ଆଜିର ରାଶିଫଳ, 26 ଜୁଲାଇ 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୬ ଜୁଲାଇ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆପଣ ନିଜ ପାଇଁ ସମୟ ବାହାର କରିବେ । ସଂଚାର ସହ ଜଡିତ କୌଣସି ନୂଆ ଟେକନିକ ରୁ ଫାଇଦା ଜରୁରୀ ମିଳିବ । ବିଦ୍ୟାର୍ଥୀ ମାନଙ୍କ ସହ କିଛି ଖରାପ ହୋଇପାରେ । ବୈବାହିକ ଜୀବନ ମଧୁର ରହିବ । ନୂଆ କାମ ଆରମ୍ଭ କରିବା ପୂର୍ବରୁ ବଡ ମାନଙ୍କର ଆଶୀର୍ବାଦ ନେବା ଆପଣଙ୍କ ପାଇଁ ଭଲ ରହିବ । ନିଜର ବ୍ୟବହାର ପ୍ରତିକୁଳ ହୋଇପାରେ । ବ୍ୟାପାର ବ୍ୟବସାୟ ଠିକ ଚାଲିବ । ନିଜ କାମକୁ ପରିବାର ଭିତରେ ଆସିବାକୁ ଦିଅନ୍ତୁ ନାହି ।

ବୃଷ ରାଶି : ଆଜି କୌଣସି ପୁରୁଣା ମିତ୍ର ଙ୍କ ସହ ଭେଟ ହେବାର ସମ୍ଭାବନା ରହିଛି । ଆପଣଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ କୌଣସି ବଡ ଅବସର ମିଳିପାରେ । ଯେଉଁ ଛାତ୍ର ବିଦେଶରେ ପଢୁଛନ୍ତି ସେମାନଙ୍କୁ ମେହନତ କରିବାକୁ ପଡିପାରେ । ଏହି ରାଶିର ଯେଉଁ ଲୋକ ମାନେ ସାମାଜିକ ସଂଘଠନ ରେ ଯୋଡି ହୋଇ ଅଛନ୍ତି ସେମାନଙ୍କୁ ସମାଜରେ ସମସ୍ତଙ୍କ ସହ ଭଲ ବ୍ୟବହାର କରିବାର ଆବଶ୍ୟକତା ରହିଛି । ଚାକିରି କରୁଥିଲେ ପ୍ରତେକ କାଗଜ ପତ୍ରକୁ ସମ୍ଭାଳି କରି ରଖନ୍ତୁ । ଯଦି ଆପଣ ବେପାରୀ ତେବେ କାହାକୁ ଉଧାର ଦିଅନ୍ତୁ ନାହି ।

ମିଥୁନ ରାଶି : ଆଜି ଆପଣ କୌଣସି ନାକାରାତ୍ମକ ମାନସିକତା ରେ ରୁହନ୍ତୁ ନାହି । ଆଜି ଘରେ ଉଶ୍ଚବ ଭଳି ମାହୋଲ ରହିବ । ଆଜି କୌଣସି ମଲ୍ଟି ନ୍ୟାସନାଲ କମ୍ପାନୀ ରୁ ଆପଣଙ୍କୁ ଇଣ୍ଟରଭିୟୁ ଦେବାକୁ କଲ ଆସିପାରେ । ଛାତ୍ର ଙ୍କୁ ପଢା ରେ ବାଧା ର ସାମନା କରିବାକୁ ପଡିପାରେ । ଆପଣ ବାହାରକୁ ବୁଲିବାକୁ ଯାଇ ପାରନ୍ତି । ବିବାଦିତ କଥାର କୂଟନୈତିକ ସମାଧାନ ମିଳିବ । କାର୍ଯ୍ୟ କ୍ଷେତ୍ର ରେ ମାହୋଲ ଭଲ ରହିବ । ଅଧିକାରୀ ଆପଣଙ୍କର ତର୍କ ରେ ପ୍ରଭାବିତ ହେବେ ।

କର୍କଟ ରାଶି : ଆଜି ଆପଣଙ୍କର ସବୁ ଅଧୁରା ଇଚ୍ଛା ପୁରା ହେବ । ଆପଣଙ୍କର ସବୁ ଯୋଜନା ଓ ବ୍ୟବସାୟିକ ପ୍ରତି ଦ୍ରୁଷ୍ଟି ଆକର୍ଷଣ ହେବ । ଜୀବନ ସାଥିଙ୍କ ସହଯୋଗ ଆପଣ ଙ୍କୁ ଚିନ୍ତାରେ ପକାଇପାରେ । ଆପଣଙ୍କର ଦିନଚର୍ଯ୍ୟା ରେ ଆସିଥିବା ପରିବର୍ତ୍ତନ କାର୍ଯ୍ୟ ରେ ପ୍ରଭାବିତ ହୋଇପାରେ । ବ୍ୟବସାୟରେ ଲାଭ ହେବାର ଯୋଗ ରହିଛି । ପରିବାରରେ ମାଙ୍ଗଳିକ ଅବସର ଆସିବ । ଭାଗ୍ଯର ସାଥ ମିଳିବାରୁ ଆପଣଙ୍କୁ କାର୍ଯ୍ୟ କ୍ଷେତ୍ର ରେ ସଫଳତା ମିଳିବ ।

