ଆଜିର ରାଶିଫଳ, 21 ଜାନୁୟାରୀ 2023, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୧ ଜାନୁୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ନିଜକୁ ଫୁର୍ତ୍ତି ଅନୁଭବ କରିବେ । ନିଜର କାର୍ଯ୍ୟ ପାଇଁ କାର୍ଯ୍ୟ ସ୍ଥଳରେ ଆପଣ ପ୍ରଶଂସା ର ପାତ୍ର ହେବେ । ବ୍ଯବସାୟିକ ଗତି ବିଧି ସମ୍ବଧିତ କୌଣସି ନିସ୍ପତି ଏବେ ନିଅନ୍ତୁ ନାହି । ଏହି ସମୟରେ ଧର୍ଯ୍ୟ ଓ ସଂଯମ ରଖିବାର ଜରୁରତ ଅଛି । ନିଜର ଆର୍ଥିକ ସ୍ଥିତି ରୁ ବାହାରିବା ପାଇଁ ଆର୍ଥିକ ପରାମର୍ଶ ଦାତା ଙ୍କ ଜରୁରତ ଅଛି । ପରିବାର ରେ ଉଚିତ ବ୍ୟବସ୍ଥା ରଖନ୍ତୁ । ନେଗେଟିଭ ବିଚାର ଠାରୁ ଦୂରେଇ ରୁହନ୍ତୁ ।

ବୃଷ ରାଶି : ଆପଣଙ୍କ ମେହନତ ର ପରିଣାମ ଜଲ୍ଦି ମିଳିବ । ଦିନର ଆରମ୍ଭ ଅନୁକୂଳ ହେବ । ବ୍ୟସ୍ତତା ଭିତରେ ବି ଆପଣ ନିଜର ରୁଚି ସମ୍ବଧିତ କାର୍ଯ୍ୟ ପାଇଁ ସମୟ ବାହାର କରିବେ । କାର୍ଯ୍ୟ କରିବାରେ ଊର୍ଜା ର ଅନୁଭବ କରିବେ । ନିସ୍ପତି ନେବା ସମୟରେ ନିଜକୁ ସକ୍ଷମ ମାନେ କରିବେ । କାମ କାର୍ଯ୍ୟ ରେ ଦାୟିତ୍ଵ ବଢିବ । ଏହି ସମୟରେ ନିର୍ଧାରିତ ଯାତ୍ରା କରନ୍ତୁ ନାହି । ଆଜି ସରକାରୀ ଲାଭ ହେବାର ସମ୍ଭାବନା ଅଛି ।

ମିଥୁନ ରାଶି : ଆପଣଙ୍କ କାର୍ଯ୍ୟ ପୂର୍ଣ୍ଣ ହେବ କିନ୍ତୁ କିଛି ସମୟ ଲାଗିପାରେ । ସମ୍ପତି କ୍ରୟ କରିବାର ମନ ବଳାଇଲେ ଏହା ସମ୍ବଧିତ କିଛି ନିୟମ ର ପାଳନ କରନ୍ତୁ । ଆଜି କୌଣସି କାମ କରିବା ସମୟରେ ଆପଣଙ୍କ ମନ ଶାନ୍ତ ରଖିବା ଉଚିତ । ପରିବାର ରେ ସଦସ୍ୟ ଙ୍କ ଭରପୁର ସହଯୋଗ ମିଳିବାର ଅଛି । ମାତା ଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ବ୍ୟବସାୟ ସମ୍ବଧିତ ରାଜକୀୟ ମାମଲାରେ କୌଣସି ଅନୁଭବ ବ୍ୟକ୍ତି ଙ୍କ ଠାରୁ ଆରଗା ଦର୍ଶନ ନିଶ୍ଚୟ ନିଅନ୍ତୁ ।

କର୍କଟ ରାଶି : ଆଜି ଆପଣ ନିଜର ସମସ୍ୟାକୁ ନେଇ ପ୍ରତେକ ଲୋକଙ୍କ ଠାରୁ ପରାମର୍ଶ ନେବାକୁ ଚେଷ୍ଟା କରନ୍ତୁ । ଅଧୁରା କାମ ପୁରା କରିବା ପାଇଁ ବନ୍ଧ ଙ୍କ ସହଯୋଗ ମିଳିବ । ସମ୍ପତି ରେ ଆସୁଥିବା ଟଙ୍କା ରୁ ଆପଣଙ୍କୁ ଲାଭ ମିଳିପାରେ । କାର୍ଯ୍ୟ କରିବାର ସ୍ଥିତି ରେ ସୁଧାର ଆସିବାର ସମ୍ଭାବନା ଅଛି । ପ୍ରେମ ସମ୍ପର୍କ ମଜବୁ ତ ହେବ । କିଛି ଶୁଭ କାର୍ଯ୍ୟ ହେବାର ସଂକେତ ରହୁଛି । ଅଫିସରେ ଅଧିକାରୀ ଙ୍କ ସହ କିଛି ଚର୍ଚ୍ଚା ହୋଇପାରେ ।

