ଆଜିର ରାଶିଫଳ, 24 ସେପ୍ଟେମ୍ବର 2022, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୪ ସେପ୍ଟେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ବ୍ୟାପାରିକ କ୍ଷେତ୍ର ରେ ଭାଗ୍ୟ ର ସହଯୋଗ ପାଇନେ । ନିଜର ଲକ୍ଷ୍ୟ କୁ ନିର୍ଧାରିତ କରନ୍ତୁ । ବିନା ବିଚଳିତ ହୋଇ ଆଗକୁ ବଢନ୍ତୁ । ଅଯଥା ଖର୍ଚ୍ଚ ବା ନିବେଶ କରିବାରୁ ବଞ୍ଚିତ ରୁହନ୍ତୁ । ଆପଣଙ୍କୁ ପ୍ରେମ ମାମଲା ରେ ସଫଳତା ହାସଲ ହେବ । ଆପଣଙ୍କୁ କୌଣସି ଉପହାର ମିଳିପାରେ । ଧନ ଧାନ୍ୟରେ ଆପଣଙ୍କ ଜୀବନ ପରି ପୂର୍ଣ୍ଣ ହେବ । ସମ୍ପର୍କୀୟ ଓ ବନ୍ଧୁ ମାନଙ୍କ ସହ ଭେଟ ହେବ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ହେବ । ଜୀବନରେ ନୂଆ ବ୍ୟାପାର ଆରମ୍ଭ କରିବାକୁ ଚିନ୍ତା କରିବେ ।

ବୃଷ ରାଶି : ଆଜି ସ୍ୱାସ୍ଥ୍ୟ ଠିକ ଠାକ ରହିବ । ପ୍ରତେକ ନିବେଶ ସାବଧାନ ପୂର୍ବକ କରନ୍ତୁ । ନଚେତ ଆପଣଙ୍କର କ୍ଷତି ହୋଇପାରେ । ଆପଣ ନିଜର ବା ସନ୍ତାନଙ୍କ ଶିକ୍ଷା କୁ ନେଇ ଅଧିକ ଚିନ୍ତା ରେ ରହିବେ । ଆପଣ ସମସ୍ତଙ୍କର ଆକର୍ଷଣ ର କେନ୍ଦ୍ର ହେବେ । ଆପଣଙ୍କ ମଧ୍ୟରୁ କେହି ନୂଆ ଜାଗା ବା ନୂଆ ପ୍ରୋଜେକ୍ଟ ର ମଜା ନେଉଥିଲେ ସେଥିରେ ନୂଆ ଆରମ୍ଭ କରିବେ । ଅଚାନକ ପ୍ରାପ୍ତ ହୋଇଥିବା ଟଙ୍କା ର ସଠିକ ବ୍ୟବହାର କରନ୍ତୁ । ଯାହା ପାଇଁ ଭବିଷ୍ୟ ସୁରକ୍ଷିତ ହେବ ।

ମିଥୁନ ରାଶି : ପ୍ରେମ ଜୀବନରେ ଚାଲିଥିବା ସମସ୍ଯା ଦୂର ହେବ । ଆୟ ରେ ବୃଦ୍ଧି ହେବ । ଆପଣଙ୍କର ଆୟ ର ଅତିରିକ୍ତ ସ୍ରୋତ ଆପଣଙ୍କୁ ମିଳିବ । କାହାର ଲକ୍ଷ ପ୍ରାପ୍ତ କରିବା ପାଇଁ ତାହା ଉପରେ ଏକାଗ୍ର ହୋଇ କାମ କରନ୍ତୁ । ଆପଣଙ୍କ ଶତ୍ରୁ ପରାସ୍ତ ହେବେ । ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ଖାସ ହେବ । ଶିକ୍ଷା, ଚାକିରି ଓ ବ୍ୟାପାର କ୍ଷେତ୍ର ରେ ଆପଣଙ୍କୁ ବହୁତ ବଡ ଖୁସି ଖବର ମିଳିବ । ବାହନ ସାବଧାନ ପୂର୍ବକ ଚଲାନ୍ତୁ । ଆପଣଙ୍କୁ ମେହନତର ପରିଣାମ ମିଳିବ ।

କର୍କଟ ରାଶି : ମାନସିକ ରୂପରେ ଆଜି ଆପଣଙ୍କୁ ବୈଚାରିକ ସ୍ଥିରତା ର ଅନୁଭବ ହେବ । ଯାହାର ପରିଣାମ ସ୍ୱରୂପ ଆପଣ ଲଗନ ସହକାରେ କାମ କରିବେ । ପ୍ରଭାବୀ ଆଲୋଚନା କରନ୍ତୁ ଓ ଆପଣ କାନୁନି ମାମଲାରେ ସଠିକ ନିସ୍ପତି ନେବେ । ଆପଣଙ୍କ ଜୀବନରୁ ସବୁ ପ୍ରକାରର ଦୁଖ କଷ୍ଟ ଦୂର ହେବ । ପାରିବାରିକ ଦାୟିତ୍ଵ ରେ ଲଗାତାର ବୃଦ୍ଧି ହେବ । ଆପଣ ଯେଉଁ ପ୍ରଭାବଶାଳୀ ସମ୍ପର୍କ ସ୍ଥାପିତ କରିବେ ସେଥିରେ ଆପଣଙ୍କୁ ଲାଭ ଅବଶ୍ୟ ମିଳିବ । ନିବେଶ ପାଇଁ ଉପଯୁକ୍ତ ସମୟ ଅଟେ ।

