ଆଜିର ରାଶିଫଳ, 22 ଅଗଷ୍ଟ 2020, ଶନିବାର, ଆଜି ବିଘ୍ନହର୍ତା ଗଣେଶଙ୍କ କୃପା ରହିବ ଏହି 5ଟି ରାଶି ଉପରେ, ଭାଗ୍ୟର ରହିବ ଆପଣଙ୍କ ସପକ୍ଷରେ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୨ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଏହି ରାଶିର ଲୋକ ଆଜି ଆର୍ଥିକ ମାମଲାରେ କୌଣସି ବିପଦ ଉଠାନ୍ତୁ ନାହିଁ । ଆଜି ସମସ୍ତ କାମ ଶାରୀରିକ ମାନସିକ ସତେଜତାର ସହିତ କରିବେ । ନକରାତ୍ମକ ବିଚାର ପାଇଁ ମନ ବିଚଳିତ ରହିପାରେ । ସାମାଜିକ ପ୍ରତିଷ୍ଠା ବଢିବାର ସମ୍ଭାବନା ଅଛି । ଅଧିକ ଉତ୍ସାହିତ ହୁଅନ୍ତୁ ନାହିଁ । କଥାବାର୍ତ୍ତାରେ ସନ୍ତୁଳନ ରଖନ୍ତୁ । ଭାଇ ମାନଙ୍କ ସହିତ ବାଦ ବିବାଦ ହୋଇ ପାରେ । ନୂଆ ବେପାରରେ ନିବେଶ କରିବା ଦ୍ଵାରା ଆପଣଙ୍କୁ ଲାଭ ମିଳିବ । ଆଜି କୌଣସି ସମସ୍ୟାକୁ ହାଲକାରେ ନିଅନ୍ତୁ ନାହିଁ, ଅଯୋଥା କ୍ଷତି ହୋଇ ପାରେ ।

ବୃଷ

ଏହି ରାଶିର ଲୋକ ଆଜି ଶାନ୍ତ ଏବଂ ଚିନ୍ତା ମୁକ୍ତ ରୁହନ୍ତୁ । ବନ୍ଧୁଙ୍କ ସହିତ ରହିବାର ଆୟୋଜନ କରି ପାରନ୍ତି ଏବଂ ଏକା ସହିତ ଆର୍ଥିକ ବିଷୟରେ ମଧ୍ୟ କାମ କରିବେ । କାର୍ଯ୍ୟ କ୍ଷେତ୍ରର ବିସ୍ତାର ସହିତ ସ୍ଥାନ ପରିବର୍ତ୍ତନ ହେବାର ଯୋଗ ମଧ୍ୟ ଅଛି । ବିବାହିତ ଲୋକଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି । ଯାତ୍ରା କାରଣରୁ ବିଶ୍ରାମ କରିବାର ଭରପୁର ସୁଯୋଗ ମିଳିବ । ପ୍ରତ୍ୟକ କାମରେ ସଫଳତା ମିଳିବାର ଆଶା ଆଚ୍ଛି । ବସ୍ତ୍ର ଏବଂ ଗହଣା ପାଇଁ ଅଧିକ ଖର୍ଚ ହୋଇ ପାରେ । ବାପା ମାଆଙ୍କ ଠାରୁ ଆର୍ଥିକ ସହଯୋଗ ମିଳିପାରେ ।

ମିଥୁନ

ଆଜି ଆପଣଙ୍କର ପୁତୃଣା ବନ୍ଧୁଙ୍କ ସହିତ ଭେଟ ହେବ । ଚେଷ୍ଟା କରିବା ଦ୍ଵାରା ଅଟକି ଥିବା କାମ ମଧ୍ୟ ଆଗକୁ ବଢିବ । ଦାମ୍ପତ୍ୟ ଜୀବନରେ ଖୁସି ଆସିବ । ଆପଣ ନିଜ ମନ କଥା ସମସ୍ତଙ୍କ ସାମନାରେ କୁହନ୍ତୁ ନାହିଁ । କିଛି ଲୋକଙ୍କ ବ୍ୟବହାର ଆପଣ ବୁଝି ପାରିବେ ନାହିଁ । ସାବଧାନର ସହିତ ଗାଡି ଚଲାନ୍ତୁ । କାର୍ଯ୍ୟ ପ୍ରତି ଦାୟିତ୍ଵ ବଢିପାରେ । ମାନସିକ ଶାନ୍ତି ରହିବ କିନ୍ତୁ ଆତ୍ମବିଶ୍ଵାସରେ କମି ଦେଖାଯିବ । ଆଜି ଆପଣ କୌଣସି ବଡ ବ୍ୟବସାୟୀକ କାରବାରକୁ ପରିଣାମ ଦେଇ ପାରନ୍ତି ।

