ଆଜିର ରାଶିଫଳ, 22 ମଇ 2023, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 22 ମଇ 2023 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଇମାନନ୍ଦାରୀ ଆପଣଙ୍କୁ କଠିନ ସ୍ଥିତି ରେ ସମ୍ଭାଳିବାରେ ସାହାଜ୍ଯ କରିବ । ପରିଜନ ମାନଙ୍କର ସହଯୋଗ ମିଳିବ । ବ୍ୟକ୍ତିଗତ ସମ୍ପର୍କରେ ମଧୁରତା ଆସିବ । ନ୍ୟାୟ ପକ୍ଷ ମଜବୁତ ହେବ । ସୁଖ ସୁବିଧାରେ ଧନ ଖର୍ଚ୍ଚ ହେବ । କାର୍ଯ୍ୟ ସ୍ଥଳରେ ଅଧିକାରୀ ମାନଙ୍କର ସହ ସମ୍ପର୍କ ଭଲ ରହିବ । ଆପଣ ଭାବି ଚିନ୍ତି ନିସ୍ପତି ନିଅନ୍ତୁ । କଠିନ ମେହନତ ବଳରେ ଆପଣ ଆଜି ଦିନ ଟି ଭଲ କରିବାକୁ ଚେଷ୍ଟା କରିବେ । ଚାକିରି କରୁଥିବା ଲୋକଙ୍କର ଯାହା ବି ବାଧା ଥିଲା ଦୂର ହେବ ।

ବୃଷ ରାଶି : ଆଜି ଆପଣଙ୍କୁ କାମ କାର୍ଯ୍ୟ ରେ ଧ୍ୟାନ ଦେବାକୁ ପଡିବ । ସମ୍ପତି ସହ ଜଡିତ ବିଜନେସ ର ଆରମ୍ଭ କରିବା ପାଇଁ ଲୋନ ନେବାକୁ ପ୍ରୟାସ କରୁଥିଲେ ଆଜି ସଫଳ ପ୍ରାପ୍ତ କରିବେ । ପାରିବାରିକ ସଦସ୍ୟ ମାନଙ୍କ ସହ ତାଳମେଳ ଠିକ ରହିବ । ଆପଣ ନିଜକୁ ବେହତର ଭାବେ ବୁଝିବା ପାଇଁ ସଠିକ ସମୟ ରହିଛି । ଉଧାର ଦେଇଥିବା ଧନ ଫେରି ପାଇବେ । ସାମାଜିକ କ୍ଷେତ୍ର ରେ ଯଶ ଓ କୀର୍ତ୍ତି  ମିଳିବ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ସମ୍ପର୍କରେ ମଧୁରତା ଆସିବ । କୌଣସି କଥା କୁ ନେଇ ପରିବାର ଲୋକଙ୍କ ସହ ଆଲୋଚନା କରିବେ ।

ମିଥୁନ ରାଶି : ଆଜି ଭାଇ ଙ୍କ ସହାୟତାରେ କୌଣସି ସରକାରି କାର୍ଯ୍ୟ ପୁରା କରିବେ । କିଛି ବଡ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ । କାର୍ଯ୍ୟ ସ୍ଥଳରେ ବ୍ୟସ୍ତ ରେ ରହିବେ । ତରବର ହେଲେ କ୍ଷତି ହୋଇପାରେ । ବିବାଦ କରନ୍ତୁ ନାହି । ଅଚାନକ କୌଣସି ବଡ ଖର୍ଚ୍ଚ ହେବାର ଆଶଙ୍କା ରହିଛି । ସମୟ ଆପଣଙ୍କ ପାଇଁ ଉଚିତ ସାବ୍ୟସ୍ତ ହେବାର ଅଛି । ମନ୍ଦିର ରେ କିଛି ଦାନ କରନ୍ତୁ । ମିତ୍ର ଙ୍କ ସହ ସମ୍ପର୍କ ବେହତର ରହିବ । ପାରିବାରିକ ବିବାଦ ରୁ ବଞ୍ଚତି ରୁହନ୍ତୁ । ପରିବାରର କୌଣସି ଖାସ କଥାକୁ ନେଇ ଆଲୋଚନା କରିବେ ।

