ଆଜିର ରାଶିଫଳ, 24 ଜୁଲାଇ 2022, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୪ ଜୁଲାଇ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ ଆପଣଙ୍କର ଉନ୍ନତି ହେବାର ସଂକେତ ମିଳିପାରେ । ବ୍ୟାପାର ସହ ଜଡିତ ଲୋକ ଯଦି କୌଣସି ପରିବର୍ତ୍ତନ ବିଷୟରେ ଭାବୁଛନ୍ତି ତେବେ ଆଜି ଦିନ ଟି ଭଲ ରହିବ । ଯଦି ଆପଣ ଅନୁଭବି ଲୋକଙ୍କର ପରାମର୍ଶ ନେଉଛନ୍ତି ତେବେ ଆପଣଙ୍କ ପାଇଁ ବେହତର ହେବ । ଆଜି ଆପଣ ବନ୍ଧୁ ମାନଙ୍କ ସହଯୋଗରେ ଭବିଷ୍ୟ ପାଇଁ ଯୋଜନା କରିବେ । ଛାତ୍ର ଙ୍କ ପାଇଁ ସମୟ ଭଲ ରହିବ । ଆପଣଙ୍କୁ ଖରାପ ଚିନ୍ତାଧାରା ଠାରୁ ଦୂରେଇ ରହିବାକୁ ହେବ ।

ବୃଷ ରାଶି : ଆଜି ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ନିଜର ଭାବନା ଉପରେ କାବୁ ରଖନ୍ତୁ । ବିଜନେସରେ କାହାର ସହଯୋଗ କାରଣରୁ ଦୈନିକ ଆୟ ରେ ବୃଦ୍ଧି ହେବ । ଘରୋଇ କାମରେ ସ୍ତ୍ରୀଙ୍କର ସହଯୋଗ ପାଇବେ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହିବାର ଆବଶ୍ୟକତା ରହିଛି । ପରିବାରରେ ମତଭେଦ ହୋଇପାରେ । ବ୍ଯବସାୟିକ ରୂପରେ ଭଲ ସମୟ ରହିବାର ଆଶା କରି ପାରିବେ । ଆଜି ଆପଣ ନୂଆ ବ୍ୟବସାୟ ଆରମ୍ଭ କରି ପାରିବେ । ଶୈକ୍ଷଣିକ ଗତି ବିଧି ଏବେ ପୁରା ଠିକ ଠାକ ରହିବ ।

ମିଥୁନ ରାଶି : ଆଜି ଆପଣଙ୍କର ପରିଶ୍ରମ ଓ କଠିନ ମେହନତ ରେ ଆପଣଙ୍କୁ ପ୍ରତେକ କ୍ଷେତ୍ର ରେ ସଫଳତା ମିଳିବ । ମନ ଆକାରରେ ଉଦାସ ରହିବ । ବ୍ୟର୍ଥ ରେ ବାଦ ବିବାଦରେ ପଡନ୍ତୁ ନାହି । ଅଧିକାରୀ ଆପଣଙ୍କ କାମରେ ପ୍ରସନ୍ନ ହେବ । ପିଲାଙ୍କ ସହଯୋଗ ପାଇବେ । ଆଧ୍ୟାତ୍ମିକତା ଆଡକୁ ଆକର୍ଷିତ ହେବେ । ଶୁଭ ସମାଚାର ପ୍ରାପ୍ତ ହେବ । କାରୋବାର ଲାଭଦାୟକ ରହିବ । ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ କରି ପାରିବେ । ରଚନାତ୍ମକ  କାର୍ଯ୍ୟ ରେ ସଫଳ ହେବେ ।

