ଆଜିର ରାଶିଫଳ, 26 ଜାନୁୟାରୀ 2023, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୬ ଜାନୁୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆପଣଙ୍କ ଭଲ ବ୍ୟବହାର ଦ୍ଵାରା ସମ୍ପର୍କ ରେ ସୁଧାର ଆସିବ । ସମ୍ପତି ଡିଲର ପାଇଁ ଆଜି ଦିନ ଟି ବହୁତ ଭଲ ରହିବ । କୌଣସି କାମକୁ ନେଇ ଆପଣ ବିଜନେସ ଟ୍ରିପ କୁ ଯାଇ ପାରନ୍ତି । ଅଟକିଥିବା କାମରେ ଲାଭ ଆସିବ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜର ସ୍ୱାସ୍ଥ୍ୟ ର ଠିକ ଭାବେ କେୟାର ନିଅନ୍ତୁ । ଆଜି ଆପଣ ଯେଉଁ ପ୍ରୟାସ କରିବେ ସେଥିରେ ସଫଳତା ମିଳିବ । ଚାକିରି କ୍ଷେତ୍ର ରେ ପ୍ରେସର ପଡିପାରେ । ମନ ପ୍ରସନ୍ନତା ରହିବ ତଥା ଆତ୍ମବିଶ୍ଵାସ ବଜାୟ ରହିବ ।

ବୃଷ ରାଶି : ଆପଣଙ୍କୁ କଠିନ ନିସ୍ପତି ନେବାକୁ ପଡିପାରେ ଯାହା ଦ୍ଵାରା ଆପଣଙ୍କୁ ସମସ୍ଯା ପକାଇପାରେ । ସହ ଯୋଗୀ ମାନଙ୍କ ସହ ତାଳମେଳ ଠିକ ରଖନ୍ତୁ । ଆଜି ଆପଣ ପ୍ରତେକ ମୂଲ୍ୟବାନ ଜିନିଷ ପାଇବା କିମ୍ବା ଲକ୍ଷ୍ୟ ଉପରେ ଧ୍ୟାନ ଦେବାକୁ ଚେଷ୍ଟା କରନ୍ତୁ । ଲଭ ମେଟ ଙ୍କ ପାଇଁ ଆଜି ଦିନ ଟି ବହୁତ ଭଲ ରହିବ । ଆଜି ଆପଣଙ୍କର ଭାଷା ଶୈଳୀ ଖୁବ ପ୍ରଭାବଶାଳି ରହିବ । ଆପଣ ଖୁବ ପ୍ରସିଦ୍ଧି ରହିବ । ବନ୍ଧୁ ଙ୍କ ସହ ମିଶି ବ୍ୟାପାର ଆରମ୍ଭ କରି ପାରନ୍ତି ।

ମିଥୁନ ରାଶି : ଯେଉଁ ଲୋକ ମାର୍କେଟିଙ୍ଗ ରେ ଜଡିତ ଅଛନ୍ତି ଆଜି ସେମାନଙ୍କୁ ଭଲ କ୍ଲାଇଣ୍ଟ ମିଳିପାରେ । ବିଦ୍ୟାର୍ଥୀ ଙ୍କୁ ଆଜି କିଛି ନୂଆ ଶିଖିବାର ଅବସର ମିଳିବ । କୌଣସି କାମକୁ ନେଇ ସୀମା ସ୍ଥିର କରନ୍ତୁ ଓ ନିଜ ଉପରେ କଣ୍ଟ୍ରୋଲ ରଖନ୍ତୁ । ଆପଣ ଯୋଗ୍ୟ ଲୋକଙ୍କ ସହ ସ୍ଥାୟୀ ବନ୍ଧୁତା ରଖିବେ । ଆର୍ଥିକ ସ୍ଥିତି ମଜବୁତ ହେବ । ଶତ୍ରୁ ପାଖ ଆପଣଙ୍କ ଭାବୁକତାର ଲାଭ ଉଠାଇବେ । ଆଜି କିଛି ମାମଲାରେ ଛୋଟ ବିବାଦ ହୋଇପାରେ । ବୁଝି ବିଚାରୀ କାମ କରନ୍ତୁ ।

କର୍କଟ ରାଶି : ଆପଣ ନିଜର ଲକ୍ଷ୍ୟ ପ୍ରତି ଅଧିକ ପ୍ରୟାସ କରନ୍ତୁ । ଏଥିପାଇଁ ପିତାଙ୍କ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ । ସମାପ୍ତି ସମ୍ବଧିତ କାର୍ଯ୍ୟ କୁ ଯୋଜନବଦ୍ଧ ରୂପରେ କାର୍ଯ୍ୟ କରିଲେ ଲାଭ ହେବାର ଯୋଗ ଅଛି । ଜୀବନ ସାଥିଙ୍କ ସହ ସମ୍ପର୍କ ମଜବୁତ ହେବ । ସନ୍ତାନ ଙ୍କ ଭବିଷୟକୁ ନେଇ ଯୋଜନା କରିବେ ଓ ଏହା ସାକାର ହେବ । ଆଜି ଆପଣଙ୍କୁ ଲାଗିବ କି କୌଣସି ଅନମୋଲ କଥା ହୋଇଗଲା । ପରିବାର ସହଯୋଗ ଆପଣଙ୍କୁ ମିଳିବ ।