ସିଂହ ରାଶି : ଆଜି ତରବର ବା ଜୋସ ରେ ଆସି କୌଣସି କାମ କରନ୍ତୁ ନାହି । ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କ ଜୀବନ ଖୁଶିମୟ ରହିବ । ଜୀବନ ଖୁସି ରେ ଭାରି ରହିବ । ଜୀବନ ସାଥି ଙ୍କ ସହ ସମ୍ପର୍କ ମଧୁର ରହିବ । ଆପଣ ପ୍ରତେକ ଜିନିଷ କୁ ବେହତର ଭାବେ ସମ୍ଭାଳିବେ । ଚାକିରି ସନ୍ଧାନରେ ଥିବା ବ୍ୟକ୍ତି ଙ୍କୁ ନୂଆ ଚାକିରି ମିଳିବାର ସମ୍ଭାବନା ରହକିହି । ଯାହା ବି ସମସ୍ଯା ଥିଲା ଆପଣଙ୍କର ତାହା ଦୂର ହେବ । ପାରିବାରିକ ଜୀବନରେ ସୁଧାର ଆସିବ ।

କନ୍ୟା ରାଶି : ଆଜି ଆପଣଙ୍କର ସାମାଜିକ ପ୍ରତିସ୍ତା ରେ ଲଗାତାର ବୃଦ୍ଧି ହେବ । ଗରିବ ଓ ଅସହାୟକ ଲୋକଙ୍କର ସାହାଜ୍ଯ କରିଲେ ଆପଣଙ୍କର ଦୁଖର ଅନ୍ତ ହେବ । ଆପଣ ଦରକାର ଠାରୁ ଅଧିକ ବିଚଳିତ ହେବେ । ମାନସିକ ରୂପରେ ଆପଣ ନିଜକୁ ସ୍ଵସ୍ଥ ଅନୁଭବ କରିବେ । ବିଚାର ରେ ସ୍ଥିରତା ତଥା ମନ ରେ ଦୃଢତା ରହିବାରୁ ଆପଣ ନିଜର କାମ ବହତ ଭଲ ଭାବେ କରିବେ । ସମୟ ସମୟରେ ହେଉଥିବା ପରିବର୍ତ୍ତନ ଆପଣଙ୍କୁ ବହୁତ ଆଣ୍ଡ ଦେବ । ଘର ପରିବାର ରେ ଆପଣଙ୍କ ପିତା ଙ୍କ ସହଯୋଗ ଆପଣାକୁ ଅଧିକ ମିଳିବ ।

ତୁଳା ରାଶି : ଆଜି ଆପଣଙ୍କୁ ନୂଆ ଲୋକଙ୍କ ସହ ପରିଚୟ ହେବ ଯାହାଙ୍କ ଠାରୁ ଆପଣଙ୍କୁ ଫାଇଦା ମିଳିବ । ବିଜେନ୍ସ ରେ ମାମଲାରେ ଆପଣ ସମ୍ଭାଳି କି ରୁହନ୍ତୁ । ପୁରୁଣା ଟଙ୍କା ଫେରି ପାଇବେ । ଆମଦାନୀ ବଢାଇବା ପାଇଁ ଅତିରିକ୍ତ ଜରିଆରେ ରାସ୍ତା ସନ୍ଧାନ କରିବାକୁ ଚିନ୍ତା କରିବେ । ଆର୍ଥିକ ସ୍ଥିତି ଭଲ ରହିବ । ସନ୍ଧ୍ଯା ସମୟରେ ଜୀବନ ସାଥି ଙ୍କ ସହ ଫିଲ୍ମ ବା ଦିନର କେରିବା ପାଇଁ ପ୍ଳାନ କରିବେ । ଯାହା ପାଇଁ ଆପଣ ସୁଖଦ ଅନୁଭବ କରିବେ ।

ବିଛା ରାଶି : ଚାକିରି କ୍ଷେତ୍ର ରେ କାର୍ଯ୍ୟ କରୁଥିବା ଲୋକେ ନିଜର ପ୍ରତିଭା ବଳରେ ସଫଳତା ହାସଲ କରିବେ । ଭାଇ ଭଉଣୀ ଙ୍କ ଠାରୁ ଆର୍ଥିକ ରୂପରେ ଲାଭ ହେବ । ଆପଣଙ୍କୁ ଲାଭର ଅବସର ମିଳିବ ଗାଈ ର ଚରଣ ସ୍ପର୍ଶ କରନ୍ତୁ । ଅନ୍ୟ ସହ ଖୁସି ବାଣ୍ଟିଲେ ଆପଣଙ୍କର ସ୍ୱାସ୍ଥ୍ୟ ରେ ଶୁଧର ଆସିବ । ମନୋରଞ୍ଜନ ବା ସୌନ୍ଦର୍ଜ୍ୟ କ୍ଷେତ୍ରରେ ଅଧିକ ତାଙ୍କ ଖର୍ଚ୍ଚ କରିବେ । ସାମାଜିକ ରୂପରେ ପ୍ରସ୍ତିଷ୍ଠା ବଢିବ । କାହାକୁ ଭେଟ କରିବାର ଆଗ୍ରହ ରହିବ ।