କର୍କଟ ରାଶି : ଆଜି ଅନ୍ୟ ମାନଙ୍କର ପରାମର୍ଶ ଉପରେ ଧ୍ୟାନ ଦିଅନ୍ତୁ । ପରିବାର ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବାର ଯୋଜନା କରିବେ । ଉଚ୍ଚ ଅଧିକାରୀ ବା ମାଲିକ ଙ୍କ ସାମନା କରିବାକୁ ପଡିପାରେ । ସେମାନେ କହିଥିବା କାର୍ଯ୍ୟ କୁ ପ୍ରଥମେ କରନ୍ତୁ । ଅଫିସରେ ମିଟିଙ୍ଗ ଥିଲେ ଆପଣଙ୍କୁ ପୁରା ପ୍ରସ୍ତୁତ ହେବାକୁ ପଡିବ । କାରଣ କାର୍ଯ୍ୟ ବହୁତ ଜରୁରୀ ହୋଇପାରେ । ଅଚାନକ ଧନ ଲାଭ ହେବାରୁ ମନ ପ୍ରସନ୍ନ ରହିବ । ଆପଣ ସେୟାର ବଜାର ରେ ନିବେଶ କରିବେ ଯାହା ପାଇଁ ଆପଣଙ୍କୁ ଫାଇଦା ମିଳିବ ।

ସିଂହ ରାଶି : ଆଜି ଆପଣଙ୍କର ପାରିବାରିକ ସମ୍ପର୍କରେ ସାମଞ୍ଜସ୍ଯ ଠିକ ରହିବ । ଆପଣ ନିଜର କାର୍ଯ୍ୟ କ୍ଷେତ୍ର ରେ ଅନ୍ୟ ଉପରେ ଭରସା କରନ୍ତୁ ନାହି । କେବେ କେବେ ନିଜର ସର୍ତ୍ତ ଅନୁଯାୟୀ କାମ କରିବାକୁ ଚେଷ୍ଟା କରନ୍ତୁ । ଜୀବନ ସାଥିଙ୍କ ପରାମର୍ଶ ଆପଣଙ୍କ ପାଇଁ ସାହାଜ୍ଯକାରୀ ସାବ୍ୟସ୍ତ ହେବ । ନିଜର ସାଥି ସହଯୋଗୀଙ୍କ ସହ ଆଲୋଚନା ପ୍ରତି ଧ୍ୟାନ ଦେବେ । ସ୍ୱାସ୍ଥ୍ୟ ବେହତର ରଖିବାକୁ ଖେଳକୁଦରେ ଭାଗ ନିଅନ୍ତୁ । ଶତ୍ରୁ ଆପଣଙ୍କ ବିରୁଦ୍ଧରେ ଅଲୋଚନ କରିବେ ।

କନ୍ୟା ରାଶି : ଲମ୍ବା ସମୟରୁ ଚାଲି ଆସିଥିବା ସମସ୍ଯା ଆଜି ଦୂର ହେବ । ଆଜୀବିକା କ୍ଷେତ୍ର ରେ ଅବସର ପ୍ରାପ୍ତ ହେବ । ଏମିତିରେ କାର୍ଯ୍ୟ ରେ ତୀବ୍ରତା ବଜାୟ ରଖନ୍ତୁ । କର୍ତ୍ତବ୍ୟ କୁ ପୁରା ଇମାନନ୍ଦାରୀ ସହକାରେ ନିଭାନ୍ତୁ । ମେଡିକାଲରେ ଜଡିତ ଲୋକଙ୍କୁ ସେବା କରିବାର ଅବସର ମିଳିବ । ସନ୍ଧ୍ୟା ସମୟରେ ଅଳ୍ପ ରେଷ୍ଟ କରନ୍ତୁ । ପୁରୁଣା ନିବେଶରୁ ଆପଣଙ୍କୁ ଫାଇଦା ମିଳିପାରେ । ନିଜର ନୂଆ ଯୋଜନା ପାଇଁ ମାତା ପିତାଙ୍କୁ ବିଶ୍ଵାସ କରିବା ସଠିକ ହେବ ।

