ଆଜିର ରାଶିଫଳ, 23 ନଭେମ୍ବର 2020, ସୋମବାର, ଭୋଳାନାଥଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୩ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବ ଦିନ ଅପେକ୍ଷା ବହୁତ ଭଲ ରହିବ । ମାତା ପିତାଙ୍କର ଆଶୀର୍ବାଦ ମିଳିବ ଓ କର୍ମ ଦ୍ଵାରା ଆପଣଙ୍କୁ ବହୁତ ଭଲ ଲାଭ ମିଳିବ । ସଫ୍ଟଓୟାର ଇଞ୍ଜିନରଙ୍କ ପାଇଁ ଦିନ ବହୁତ ଭଲ ଅଛି । ଅଫିସରଙ୍କ ସହ ଛୋଟ ଛୋଟ କଥାକୁ ନେଇ ବିବାଦ ହୋଇପାରେ । ଚାକିରି ଉପରେ ଆଞ୍ଚ ଆସିପାରେ ସେଥିପାଇଁ ସାବଧାନ ହୋଇ ରହିବାକୁ ଚେଷ୍ଟା କରନ୍ତୁ । ଆର୍ଥିକ ସମସ୍ୟା ଦୂର ହେବ ଓ କୌଣସି ଅସୁବିଧା ହେବ ନାହିଁ । ଭାଗ୍ୟ ପୁରା ସାଥ ଦେବ ଆଉ ଉଲ୍ଲେଖନୀୟ ରୂପରେ ସଫଳତା ମିଳିବ ।

ବୃଷ

ଆଜି ସାଙ୍ଗମାନଙ୍କ ସାହାର୍ଯ୍ୟ ଦ୍ଵାରା ସବୁ କାମ ହୋଇଯିବ । ଆପଣଙ୍କ ଭିତରେ ଥିବା ଆତ୍ମବିଶ୍ଵାସ ଯୋଗୁ ଆପଣ ବହୁତ ଆଗକୁ ବଢିବେ । କଳା ଓ ରଚନାତ୍ମକ କାମରେ ପ୍ରତିଭା ବଢିବ । ବିବାହିତ ହୋଇଥବା ଲୋକମାନଙ୍କ ଜୀବନରେ ଆଜି ବହୁତ ଖୁସି ରହିବେ । ବ୍ୟବାସାୟରେ ମଧ୍ୟ ଭଲ ଲାଭ ମିଳିବ । ନିଜର ସମସ୍ୟାକୁ ଅନ୍ୟ ସହ ସେୟାର କରନ୍ତୁ ଯାହାଫଳରେ ଆପଣଙ୍କୁ କୌଣସି ସମାଧାନ ମିଳିଯିବ । ନିଜ ଗୁରୁଙ୍କ କୌଣସି ଉପହାର ଦିଅନ୍ତୁ ସବୁ କାର୍ଯ୍ୟ ଭଲରେ ହୋଇଯିବ ।

ମିଥୁନ

ଆଜି ବହୁତ ଖୁସିରେ ଦିନ କଟିବ । କାରଣ ଆଜି ଘରେ ଛୋଟ ହେଉ କିମ୍ବା ବଡ ହେଉ ଗୋଟିଏ ପାର୍ଟି ହବାର ଅଛି । କୌଣସି କାମରେ ଭୁଲ ବୁଝାମଣା ହୋଇ ନିଜ ଭିତରେ ପାଟିତୁଣ୍ଡ ହୋଇପାରେ । ବ୍ୟବସାୟରେ ଆଜି କଠିନ ପରିଶ୍ରମ କରିବାକୁ ପଡିବ । କୌଣସି ସମସ୍ୟାର ସମାଧାନ ମିଳିପାରେ । ବିଦ୍ୟାର୍ଥୀ ମାନେ ଭଲ ପାଠ ପଢିବେ ଓ ଆଜି ତାଙ୍କର ପାଠ ପଢାରେ ମନ ଲାଗିବ । ଭାଗ୍ୟ ସାଥ ଦେବ । ଯେଉଁ କ୍ଷେତ୍ର ଯାଆନ୍ତୁ ନା କାହିଁକି ସେଥିରେ ଭଲ ଫଳ ମିଳିବ ।

କର୍କଟ

ଆଜି ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ । ଆଜି କାହାର ଖୁସି ଦେଖି ମଧ୍ୟ ବହୁତ ଖୁସି ହେବେ । ଏହି ରାଶି ଲୋକମାନେ ଯଦି ନୂଆ କୋର୍ସ କିମ୍ବା ନୂଆ ପାଠ ପଢା ଆରମ୍ଭ କରିବେ ତେବେ ଆଜିର ଦିନ ବହୁତ ଭଲ ଅଛି । ଘରେ ଆଜି କାହାର ଉନ୍ନତି ହେବାର ସମ୍ଭାବନା ଅଛି । ଏହି ସମୟରେ ଘରେ ଶୁଭ କାମ ହେବାର ସମ୍ଭାବନା ଅଛି ଓ ଯାହା ଦ୍ଵାରା ଆପଣ ବହୁତ ଖୁସିରେ ରହିବେ । ଏହା ସହିତ ସମସ୍ତଙ୍କ ସହ ସମ୍ପର୍କ ଦୃଢ ହେବ । ଚାକିରିରେ ଉନ୍ନତିର ସମ୍ଭାବନା ଅଛି ।

