ଆଜିର ରାଶିଫଳ, 25 ଫେବୃୟାରୀ 2022, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୫ ଫେବୃୟାରୀ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ଅନ୍ୟର ସହଯୋଗ ନେବାରେ ସଫଳ ହେବେ । ଆପଣଙ୍କୁ କୌଣସି ବଡ ଖର୍ଚ୍ଚ ଭାର ପଡିପାରେ । ଆପଣ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ । ଚାକିରି କ୍ଷେତ୍ର ରେ ଉଚ୍ଚ ପଦ ହାସଲ କରିବେ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ସମଜାରେ ମାନ ସମାନ ପ୍ରାପ୍ତ ହେବ । ଆର୍ଥିକ ମାମଲା ଦୂର ହେବେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ । ଆପଣଙ୍କ ଜୀବନରେ ଖାସ ବ୍ୟକ୍ତିଙ୍କ ଆଗମନ ହୋଇପାରେ ।

ବୃଷ ରାଶି : ଆଜି ଆପଣଙ୍କୁ ସରକାରୀ କ୍ଷେତ୍ର ରେ ବଡ ସଫଳତା ଲାଭ ହେବେ । ଧନ, ଯଶ ଓ କୀର୍ତ୍ତି ପ୍ରତିଷ୍ଠା ହେବେ । ଯଦି ଆପଣ ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ସମୟ ଅନୁକୂଳ ରହିବ । ଅଟକି ରହିଥିବା କାମ ପୁରା ହେବେ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବେ। ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବେ । ଆଜି ଆପଣଙ୍କ ଦିନ ଟି ସାନଦାର ରହିବ । ବେପାର କ୍ଷେତ୍ରରେ ବଡ ଲାଭ ଦେଖିବାକୁ ପାଇବେ ।

ମିଥୁନ ରାଶି : ଆଜି ଆପଣଙ୍କୁ ଆମଦାନୀ ଓ ପଦ ଲାଭ ହେବ । ନାଉଆ ଯୋଜନା ଆରମ୍ଭ କରିବା ପାଇଁ ଅଫର ମିଳିବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଯେଉଁ ସମସ୍ଯା ଲାଗି ରହିଥିଲା ତାହାର ସମାଧାନ ହେବେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଚାକିରି କ୍ଷେତ୍ର ରେ ପ୍ରମୋଶନ ହେବାର ଯୋଗ ରହିଛି । ଘର ପରିବାରରେ ହସ ଖୁଶିର ମାହୋଲ ରହିବ । ଯେଉଁ କ୍ଷେତ୍ରରେ ରହିବେ ଉଚ୍ଚ ସ୍ତରରେ ରହିବେ ।

କର୍କଟ ରାଶି : ଆଜି ଆପଣ କୌଣସି ପ୍ରପୋରଟି କ୍ଷେତ୍ରରେ ନିବେଶ କରିବାକୁ ଚିନ୍ତା କରୁଥିଲେ ବୁଝି ବିଚାରୀ କରନ୍ତୁ । ଆର୍ଥିକ ସ୍ଥିତି ମଜବୁତ ରହିବ । ଚାକିରି କ୍ଷେତ୍ର ରେ ଉଚ୍ଚ ପଦ ହାସଲ ହୋଇପାରେ । ପରିବାର ଲୋକଙ୍କ ସହାଯୋଗ ପାଇବେ । ଜୀବନରେ ନୂଆ କାମ ଆରମ୍ଭ କରିବା ପାଇଁ ଯୋଜନା କରିବେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଆଗ୍ରହୀ ହେବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବେ ।

ସିଂହ ରଶି : ଆଜି ଆପଣ ନିଜକୁ ଶାନ୍ତ ରଖିବା ପାଇଁ ଚେତା କରନ୍ତୁ । ଆପଣଙ୍କୁ ନୂଆ ଅନୁଭୂତି ଅନୁଭବ ହୋଇପାରେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ । ଧାର୍ମିକ ସ୍ଥାନକୁ ଯାତ୍ରା କରିବେ । ଆଜି କୌଣସି ପୁରୁଣା ମାମଲାର ସମାଧାନ ହେବେ । ସାକାରାତ୍ମକ ଚିନ୍ତାଦହର ଆପଣଙ୍କ ମନରେ ଆସିପାରେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବେ । ଆପଣ ନୂଆ କାମ ପ୍ରାରମ୍ଭ କରିବେ । ପୁରୁଣା ମିତ୍ରା ଙ୍କ ସହ ଭେଟ ହୋଇପାରେ ।

କନ୍ୟା ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ଆଜି ଦିନ ଟି ଅନୁକୂଳ ରହିବ । ପ୍ରେମ ଜୀବନରେ ଆପଣଙ୍କର ସମୟ ଭଲ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଲାଭବାନ ହେବା ସହ ନୂଆ ନିବେଶ କରିବେ । ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଘର ପରିବାର ରେ ମାହୋଲ ସୁଖଦ ରହିବ । ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ର ରେ ଅଗ୍ରସର ହେବେ । ଅଚାନକ ଧନ ପ୍ରାପ୍ତ ହେବ ।