ତୁଳା ରାଶି : ପୁରା ଦିନ ପ୍ରସନ୍ନତା ପୂର୍ବକ ବ୍ଯତୀତ ହେବ । ସତ କଥା ନ ଜାଣି କୌଣସି ନିସ୍ପତି ନିଅନ୍ତୁ ନାହି । ଆପଣଙ୍କର ଉଦାରତା ଭାବନା ଅନେକ କ୍ଷେତ୍ରରେ ଭାରି ପଡିପାରେ । ନ୍ୟାୟ ନୀତି ବ କାନୁନି ମାମଲାରେ ସଫଳତା ପାଇଁ ଆପଣଙ୍କୁ ସଠିକ ପ୍ଳାନ ପ୍ରସ୍ତୁତ କରିବାକୁ ହେବ । ଆଜି କାର୍ଯ୍ୟ କ୍ଷେତ୍ରରେ ଆପଣ କମ କଥା ଓ ଅଧିକ କାମ କରନ୍ତୁ । ମହତ୍ଵ ପୂର୍ଣ୍ଣ ନିସ୍ପତି କରିବାକୁ ପଡିପାରେ । ବର୍ତ୍ତମାନ ସମୟ ଆପଣଙ୍କ ପାଇଁ ଉଚିତ ସାବ୍ୟସ୍ତ ହେବ ।

ବିଛା ରାଶି : ଆଜି କାମ କାର୍ଯ୍ୟ ଅଧିକ ରହିବ । କାର୍ଯ୍ୟ କ୍ଷେତ୍ରରେ ସାହାଜ୍ଯ ମିଳିବ । ଆଜି ଆପଣ ନିଜର ବ୍ୟକ୍ତିତ୍ବ ରେ କିଛି ପରିବର୍ତ୍ତନ ଅନୁଭବ କରିବେ । ଛାତ୍ର ପଢା ସହ ଖେଳକୁଦରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ଆପଣଙ୍କର ଅତୀତର କୌଣସି ବ୍ୟକ୍ତି ଆପଣଙ୍କର ସମ୍ପର୍କ ରେ ଆସିବେ ଓ ଆପଣଙ୍କର ସମୟ ସ୍ମୃତି ଭରା ରହିବ । ଯେଉଁ ଲୋକ ବ୍ୟବସାୟ ପାଇଁ ରୁଣ ଭାର ନେବାକୁ ଚାହୁଁଛନ୍ତି ସେମାନଙ୍କୁ ନିଶ୍ଚୟ ସଫଳତା ମିଳିବ ।

ଧନୁ ରାଶି : ଆଜି ଆପଣଙ୍କର ଚାକିରି ଓ ବିଜେନ୍ସ ମାମଲା ର ସମାଧାନ ହେବ । ଉଧାର ଦେଇଥିବା ପଇସା ଫେରି ପାଇବେ । ଆପଣଙ୍କ କଥାରେ କେହି ରାଗି ପାରନ୍ତି । ଆଜି ଆପଣ କାମ ବାଣ୍ଟିକି କରନ୍ତୁ । ଆଜି ଜୀବନ ସାଥି ଙ୍କ ସହ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । ଆଜି ଆପଣ ବିବାଦରୁ ବଞ୍ଚିତ ରହିବାକୁ ଚେଷ୍ଟା କରନ୍ତୁ । ଚ୍ୟାଲେଞ୍ଜ ଭରା ଡିଲ କରନ୍ତୁ ନାହି । ବିଦ୍ୟାର୍ଥୀ ଙ୍କୁ ଆଶା ଅନୁଯାୟୀ ପରିଣାମ ମିଳିବ ନାହି । କାର୍ଯ୍ୟ କ୍ଷେତ୍ର ଓ ବିଜେନ୍ସ ରେ ଧନ ଲାଭର ଯୋଗ ରହିଛି ।

