ଆଜିର ରାଶିଫଳ, 23 ଫେବୃୟାରୀ 2022, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୨ ଫେବୃୟାରୀ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

୧ – ମେଷ

ଆଜି ଜୀବନସାଥିଙ୍କ ସହିତ ଚିନ୍ତାପୂର୍ଣ ସମ୍ବନ୍ଧ ରହିପାରେ । ସମ୍ଭବତଃ କୌଣସି କଥାକୁ ବଢାନ୍ତୁ ନାହିଁ । ନିଜର ଜୀବନସାଥିଙ୍କ ମାମଲାରେ ଦରକାର ଠାରୁ ଅଧିକ ଦଖଲ ଦିଅନ୍ତୁ ନାହିଁ । ମନୋରଞ୍ଜନ କାମରେ ବି ସମୟ ବିତାଇବେ । ଘର, ସମ୍ପତି କିମ୍ବା ଘରୁ ଚାଲୁଥିବା କୌଣସି ବିଜନେସରେ ନିବେଶ ପାଇଁ ଭଲ ଦିନ ଅଟେ । କେଉଁଠି ବି ନିବେଶ କରିବାର ଅଛି, ତେବେ ଆଜିର ଦିନ ଭଲ ଅଟେ ।

୨ – ବୃଷ

ଆଜି ବାଣୀ ଉପରେ ସଂଯମ ରଖିବା ଅତି ଆବଶ୍ୟକ ଅଟେ । ଆଜିର ଦିନ ଆପଣଙ୍କ ପାଇଁ ଅଳ୍ପ କଷ୍ଟଭରା ହୋଇପାରେ । ପଢିବା ସମୟରେ ଏକାଗ୍ରତା ରଖିବା ପାଇଁ ପରିଶ୍ରମ କରିବାକୁ ପଡିବ । ଯାତ୍ରା ଓ ଶିକ୍ଷା ସହ ଜଡିତ କାମ ଆପଣଙ୍କ ମଧ୍ୟରେ ଜାଗୃତ ବୁଦ୍ଧି କରିବ । ବ୍ୟବସାୟ ସମ୍ବନ୍ଧିତ ସମସ୍ୟା ସମଧାନ ହୋଇଯିବ । ଛାତ୍ରମାନଙ୍କ ପାଇଁ ଆଜିର ଦିନ ଭଲ ଅଟେ । ଜୀବନସାଥିଙ୍କ ସହିତ ରୋମାନ୍ସ ଓ ମନୋରଞ୍ଜନର ସହ ସମୟ ବିତାଇବେ ।

୩ – ମିଥୁନ

ଆଜି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣ ସମ୍ବନ୍ଧରେ ଓପଚାରିକତା ରଖନ୍ତୁ ନଚେତ ଅସୁବିଧା ହୋଇପାରେ । ମନୋବଳ ଦ୍ଵାରା ସବୁ କାର୍ଯ୍ୟ ପୁରା ହେବ । ଜୀବନସାଥିଙ୍କ ସହଯୋଗ ମିଳିବ । ସାଥିମାନଙ୍କ ସହିତ ଭଲ ସମୟ ବିତାଇବେ । ଭାବନାତ୍ମକ ସମ୍ବନ୍ଧରେ ଆପଣ ନରମ ହୋଇଯିବେ । ଆଜି ପଢିବାରେ ଆପଣଙ୍କ ମନ ଲାଗିବ । ମନରେ ବ୍ୟଗ୍ରତା ରହିବ । ବ୍ୟବସାୟିକ କମାରେ ବାଧା ଆସିବ । କାମର ବୋଝ ପୂର୍ବ ଅପେକ୍ଷା କିଛି କମ ହୋଇପାରେ ।

୪ – କର୍କଟ

ଆଜି ବୌଧିକ ଚର୍ଚାରେ ସଫଳତା ମିଳିବ । ଆଜି କୌଣସି ବଡ ପ୍ରୋଜେକ୍ଟର ଆଫର ଆସିବାର ଅଛି । ଦୋକାନ, ଘର ସମବନ୍ଧିତ ବିବାଦ ସମାଧାନ ହୋଇଯିବ । କୌଣସି ସମସ୍ୟା ଉତ୍ପନ୍ନ ହୋଇପାରେ । ମନରେ ନକାରାତ୍ମକ ବିଚାର ଉତ୍ପନ୍ନ ହୋଇପାରେ । ବାହନ ଓ ମେସିନାରୀ ଇତ୍ୟାଦିର ପ୍ରୟୋଗ ସାବଧାନ ହୋଇ କରନ୍ତୁ । ବିଦେଶଗମନର ସମ୍ଭାବନା ବି ଅଛି । ଟଙ୍କା ଖର୍ଚ ହେବ । ଆପଣଙ୍କ ବହୁତ ସମୟ ହେବ ଅଟକିଥିବା କାମ ପୁରା ହୋଇଯିବ ।

