ଆଜିର ରାଶିଫଳ, 21 ଡିସେମ୍ବର 2020, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୧ ଡିସେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କର ଦିନଟି ଭଲ ଅଛି । ବ୍ୟବସାୟରେ ବଡ ବଡ କମ୍ପାନୀ ସହିତ ଡିଲ କରିବା ଦ୍ଵାରା ଲାଭ ହୋଇପାରେ । ଘରେ ଅଚାନକ ଭାବରେ କୌଣସି ଅତିଥି ଘରକୁ ଆସିପାରେ । ପୁରୁଣା ଜିନିଷରୁ ଖୁସି ମିଳିପାରେ । ଭାଇ ଭଉଣୀଙ୍କ ସହ ସମପରକ ରଖନ୍ତୁ । ଜୀବନରେ ଆପଣଙ୍କୁ କିଛି ସହଯୋଗ ମିଳିପାରେ । କାର୍ଯ୍ୟଟିକୁ ସୁସ୍ଥ ଭାବରେ କରନ୍ତୁ । ଆଜି କ୍ରୋଧ ଉପରେ ସଂଜତ ରଖନ୍ତୁ । ମନ୍ଦିରରେ ଦୀପ ଜଳନ୍ତୁ , ଅନେକ ଦିନ ଧରି ଚାଲୁଥିବା ସମଶ୍ୟା ଏବେ ଦୂର ହୋଇଯିବ ।

ବୃଷ

ଆଜି ଆପଣଙ୍କ ନୂଆ କାର୍ଯ୍ୟରେ ରୁଚି ବଢିପାରେ । ଯେଉଁଥିରେ ଆପଣ କିଛି ନୂଆ ଶିଖିପାରନ୍ତି । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଅଧିକ ମଜବୁତ ହେବ । ସଙ୍ଗୀତଙ୍ଗ୍ୟ ପ୍ରତି ରୁଚି ରହିପାରେ । ପରିଶ୍ରମ ଅଧିକ କରନ୍ତୁ । ସ୍ଵାମୀ ଓ ସ୍ତ୍ରୀ ସମ୍ପର୍କ ଭଲ ରହିବ । ଦାମ୍ପତ୍ୟ ଜୀବନ ମଧୁର ରହିବ । ସନ୍ତାନ ପକ୍ଷରୁ କିଛି ଖୁସି ଖବର ମିଳିପାରେ । ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ । ଆଜି ଯାତ୍ରା କରିବା ପାଇଁ ଯାଅନ୍ତୁ ନାହିଁ । ନକରାତ୍ମକ ବିଚାରୁ ଦୂରେଇକି ରୁହନ୍ତୁ । ବ୍ରାହ୍ମଣଙ୍କୁ କିଛି ଦାନ କରନ୍ତୁ , ସନ୍ତାନଙ୍କ ଠାରୁ ସହଯୋଗ ମିଳିପାରେ ।

ମିଥୁନ

ଆଜି ଦିନଟି ମିଳାମିଶା ରହିପାରେ । ଅଫିସରେ ଏକ୍ସଟ୍ରା କାମ କରିବା ଦ୍ଵାରା ଅଟକିଥିବା କାର୍ଯ୍ୟ ପୁରା ହୋଇଯିବ । କୌଣସି ବାଦ ବିବାଦରେ ପଡନ୍ତୁ ନାହିଁ ସେଥିରୁ ଆପଣ ବଞ୍ଚିବାକୁ ଚେଷ୍ଟା କରନ୍ତୁ । ସାଙ୍ଗମାନଙ୍କ ଠାରୁ କିଛି ଲାଭ ମିଳିପାରେ । ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଅନ୍ତୁ । ଆର୍ଥିକ ଦୃଷ୍ଟିରୁ ଲାଭ ମିଳିପାରେ । ଶିକ୍ଷାକ୍ଷେତ୍ରରେ ସଫଳତା ମିଳିପାରେ । କିନ୍ତୁ ପରିଶ୍ରମ ଅଧିକ ରହିପାରେ । ଜୀବନ ସାଥିଙ୍କ ସହ ଝଗଡା କରନ୍ତୁ ନାହିଁ । ଖରଚ ବଢିପାରେ । ମାନସିକ ଚିନ୍ତା ବଢିପାରେ । ଗୁରୁଜନଙ୍କୁ ଆଶୀର୍ବାଦ ନିଅନ୍ତୁ , ଆପଣଙ୍କର ଦିନଟି ବହୁତ ଭଲ ରହିବ ।