ଧନୁ ରାଶି : ଆଜି ପଇସା ଲେନଦେନ କରିବା ସମୟରେ ସତର୍କ ରୁହନ୍ତୁ । ଅନ୍ୟ ଉପରେ ଆପଣଙ୍କର ପ୍ରଭାବ ରେ ବୃଦ୍ଧି ହେବ । ପ୍ରେମ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନ ମିଶ୍ରିତ ରହିବ । ଆଜି ଆପଣଙ୍କର ଆଧ୍ୟାତ୍ମିକ କ୍ଷେତ୍ର ରେ ରୁଚି ରହିବ । ପରିବାର ରେ କୌଣସି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇପାରେ । ଅତ୍ୟଧିକ ରଚନାତ୍ମକ ଓ ଉଶ୍ଚାହ ଆପଣଙ୍କୁ ଆଗକୁ ନେଇପାରେ । ମାନସିକ ରୂପରେ ଆପଣ ଚିନ୍ତା ରେ ରହିବେ । ବ୍ୟବସାୟ କ୍ଷେତ୍ରରେ ଭାଗ୍ଯର ସହଯୋଗ ପାଇବେ ।

ମକର ରାଶି : ଆଜି ଆପଣ କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହି । ଚାକିରି ପ୍ରାପ୍ତ କରିବା ପାଇଁ ପ୍ରୟାସ ସାର୍ଥକ ହେବ । ପାରିବାରିକ ସୁଖ ଅନୁଭବ କରିବା ପାଇଁ ଆଜି ଦିନ ଟି ବେହତର ରହିବ । ଜୀବନ ସାଥିଙ୍କ ସହ ସମ୍ପର୍କ ମଧୁର ରହିବ । ଆରମ କରିବା ପାଇଁ ଦିନ ଠିକ ଅଛି । ନୂଆ ପ୍ରସ୍ତାବ ମିଳିପାରେ କିନ୍ତୁ ତରବର ହୋଇ କୌଣସି ନିସ୍ପତି ନିଅନ୍ତୁ ନାହି । ଯାତ୍ରା ଲାଭକାରୀ ସିଦ୍ଧ ହେବ । ମୂଲ୍ୟବାନ ବସ୍ତୁ ଉପରେ ଧ୍ୟାନ ଦିଅନ୍ତୁ ନଚେତ ହଜି ଯାଇପାରେ ।

କୁମ୍ଭ ରାଶି : ନୂଆ ବ୍ୟବସାୟ ଆରମ୍ଭ କରିବାରେ ଆସୁଥିବା ବାଧା ଦୂର ହେବ । ଆପଣଙ୍କୁ ନିଜର ପ୍ରତିଦ୍ଵନ୍ଦୀ ଙ୍କ ଉପରେ ନଜର ରଖିବାକୁ ହେବ । ଯାତ୍ରା କରିବାକୁ ପଡିପାରେ ଯାହା ଆପଣଙ୍କ ପାଇଁ ମନୋରଞ୍ଜନ ସାବୟସ୍ତ ହେବ । ଏହା ସହ ଆପଣଙ୍କୁ ଆନନ୍ଦ ମିଳିବ । ନିଜର ପ୍ରାଥମିକତା ର ଧ୍ୟାନ ରଖନ୍ତୁ । ଯାହା ଦ୍ଵାରା ଆପଣ ଜୀବନରେ ସଫଳ ହୋଇ ପାରିବେ । ଅଚାନକ ଆନଙ୍କ ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଘରକୁ ଆସିବେ । ତାଙ୍କ ସହ ଆପଣ ମସ୍ତି ରେ ରହିବେ ।

ମୀନ ରାଶି : ଆଜି ନୂଆ କ୍ଷେତ୍ର ରେ ଭାଗ୍ଯର ପରୀକ୍ଷା କରିବାର ମୌକା ମିଳିବ । ଦିନ ପ୍ରତିଦିନ ଗତି ବିଧି ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ପଜେଟିଭ ଆଲୋଚନା କରିବାକୁ ପଦକ୍ଷେପ ଉଠାନ୍ତୁ । କୌଣସି ବଡ କାମ ପାଇଁ ପଇସା ଜାମ କରିବା କାରଣରୁ ବଜେଟ ଉପରେ ପ୍ରଭାବ ପଡିପାରେ । ନିଜକୁ ଅନେକ କାମରେ ବ୍ୟସ୍ତ ରଖନ୍ତୁ ନାହି । ଯୋଜନା ଅନୁଯାୟୀ କାମ କରନ୍ତୁ ସଫଳ ହେବେ । ପ୍ରତେକଙ୍କର ଧ୍ୟାନ ଆପଣଙ୍କର ଉପରେ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।