କର୍କଟ

ଆଜି ରୋଜଗାରରେ ଆପଣଙ୍କୁ ସଫଳତା ମିଳିପାରେ । ରାଜନୈତିକ ଅଭିଳାଷ ପୂରଣ ହେବ । ଆଜି ନିବେଶ କରନ୍ତୁ ନାହିଁ କାରଣ ଜିନିଷଗୁଡିକ ପ୍ରତିକୂଳ ହେବ । ଆଜି ଲୋକ ମାନଙ୍କ ଉପରେ ଆଖି ବନ୍ଦ କରି ବିଶ୍ଵାସ କରନ୍ତୁ ନାହିଁ । ନୂଆ ଘର ପାଇଁ କିଛି କିନାକିଣି କରିବା ଶୁଭ ହେବ । ଆଜି ଆପଣ ନୂଆ କାମର ଆରମ୍ଭ କରି ପାରିବେ । ହଠାତ ଧନ ଲାଭ ହେବ । ଖାଇବା ପିଇବା ଜିନିଷରେ ସାବଧାନ ରୁହନ୍ତୁ । ଆପଣ ବୃତ୍ତିଗତ ସ୍ତରରେ ଯେକୌଣସି ଲକ୍ଷ ପୂରଣ କରିବା ସ୍ଥିତିରେ ରହିବେ । ପାର୍ଟନରଙ୍କ ସହିତ ବୁଲୁବା ପାଇଁ ଯାଇ ପାରନ୍ତି ।

ସିଂହ

ଆଜି ଆପଣ ଥକା ଏବଂ ବିଚଳିତ ଅନୁଭବ କରିବେ । ସନ୍ତାନ ମାନଙ୍କ ସମସ୍ୟା ଆପଣଙ୍କୁ ଚିନ୍ତିତ କରିବ । ଚାକିରିରେ ଉଚ୍ଚ ଅଧିକାରୀଙ୍କ ସହିତ ବାଦ ବିବାଦ ହୋଇ ପାରେ । ନିଜର ଆକାଂକ୍ଷା ପୁରା କରିବାରେ ସମର୍ଥ ହେବେ । ପାରିବାରିକ ମାମଲାରେ ସାବଧାନ ରୁହନ୍ତୁ । ବେପାର ଏବଂ ବ୍ୟବସାୟ ଅନୁକୂଳ ସ୍ଥିତିରେ ରହିବ । କାମ ପାଇଁ କରାଯାଉ ଥିବା ଯାତ୍ରା ଲାଭକାରୀ ହେବ । ପ୍ରେମ ସମ୍ପର୍କ କାରଣରୁ ମାନସିକ ଚିନ୍ତା ହୋଇ ପାରେ ।