କର୍କଟ

ଆଜି ଆପଣଙ୍କର ଦିନଟି ପରିବାରଙ୍କ ସହିତ ବହୁତ ଭଲ ରହିବ । ନିଜର ଜୀବନ ସାଥି ସହ ବୁଲିବାକୁ ଯାଇପାରନ୍ତି । ରାଗରେ କୌଣସି କଥା କାହାକୁ କୁହନ୍ତୁ ନାହିଁ । ଧାର୍ମିକ ଆୟୋଜନ କରିପାରନ୍ତି । ପରିବାର ସୁଖ ଶାନ୍ତିର ବାତାବରଣ ରହିବ । ଉନ୍ନତିରେ ଅବସର ମିଳିପାରେ । ଧର୍ଯ୍ୟ ଧରି କାର୍ଜ୍ୟଟିକୁ କରନ୍ତୁ । ଭାଇ ବନ୍ଧୁ ଆପଣଙ୍କୁ ସାହାଜ୍ଯ କରିପାରନ୍ତି । ଗାଡି ପିଛା ଧନ ଖରଚ ହୋଇପାରେ । କନ୍ୟାମାନଙ୍କ ଗୋଡକୁ ଛୁଇକି ଆଶୀର୍ବାଦ ନିଅନ୍ତୁ , ଆପଣଙ୍କ ସହିତ ସବୁ କିଛି ଭଲ ହେବ ।

ସିଂହ

ଆଜି ଦିନଟି ଖୁସିମନା ରହିବ । ଆପଣଙ୍କର ଆର୍ଥିକ ପକ୍ଷ ମଜବୁତ ରହିବ  । କୌଣସି ଉତ୍ସବ ଯୋଗ ଦେବା ପାଇଁ ନିମନ୍ତ୍ରଣ ଆସିପାରେ  । ଅଫିସରେ ଆପଣଙ୍କର କାମକୁ ନେଇ ପ୍ରଶଂସା କରିପାରନ୍ତି । ଧର୍ମ କାର୍ଯ୍ୟରେ ଆପଣଙ୍କର ରୁଚି ରହିପାରେ । ମା ବାପନଙ୍କର ସହଯୋଗ ମିଳିପାରେ । ବିଦେଶରେ ଯଦି ସନ୍ତାନ ରହିଛନ୍ତି ତେବେ ତାଙ୍କଠାରୁ କୌଣସି ଭଲ ସମ୍ବାନ୍ଦ ମିଳିପାରେ । ମାନସିକ ଚିନ୍ତା ଆପଣଙ୍କୁ ହଇରାଣ କରିପାରନ୍ତି । ଗାଇର ଚରଣ ସ୍ପର୍ଶ ପ୍ରାପ୍ତି କରନ୍ତୁ , ସଫଳତା ଆପଣଙ୍କର ପାଦ ଛୁଇଁବ ।

କନ୍ୟା

ଆପଣଙ୍କର ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ଅଚାନକ କୌଣସି ମିତ୍ରା ଘରକୁ ଆସିପାରନ୍ତି । ଯାହା ଦ୍ଵାରା ଆପଣଙ୍କର ମନ ଆନନ୍ଦିତ ହୋଇପାରେ । ପିଲାମାନଙ୍କ ସହିତ ଯାଇକି ସପିଙ୍ଗ କରିପାରନ୍ତି । ସେଥିରେ ଆପଣଙ୍କୁ ଡିଶ୍କାଉଣ୍ଟ ମିଳିପାରେ । ବୁଲିବା କିମ୍ବା ଫିଲ୍ମ ଦେଖିବା ପାଇଁ ବାହାରକୁ ଯାଇପାରନ୍ତି । ଧାର୍ମିକ କାର୍ଯ୍ୟ ପଛରେ ଆପଣଙ୍କର କିଛି ପଇସା ଖରଚ ହୋଇପାରେ । ଆପଣଙ୍କ ଦ୍ଵାରା କରାଯାଇଥିବା ପ୍ରୟାସ ସେଥିରେ ସଫଳତା ପ୍ରାପ୍ତି କରିପାରନ୍ତି  । ବହୁଥିବା ପାଣିରେ ତିଳ ପ୍ରବାହିତ କରନ୍ତୁ , ଧର୍ମ କର୍ମ କାର୍ଯ୍ୟରେ ଆପଣଙ୍କର ରୁଚି ବଢିପାରେ ।

