁଧାର ଆସିବ । ଆଜି ଆପଣଙ୍କ ଟଙ୍କା ଅଟକି ଯିବ । ଅଧିକ ଖର୍ଚ ଆପଣଙ୍କୁ ଚିନ୍ତାରେ ପକାଇ ପାରେ । ଜୀବନସାଥିଙ୍କ ସହିତ କେଉଁ ନୂତନ ସ୍ଥାନକୁ ଯିବାର ପ୍ଲାନିଂ କରି ପାରନ୍ତି । ଚାକିରିରେ ପୁଣିଥରେ କିଛି ସମସ୍ୟା ଆସିପାରେ । ମିଥ୍ୟା ଆରୋପରେ ଆପଣ ଫସି ପାରନ୍ତି । କୌଣସି ବି ଲମ୍ବା ଯାତ୍ରାରୁ ବଞ୍ଚି ପାରିବେ । ଏହି ସମୟରେ ଆପଣଙ୍କୁ କିଛି ବାଧା ଆସିପାରେ । ଆପଣ ନିଜର ସମ୍ପର୍କକୁ ସୁଧାରିବା ପାଇଁ ଚେଷ୍ଟା କରି ପାରନ୍ତି ।

ବିଚ୍ଛା

ମାତା ପିତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଆଜି ଆପଣଙ୍କ ମାନସିକ ଚିନ୍ତା ବଢିପାରେ । ପୁଣି ଥରେ ଆପଣଙ୍କୁ କିଛି ଅସୁବିଧାର ସାମ୍ନା କରିବାକୁ ପଡିପାରେ । କାର୍ଯ୍ୟ ସ୍ଥଳରେ କିଛି ସହକର୍ମୀ ସାହାର୍ଯ୍ୟ କରିବେ । ଆଜିର ଦିନରେ ଅଳ୍ପ କଷ୍ଟ ମିଳିବା ପରେ ସବୁକିଛି ସାମାନ୍ୟ ହୋଇଯିବ । ଧନ ନିବେଶ ଦ୍ଵାରା ବି ଆପଣଙ୍କୁ ଲାଭ ମିଳିପାରେ । ଏହି ସମୟରେ ଆପଣଙ୍କୁ ସାବଧାନ ରହିବାକୁ ପଡିବ । ଆପଣଙ୍କୁ ଭୌତିକ ସୁଖ ସୁବିଧା ମିଳିବ ।

ଧନୁ

ଆପଣ ସଉ ପରିସ୍ଥିତିର ସାମ୍ନା କରିବାରେ ସକ୍ଷମ ରହିବେ । ଯାତ୍ରାର ଯୋଗ ଅଛି । ଯେଉଁଥିରେ ଆପଣଙ୍କୁ ସମ୍ଭାଳି ରହିବାକୁ ପଡିବ । ଯାତ୍ରାର ଯୋଗ ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଖାସ ଭଲ ରହିବ ନାହିଁ । ଆପଣଙ୍କ ପଟେ ସମ୍ବନ୍ଧିତ ସମସ୍ୟା ହୋଇପାରେ । ଅଫିସରେ ଆପଣଙ୍କୁ କୌଣସି ନୂଆ ପ୍ରୋଜେକ୍ଟ ମିଳିପାରେ । ଏହା ଦ୍ଵାରା ଆପଣଙ୍କ ସମ୍ପର୍କ ମଧ୍ୟରେ ଗଭୀରତା ଆସିବ । ଆଜି ଆପଣଙ୍କୁ ପରିଶ୍ରମ କରିବା ଆବଶ୍ୟକ ଅଟେ ।

ମକର

ଅଜ୍ଞାତ ଶତ୍ରୁଙ୍କ ଭୟ ଆପଣଙ୍କୁ ରହିବ । ଆପଣ ମାତା ପିତାଙ୍କ ସହିତ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ବି ଚିନ୍ତିତ ରହିବେ । ଯଦି ଆପଣ ଶେୟାର ମାର୍କେଟ ସହ ଜଡିତ ଅଛନ୍ତି ତେବେ ଆପଣଙ୍କୁ ଲାଭର କିଛି ନୂତନ ରାସ୍ତା ମିଳିପାରେ । ଆପଣଙ୍କୁ କୌଣସି ସମସ୍ୟାର ସମାଧାନ କରିବାର ରାସ୍ତା ମିଳିପାରେ । ଗାୟତ୍ରୀ ମନ୍ତ୍ରର ପାଠ କରନ୍ତୁ । ଉନ୍ନତିର ନୂତନ ରାସ୍ତା ନଜର ଆସିବ । ଆଜି ଆପଣଙ୍କୁ କୌଣସି ନିଷ୍ପତି ବୁଝି ସୁଝି ନେବାକୁ ପଡିପାରେ । କାମ କାର୍ଯ୍ୟରେ ସମସ୍ୟା ଆସିପାରେ ।

କୁମ୍ଭ

ଜୀବନସାଥିଙ୍କ ସହିତ ନିଜର ସମ୍ପର୍କକୁ ନେଇ ଆପଣ ଅଧିକ ଭାବୁକ ହୋଇ ପାରନ୍ତି । କାରୋବାରରେ ଆପଣଙ୍କୁ ଲାଭ ହୋଇପାରେ । କିନ୍ତୁ ଆପଣଙ୍କୁ ଆପଣଙ୍କ ଖର୍ଚ ଉପରେ କଣ୍ଟ୍ରୋଲ କରିବାକୁ ପଡିବ । ପିଲାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଚିନ୍ତା ରହିବ । କିଛି ଅସୁବିଧା ହୋଇପାରେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଆପଣଙ୍କ ଯାତ୍ରା ଲାଭଦାୟକ ରହିବ । ନିଜର ଗୁରୁର ଆଶୀର୍ବାଦ ପାଇବେ । ପାରିବାରିକ ଜୀବନ ସୁଖମୟ ରହିବ । ମିଥ୍ୟା ଆରୋପରେ ଆପଣ ଫସି ପାରନ୍ତି ।

ମୀନ

ଦୂର ସମ୍ପର୍କୀୟଙ୍କ ସହିତ ବିବାଦ କରନ୍ତୁ ନାହିଁ । ଅଶାନ୍ତିର ପରିବେଶ ସୃଷ୍ଟି ହୋଇପାରେ । ବିଜନେସରେ କିଛି ଅସୁବିଧା ଆସିପାରେ । ସୀନିୟର୍ସ ଆପଣଙ୍କ କାମ ଉପରେ ଖୁସି ହେବେ । ଆପଣଙ୍କ ସ୍ୱାସ୍ଥ୍ୟରେ ଅଳ୍ପ ପରିବର୍ତ୍ତନ ଆସିପାରେ । ଚାକିରି କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିପାରେ । ପୈତୃକ ସମ୍ପତ୍ତିରୁ ଆପଣଙ୍କୁ ଲାଭ ମିଳିପାରେ । ନିଜର ପିତାଙ୍କ ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ଚେଷ୍ଟା କରନ୍ତୁ । ବର୍ତ୍ତମାନର ସମୟ ଲାଭକାରୀ ରହିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।