କନ୍ୟା

ଆଜି ପରିବାର ସଦସ୍ୟଙ୍କ ସହିତ ଦିନଟି ଭଲରେ ଅତିବାହିତ ହେବ । ଆପଣଙ୍କର ସକାରାତ୍ମକ ବ୍ୟବହାର ସବୁ ଜାଗାରେ ଲୋକଙ୍କୁ ଆକର୍ଷିତ କରିବ । ସ୍ୱାସ୍ଥ୍ୟରେ ସୁଧାର ଆସିବ । ଦୂର ଦୂରତା ସମ୍ପର୍କରେ ସମସ୍ୟା ଦେଖାଦେଇ ପାରେ । ନିଜ ଜୀବନସାଥୀଙ୍କ ସହିତ କୌଣସି ବି ବିଷୟରେ ଅଭିଯୋଗ କରନ୍ତୁ ନାହିଁ । ଚାକିରିରେ ଅଫିସରଙ୍କ ସହିତ ମତଭେଦ ହୋଇ ପାରେ । ବୃତ୍ତିଗତ ସ୍ତରରେ କୌଣସି ପ୍ରକାରର ବାଦ ବିବାଦ କରନ୍ତୁ ନାହିଁ କାରଣ ଜିନିଷ ଖରାପ ହୋଇ ପାରେ । ବୟସ୍କ ମାନଙ୍କ ସହିତ ତାଳମେଳ ବଢିବ ।

ତୁଳା

ଆଜି ଆପଣଙ୍କୁ ଆପଣଙ୍କ ସାଥିଙ୍କ ସହଯୋଗ ନ ମିଳିବା କାରଣରୁ ମାନସିକ ଅସ୍ଥିରତା ହୋଇ ପାରେ । ବ୍ୟବସାୟୀ ମାନେ ନିଜ କ୍ଷତିର ପୁନରୁଦ୍ଧାର କରିବେ । ଆଜିର ଦିନ ସେହି ଲୋକଙ୍କ ପାଇଁ ଭାଗ୍ୟଶାଳୀ ଦିନ ଅଟେ ଯେତବେଳେ କି ଆପଣଙ୍କ ପ୍ରିୟ ଆପଣଙ୍କୁ ବିଶେଷ ଅନୁଭବ କରାଇବେ । ଆଜି ଆପଣ କୌଣସି ପ୍ରକାରର ନିବେଶ କରନ୍ତୁ ନାହିଁ । ପାରିବାରିକ ଜୀବନ ସୁଖମୟ ରହିବ । ପ୍ରଗତିର ଅବସର ମିଳିପାରେ । ରୋଜଗାରର ନୂଆ ସ୍ରୋତ ସାମନାକୁ ଆସିବ । ଭାଗ୍ୟ ଆପଣଙ୍କର ସମପୁର ସାଥ ଦେବ । ହଠାତ ଧନ ଲାଭ ହୋଇ ପାରେ ।

ବିଛା

ଆଜି ଆପଣଙ୍କ ମାନ ସଂମ୍ମାନରେ ବୃଦ୍ଧି ହେବ । ହଠାତ ଧନ ଲାଭ ହେବା ଦ୍ଵାରା ମନ ଖୁସି ରହିବ । ଆପଣଙ୍କ ଜୀବନସାଥୀ ଆପଣଙ୍କୁ ବିଶେଷ ଅନୁଭବ କରାଇବେ । ଆପଣ ଏକ ଅଧୁରା କାମକୁ ପୁରା କରିବା ପାଇଁ ନିର୍ଦ୍ଧାରିତ ହେବେ । ଆପଣଙ୍କ ବ୍ୟକ୍ତିଗତ ଜୀବନରେ ମଧୁରତା ଆସିବାର ସମ୍ଭାବନା ଅଛି । ଆଜି ଆପଣ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ସାଧନା ଉପାସନାର ସାହାରା ନିଅନ୍ତୁ ଏବଂ ଖୁସି ରହିବା ପାଇଁ ଚେଷ୍ଟା କରିବେ ।

ଧନୁ

ଆଜି ସନ୍ତାନ ମାନଙ୍କ ପାଇଁ ସମୟ ଅନୁକୂଳ ଅଟେ । ପିତାଙ୍କ ଠାରୁ ଲାଭ ହେବ ଏବଂ ବନ୍ଧୁଙ୍କ ଠାରୁ ଭରପୁର ସହଯୋଗ ମିଳିବ । ନିଜ ପ୍ରିୟଙ୍କ ସହିତ ହୋଇଥିବା ବିବାଦ ସମାଧାନ ହୋଇଯିବ । ପରିବାର ସହିତ ଭଲ ସମୟ ଅତିବାହିତ ହେବ ଦ୍ଵାରା ଆପଣ ରିଲାକ୍ସ ଅନୁଭବ କରିବେ । ସମସ୍ତ ପ୍ରକାରର କାମ ସହିତ ଯୋଡି ହୋଇଥିବା ସମସ୍ୟା ଶେଷ ହୋଇ ପାରେ । ଆପଣ ନିଜ ସାଥିଙ୍କ ସହିତ ଅଧିକ ସମୟ ବିତାଇବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ କାମ ଏବଂ କ୍ଷମତା ଉପରେ ଆଙ୍ଗୁଠି ଉଠାଯାଇ ଥିବାର କଥା ବର୍ତ୍ତମାନ ପ୍ରତ୍ଯକ୍ଷ ଭାବେ ସାମନାକୁ ଆସିପାରେ ।