ସିଂହ ରାଶି : ଆଜି ଆପଣଙ୍କ ମଧ୍ୟରୁ କିଛି ରଚନାତ୍ମକ ଚରମ ଉପରେ ରହିବ । ଲମ୍ବା ସମୟ ପରେ ସ୍ୱାସ୍ଥ୍ୟ ସମ୍ବଧିତ ସମସ୍ଯା ରୁ ରିହାତି ପାଇବେ । ଆଜି ଆପଣ ମେହନତ ଦ୍ଵାରା କଠିନ ରୁ କଠିନ କାର୍ଯ୍ୟ ପୁରା କରିବାରେ ସଫଳ ହେବେ । ଆପଣଙ୍କ ପଜେଟିଭ ବ୍ୟବହାର ଦ୍ଵାରା ଅନ୍ୟ ମାନେ ପ୍ରଭାବିତ ହେବେ । ଘରେ ଶୁଭ ମାଙ୍ଗଳିକ କାର୍ଯ୍ୟ ଆଦି ହେବାର ଯୋଗ ଅଛି । ବିଦ୍ୟାର୍ଥୀ ବର୍ଗ ଙ୍କୁ ଅଧ୍ୟୟନ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ ।

କନ୍ୟା ରାଶି : ଆଜି ଆପଣଙ୍କୁ ପଜେଟିଭ ଚିନ୍ତାଧାରା ରଖିବାର ଜରୁରତ ଅଛି । ଆଜି ଆପଣଙ୍କୁ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ହେବ । ଆଜି କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ପାଇଁ ଆପଣଙ୍କ ମନରେ କିଛି ନୂଆ ଆଇଡିୟା ଆସିବ । ସନ୍ତାନ ପାଖ ଙ୍କ ଠାରୁ ଖୁସି ଖବର ପ୍ରାପ୍ତ ହେବ । ଜରୁରତ ଠାରୁ ଅଧିକ ଚିନ୍ତା କରନ୍ତୁ ନାହି । ଆପଣ ଅଚାନକ ଆସୁଥିବା ସ୍ଥିତି ରୁ ବାହାରିବାରେ ଅସୁବିଧା ହେବ । ଗୁପ୍ତ ଶତ୍ରୁ ଙ୍କ ଠାରୁ ସତର୍କ ରୁହନ୍ତୁ ।

ତୁଳା ରାଶି : ଆଜି ଆପଣଙ୍କୁ ନୂଆ ଦାୟିତ୍ଵ ମିଳିପାରେ । ରୋଜଗାର ଦିଶାରେ କାର୍ଯ୍ୟ ରତ ଲୋକଙ୍କ ପାଇଁ ଦିନ ବେହତର ରହିବ । କାରଣ ସେମାନଙ୍କୁ ଆଜି ମନ ମୁତାବକ ବାସର ମିଳିବ । ସମର୍ପିତ ପରିଶ୍ରମ ରେ ଯଦି ଆପଣ ବରିଷ୍ଠ ଙ୍କୁ ସନ୍ତୁଷ୍ଟ କରି ପାରିବେ କିମ୍ବା ଅଜାଡି ଆପଣ ସକାଳୁ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବେ ତେବେ ଆପଣଙ୍କ ଜୀବନରେ ସବୁ କିଛି ଭଲ ହେବ । ଭୌତିକ ସୁଖ ସୁବିଧାର ଭରପୁର ଉପୋଯୋଗ କରନ୍ତୁ ।

ବିଛା ରାଶି : ଆପଣ ଏହି ସମୟରେ ଆତ୍ମବିଶ୍ଵାସ ରେ ଭରପୁର ରହିବେ । ଉପହାର ବା ସମ୍ମାନ ରେ ବୃଦ୍ଧି ହେବ । କୌଣସି ପୁରୁଣା ବନ୍ଧୁ ଙ୍କ ସହ ସମ୍ପର୍କ ବନାଇବା ପାଇଁ ଚେଷ୍ଟା କରିବେ । ନବ ବିବାହିତା ଜାତକ ଙ୍କୁ ଆଜି କିଛି ଖୁସି ଖବର ଶୁଣିବାକୁ ମିଳିପାରେ । କଥାକୁ ଆଗକୁ ବଢାନ୍ତୁ ନାହି । ଆପଣଙ୍କର ଯାହା ବି ମହତ୍ଵ ପୂର୍ଣ୍ଣ ଓ ଜରୁରୀ କାମ ଅଛି ତାହା ସଫଳତା ପୂର୍ବକ ପୁରା ହେବ ।