ତୁଳା

ଆପଣଙ୍କୁ ଆଗରୁ କରିଥିବା କୌଣସି କାର୍ଯ୍ୟରେ ଲାଭ ମିଳିବ । ସାହସ ଓ ପରାକ୍ରମ ଫଳରେ ଆପଣଙ୍କୁ ପଦ ଓ ପୋଜିସନ ମିଳିବ । କାର୍ଯ୍ୟରେ ସହକର୍ମୀଙ୍କ ସହ ଯୋଗ ମିଳିବ । ବ୍ୟବସାୟରେ ଅଧିକ ନିବେଶ କରନ୍ତୁ ନାହିଁ ତାକି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । କୌଣସି ଅପ୍ରୀତିକର କାର୍ଯ୍ୟ କରନ୍ତୁ ନାହିଁ ନଚେତ ଆପଣଙ୍କ ଚିନ୍ତା ବଢିବା ସହ ଆର୍ଥିକ ସମସ୍ୟା ଉପୁଜିପାରେ । ମନ୍ଦିରରେ ଅତର ଦାନ କରନ୍ତୁ , ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ ।

ବିଚ୍ଛା

ଆପଣଙ୍କୁ ଅଫିସରେ ମନମୁତାବକ କାର୍ଯ୍ୟ ମିଳିବ । କାର୍ଯ୍ୟ ବ୍ୟବସାୟରେ ଉନ୍ନତି ହେବ । ପ୍ରିୟ ଲୋକଙ୍କ ସହ ଦେଖା ହୋଇ ଆପଣ ଖୁସି ହେବେ । ମିତ୍ରା ଙ୍କ ସହଯୋଗ ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କାର୍ଯ୍ୟ ଭାର ଅଧିକ ରହିବ କିନ୍ତୁ ପରିଶ୍ରମ ଦ୍ଵାରା ଏଥିରେ ସଫଳତା ମିଳିବ । ମନ ବିଚଳିତ ଥିବାରୁ କୌଣସି ନିସ୍ପତି ନେବାରେ ସମସ୍ୟା ।  ଦେଖାଯିବ ପାରିବାରିକ କ୍ଷେତ୍ର ରେ କୌଣସି ଚଲେଞ୍ଜ ଆସିପାରେ । ଭିକାରି ଲୋକମାନଙ୍କୁ କପଡା ଦାନ କରନ୍ତୁ , ଆପଣଙ୍କ କ୍ୟାରିୟରେ ଉନ୍ନତି ଆସିବ ।

ଧନୁ

ଆଜି ଆପଣଙ୍କୁ ଅଚାନକ ଭାବେ ବ୍ୟବସାୟ ରେ ଡ଼ିଏଚଏନ ପ୍ରାପ୍ତ ହେବ । ଅଫିସ ରେ ସକର୍ମୀ ଅଫିସ କାରଜ୍ୟରେ ସାହାଜ୍ଯ କରିବେ ଯାହା ଦ୍ଵାରା ଆପଣଙ୍କ କାମ ସହଜରେ ପୂରଣ ହୋଇଯିବ । ଘର ର କିଛି ରିପିଆରିଙ୍ଗ କରିବେ । ମିତ୍ରଙ୍କ ସହ ଦେଖେହୋଇପାରେ । ପ୍ରୋପଟି ରୁ ଲାଭ ମିଳିବ । ନୂଆ ଜାଗାକୁ ବୁଲିବାକୁ ଯାଇ ପାରନ୍ତି । କାରବାର ରେ ଲାଭ ମିଳିବା ସହ କାରବାର ବୃଦ୍ଧି କରି ପାରିବେ । ଆପଣ ସାମୀ ଓ ପରିସ୍ଥିତି କୁ ନେଇ ଚାଲନ୍ତୁ । ମନ୍ଦିରକୁ ସଫା ସୁତୁରା କରନ୍ତୁ ପରିବାର ରେ ଶାନ୍ତି ରହିବ ।