ତୁଳା ରାଶି : ଆଜି ଆପଣଙ୍କୁ ଶୁଭ ଖବର ଶୁଣିବାକୁ ମିଳିବ । ଆର୍ଥିକ ସ୍ଥିତି ମଜବୁତ ବ୍ରହିବ । ଚାକିରି କ୍ଷେତ୍ରରେ ବେତନରେ ବୃଦ୍ଧି ହୋଇପାରେ । ଗରିବ ଲୋକଙ୍କର ସାହାଜ୍ଯ ଆପଣ କରିବେ । ଯାତ୍ରା କରିବା ସମୟରେ ସାବଧାନ ରୁହନ୍ତୁ । କୌଣସି ଗୁରୁତ୍ଵ ପୁର୍ଣ୍ଣ ପ୍ରୋଜେକ୍ଟ ପୁରା କରିବେ । ବ୍ଯବସାୟିକ କ୍ଷେତ୍ର ରେ ଗତିବିଧି ଭଲ ରହିବ । ଆୟ ରେ ବୃଦ୍ଧି ହୋଇପାରେ । ଧନ ଜନିତ ସମସ୍ଯା ଦୂର ହେବେ । କୋର୍ଟ କଚେରୀ ମାମଲା ରେ ଆପଣ ସଫଳ ହେବେ ।

ବିଛା ରାଶି : ଆଜି ଆପଣଙ୍କର ଅତିରିକ୍ତ ଆମଦାନୀ ହୋଇପାରେ । କିଛି ନୂଆ ଦାୟିତ୍ଵ ବହାର ମିଳିପାରେ । ଯାହା ପାଇଁ ଆପଣ ଖୁସି ହେବେ । ଆୟ ରେ ବୃଦ୍ଧି ହେବ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାୟନ ହେବେ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ଅନୁସରଣ କରିବେ । ନୂଆ ପ୍ରୋଜେକ୍ଟ ଆରମ୍ଭ କରିବାର ଅବସର ପାଇବେ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ ।

ଧନୁ ରାଶି : ଆଜି ଆପଣଙ୍କୁ କୌଣସି କ୍ଷେତ୍ର ରୁ ନୂଆ ଅବସର ମିଳିପାରେ । ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଫାଇଦା ଆଣିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଯେଉଁ ମାନଙ୍କର ବିବାହରେ ବିଳମ୍ବ ହେଉଥିଲା ସେମାନଙ୍କର ବିବାହ ପ୍ରସ୍ତାବ ଆସିପାରେ । ପ୍ରେମ ଜୀବନରେ ଉତ୍ତମ ସମୟ ବ୍ଯତୀତ କରିବେ । ସମାଜରେ ମାନ ସମାନ ବୃଦ୍ଧି ହେବେ । ଆୟ ରେ ବୃଦ୍ଧି ହେବ । ଚାକିରୀ କ୍ଷେତ୍ର ରେ ପ୍ରମୋଶନ ହୋଇପାରେ ।

ମକର ରାଶି : ଏହି ରାଶିର ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବା ସହ ସଫଳତା ପ୍ରାପ୍ତ ହେବେ । ପରିଶ୍ରମର ଫଳ ପ୍ରାପ୍ତ ହେବେ । ମାତା ପିତାଙ୍କ ସହଯୋଗ ପାଇବେ । ପରିବାର ଲୋକଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । କାର୍ଯ୍ୟ କ୍ଷେତ୍ର ରେ ଆପଣ ବ୍ୟସ୍ତତା ଭିତରେ ରହିବେ । ଆତ୍ମବିଶ୍ଵାସ ରେ ବୃଦ୍ଧି ହୋଇପାରେ । ନୂଆ କାମ ଆରମ୍ଭ କରିବେ ।

କୁମ୍ଭ ରାଶି : ଆଜି ଆପଣଙ୍କର ଦିନ ଟି ଅନୁକୂଳ ରହିବ । ଯେଉଁ କ୍ଷେତ୍ର ରେ ଉଚ୍ଚ ସ୍ତର ରେ ରହିବେ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଅଫିସରେ ବଡ ଅଧିକାରୀ ଓ ସହ କର୍ମୀ ଙ୍କ ସହଯୋଗ ପାଇବେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଅଗ୍ରସର ହେବେ । କୌଣସିକ୍ଷେତ୍ର ରୁ ଶୁଭ ଖବର ଶୁଣିବାକୁ ପାଇବେ । ଅଚାନକ ଧନ ଲାଭ ହେବେ । ଆପଣଙ୍କର ସବୁ ସମସ୍ୟାର ସମାଧାନ ହେବେ । ଅଧିକାରୀ ଆପଣଙ୍କର କାମର ପ୍ରଶଂସା କରିବେ । କୌଣସି ବଡ ପ୍ରୋଜେକ୍ଟ ରେ କାମ କରିବାର ଅବସର ପାଇବେ ।

ମୀନ ରାଶି : ଆଜି ଆପଣ ଯାତ୍ରା କରିବା ସମୟରେ ସାବଧାନ ରୁହନ୍ତୁ । ଚାକିରୀ କ୍ଷେତ୍ର ରେ ମାନ ସମାନ ବୃଦ୍ଧି ହେବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଅହଡିକ ଲାଭ ହେବା ସହ ନୂଆ ନିବେଶ କରିବେ । ଆୟ ରେ ବୃଦ୍ଧି ହୋଇପାରେ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଜୀବନ ସାଥି ଙ୍କ ସହ ସମ୍ପର୍କରେ ମଧୁରତା ଆସିବ । ପ୍ରେମ ସମ୍ପର୍କରେ ସୁଧାର ଆସିପାରେ । ଆଜି କୌଣସି କାମ କରିଆବା ପାଇଁ ଆପଣଙ୍କୁ ଅଧିକ ସମୟ ଲାଗିପାରେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।