ଆଜିର ରାଶିଫଳ, 22 ଅକ୍ଟୋବର 2021, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ  ୨୨ ଅକ୍ଟୋବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବାକୁ ଯାଉଛି । ଆଜି ଆପଣ ନୂଆ ଯାନ ବାହନ କିଣିବେ । ବ୍ୟବସାୟରେ ଭଲ ଲାଭ ହେବା ସହ ଅଧିକ ଲାଭବାନ ମଧ୍ୟ ହେବେ । ଆପଣଙ୍କ ଉପରେ ଉଚ୍ଚ ଅଧିକାରି ପ୍ରସନ୍ନ ହେବେ । କାମ କାର୍ଯ୍ୟକୁ ନେଇ ଆପଣ ବ୍ୟସ୍ତରେ ରହିବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ପୁରୁଣା ମିତ୍ର ଙ୍କ ସହ ଆପଣଙ୍କର ଭେଟା ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରଫୁଲ୍ଲ ରହିବ ।

ବୃଷ ରାଶି : ଏହି ରାଶିର ଲୋକ ମାନେ ନିଜ ଜୀବନ ସାଥି ଙ୍କୁ ଖୁସି କରିବା ପାଇଁ କିଛି ନୂଆ କରିବେ । ପାରିବାରିକ ବାତାବରଣ ଭଲ ରହିବ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । କୌଣସି କ୍ଷେତ୍ର ରୁ ଆକସ୍ମିକ ଭାବେ ଧନ ଲାଭ ହେବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ମହିଳା ମାନେ ନିଜ ପାଇଁ ଉପହାର କିଣିବାରେ ବ୍ୟସ୍ତ ରହିବେ । ସମାଜ ରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବେ ।

ମିଥୁନ ରାଶି : ଏହି ରାଶିର ଲୋକ ମାନେ ନିଜ ପାଇଁ ନୂଆ ଘର କିଣିବା ପାଇଁ ଚେଷ୍ଟା କରିବେ । ଶିକ୍ଷକ ମାନେ ଶିକ୍ଷା କ୍ଷେତ୍ର ରେ ଉଚ୍ଚ ପଦ ପାଇବେ । ବ୍ୟବସାୟରେ ଭଲ ଲାଭ ହେବା ସହ ଆପଣ ନୂଆ ଯୋଜନା ଆରମ୍ଭ କରି ପାରିବେ । ପ୍ରେମ ଜୀବନରେ ଆପଣ ନିଜ ମନ କଥା ପାର୍ଟନର ଙ୍କୁ କହି ଅପରିବେ । ପ୍ରିୟଜନ ଓ ପଡୋଶୀ ମାନଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଘର ପରିବାର ରେ ଆପଣଙ୍କର ସୁଖ ଶାନ୍ତିର ମାହୋଲ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠାର ମନା ବଢିବ ।

କର୍କଟ ରାଶି : ଏହି ରାଶିର ଲୋକ ମାନେ କମ ପରିଶ୍ରମ କରି ଅଧିକ ସଫଳତା ପାଇବେ । ଆପଣ ଚାକିରି କ୍ଷେତ୍ର ରେ ନୂଆ ପଦ ପାଇ ପାରନ୍ତି । କୌଣସି କ୍ଷେତ୍ର ରୁ ଅଚାନକ ଧନ ପ୍ରାପ୍ତ ହୋଇପାରେ । କୌଣସି ପୁରୁଣା ମିତ୍ରା ଙ୍କ ସାହା ଆପଣଙ୍କର ଭେଟା ହୋଇପାରେ । ଆପଣ ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଆଲୋଚନା କରନ୍ତୁ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ଆପଣ କିଛି ନୂଆ କାମ ଆରମ୍ଭ କରିବା ପାଇଁ ପ୍ଳାନ କରିବେ । ଏଥିରେ ଆପଣ ସଫଳ ମଧ୍ୟ ହେବେ । ଛାତ୍ର ମାନେ ପାଠ ପଢାରେ ଆଗରେ ରହିବେ ।

ସିଂହ ରାଶି : ଆଜି ଆପଣଙ୍କର ଅଟକି ଥିବା କାମ ପୁରା ହେବ । ସାମାଜିକ କାର୍ଯ୍ୟ ରେ ଆପଣଙ୍କ ମନ ଲାଗିବ। ଘର ପରିବାରରେ ହସ ଖୁଶିର ବାତାବରଣ ରହିବ । ବ୍ୟବସାୟରେ ଭଲ ଲାଭ ହେବା ସହ ଅଧିକ ଉନ୍ନତି ମଧ୍ୟ ହେବେ । ଛାତ୍ର ମାନେ ପରୀକ୍ଷା ରେ ସଫଳ ହେବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ଯେଉଁ ମାନେ ଆପଣକ ଉପରେ ନିର୍ଭର କରନ୍ତି ଆପଣ ସେମାନଙ୍କର ଧାନ ରଖନ୍ତୁ । କୌଣସି ନିସ୍ପତି ନେବା ପୂର୍ବ ରୁ ବିଚାର ବିମର୍ଶ କରନ୍ତୁ ।

କନ୍ୟା ରାଶି : ଆଜି ଆପଣ କୋର୍ଟ କଚେରୀ ମାମଲାରୁ ମୁକ୍ତି ହେବେ । କୌଣସି କ୍ଷେତ୍ର ରୁ ଅପାର ଧନ ସମ୍ପତି ଆପଣ ପ୍ରାପ୍ତ କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବା ସହ ଅଧିକ ସମୟ ବିତାଇବେ । ସମାଜ ରେ ଆପଣଙ୍କର ମାନ ସମ୍ମାନ ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣ ପ୍ରଶଂସାର ପାତ୍ର ହେବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ମହିଳା ମାନେ ନିଜ ପାଇଁ ନୂଆ ଉପହାର କିଣିବେ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ହାସଲ କରିବେ ।