କର୍କଟ ରାଶି : ଆଜି କୌଣସି ଆନନ୍ଦ ଉଶ୍ଚବ ରେ ଭାଗ ନେବାର ଅବସର ପାଇବେ । ଶାସନ ସତ୍ତାର ସହଯୋଗ ପାଇବେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଦୈନିକ ବ୍ୟାପାରରେ କଡା ମେହନତ କରିଲେ ପୂର୍ବ ଦିନରୁ ହୋଇଥିବା କ୍ଷତି ର ଭରପାଇ ହେବ । ଟଙ୍କା ଲେନଦେନ କରିବା ସମୟରେ ସାବଧାନ ରୁହନ୍ତୁ । ଅନ୍ୟଥା କ୍ଷତି ହୋଇପାରେ । ଆପଣ କୌଣସି କଥା ଚିନ୍ତା ନ କରି ସଫଳତା ଆଡକୁ ଅଗ୍ରସର ହୁଅନ୍ତୁ । ଆଜି ଏମିତି କୌଣସି ସ୍ଥିତି ସାମନାକୁ ଆସିବ ଯାହା ଦ୍ଵାରା ଆପଣଙ୍କର ଚିନ୍ତାଧାରା ବଦଳିବ ।

ସିଂହ ରାଶି : କମ କାର୍ଯ୍ୟ ରେ ବାଧା ଆସିବା କାରଣରୁ ଆପଣଙ୍କ ମୁଡ ଖରାପ ହୋଇପାରେ । ସନ୍ତାନ ମାନେ ଆପଣଙ୍କର କଥା ଶୁଣିବେ । ଉଚ୍ଚ ଅଧିକାରୀ ପ୍ରସନ୍ନ ରହିବେ । ସମ୍ପତି ସମ୍ଭଧିତ ମାମଲାର ନିସ୍ପତି ହେବ । ସ୍ତ୍ରୀଙ୍କର ସେବା ସହଯୋଗରେ ଆଗକୁ ବଧିବେ । ବିଦ୍ୟାର୍ଥୀ ପରିଶ୍ରମରେ ସଫଳତା ଅର୍ଜିତ କରିବେ । ଶରୀର ଓ ମନ ଆଜି ଊର୍ଜାବାନ ରହିବ । ମାତା ଙ୍କ ସମ୍ପତି ପକ୍ଷରୁ କାନୁନି ମାମଲା ହୋଇପାରେ । ରୋଜଗାର ପ୍ରାପ୍ତି ର ପ୍ରୟାସ ଭରପୁର ରହିବ  । ସାମାଜିକ କାର୍ଯ୍ୟରେ ସକ୍ରିୟତା ବଢିବ ।

କନ୍ୟା ରାଶି : ଆଜି ଯେତେ ମେହନତ କରିବେ ସେତିକି ହିଁ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ । ଧାର୍ମିକ ଓ ଆଧ୍ୟାତ୍ମିକ କ୍ଷେତ୍ର ରେ ଲାଭ ମିଳିବ । ଛାତ୍ର ଙ୍କୁ ନିଜର ଶୈକ୍ଷିକ ଓ ବ୍ଯବସାୟିକ କୌଶଳ ବଢାଇବାର ବାସର ମିଳିବ । ବିତ୍ତୀୟ ମାମଲା ରେ ଆଜି ଦିନ ଟି ଆପଣଙ୍କ ପାଇଁ ଭଲ ରହିବ । ଉନ୍ନତିର ନୂଆ ମାର୍ଗ ଖୋଲିବ । ସନ୍ତାନ ପକ୍ଷରୁ ଶୁଭ ଖବର ଶୁଣିବାକୁ ପାଇବେ । କୌଣସି ମୂଲ୍ୟବାନ ବସ୍ତୁ ହଜିବାର ଆଶଙ୍କା ରହିଛି । ଅଟକି ରହିଥିବା କାମ ପୂରଣ ହେବ ।