ସିଂହ ରାଶି : ପ୍ରେମରେ ବିଶ୍ଵାସ ବଢିବ । ଜୀବନ ସାଥି ଉପଲବ୍ଧି ଅର୍ଜିତ କରିବେ । କୌଣସି ନୂଆ ବ୍ୟାପାରରେ ନିବେଶ କରିବାର ଯୋଗ ରହିଛି । ଆଜି ବିଦ୍ଵାନଙ୍କ ସହ ରହିବାର ଅବସର ମିଳିବ । ଲାଭଦୟକ ସଉଦା ହେବ । ପ୍ରସିଦ୍ଧି ମିଳିବ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ । ଭଲ ସଙ୍ଗତ କାରଣରୁ ଆପଣଙ୍କ କାମ ସହଜରେ ହୋଇଯିବ । ନିଜର ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହି । ପାରିବାରିକ ସମାରୋହରେ ଯୋଗ ଦେବେ  ବହୁତ ସାରା ଖୁସି ଆସିବ ।

କନ୍ୟା ରାଶି : ଆଜି ଆପଣଙ୍କୁ ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେବାକୁ ପଡିବ । ଜୀବନ ସାଥିଙ୍କ ସହଯୋଗ ଆପଣଙ୍କୁ ବିଶେଷ ସମ୍ମାନ ଓ ଲାଭ ଦେଇପାରେ । ଅଧିକ ଦୌଡ ଧପଡ କାରଣରୁ ମୌସୁମ ର ବିପରୀତ ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡିପାରେ । ଜିତିବାର ସତ ପ୍ରତିଶତ ସମ୍ଭାବନା ରହିଛି । ବରିଷ୍ଠ ଓ ପ୍ରଭାବଶାଳି ବ୍ୟକ୍ତି ମାନଙ୍କୁ ଅତିରିକ୍ତ ମେହନତ କରିବାର ଜରୁରତ ରହିଛି । ଯଦି ଆପଣ କୌଣସି ସମ୍ପତିରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଫାଇଦା ର ସଉଦା ସାବ୍ୟସ୍ତ ହେବ ।

ତୁଳା ରାଶି : ବ୍ୟବସାୟୀକ ତଥା ସାମାଜିକ କ୍ଷେତ୍ର ରେ ଯଶ ପ୍ରାପ୍ତି ହେବାର ସମ୍ଭାବନା ରହିଛି । ସନ୍ତାନଙ୍କ ପ୍ରତି ଦାୟିତ୍ଵ ପୂର୍ତ୍ତି ହେବ । ଅଟକି ରହିଥିବା କାମ ସମ୍ପନ୍ନ ହେବ । ଆପଣଙ୍କର ଭୌତିକ ସୁଖ ସାଧନାରେ ବୃଦ୍ଧି ହେବ । ପ୍ରତିସ୍ପର୍ଥୀ ଉପରେ ବିଜୟ ହାସଲ କରିବେ । ଧନ ସମ୍ବଧିତ ମାମଲା ପାଇଁ ଆଜି ଦିନ ଭଲ ରହିବ । ବ୍ୟବସାୟ ରେ ବିକାଶର ଯୋଜନା କରି ପାରନ୍ତି । ଆର୍ଥିକ ଅନୁକୂଳତା ରହିବା କାରଣରୁ ସୁଖ ସାଧନାରେ ବୃଦ୍ଧି ହେବ । ବ୍ୟକ୍ତିଗତ ଜୀବନରେ ମେହନତ କରିବା ପରେ ସଫଳତା ମିଳିବ ।

ବିଛା ରାଶି : କୌଣସି ସମ୍ପତିରେ ନିବେଶ କରିବା ଫାଇଦା ଆଣିପାରେ । ସାମାଜିକ ସମ୍ବଧ ଲାଭପ୍ରଦ ରହିବ । ଆଜି ଟେକନିକ କ୍ଷେତ୍ରରେ ଜଡିତ ଲୋକ ଓ ରଚନାତ୍ମକ କାର୍ଯ୍ୟ ରେ ଜଡିତ ଲୋକ ଙ୍କୁ ଲାଭ ମିଳିପାରେ । ପାରିବାରିକ ଜୀବନ ରେ ସାମଞ୍ଜସ୍ଯ ରହିବ । ଆପଣ ବଡ ଉଶ୍ଚାହର ସହ ପାରିବାରିକ ଗତି ବିଧିରେ ଭାଗ ନେବେ । ସମାଜରେ ଆପଣଙ୍କର ସମ୍ମାନ ବଢିବ । ଦିନଚର୍ଯ୍ୟାରେ ବହୁତ ବ୍ୟସ୍ତତା ରହିବ । କାରୋବାର ଆଗକୁ ନେଇବା ପାଇଁ ଯୋଜନା କରନ୍ତୁ ।