ସିଂହ

ଆପଣଙ୍କୁ ଆଜି ହଠାତ ଧନ ପ୍ରାପ୍ତି ହେବାର ସୁଯୋଗ ମିଳିବ । ଆଜି ନୂଆ କାମ ବିଷୟରେ ଚିନ୍ତା କରି ସେହି କାମକୁ ଆରମ୍ଭ ମଧ୍ୟ କରିପାରନ୍ତି । ଜୀବନସାଥି ଆପଣଙ୍କ କଥାକୁସହମତି ଦେବେ ଓ ଆପଣଙ୍କ ସହିତ ସମ୍ପର୍କ ବି ଭଳି ରହିବ । ରାଜନୀତିରେ ଥିବା ଲୋକମାନଙ୍କର ଲୋକ ସଖ୍ୟା ବଢିବାର ମଧ୍ୟ ଯୋଗ ଅଛି । ଆଧ୍ୟତ୍ମିକ ଜୀବନରେ ଖୁସି ଅନୁଭବ କରିବା ସହିତ ବିଭିନ୍ନ ପ୍ରକାରର ସୁବିଧା ମଧ୍ୟ ମିଳିବ । ପୁଣି ପେଟ୍ରୋଲିୟମ, ଗ୍ୟାସ, ତେଲ ସମ୍ବନ୍ଧିତ ଲୋକମାନଙ୍କୁ ଭଲ ଲାଭ ମିଳିବ ।

କନ୍ୟା

ଏହି ରାଶିର ଲୋକଙ୍କର ସ୍ଵାସ୍ଥ୍ୟରେ କିଛି ଖରାପ ଆସିପାରେ । ପାଣି କମ ପିଉଥିବାରୁ ପେଟ ସମସ୍ୟା ଦେଖା ଯାଇପାରେ । ଯଦି କୌଣସି କ୍ଷେତ୍ରରେ ଚାକିରି କରୁଛନ୍ତି ତେବେ ଉଚ ପଦବୀ ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ । ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବ ଓ ଏହି ସମୟରେ ଭାଗ୍ୟ ଖୋଲିଯିବାର ବି ସମ୍ଭାବନା ଅଛି । ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ବ୍ୟାୟମ ନିହାତି ଦରକାର । ନଚେତ କୌଣସି ପ୍ରକାରର ଇନଫେକସନ କିମ୍ବା ଭାଇରାଲ ଫିବର ଭଳି ରୋଗ ହୋଇପାରେ ।

ତୁଳା

ଆଜି ବ୍ୟବାସାୟରେ ଲାଭ ମିଳିବାର ସୁଯୋଗ ଅଛି । ଶିଖୁଥିବା କାମରେ ମନ ଲାଗିବ । । ଭଲ ପାଇବାକୁ ନେଇ କିଛି ନୂଆ ଖୁସିର ଖବର ଆସିପାରେ । ଯଦି ଆପଣଙ୍କର କେଉଁଠାରେ ବାଦ ବିବାଦ ଲାଗିଛି ତେବେ ସେଥିରେ ସଫଳ ହୋଇପାରନ୍ତି । ନିଜ କାମ ପ୍ରତି ଧ୍ୟାନ ରଖନ୍ତୁ ଓ ସମୟ ଆନୁସାର କାମ କରିବାକୁ ଚେଷ୍ଟା କରନ୍ତୁ । ଆଜି ଟଙ୍କା ଦବା ନେବା କାର୍ଯ୍ୟରେ ସଫଳ ହେବେ । ଯଦି ଆପଣ ଗାଡି ଚାଳକ ଅଟନ୍ତି ତେବେ ଅଳ୍ପ ସାବଧାନ ହୋଇ ଗାଡି ଚଳାନ୍ତୁ । ନଚେତ କିଛି ବଡ ଅସୁବିଧା ହେବାର ସମ୍ଭାବନା ଅଛି ।

ବିଚ୍ଛା

ସମସ୍ତ ମହତ୍ଵ ପୂର୍ଣ୍ଣ କାର୍ଯ୍ୟ ପାଇଁ ଆଜିର ଦିନ ବହୁତ ଭଲ ଅଛି । ନିଜ ପାଖା ପାଖି ରହୁଥିବା ଲୋକଙ୍କ ପ୍ରତି ସହାନୁଭୁତି ଦେଖାଇବେ । ଆପଣ ସତ ଗୁଣ ଯୋଗୁଁ ଆପଣଙ୍କୁ ବହୁତ ଲୋକ ଭଲ ପାଆନ୍ତି । ଆପଣଙ୍କର ପୁରୁଣା ସାଙ୍ଗ ସହ ଭେଟ ହୋଇ ପାରେ । ସେଥିପାଇଁ ଆପଣ ବହୁତ ଖୁସି ଅନୁଭବ ବି କରିବେ ଓ ସେ ଆପଣଙ୍କୁ କିଛି ଭଲ ଆଡଭାଇସ ଦେବା ଫଳରେ ଆପଣଙ୍କର ବହୁତ ଲାଭ ହେବ । କିଛି ଛୋଟ ମୋଟ ଆକ୍ସିଡେଣ୍ଟ ହେବାର ସମ୍ଭାବନା ଅଛି । ଅଳ୍ପ ସାବଧାନ ହୋଇ ଚଳିବାକୁ ଚେଷ୍ଟା କରନ୍ତୁ ।