ତୁଳା ରାଶି : ବ୍ୟପାରରେ ସ୍ଥିତି ସାମାନ୍ଯ ରହିବ । ଗୃହ କାମରେ ବ୍ୟସ୍ତରେ ରହିବେ । ଭାବିଥିବା କାମ ସମୟ ଅନୁଯାୟୀ ପୁରା ହେବ । ପଇସା କମାଇବା ପାଇଁ ନୂଆ ଅବସର ମିଳିବ । ରଚନାତ୍ମକ କାମରେ ଲାଗିଥିବା ଲୋକଙ୍କୁ ବଡ ସଫଳତା ମିଳିବ । ରାଜନୈତିକ ମହତ୍ଵ ଆକାଂକ୍ଷା ରେ ପୂର୍ତ୍ତି ହେବ । ବାହନ ଚଳାଇବା ସମୟରେ ସାବଧାନ  ରୁହନ୍ତୁ । କୌଣସି ଧନ ହାନି ହୋଇପାରେ ସାବଧାନ ରୁହନ୍ତୁ । ଜୀବନ ସାଥିଙ୍କ ସହ ସମ୍ପର୍କ ମଜ୍ବୁତ ରହିବ । ଏହା ସହ ଆପଣଙ୍କ ତାଙ୍କର ଇଚ୍ଛା ପୂରଣ କରିବା ପାଇଁ ଚେଷ୍ଟା କରିବେ । ସ୍ୱାସ୍ଥ୍ୟ ଭଲ ରହିବ ।

ବିଛା ରାଶି : ରଚନାତ୍ମକ କାର୍ଯ୍ୟ ରେ ପ୍ରଗତି ହେବ । କୌଣସି ବରିଷ୍ଠ ବ୍ୟକ୍ତି ଙ୍କ ଅମାର୍ଗ ଦର୍ଶନ ପ୍ରାପ୍ତ ହେବ । ମାନସିକ ଓ ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ । କୌଣସି ମହତ୍ଵ ପୂର୍ଣ୍ଣ ସୂଚନା ର ସମାଚାର ମିଳିପାରେ ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ହେବ । କିଛି ସମୟରୁ ଯେଉଁ ଲକ୍ଷ୍ୟ ଆପଣ ନିର୍ଧାରିତ କରିଛନ୍ତି ତାହା ପୁରା କରିବାକୁ ଉଚିତ ସମୟ ରହିଛି । ବୁଦ୍ଧି କୌଶଳ ଦ୍ଵାରା କରାଯାଇ ଥିବା କାମ ସଫଳ ହେବେ । ଆପଣଙ୍କର ଚିନ୍ତାଧାରା ଭିନ୍ନ ହେବ ।

ଧନୁ ରାଶି : ଆଜି ଆର୍ଥିକ ରୂପରେ ଦିନ ସମୃଦ୍ଧି ହେବ । ଦ୍ଵିପହର ପରେ ଅଚାନକ ବଡ ଖୁସି ଖବର ଶୁଣିବାକୁ ପାଇବେ । ପାରିବାରିକ ସମ୍ପର୍କ ମଜବୁତ ହେବ । ଯାହା କାରଣରୁ ଘରେ ମାହୋଲ ଖୁସି ରେ ଭରପୁର ରହିବ । ଆପଣଙ୍କୁ ସଂଚାର ସାଧନାରେ ଫାଇଦା ମିଇବ । ଆପଣଙ୍କୁ କିଛି ଅନୁ ଅନୁଭବ ହେବ । କିଛି ଏମିତି ଲୋକଙ୍କ ସହ ଭେଟ ହେବ ଯାହାଙ୍କ ଜରିଆରେ ପଇସା କମିବାର ମାର୍ଗ ମିଳିବ । ଆଜି କରିଥିବା କାମରେ ଆପଣଙ୍କୁ ଲାଭ ମିଳିବ । ଆପଣଙ୍କୁ ସହର ବାହାରକୁ ଯିବାକୁ ପଡିପାରେ ।