ମକର

ଆଜି ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ବାଧା ଆସିପାରେ ଏଥିପାଇଁ ଆଜି ଆପଣ ନିଜ କାମ ପ୍ରତି ଜମା ହେଲେ ବି ଦାୟିତ୍ଵହିନ ହୁଅନ୍ତୁ ନାହିଁ । ହଠାତ ଆପଣଙ୍କର ଅଟକି ଥିବା ଧନ ଆପଣଙ୍କୁ ଫେରସ୍ତ ମିଳିପାରେ । ନିଜ ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ ତାହେଲେ ଆପଣ ସେଥିରେ ସଫଳ ହେଇ ପାରିବେ । କାମ କ୍ଷେତ୍ରରେ ଆପଣଙ୍କର କଠିନ ପରିଶ୍ରମ ନିହାତି ରଙ୍ଗ ଆଣିବ । ଆପଣଙ୍କ ଆୟରେ ବୃଦ୍ଧି ହେବ । ଆପଣଙ୍କ ବେପାର ପାଇଁ ଭଲ ଦିନ ରହିବ । ପ୍ରେମ ପ୍ରସଙ୍ଗରେ ଅନୁକୂଳତା ରହିବ ।

କୁମ୍ଭ

ଆଜି ଆବଶ୍ୟକ ଠାରୁ ଅଧିକ ଟଙ୍କା ଏବଂ ସମୟ ମନୋରଞ୍ଜନ ପାଇଁ ଖର୍ଚ କରନ୍ତୁ ନାହିଁ । ବୈବାହିକ ଜୀବନରେ ଶାରୀରିକ ସୁଖ ମିଳିବ । ହଠାତ ଧନ ଲାଭ ହୋଇ ପାରେ । ଆପଣଙ୍କ ଦିନର ଆରମ୍ଭ ବହୁତ ଭଲ ରହିବ । ଆପଣଙ୍କ ମନରେ କିଛି ବଡ ବିଚାର ଆସିପାରେ । ଆର୍ଥିକ ସ୍ତରରେ ଆଜିର ଦିନ ଏକ ସାମାନ୍ୟ ଦିନ ହେବ କାରଣ ଜିନିଷ ପ୍ରୋଜେକ୍ଟ ଅନୁସାରେ ହେବ । ଏମିତି କାମରେ ସହଭାଗିତା କରିବା ପାଇଁ ଆଜିର ଦିନ ଭଲ ଅଛି ଯେଉଁ କାମରେ ଯୁବକ ମାନେ ଯୋଡି ହୋଇ ଥିବେ ।

ମୀନ

ଆଜି ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ । ହଠାତ ନୂଆ ସ୍ରୋତରୁ ଧନ ମିଳିବ । ବେପାରରେ ଅଧିକ ଲାଭ ହେବ । ସମସ୍ୟା ଶେଷ ହୋଇ ପାରେ । କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ଜଡିତ ହେବାକୁ ପଡିପାରେ । ରୋମାନ୍ସ ଆନନ୍ଦ ଦାୟକ ଏବଂ ବହୁତ ରୋମାଞ୍ଚକ ରହିବ । କୌଣସି ଭୁଲ ବୁଝାବଣା ଏବଂ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ । ବାପା ମାଆଙ୍କ ସ୍ଵାସ୍ଥ୍ୟରେ ସୁଧାର ଦେଖିବାକୁ ମିଳିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।