ମକର

ଆଜିଓ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ବ୍ୟବସାୟ କୁ ନେଇ ବିଦେଶ ଯାଇ ପାରନ୍ତି । ସନ୍ତାନ ପକ୍ଷ ରୁ କୌଣସି ଖୁସି ମିଳିବ ।କୌଣସି ଧନ ନିବେଶ ରେ ଲାଭ ମିଳିବ । ମାନ ସମ୍ମାନରେ ବୃଦ୍ଧି ହୋଇପାରେ । ଜୀବନ ସାଥିଙ୍କ ସହ ଯୋଗ ମିଳିବ । କିଛି ନୂଆ କରିବେ । ଆଜି ଦିନ ଟି ମଉଜ ମସ୍ତି ରେ ବିତିବ । ବ୍ୟବସାୟ ରେ ସାମାନ୍ୟ ସ୍ଥିତି ରହିବ । କୌଣସି କାର୍ଯ୍ୟ ଯୋଜନାରେ ବିଫଳ ହୋଇପାରନ୍ତି । ରାଜନୀତି କ୍ଷେତ୍ରରେ ବିରୋଧୀ ଉତ୍ପନ୍ନ ହୋଇପାରନ୍ତି । ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ ଆର୍ଥିକ ସ୍ଥିତିରେ ଉନ୍ନତି ହେବ ।

କୁମ୍ଭ

ଆଜି ଦିଅନ୍ତି ବହୁତ ଭଲ ରେ ବିତିବ । ପାରିବାରର ପୁରା ସହଯୋଗ ଓ ସ୍ନେହ ମିଳିବ । ପୁରୁଣା କଥା ମାନେ ପକାଇ ଖୁସି ହେବେ । ଆଜି ଆପଣଙ୍କୁ ଆର୍ଥିକ ସାହାଜ୍ଯ ମିଳିବ । ସାମଜିକ କାର୍ଯ୍ୟ ରେ ମନ ଲାଗିବ । ଜମି ସମ୍ଭନ୍ଦୀୟ କାର୍ଯ୍ୟ ଅତି ସହଜରେ ହୋଇଯିବ । ଆଜି ଆପଣ କୌଣସି ଜରୁରୀ ନିସ୍ପତି ନେଇ ପାରନ୍ତି । ଆପଣଙ୍କ ଆତ୍ମବିଶ୍ଵାସ ବୃଦ୍ଧି ହେବ । ପାରିବାରିକ ସମସ୍ୟା ଉତ୍ପନ୍ନ ହୋଇପାରେ । ଆପଣ ନିଜ ଇଷ୍ଟ ଦେବଙ୍କୁ ଫୁଲ ପ୍ରଦାନ କରନ୍ତୁ ସବୁ ସମ୍ପର୍କ ରେ ସୁଧାର ଆସିବ ।

ମୀନ

ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ଛତ୍ର ମାନେ ନିଜ ପାଠ ପଢା ରେ ପରିବର୍ତନ ଆଣି ବେ ଯାହା ଦ୍ଵାରା କି ଭବିଷ୍ୟତରେ ଆପଣଙ୍କୁ ବହୁତ ଲାଭ ମିଳିବ । ଆର୍ଥିକ ଭାବେ ଆପଣ ଉତ୍ସାହ ରହିବେ । ବିରିଧି ମାନେ ପରାଜିତ ହେବେ । ନୂଆ କାର୍ଯ୍ୟ ଆରମ୍ଭ କରି ପାରିବେ । ଆଜି ଭଲ ଭୋଜନ ମିଳିବ । ସବୁ କାର୍ଯ୍ୟ ରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନରେ ସମସ୍ୟା ଆସି ପାରେ । ନିଜ ମୁଣ୍ଡରେ ଲାଲ ଚନ୍ଦନ ଲଗାନ୍ତୁ ଆପଣ ସବୁ କାର୍ଯ୍ୟ ରେ ସଫଳତା ପାଇବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।