ମକର ରାଶି : ଆଜି ଅଯଥା ବିବାଦ ରେ ପଡିଲେ ପଇସା ଓ ସମୟ ନଷ୍ଟ ହୋଇପାରେ । ପୁରା ଯୋଜନା ମୁତାବକ କମ କରନ୍ତୁ । ଡାଟା ସିକ୍ଯୁରିଟି କୁ ନେଇ ପୁରା ସାବଧାନ ରୁହନ୍ତୁ । କପଡା କାରୋବାର କରୁଥିବା ଲୋକ ଙ୍କୁ ଭଲ ଲାଭ ମିଳିବ । ଯଦି କୌଣସି ପରିକ୍ଷା ପ୍ରତିଯୋଗୀତା ମାଧ୍ୟମରେ ଚାକିରି ର ସନ୍ଧାନ କରୁଛନ୍ତି ତେବେ ପ୍ରୟାସ ଜାରି ରଖନ୍ତୁ । ନିଶ୍ଚିନ୍ତ ଭାବେ ସଫଳତା ମିଳିବ । ସମୟ ବହୁତ ଖୁସି ପୂର୍ଣ୍ଣ ରହିବ । କୌଣସି ବ୍ୟକ୍ତିଙ୍କ ଠାରୁ ଅଧିକ ଆସା କରନ୍ତୁ ନାହି ।

କୁମ୍ଭ ରାଶି : କୌଣସି ଅପରିଚିତ ବ୍ୟକ୍ତି ଙ୍କ ଉପରେ ଆଖି ବନ୍ଦ କରି ଭର୍ସ କରନ୍ତୁ ନାହି । ମାତା ପିତାଙ୍କ ସହ ଆପଣଙ୍କର ସମ୍ପର୍କ ମଜବୁତ ହେବ । ବିଜନେସ ରେ କୌଣସି ବଡ ଅଫର ମିଳିଲେ ଧନ ଲାଭ ହୋଇପାରେ । ଜିଦି କାରଣରୁ କାହା ସହ ବିବାଦ ହୋଇପାରେ । ଦୀର୍ଘ ଦିନରୁ ପରିଜନଙ୍କ ସହ ଚାଲିଥିବା ବିବାଦ ଦୂର ହୋଇପାରେ । ସାମାଜିକ କାର୍ଯ୍ୟ ରେ ଅଗ୍ରସର ହେବେ । ଅଟକି ରହିଥିବା ଧନ ଫେରି ପାଇବେ । ଜୀବନରେ ନୂଆ କାମ ଆରମ୍ଭ କରିବାର ଯୋଜନା କରିବେ । ମହିଳା ମାନେ ନୂଆ ମିତ୍ର ସ୍ଥାପନ କରିବେ ।

ମୀନ ରାଶି : ଯୁବକ ମାନଙ୍କୁ ଜ୍ଞାନ ବଢାଇବା ପାଇଁ ପ୍ଲାନିଂ କରିବାକୁ ହେବ । ସଙ୍ଗତ କୁ ନେଇ ସତର୍କ ରୁହନ୍ତୁ । ଖାସ ଲୋକଙ୍କ ସହ ଆଲୋଚନା କରିବା ସମୟରେ ବାଣୀ ଉପରେ ସଂଯମ ରଖନ୍ତୁ । ବ୍ୟାପାରରେ କ୍ଷତି ହେବର ଆଶଙ୍କା ରହିଛି । ସ୍ୱାସ୍ଥ୍ୟ କି ନେଇ ଚିନ୍ତା ରେ ରହିବେ । ପରିବାରରେ ବିବାହ ଯୋଗ୍ୟ ଥିବା ଜାତକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଆୟ କରିବାର ନୂଆ ସ୍ରୋତ ମିଳିପାରେ । ମିତ୍ର ମାନଙ୍କ ସହଯୋଗ ପାଇବେ । ଚିନ୍ତା ରୁ ମୁକ୍ତି ପାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।