୫ – ସିଂହ

ଆଜି ଆପଣ ଆତ୍ମବିଶ୍ଵାସ ଦମରେ ନିଜକୁ ପ୍ରମାଣିତ କରିବେ । ଦରକାର ସମୟରେ ନିଜର ଲୋକମାନେ ହିଁ ସହଯୋଗ କରିବେ । ଦବି ଯାଇଥିବା ସମସ୍ୟା ପୁଣି ଥରେ ସାମ୍ନାକୁ ଆସିବ । ଯଦି ବାହାରକୁ ଯିବାର ଯୋଜନା ଅଛି ତେବେ ଶେଷ ସମୟରେ ତାହା ବାଧା ପ୍ରାପ୍ତ ହୋଇପାରେ । କୌଣସି ମହତ୍ଵପୂର୍ଣ ବ୍ୟକ୍ତି ଯିଏ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ବାଧା କରୁଥିଲା ସେ ବର୍ତ୍ତମାନ ଆପଣଙ୍କ ସାହାର୍ଯ୍ୟ ପାଇଁ ଆଗକୁ ଆସିବ ।

୬ – କନ୍ୟା

ଆଜି ଛୋଟ ସମସ୍ୟାରେ ଅଧିକ ଚିନ୍ତା କରନ୍ତୁ ନାହିଁ । କାରୋବାର ସାମାନ୍ୟ ରହିବ । ଅଳ୍ପ ଚିନ୍ତା ରହିବ ତ ଆପଣଙ୍କୁ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିଥାଏ । ଏହା ଉନ୍ନତି ପାଇଁ ବି ମହତ୍ଵ ରଖିଥାଏ । ଭାଇ – ବନ୍ଧୁଙ୍କ ସହ ସମ୍ପତିକୁ ନେଇ ବିବାଦ ହୋଇପାରେ । ଆଜି ଦ୍ଵିତୀୟ ବ୍ୟକ୍ତିଙ୍କ ମାମଲାରେ ଦଖଲ ଦିଅନ୍ତୁ ନାହିଁ । ଖାସକରି ନିଜର ପାର୍ଟନରର ନିଷ୍ପତି ଉପରେ । ଆଜି କାର୍ଯ୍ୟ ଅଧୁରା ରହିପାରେ ।

୭ – ତୁଳା

ଆଜି ଆପଣଙ୍କୁ ଏକ ଅପ୍ରତ୍ୟାଶିତ ସ୍ରୋତ ଦ୍ଵାରା ଧନ ଲାଭ ହେବାର ସମ୍ଭାବନା ଅଛି । ମାନସିକ ଶାନ୍ତି ପାଇଁ ଆପଣ ଖାଲି ବସିବା ବହୁତ ଭୟଙ୍କର ହୋଇପାରେ । ଖର୍ଚ ହେବ । କିନ୍ତୁ ଏହା ସହିତ ଆମଦାନୀରେ ବି ଉନ୍ନତି ହୋଇପାରେ । ନିଜର ରଚନାତ୍ମକ କାର୍ଯ୍ୟରେ ନୂତନ ରାସ୍ତା ଦେଖାଯିବ । ଦ୍ଵିତୀୟ ବ୍ୟକ୍ତିଙ୍କ ମାମଲାରେ ଦଖଲ ଦିଅନ୍ତୁ ନାହିଁ । ଆଜି ଦ୍ଵିପହର କାର୍ଯ୍ୟରେ ପ୍ରଗତି ହେବ । ଧନ ଲାଭ ମିଳିବ ।

୮ – ବିଚ୍ଛା

ଆଜି ଚାକିରିରେ ପ୍ରମୋଶନ ଓ କାରୋବାରରେ ଧନ ଲାଭର ଯୋଗ ଅଛି । ଆଜି ଆପଣ କୌଣସି ବ୍ୟକ୍ତିଙ୍କ ସହ ତର୍କ ପୂର୍ଣ କଥାବାର୍ତ୍ତା କରିବେ । ଆଜି ଆପଣ ନିଜର ଇଚ୍ଛାକୁ ପୁରା କରି ପାରିବେ ନାହିଁ । ନିଜ ଜୀବନସାଥିର ଇଚ୍ଛାକୁ ପୁରା କରନ୍ତୁ । ତେବେ ସମ୍ପର୍କରେ ମିଠାସ ଆସିବ । ଯେଉଁଠି ବି ଆପଣ ଭଲ ଖବର ଶୁଣିବାକୁ ଆଶା କରୁଥିଲେ ସେଠୁ ଆପଣଙ୍କୁ କିଛି ଖରାପ ଖବର ମିଳିପାରେ । ରଚନାତ୍ମକ କାର୍ଯ୍ୟ ପୂର୍ଣ ଓ ସଫଳ ହେବ ।