ମକର ରାଶି : ଆଜି ଆପଣଙ୍କୁ କିଛି ନୂଆ ଯୋଜନାର ପ୍ରସ୍ତାବ ମିଳିବାର ଯୋଗ ରହିଛି । ନୂଆ ପ୍ଲାନିଂ ସଫଳ ହେବ । ଅଧୁରା କାମ ଆଜି ପୁରା ହେବ । ଚାକିରି ଓ ବିଜନେସ ରେ କିସମତର ସାଥ ମିଳିବ । ବ୍ଲଡ଼ ପ୍ରେସର ରୋଗୀ ନିଜର ଧ୍ୟାନ ରଖନ୍ତୁ । ମାତା ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । ସନ୍ତାନଙ୍କୁ  ନେଇ ଆପଣଙ୍କ ମନ ପ୍ରସନ୍ନ ରହିବ । କୌଣସି ବଡ ସମୟସର ସମାଧାନ ଆଜି ହେବ । ବେରୋଜଗାର ଦୂର କରିବାର ଇଛା ପୂରଣ ହେବ ।

କୁମ୍ଭ ରାଶି : ପଇସାକୁ ନେଇ ସାଥିଙ୍କ ସହ ବିବାଦ ହୋଇପାରେ । ଘର କ୍ରୟ କରିବାର ଚେଷ୍ଟା ସଫଳ ହେବ । ପ୍ରେମୀ ଙ୍କ ସହ ଭଲ ସମୟ ବ୍ଯତୀତ ହେବ । କୌଣସି ବଡ ଚିନ୍ତା ଆଜି ଦୂର ହେବ । କେହି ଆପଣଙ୍କ ସହ ବିଶ୍ଵାସ ଘାତକତା କରି ପାରନ୍ତି । କାନୁନି କାଗଜ ପତ୍ର ରେ ନ ପଢି ହସ୍ତାକ୍ଷର ଦିଅନ୍ତୁ ନାହି । କାହା ସହ ବିବାଦ ହୋଇପାରେ ।  ବ୍ୟବସାୟରେ ନୂଆ ଅବସର ପ୍ରାପ୍ତ ହେବ । ଛାତ୍ର ଶିକ୍ଷା ରେ ଉନ୍ନତି କରିବେ । କେତେକ ମାମଲାରେ ଆପଣ ବହୁତ ବ୍ୟବହାରିକ ରହିବେ ।

ମୀନ ରାଶି : ଶିଂଗଲ ଲୋକଙ୍କୁ ମନ ପସନ୍ଦର ସାଥି ମିଳିପାରେ । ଚାରି ଆଡେ ଆପଣଙ୍କର ପ୍ରଶଂସା ହେବ । ଆପଣଙ୍କର ପ୍ରେମ ଜୀବନ ଭଲ ରହିବ । ବ୍ୟାପାରିକ ଦ୍ରୁଷ୍ଟି କୋଣରେ ସବୁ ଠିକ ଠାକ ରହିବ । ଆପଣ ନିଜର ଯୋଗ୍ୟତା ସାବ୍ୟସ୍ତ କରିବାକୁ ବେହତର ଅବସର ର ସୁଚାରୁରୂପେ ଲାଭ ଉଠାନ୍ତୁ । ପିଲାଙ୍କର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କର ସମ୍ମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ । ପ୍ରେମ ମାମଲା ରେ ସଫଳ ହେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।