ଆଜିର ରାଶିଫଳ, 25 ମେ 2020, ସୋମବାର, ମହାଦେବଙ୍କ କୃପାରୁ ଏହି ୪ଟି ରାଶିପାଇଁ ଶୁଭ ରହିବ ଆଜିର ଦିନଟି, ସମସ୍ୟା ହେବ ଦୂର, ଭାଗ୍ୟ ଦେବ ପୁରା ସାଥ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୫ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ନୂତନ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିବେ । କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ଲୋକମାନଙ୍କ ପ୍ରଭାବ ଆପଣଙ୍କ ଉପରେ ପଡିବ । ଘରେ ବିବାଦ କାରଣରୁ ଆପଣ ଚିନ୍ତିତ ରହି ପାରନ୍ତି । ଯାହା ଆପଣଙ୍କୁ ଆପଣଙ୍କ କାମର ଏକାଗ୍ରତାକୁ ଭଙ୍ଗ କରିଦେବ । ଅତିଶୀଘ୍ରତାର ସହ କୌଣସି ବି ଯୋଜନାରେ ନିବେଶ କରନ୍ତୁ ନାହିଁ । ଭାଗ୍ୟ ସାଥ ଦେବ । ଘରେଲୁ କଥା ଉପରେ ଚର୍ଚା କରିବେ । ଏହା ସହିତ ଘର କାର୍ଯ୍ୟରେ ଅର୍ଥ ବ୍ୟୟ ହୋଇପାରେ ।

ବୃଷ

ବ୍ୟାପାରିକ ଗତିବିଧି ଅଧିକ ରହିବ । ଘରେ ଖୁସି ଓ ହସର ବାତାବରଣ ରହିବ । ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ବିଦ୍ୟାରଥିମାନଙ୍କ ଶିକ୍ଷାରେ ବାଧା ଉତ୍ପନ୍ନ ହୋଇପାରେ । ଭଲ ସ୍ୱାସ୍ଥ୍ୟ କାରଣରୁ ଆପଣ ସମସ୍ତ କାର୍ଯ୍ୟକୁ ପୁରା କରି ପାରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପାରିବାରିକ ଚିନ୍ତା ବଢିବ । ଯୋଜନା ଫଳୀଭୂତ ହେବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବାର ଯୋଗ ଅଛି । ନିଜର ଜୀବନସାଥିଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ମାନ ସମ୍ମାନ ମିଳିବ ।

ମିଥୁନ

ତନ୍ତ୍ର ମନ୍ତ୍ରରେ ରୁଚି ବଢିବ । ସରକାରୀ କାର୍ଯ୍ୟଲୟରେ ଅଟକିଥିବା କାମରେ ଗତି ଆସିବ । ବ୍ୟାପାର ବ୍ୟବସାୟ ଭଲ ହେବ । ଚାକିରିରେ ସହକର୍ମୀ ସାଥ ଦେବେ । ପାରିବାରିକ ସୁଖ ଶାନ୍ତି ମିଳିବ । ନୂଆ ଗାଡି କ୍ରୟ କରିବାର ଯୋଜନା କରି ପାରନ୍ତି । ପ୍ରେମ ପ୍ରସଙ୍ଗ ଠାରୁ ଦୂରେଇ ରୁହନ୍ତୁ । ବୟସ୍କ ଲୋକମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ମିତ୍ର ଓ ପରିବାର ଲୋକମାନଙ୍କ ସହିତ ମନୋରଞ୍ଜଭରା ସମୟ ବ୍ୟତୀତ କରିବେ । ପଡୋଶୀଙ୍କ ସହ ବିବାଦ ହୋଇପାରେ ।

କର୍କଟ

ଅଚାନକ ବିପରୀତ ପରିସ୍ଥିତି ମନକୁ ଦୁଖୀ କରି ପାରେ । ଅହଂକାର ଛାଡି ଦେବେ ତେବେ କାମର ପ୍ରଭାବ ଅଧିକ ମିଳିବ । ନକରାତ୍ମକକୁ ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ । ଗାଡି, ମେସିନ ଓ ଅଗ୍ନିର ପ୍ରୟୋଗ ସାବଧାନ ହୋଇ କରନ୍ତୁ । ପୁରୁଣା ଶତ୍ରୁ ହାନି ପହଞ୍ଚାଇ ପାରେ । ସାବଧାନ ରୁହନ୍ତୁ । କିଛି ଜିନିଷ ଚୋରୀ ହୋଇପାରେ । ପିଲାମାନେ ଆପଣଙ୍କ କଥା ଶୁଣିବେ ନାହିଁ । ଆପଣଙ୍କୁ ନିଜ ଉପରେ ନିୟନ୍ତ୍ରଣ ରଖିବା ଉଚିତ ।