ଧନୁ ରାଶି :  ବାହନ, ଘର ଆଦି କ୍ରୟ କରିବାକୁ ଚାହୁଁଥିବା ଲୋକଙ୍କର ଇଚ୍ଛା ପୂରଣ ହେବ । ଭଲ ସମ୍ପର୍କର ସହଯୋଗ ମିଳିବ । ଯେଉଁ ଲୋକ ପିତାଙ୍କ ସାହାଜ୍ଯରେ ବ୍ୟାପାର ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ପିତାଙ୍କ ନିସ୍ପତି ଉପରେ ଭରସା କରିବାକୁ ପଡିବ । ଆପଣ ପିଲା ମାନଙ୍କ ଭଳି ମଜା ମସ୍ତି କରିବେ । ଆପଣଙ୍କର ସବୁ ବଡ ସ୍ଵପ୍ନ ସତ ହେବାକୁ ଯାଉଛି । କିନ୍ତୁ ନିଜର ଉଶ୍ଚାହକୁ କାବୁରେ ରଖନ୍ତୁ । କାରଣ ଅଧିକ ଖୁସି ଆପଣଙ୍କ ପାଇଁ ସମସ୍ଯା ଆଣିପରେ ।

ମକର ରାଶି : ଚାକିରି କ୍ଷେତ୍ର ରେ ଥିବା ବ୍ୟକ୍ତି ପଦୋନ୍ନତି ହେବାର ସମ୍ଭାବନା ରହିଛି । ଆର୍ଥିକ ନିବେଶ ବୁଝି ବିଚାରୀ କରନ୍ତୁ । ପାରିବାରିକ କାମରେ ଆପଣଙ୍କର ଭୂମିକା ଅଧିକ ରହିବ । ଯୁବା ମାନଙ୍କୁ ସୋସିଆଲ ମିଡିଆରେ ଉପୋଯୋଗ କରିବା ସମସ୍ଯାରେ ସଜାଗ ରହିବାକୁ ହେବ । ଅନ୍ୟଥା କାନୁନ ମାମଲାରେ ଫସି ପାରନ୍ତି । ସନ୍ତାନଙ୍କ ତରଫରୁ ଶୁଭ ସମଚର ମିଳିବାର ସଂକେତ ରହିଛି । ଆର୍ଥିକ ସ୍ଥିତି ଭଲ ରହିବ ନାହି । ମନରେ ସକାରାତ୍ମକ ବିଚାର ଆସିବ ।

କୁମ୍ଭ ରାଶି : ପଇସା ମାମଲାକୁ ସମାଧାନ କରିବା ପାଇଁ କିଛି ଲୋକ ଆପଣଙ୍କର ସାହାଜ୍ଯ କରିବେ । ସରକାରୀ ବିଭଗରେ କାର୍ଯ୍ୟରତ ଲୋକଙ୍କୁ ଶାସନ ତରଫରୁ କିଛି ଖରାପ ସୂଚନା ମିଳିପାରେ । ଯଦି ପାର୍ଟନରସିପ ରେ ବ୍ୟାପାର କରୁଛନ୍ତି ବିପରୀତ ପରିସ୍ଥିତି କୁ ଦେଖିଲ ପାର୍ଟନର ଙ୍କ ସହ ସାମଞ୍ଜସ୍ଯ ଦେଖି କରି ରଖନ୍ତୁ । ଆପଣଙ୍କ ପାଖରେ ରଚନାତ୍ମକତା ଓ ଆଳସ୍ୟପଣ ଉଭୟ ରହିବ । ଆଳସ୍ୟ କାରଣରୁ ଆପଣ ସମସ୍ୟାରେ ପଡି ପାରନ୍ତି ।

ମୀନ ରାଶି : ଆଜି କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଭଲ ଖବର ମିଳିବାର ସମ୍ଭାବନା ରହିଛି । ମାନସିକ ଶାନ୍ତି ର ସନ୍ଧାନରେ ରହିବେ । ଆଜି ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ବ୍ୟର୍ଥ କୁ ଦେଖାଇବାକୁ ଚେଷ୍ଟା କରନ୍ତୁ ନାହି । ଘରେ ଅତିଥିଙ୍କ ଆଗମନ ହୋଇପାରେ । ଆପଣ ଅତିଥି ମାନଙ୍କର ଖୁବ ଭଲ ଭାବେ ସ୍ଵାଗତ କରିବେ । ନୂଆ କାମ ଓ ବିଜନେସ ଡିଲ ଆସିପାରେ । ପୁରୁଣା ମିତ୍ର ଙ୍କ ସହ ମିଳାମିଶା ହୋଇପାରେ । କାର୍ଯ୍ୟକୁ ସଫଳତା ପୂର୍ବକ ପୁରା କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।