ଧନୁ

ଆଜିର ଦିନ ବହୁତ ଭଲ ରହିବ । ସେମିନାରର ଅତିଥି ରୂପରେ ଡକାଯାଇପାରେ । ଆର୍ଥିକ ସ୍ଥିତି ମଜବୁତ ରହିବ । କୌଣସି କାମରେ ଅସୁବିଧା ଆସିପାରେ । ନୂଆ ଯୋଜନା ମନକୁ ଆସିପାରେ । ସାଙ୍ଗମାନଙ୍କ ମଧ୍ୟରେ କିଛି ଝଗଡା ହୋଇପାରେ । ଆଜି ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆଜି ମାତା ଓ ପିତାଙ୍କ ଠାରୁ ଆଶୀର୍ବାଦ ମିଳିବା ସହିତ ତାଙ୍କ ତରଫରୁ କିଛି ଉପହାର ମିଳିବାର ସୁଯୋଗ ଅଛି ।

ମକର

ଆଜି ଆର୍ଥିକ ସ୍ଥିତି ଭଲ ରହିବ । ଭାଇ ଭଉଣୀଙ୍କୁ ସାହାର୍ଯ୍ୟ କରିବେ ଓ ଯାହା ଦ୍ଵାରା ସମସ୍ତ କାମ ସଠିକ ସମୟରେ ପୂର୍ଣ୍ଣ ହୋଇଯିବ । ଆଜି ପୁରା ଦିନ ମୌଜ ମଜଲିସରେ ଦିନ କରିବ । ଆଜି ଆପଣଙ୍କ ଜୀବନରେ ବହୁତ ଅସୁବିଧା ଆସିପାରେ । ଏହା ସହିତ ମତଭେଦ ବି ହୋଇପାରେ ଓ ସେଥିପାଇଁ ବିବାଦ ଠାରୁ ଦୂରେଇ ରୁହନ୍ତୁ । ଆଜି କିଛି ଲୋକଙ୍କ ପାଇଁ ଆଜିର ଦିନ ବହୁତ ଖାସ ହୋଇପାରେ ।

କୁମ୍ଭ

ଆଜି ଆପଣଙ୍କ ଦିନ ଆର୍ଥିକ ରୂପରେ ମଧ୍ୟମ ଧରଣର ରହିବ । କାମ କମ ମିଳିବା ସହିତ, କିଛି ଛୋଟ ଛୋଟ ସମସ୍ୟା ବି ଆସିପାରେ । ଆଜି ଆପଣଙ୍କ ସ୍ଵାସ୍ଥ୍ୟରେ କିଛି ଅସୁବିଧା ହେବାର ଦେଖା ଯାଇପାରେ । ମାତା ପିତାଙ୍କର ଆଶୀର୍ବାଦ ମିଳିବ । ଚାକିରିର କିଛି ଅସୁବିଧା ଦେଖା ଦେଇପାରେ । ଆଜି ଦିନରେ ମନ୍ଦିରର କପୁରର ଶୁଦ୍ଧ ଘିଅ ଦାନ କରନ୍ତୁ ସଫଳତା ଆପଣଙ୍କର ଚରଣ ଛୁଇଁବ ।

ମୀନ

ଆଜି କିଛି ନୂଆ ଜିନିଷ ସାମ୍ନାକୁ ଆସିବ । ଚାକିରିରେ ସବୁଦିନ ଭଳି ହେବ ନାହିଁ । ଆଜିର ଦିନ ବହୁତ ଭଲ ରହିବ ଓ ବହୁତ ପ୍ରଶଂସା ମିଳିବ । ସେଥିପାଇଁ ଆଜି ଆତ୍ମବିଶ୍ଵାସ ବଢିବ । ଆଜି ମାନସିକ ଚିନ୍ତାରେ ରହିବେ । ଆଜି ହଠାତ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କୌଣସି ଭୂମି ଓ ବହନ କିଣିବାର ସୁଯୋଗ ମିଳିବ । ଆପଣ ନିଜ ପରିବାର ସହ ଭଲ ସମ୍ପର୍କ ରଖନ୍ତୁ ଯାହା ଫଳରେ ଆପଣଙ୍କୁ ଭବିଷ୍ୟତରେ ପରିବାରର ସହଯୋଗ ମିଳିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।