ସିଂହ

ଅଫିସରେ ଶାନ୍ତି ପୂର୍ଣ ପରିସ୍ଥିତି ରହିବ । ଦାମ୍ପତ୍ୟ ଜୀବନରେ ସୁଖମୟ ବ୍ୟତୀତ ହେବ । ଆଘାତ ଓ ରୋଗ ଦ୍ଵାରା ବାଧା ସସମ୍ଭବ ଅଟେ । ମାନସିକ ଚିନ୍ତା ବଢିବ । ଦାମ୍ପତ୍ୟ ଜୀବନରେ ଦୂରତା ଆସିପାରେ । ନକରାତ୍ମକ କଥା ଚିନ୍ତା କରନ୍ତୁ ନାହିଁ । ପରିଶ୍ରମ ଦ୍ଵାରା ସଫଳତା ନିଶ୍ଚିତ ମିଳିବ । ରିୟଲ ଏସ୍ଟେଟ ଓ ଟଙ୍କା ନେବା ଦେବା ପାଇଁ ଆଜିର ଦିନ ଭଲ ଅଟେ । ପିଲାମାନଙ୍କ ଉପରେ ଆଜି ଆପଣଙ୍କୁ ଗର୍ବ ହେବ । ଶୁଭ ସମାଚାର ମିଳିବ ।

କନ୍ୟା

କିଛି ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ । ସ୍ଥାୟୀ ସମ୍ପତ୍ତିରେ ବୁଦ୍ଧି ହୋଇପାରେ । କୌଣସି ବଡ ଲାଭ ହେବାର ସମ୍ଭାବନା ଅଛି । ବନ୍ଧୁମାନଙ୍କ ସାହାର୍ଯ୍ୟ ମିଳିପାରେ । ଟଙ୍କା ମାମଲାରେ କାହା ଉପରେ ବି ବିଶ୍ଵାସ କରନ୍ତୁ ନାହିଁ । ନିଜର ଜୀବନସାଥିଙ୍କ କଥାକୁ ଗଭୀରତରାର ଶୁଣିବାକୁ ଚେଷ୍ଟା କରନ୍ତୁ । ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ । ବେରୋଜଗାରୀ ପ୍ରଭାବ ରହିବ । ଭାଗ୍ୟୋନ୍ନତି ହେବାର ଯୋଗ ଅଛି । ଅଚାନକ ଆପଣଙ୍କ ପାଖରେ ଟଙ୍କା ଆସିବ । ଅଚାନକ ମିଳିଥିବା ଖୁସି ଖବର ଆପଣଙ୍କ ଉତ୍ସାହ ବୁଦ୍ଧି କରିଦେବ ।

ତୁଳା

କୌଣସି ମନୋରଞ୍ଜନ ଭରା କାର୍ଯ୍ୟକ୍ରମରେ ସାମିଲ ହୋଇ ପାରନ୍ତି । କିଛି କାର୍ଯ୍ୟରେ ସଫଳ ହେବେ । ପ୍ରତିଯୋଗୀତା ପରୀକ୍ଷା ହେବ ନାହିଁ । ସ୍ଵାଦିଷ୍ଟ ଭୋଜନର ଆନନ୍ଦ ପ୍ରାପ୍ତ କରିବେ । ନୂଆ ଡ୍ରେସ ଓ ଆଭୁଷଣ କ୍ରୟ କରିବାର ଯୋଜନା କରି ପାରନ୍ତି । ମାତା ସ୍ୱାସ୍ଥ୍ୟ ପ୍ରତି ଚିନ୍ତିତ ରହିବେ । ଶରୀରକୁ ଫିଟ ରଖନ୍ତୁ । ଆଜି ଆପଣ କିଛି ଖୁସି ଅନୁଭବ କରିବେ । ବ୍ୟାପାର ବ୍ୟବସାୟ ଲାଭ ହେବ ।

ବିଚ୍ଛା

ଆର୍ଥିକ ପକ୍ଷ ଭଲ ରହିବ । ଆଜି ନିଜର ଊର୍ଜାକୁ ଭଲ କାର୍ଯ୍ୟରେ ଲଗାନ୍ତୁ । ଆତ୍ମବିଶ୍ଵାସ ଓ କାର୍ଯ୍ୟ କ୍ଷମତା ବଢିବ । ଏହିଭଳି ଗତିବିଧିରେ ସାମିଲ ହୁଅନ୍ତୁ ଯାହା ଆପଣଙ୍କୁ ଆନନ୍ଦମୟ କରୁଥିବ । ଆର୍ଥିକ ସମସ୍ୟା କାରଣରୁ ଆପଣ କିଛି ନୂତନ ଚିନ୍ତା କରି ପାରିବେ ନାହିଁ । କୌଣସି ଶୁଭ ସମାଚାର ମିଳିବାର ଆଶଙ୍କା ଅଛି । ଧର୍ଯ୍ୟ ରଖନ୍ତୁ । ପୁରୁଣା ରୋଗ ଚିନ୍ତାରେ ପକାଇ ପାରେ । ବୟସ୍କ ଲୋକମାନଙ୍କ ସାବଧାନ ରୁହନ୍ତୁ । କାର୍ଯ୍ୟରେ ବିଳମ୍ବ ହେବ ।