ତୁଳା ରାଶି : ଆଜି ଆପଣଙ୍କର ସମୟ ଅନୁକୂଳ ରହିବ । ପ୍ରେମ ଜୀବନରେ ଆପଣ ନିଜ ମନ କଥା ପାର୍ଟନର ଙ୍କୁ କହି ଅପରିବେ । ଅଫିସରେ ବଡ ଅଧିକାରୀ ଓ ସହ କର୍ମୀ ମାନଙ୍କର ସହ ଯୋଗ ଆପଣ ପାଇବେ । ପରିବାର ରେ ମାହୋଲ ହସ ଖୁଶିର ରହିବ । ସନ୍ତାନ ମାନଙ୍କ ପାଇଁ କୌଣସି କାରଣରୁ ଆପଣ ଚିନ୍ତା ରେ ରହିବେ । ତେଣୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହଯୋଗ ଆପଣ ପାଇବେ । ଆପଣnku ନିଜ ମନ ପସନ୍ଦର ଜୀବନ ସାଥି ଟି ମିଳିବ ।

ବିଛା ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ କାର୍ଯ୍ୟ ରେ ଯୋଗେ ଦେବେ । ଆଜି ଆପଣ ପରିଜନ ମାନଙ୍କ ସହ ଭେଟ କରିବାକୁ ଯିବେ । କୌଣସି କ୍ଷେତ୍ର ରୁ ଆକସ୍ମିକ ଭାବେ ଧନ ଲାଭ କରିବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଆପଣଙ୍କ ଭାଗ୍ୟ ଆପାଙ୍କ ସାଥ ଦେବ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠାର ମାନ ବଢିବ । ଆପଣ ନୂଆ ଗୃହ ନିର୍ମାଣ ପାଇଁ କିଛି ଯୋଜନା କରିବେ । କୌଣସି ବ୍ୟକ୍ତି ଙ୍କ ଠାରୁ ଆପଣ କିଛି ଶିଖିବାକୁ ପାଇବେ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ ।

ଧନୁ ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ସମାଜ ର ହିତ ପାଇଁ ଆପଣ କିଛି ନୂଆ କାମ କରିବେ । ଯାହା ଦ୍ଵାରା ଆପଣ ସମସ୍ତଙ୍କର ପ୍ରିୟ ବାହଜନ ହେବେ । ବ୍ୟବସାୟରେ ଭଲ ଲାଭ ହେବା ସହ ଆପଣ ନୂଆ ଯୋଜନାର ଶୁଭାରମ୍ଭ କରି ପାରିବେ । ଆପଣ ନିଜର ଜ୍ଞାନ ଓ ସାହସ ଦ୍ଵାରା ଅନ୍ୟ ମାନଙ୍କୁ ପ୍ରଭାବିତ କରି ପାରିବେ । କୌଣସି ଖାସ ବ୍ୟକ୍ତି ଙ୍କ ସହ ଆପଣ ସାକ୍ଷାତ କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ମକର ରାଶି : ଏହି ରାଶିର ଲୋକ ମାନେ ମାତା ପିତା ଙ୍କ ସହଯୋଗ ପାଇବେ । ଆଜି ଆପଣଙ୍କର ସବୁ ସମସ୍ୟାର ନିବାରଣ ହେବ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠା ର ମନା ବଢିବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କ ଦ୍ଵାରା ପ୍ରେରିତ ହେବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ଯେଉଁ ଏମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ପାରିବାରିକ ଚିନ୍ତା ରୁ ଆପଣ ମୁକ୍ତି ପାଇବେ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନେ ଟଙ୍କା ପଇସା କୁ ନେଇ ଆଜି ବ୍ୟସ୍ତ ରହିବେ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଭାଇ ଭଉଣୀ ଙ୍କ ସହଯୋଗ ଆପଣ ପାଇବେ । ଅଫିସରେ ବଡ ଅଧିକାରୀ ଓ ସହ କର୍ମୀ ମାନଙ୍କ ସହଯୋଗ ଆପଣ ପାଇବେ । ମହିଳା ଏମାନେ ଘର କାମରେ ବ୍ୟସ୍ତ ରହିବେ । ଆପଣ ଅନ୍ୟ ର ସାହାଜ୍ଯ କରିବେ। ଆପଣ ନିଜର ଲକ୍ଷ୍ୟ ପୁରା କରିବା ପାଇଁ ଉଦ୍ୟମ ଜାରି ରଖନ୍ତୁ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କର ପାରିବାରିକ ସ୍ଥିତି ଭଲ ରହିବ । ଆଜି ଆପଣଙ୍କର ଆୟରେ ବୃଦ୍ଧି ହେବ । ସମାଜ ରେ ଆପଣ ପ୍ରଶଂସା ର ପାତ୍ର ହେବେ ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କ ଦ୍ଵାରା ପ୍ରେରଣା ପାଇବେ । କୌଣସି ଖାସ ବ୍ୟକ୍ତିଙ୍କ ଠାରୁ ଆପଣ ନୂଆ କଥା ଶିଖିବାକୁ ପାଇବେ । ସାଙ୍ଗ ସାଥି ଙ୍କ ସହ ଆପଣଙ୍କର ଭଲ ସମୟ ରହବ । ପ୍ରେମ ଜୀବନରେ ପାର୍ଟନର ଙ୍କ ସହ ଆପଣ ଦୂର ସ୍ଥାନ କୁ ଯାତ୍ରା କରିବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।