ଧନୁ ରାଶି : ଆଜି ଆପଣଙ୍କର କାମ ବିନା ବାଧା ରେ ପୁରା ହେବ । ଧନ ଲାଭର ଯୋଗ ଅଛି । ଆଜି ଅନ୍ୟ ମାନଙ୍କର କଥା ମାନନ୍ତୁ ନାହି ନଚେତ ସମସ୍ୟାରେ ପଡି ପାରନ୍ତି । ଖାଦ୍ୟପେୟ ଉପରେ ସଂଯମ ରଖନ୍ତୁ । ଆଜି ଯଦି ଆପଣଙ୍କୁ କିଛି କାନୁନି ସମ୍ବଧିତ ମାମଲା ଲମ୍ବା ସମଯରୁ ପଡି ରହିଛି ତେବେ ସେଥିରେ ଆଜି ଆପଣଙ୍କୁ ବିଜୟ ପ୍ରାପ୍ତ ହେବ । ସମ୍ପର୍କୀୟ ଙ୍କ ସହ କଥା ହେବେ । ପରିବାର ଲୋକଙ୍କ ଠାରୁ ସହଯୋଗ ପାଇବେ । ସାହିତ୍ୟିକ ଗତି ବିଧି ରେ ଆଜି ଆପଣଙ୍କର ରୁଚି ରହିବ ।

ମକର ରାଶି : ଆଜି ଆପଣ କିଛି ନୂଆ କାମ ଆରମ୍ଭ କରିବେ । ଆଜି ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଘରର ବାତାବରଣ ଭଲ ରହିବ । ଆଜି କିଛି ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ ଯାହା କାରଣରୁ ଆପଣ ଚିନ୍ତା ରେ ରହିବେ । ଆପଣ ଯୋଗ ଓ ବ୍ୟାୟମ ଦ୍ଵାରା ତାହା ଦୂର କରିବାକୁ ଚେଷ୍ଟା କରନ୍ତୁ । ବିଦେଶରେ ରହୁଥିବା ବନ୍ଧୁ ଙ୍କ ସହ ବାର୍ତ୍ତାଳାପ ହୋଇପାରେ । ଆପଣ ବ୍ୟବସ୍ଥିତ ଢଙ୍ଗରେ କମ କରନ୍ତୁ । ଜରୁରୀ କାମର ଏକ ଲିଷ୍ଟ କରନ୍ତୁ ।

କୁମ୍ଭ ରାଶି : ଆଜି ଦିନରେ ଆପଣଙ୍କୁ ସମସ୍ତଙ୍କ ସହ ବିନମ୍ରତା ସହ ରହିବାର ଅଛି । ରାଜନୀତି  କ୍ଷେତ୍ରରେ ବିସ୍ତୃତ ହେବ । କିଛି ନୂଆ ଅବସର ମିଳିବାର ସୂଚନା ରହିଛି । ସରକାରୀ କାମରେ ପଇସା ଲଗାଇବାର ଯୋଗ ଅଛି । ପିତା ଓ ଉଚ୍ଚ ଅଧିକାରୀ ଙ୍କ ସହଯୋଗ ମିଳିବ । ଆପଣଙ୍କ ପାଇଁ ଭଲ ହେବ କି ଆପଣ କାହା ସହ ବିବାଦ କରନ୍ତୁ ନାହି । କୌଣସି ମନୋହର ଓ ପର୍ଯ୍ୟଟନ ସ୍ଥଳ ରେ ଯିବାର କାର୍ଯ୍ୟ କ୍ରମ କରିବେ ।

ମୀନ ରାଶି : କାର୍ଯ୍ୟ ପ୍ରତି ମନରେ ଅତି ଉଶ୍ଚାହ ଓ ଶରୀର ରେ ଫୁର୍ତ୍ତି ରହିବ । ଆଜି କାହାକୁ ଉପଦେଶ ଦିଅନ୍ତୁ ନାହି । ମେହନତ ଦ୍ଵାରା ଆପଣ କଠିନ କାମ ସହଜରେ କରି ପାରିବେ । ବ୍ୟାପାରିକ ପରି ଯୋଜନା କୁ ସମୟ ଅନୁଯାୟୀ ଲାଗୁ କରନ୍ତୁ । ଇଶ୍ଵର ଙ୍କ ଧ୍ୟାନ କରିଲେ ମାନସିକ ଶାନ୍ତି ମିଳିବ । ନେଗେଟିଭ ବିଚାର ତ୍ୟାଗ କରନ୍ତୁ ।  ଦ୍ଵିପହର ପରେ ମାନସିକ ଶାନ୍ତି ମିଳିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।