ଧନୁ

କୌଣସି ଅସାହାୟ ସାହାର୍ଯ୍ୟ କରି ପାରନ୍ତି । ମାନସିକ ସନ୍ତୁଷ୍ଟି ପ୍ରାପ୍ତ ହେବ । ସାମାଜିକ ପ୍ରତିଷ୍ଠା ବୁଦ୍ଧି ହେବ । ଆୟର ନୂତନ ସ୍ରୋତ ହାସଲ ହେବ । ପରିବାରରେ ଆନନ୍ଦର ପରିବେଶ ରହିବ । ମୌସମର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିପାରେ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ତେଲ ଜାତୀୟ ଖାଦ୍ୟରୁ ଦୂରେଇ ରୁହନ୍ତୁ । ସଠିକ ସମୟରେ ସାହାର୍ଯ୍ୟ ମିଳିଯିବ । ବରିଷ୍ଠ ଲୋକମାନଙ୍କ ମାର୍ଗ ଦର୍ଶନ ମିଳିବ । ପାର୍ଟନର ସହ ମତଭେଦ ହୋଇପାରେ ।

ମକର

ଘରେ ଅତିଥିଙ୍କ ଆଗମନ ହୋଇପାରେ । ପ୍ରସନ୍ନ ରହିବେ । ବ୍ୟୟ ହେବ । ଆତମ୍ବିଶ୍ଵାସ ଭରପୁର ରହିବ । କୌଣସି ବଡ କାର୍ଯ୍ୟରେ ମନ ଦେବେ । ଘର କାର୍ଯ୍ୟକୁ ପୁରା ଦାୟିତ୍ଵର ସହ କରିବେ । ଆର୍ଥିକ ପକ୍ଷ ମଜବୁତ ହେବ । କୌଣସି ବଡ ଅଧିକାରୀଙ୍କ ସହ ସାକ୍ଷାତ ହୋଇପାରେ । ଯଦି ଆପଣ ଆୟରେ ଉନ୍ନତି ଚାହୁଁଛନ୍ତି ତେବେ ସୁରକ୍ଷିତ ପରି ଯୋଜନା ଉପରେ ନିବେଶ କରନ୍ତୁ । ଆଜିର ଦିନ ଆପଣଙ୍କ ସାମାନ୍ୟ ଦିନ ଠାରୁ କିଛି ଅଲଗା ହେବ ।

କୁମ୍ଭ

କାରୋବାରେ ଅନୁକୂଳତା ରହିବ । ମିତ୍ରଙ୍କ ଉପଦେଶ ମହତ୍ଵପୂର୍ଣ ରହିବ । କୌଣସି ଶୁଭ ସମାଚାର ମିଳିପାରେ । ପ୍ରସନ୍ନ ରହିବେ । ଯେଉଁ କାମ ଆପଣ କରିଛନ୍ତି ତାହାର ଶ୍ରେୟ ଅନ୍ୟ କାହାକୁ ଦିଅନ୍ତୁ ନାହିଁ । ଆପଣଙ୍କ କ୍ରୋଧ ଆପଣଙ୍କ ପାଇଁ ହାନିକାରକ ହୋଇପାରେ । ସବୁ ଜିନିଷକୁ ବୁଝିବାକୁ ଚେଷ୍ଟା କରନ୍ତୁ । ବିବାଦକୁ ଅଧିକ ବଢାନ୍ତୁ ନାହିଁ । କୌଣସି ବଡ ଲାଭ ମିଳିପାରେ । ଆୟରେ ବୁଦ୍ଧି ହେବ । ବୁଝି ସୁଝି ସମସ୍ତ କାଗଜ ପତ୍ରରେ ହସ୍ତାକ୍ଷର କରନ୍ତୁ ।

ମୀନ

ମିତ୍ରଙ୍କ ସହ ବୁଲିବାକୁ ଯାଇ ପାରନ୍ତି । ଆଜି ଆପଣଙ୍କ ପ୍ରସନ୍ନ ରହିବେ । ଯାହାକୁ ଆପଣ ସର୍ବଦା ଶୁଣିବାକୁ ଚାହୁଁ ଥିଲେ । ବ୍ୟର୍ଥ କ୍ରୋଧ କରିବା ଠାରୁ ବଞ୍ଚାନ୍ତୁ । କ୍ରୋଧ ଓ ଉତ୍ତେଜନାରେ ନିଷ୍ପତି ନିଅନ୍ତୁ ନାହିଁ । ଲାଭ ହେବ । ଅଳ୍ପ ପ୍ରୟାସ ଦ୍ଵାରା କାମ ହୋଇଯିବ । ଧନ ପ୍ରାପ୍ତି ହେବ । ଆଜି ଆପଣଙ୍କ ସକାରାତ୍‍ମକ ଦୃଷ୍ଟିକୋଣ ରହିବ । ଚିନ୍ତା କରିଥିବା କାର୍ଯ୍ୟ ସମୟ ଉପରେ ପୁରା ହେବ । ବିଦ୍ୟାର୍ଥୀମାନଙ୍କୁ ଭଲ ପରିଣାମ ମିଳିପାରେ । ଭାଗ୍ୟ ସାଥ ଦେବ । ପୂର୍ବରୁ କରାଯାଇଥିବା ନିବେଶରୁ ଲାଭ ମିଳିପାରେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।