ସିଂହ ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ଭଲ ଅଛି । କିନ୍ତୁ କିଛି ମାମଲାରେ ଆପଣଙ୍କୁ ଅତିରିକ୍ତ ସତର୍କ ରହିବାକୁ ହେବ । ବ୍ୟାପାର ରେ ଆର୍ଥିକ ପ୍ରଗତି ପାଇଁ ମେହନତ କରିବାକୁ ହେବ । ଯୁବକ ଙ୍କୁ ନୂଆ ରୋଜଗାର ମିଳିବାର ସମ୍ଭାବନା ଅଛି । ଘରୋଇ ଖର୍ଚ୍ଚ ବୃଦ୍ଧି ହୋଇପାରେ । ଆପଣଙ୍କ ଭିତରେ ଉଗ୍ରତା ଦେଖାଯିବ । ଏଥିପାଇଁ ଆପଣଙ୍କୁ ସଂଯମ ରଖିବାକୁ ହେବ । ସମ୍ପର୍କ ରେ ଲମ୍ବା ସମୟରୁ ଚାଲିଥିବା ବାଦ ବିବାଦ ଦୂର ହେବ ।

କନ୍ୟା ରାଶି : ଉପହାର ଓ ମାନ ସମାନ ମିଳିବାରୁ ପ୍ରସନ୍ନ ରହିବ । ଘରୋଇ କାମରେ ବ୍ୟସ୍ତରେ ରହିବେ । ଚାକିରି ରେ ଅଧିକାରୀ ଆପଣଙ୍କ କାମର ପ୍ରଶଂସା କରିବେ । ସ୍ତ୍ରୀ ଙ୍କ ସହ କୌଣସି କଥାକୁ ନେଇ ମତଭେଦ ହୋଇପାରେ । ଭୂମି ଭବନ କ୍ରୟ କରିବାର ଯୋଜନା କରିବେ । ଭାଇ ଙ୍କ ସହ କୌଣସି କଥାକୁ ନେଇ ଚର୍ଚ୍ଚା କରିବେ । ଆପଣ ସାମଞ୍ଜସ୍ଯ ବଜାୟ ରଖନ୍ତୁ । ଭାଗ୍ୟ ପ୍ରବଳ ହେବା କାରଣରୁ ଆପଣଙ୍କ ସବୁ କାମ ପୁରା ହେବ ।

ତୁଳା ରାଶି : ଆଜି ଆପଣ ଆଗକୁ ବଢିବା ପାଇଁ କିଛି ନୂଆ ରାସ୍ତା ମିଳିପାରେ । କିଛି ଜାତକ ଙ୍କ ଜୀବନରେ ପ୍ରେମର ଆରମ୍ଭ ହୋଇପାରେ । ସମ୍ପତି ସମ୍ବଧିତ ବିବାଦ କାହାର ମଧ୍ୟସ୍ଥି ରେ ସମାଧାନ ହେବ । କିଛି ନୂଆ କମାର ପ୍ରେରଣା ବା ଊର୍ଜା ପ୍ରାପ୍ତ ହେବ । ପରିଶ୍ରମ ଅଧିକ ରହିବ । ଚିନ୍ତା ରୁ ମୁକ୍ତି ହେବେ । ଯାତ୍ରା ଲାଭଦାୟକ ରହିବ । କିଛି ଏମିତି ହୋଇପାରେ ଯାହା ଆପଣଙ୍କ ହିତ ରେ ହେବ ନାହି । କୌଣସି କଥାକୁ ନେଇ ପାରିବାରିକ କଳହ ଦୂର ହେବ ।

ବିଛା ରାଶି : ଆଜି ଆପଣ ଅଟକି ଥିବା କାମକୁ ପୁରା କରିବା ପାଇଁ ଚେଷ୍ଟା କରନ୍ତୁ । ଅତିଥିଙ୍କ ଆଗମନ ହେବାରୁ ଖର୍ଚ୍ଚ ଅଧିକ ହେବ । ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ଭଲ ହେବ । ସ୍ୱାସ୍ଥ୍ୟ ର ବିଶେଷ ଧ୍ୟାନ ରଖନ୍ତୁ । ଜୀବନ ସାଥିଙ୍କ ସହ ସମ୍ପର୍କ ମଧୁର ହେବ । ସନ୍ତାନ ଙ୍କ କୌଣସି କାମରେ ସହଯୋଗ ମିଳିବ । ଯଦି ଆପଣଙ୍କ କାମ କାର୍ଯ୍ୟ ରେ କିଛି ସମସ୍ଯା ଅଛି ତେବେ ସେଥିରେ ପଡିବାକୁ ତରବର ହୁଅନ୍ତୁ ନାହି ।