୯ – ଧନୁ

ଆଜି କୌଣସି ପ୍ରତିସ୍ପର୍ଧାରେ ସଫଲତା ପ୍ରାପ୍ତ ହେବ । କାର୍ଯ୍ୟସ୍ଥଳ ଉପରେ ଆପଣଙ୍କ ପ୍ରଦର୍ଶନ ଶ୍ରେଷ୍ଠ ହେବ ଓ ଆପଣଙ୍କ ହାତରେ ନେଇଥିବା କାର୍ଯ୍ୟକୁ ସଫଳତା ପୂର୍ବକ ପୁରା କରିବେ । ଆଜି ଆପଣଙ୍କୁ ଆର୍ଥିକ ମାମଲାରେ ଅତିରିକ୍ତ ସାବଧାନ ହୋଇ ରହିବାକୁ ପଡିବ । ଯାତ୍ରା କରି ପାରିବେ । ଲୋକମାନଙ୍କ ସହ ଠିକ ଭବାରେ ବ୍ୟବହାର କରନ୍ତୁ । ଆଜି ମନରେ ପ୍ରସନ୍ନତା ରହିବ । ଆଜି ଆପଣ ଅନୀତିକ କାର୍ଯ୍ୟରେ ଫସି ପାରନ୍ତି ।

୧୦ – ମକର

ଆଜି ଆପଣ ନିଜ ପରିବାରକୁ ଖୁସି ଓ ଶାନ୍ତି ଦେବ । ଆଜି ଆପଣ ଆତ୍ମବିଶ୍ଵାସରେ ଭରପୁର ରହିବେ । ସେଥିପାଇଁ ଏହାର ଭରପୁର ଲାଭ ଉଠାନ୍ତୁ । ଆଖପାଖରେ ଲୋକମାନଙ୍କ ସହିତ ମିଶି କାମ କରନ୍ତୁ । ଘର ସହ ଜଡିତ ଯୋଜନାରେ ବିଚାର ବିମର୍ଶ କରି ନିଷ୍ପତି ନିଅନ୍ତୁ । ଓକିଲ ପାଖକୁ ଯାଇ ଉପଦେଶ ନେବା ପାଇଁ ଆଜିର ଦିନ ଭଲ ଅଟେ । ଆଜିର ଦିନ ନିବେଶ କରିବା ପାଇଁ ବି ଭଲ ନୁହେଁ । ବିଜନେସରେ କିଛି କ୍ଷତି ହୋଇପାରେ ।

୧୧ – କୁମ୍ଭ

ଆଜି ଆପଣଙ୍କ ସମ୍ବନ୍ଧ କାହା ସହିତ ଖରାପ ହୋଇପାରେ । ଯାତ୍ରା କରିବା ଆପଣଙ୍କ ପାଇଁ ଦାମୀ ପ୍ରମାଣିତ ହୋଇପାରେ । ସବୁଦିନ ଅପେକ୍ଷା ଆଜି ଆପଣଙ୍କୁ ସାମାନ୍ୟ ବୈବାହିକ ଜୀବନ ପାଇଁ କିଛି ଅଲଗା କାମ କରିବାକୁ ପାଡିପାରେ । ଆପଣଙ୍କୁ ନିଜର ଜୀବନସାଥୀଙ୍କ ତରଫରୁ କିଛି ଖାସ ସୂଚନା ମିଳିପାରେ । ଫାଲତୁ ବିବାଦ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । କରଜ କରନ୍ତୁ ନାହିଁ । ଟଙ୍କା ଓ ମହତ୍ଵପୂର୍ଣ କାଗଜପାତ୍ର ବି ସମ୍ଭାଳି କରି ରଖନ୍ତୁ ।

୧୨ – ମୀନ

ଆଜି ଆପଣଙ୍କୁ କୌଣସି ବଡ ଯାତ୍ରାକୁ ଯିବାକୁ ପଡିପାରେ । ଆଜି ଆପଣ କାମରେ ପୂରାପୂରି ମଗ୍ନ ରହିବେ । ପାରିବାରିକ ଯୋଜନାରେ ବ୍ୟସ୍ତ ରହିବେ । ଆସ୍ଥା ବଢିବ । ଆଜି ଆପଣ କାହା ଠାରୁ ଉପହାର ନେଇ ପାରନ୍ତି । ଧନର ନୂଆ ସ୍ରୋତ ହାସଲ ହେବ । କୌଣସି ପୂର୍ବ ଯୋଜନାରେ ଆଜି କାର୍ଯ୍ୟ ଆରମ୍ଭ କରି ପାରିବେ । ଯଦି ଆପଣ ହୃଦୟର ସହିତ କାମ କରିବେ ତେବେ ସେଥିରେ ସଫଳତା ନିଶ୍ଚିତ ପାଇବେ ।