ଧନୁ ରାଶି : ଆଜି ଦିନ ଟି ଆପଣଙ୍କ ପରିବାର ଓ ପାରିବାରିକ ଜୀବନ ପାଇଁ ବହୁତ ସାନଦାର ସାବ୍ୟସ୍ତ ହେବ । ବ୍ୟାପାର ସହ ଜଡିତ ଜାତକ ଙ୍କୁ ନିଜର ବଡ ସମ୍ପର୍କ ଜରିଆରେ କିଛି ଫାଇଦା ମିଳିପାରେ । ଯଦି ଆପଣ ଛୋଟ ମୋଟ ବ୍ୟାପାର କରୁଛନ୍ତି ତେବେ ଦିନର ଆରମ୍ଭ ବହୁତ ଭଲ ହେବ । ଆପଣ ସକ୍ରିୟ ହେବେ । ଶାରୀରିକ, ମାନସିକ ସ୍ୱାସ୍ଥ୍ୟ ଓ ଉଶ୍ଚାହ ରହିବ । ଅଫିସ କାମ ପୁରା କରିବାରେ ଅଧିକ ମେହନତ କରିବେ ।

ମକର ରାଶି : ଆଜି ରାଗରେ କୌଣସି କାମ କରନ୍ତୁ ନାହି । ନିଜର ମନ କଥା ଶୁଣନ୍ତୁ । ବୁଝି ବିଚାରୀ କିଛି କାମ କରିବାର ଜରୁରତ ଅଛି । ଟିକେ ଅବହେଳା ଆପଣଙ୍କ ସମସ୍ୟାକୁ ବଢାଇ ପାରେ । ପଇସା ମାମଲାରେ ଆଜି ଦିନ ଟି ଭଲ ରହିବ । ଯଦି ଆପଣ ଛୋଟ ମୋଟ କରଜ ନେଇଛନ୍ତି ତେବେ ଆଜି ସୁଝିବାକୁ ପଡିପାରେ । ମନରେ ପଜେଟିଭ ବିଚାର ଆସନ୍ତୁ । ସ୍ୱାସ୍ଥ୍ୟ ଦ୍ରୁଷ୍ଟି ରୁ ଗରିଷ୍ଠ ଭୋଜନ ଗ୍ରହଣ କରନ୍ତୁ ନାହି ।

କୁମ୍ଭ ରାଶି : ଆପଣଙ୍କୁ ବରିଷ୍ଠ ଙ୍କ ଅପେକ୍ଷା କରିବାର ଜରୁରତ ଅଛି । ପରିଜନ ଓ ସନ୍ତାନ ଙ୍କ ସହ ସମ୍ପର୍କ ଭଲ ହେବ । ଇଶ୍ଵର ଙ୍କ ଉପରେ ଆସ୍ଥା ପ୍ରଗାଢ ରଖନ୍ତୁ । କାମ କାର୍ଯ୍ୟ ରେ ଆଜି ଆପଣଙ୍କୁ ସଫଳତା ମିଳିବାର ପ୍ରବଳ ସମ୍ଭାବନା ଅଛି । ଯଦି ଆପଣ ସରକାରୀ ଚାକିରି କରିଛନ୍ତି ତେବେ ଆପଣଙ୍କୁ ପ୍ରମୋଶନ ର ଖୁସି ଖବର ମିଳିପାରେ । ବ୍ୟାପାର ସହ ଜଡିତ ଜାତକ ଙ୍କୁ ଆଜି ସତର୍କ ରହିବାର ଜରୁରତ ଅଛି । ପାଚନ ସମ୍ବଧିତ ସମସ୍ଯା ହୋଇପାରେ ।

ମୀନ ରାଶି : ସମ୍ପର୍କ ସହ ଜଡିତ ବିବାଦ ଟଳିପାରେ । ଆଜି ଦିନ ଟି ଆତ୍ମବିଶ୍ଵାସ ଓ ସାହସ ରେ ବୃଦ୍ଧି ହେବ । କାର୍ଯ୍ୟ ରେ ସଫଳତା ଓ ଯଶ ମିଳିବାରୁ ଉଶ୍ଚାହ ବଢିବ । ଯଦି ଆପଣ ଚାକିରି କରୁଛନ୍ତି ଓ ଆପଣଙ୍କର କିଛି କାମ ଅନେକ ଦିନରୁ ଅଟକି ରହିଛି ତେବେ ଆଜି ତାହା ପୁରା କରିବାକୁ ଚେଷ୍ଟା କରନ୍ତୁ । ବ୍ୟାପାର ସହ ଜଡିତ ଜାତକ ଙ୍କ ଦିନ ଲାଭପ୍ରଦ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।