ଆଜିର ରାଶିଫଳ, 20 ଜୁଲାଇ 2021, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୦ ଜୁଲାଇ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି –

ଆପଣଙ୍କୁ କିଛି ଅଫାର ମିଳିବା ପାଇଁ ଯାଉଛି । ଆପଣଙ୍କ ସମ୍ପର୍କ ଖୁବ ଭଲ ହେବା ପାଇଁ ଯାଉଛି ନିଜ ଜୀବନ ସାଥି ସହ । ଆଜି ଘରେ କିଛି ବଡ ଖୁସି ଖବର ମିଳିବା ପାଇଁ ଯାଉଛି । ଆପଣ ଆଜି ଘରେ ହି ପିଲାମାନଙ୍କ ସହ ହସ ଖୁସିରେ ରହିବା ପାଇ ଉପାୟ ବାଛନ୍ତୁ । ଆପଣଙ୍କ ବିସବାଶ ହିନ ଆପଣଙ୍କୁ ଖୁସିରେ ରଖିବ । ଭାଗ୍ଯର ସମ୍ପୂର୍ଣ ଶାଥ ଦେବ ଆପଣଙ୍କ ର । ଆପଣ ଭଲ ଧନ ଖର୍ଚ୍ଚ କରିବେ ଆଜି । ଆପଣ ନିଜ ଘରକୁ ସଜାଇବା ପାଇଁ ଅନେକ ପଇସା ନେବେ । ପରିବାର ପାଇଁ ଆପଣ ଖୁବ ଭଲ ଚିନ୍ତା କରିବେ । ଆପଣ କିଛି କାନୁନି ବୈଠକ ରେ ଭାଗ ନେବେ । ପରିବାର ସହ ଆପଣ ଭଗବାନ ଗଣେଶ ଙ୍କୁ ଅରଧନା କରନ୍ତୁ ଦେଖିବେ ଭଲ ଫଳ ପାଇବେ ।

ବୃଷ ରାଶି –

କିଛି ପ୍ରଶ୍ନ ଆପଣଙ୍କୁ ଆଜି ହଇରାଣ କରି ପାରେ । ପାରିବାରିକ ଜୀବନରେ ଆପଣ ଖୁବ ଖୁସି ରେ ରହିବେ । କିଛି ଲୋକମାନ ଏଆଜି ଆପଣଙ୍କ ପାଈଁ ଅସୁବିଧା ସୃଷ୍ଟି କରି ପାରନ୍ତି । ଆପଣ ଜୀବନରେ ଖୁବ ଶାନ୍ତି ପାଇବେ । ଆପଣଙ୍କ କାମ ଆପଣଙ୍କୁ ଖୁବ ଭଲ ପରିଣାମ ନିଶ୍ଚିତ ଦେବ । ଆପଣ ଏକ ଭଲ ସମୟ ର ଆନନ୍ଦ ନେବେ । ଆପଣ ନିଜ ସହ କିଛି ଅନ୍ୟାୟ ହେବା ପାଇଁ ଦିଅନ୍ତୁ ନି । ଆପଣ ଜୀବନରେ ଆସୁଥିବା ସମସ୍ୟାର ସମାଧାନ ପାଈଁ ଚିନ୍ତା ରେ ରହିଲେ କିଛି ହେବନି ଆପଣ ଏହା ପାଇଁ ଚେଷ୍ଟା ମଧ୍ୟ କରିବା ଦରକାର କି ଆପଣ କିଭଳି ଭାବେ ଏଥିରୁ ବାହାରିବେ ।

ମିଥୁନ ରାଶି –

ଜୀବନରେ ସଫଳତା ମିଳିବ । ଆଜି ଆପଣ ନିଜକୁ ଖୁବ ସୁସ୍ଥ ଅନୁଭବ କରିବେ । ଯଦି ଆପଣ ଆପଣ ଙ୍କ ପାଈଁ ଘର ନେବା ପାଇଁ ଚିନ୍ତା କରୁଛନ୍ତି ତେବେ ଆପଣ ଏହା ଆପଣଙ୍କ ପାଇଁ ଏକ ଭଲ ବିଚାର । ଆପଣ ଆଜିର ଦିନର ଆରମ୍ଭ ନିଜ ବାପା ମାଆ ଙ୍କର ପାଦ ଛୁଇଁ କି କରନ୍ତୁ ଦେଖିବେ ଆପଣଙ୍କ ଦିନ ଖୁବ ଭଲ ଜୀବ । କାମ ରେ ଆପଣଙ୍କୁ ଖୁବ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । ଏହା ପାଇଁ ଆପଣ ନିଜ କାମକୁ ନେଇକି ଖୁବ ଚିନ୍ତାରେ ରହୁଥିବେ । ଆଜିର ଏହାର ସମାଧାନ ଆପଣଙ୍କୁ ମିଳିଯିବ ।

କର୍କଟ ରାଶି –

ଆଜି କରୁଥିବା କାମରେ ଆପଣ ଫାଇଦା ପାଇବେ । ଆଜି ଆପଣ ଘରେ ତିଆରି ହେଉଥିବା ବିଭିନ୍ନ ପ୍ରକାର ଖାଇବାର ଆନନ୍ଦ ନେବେ । ଆପଣଙ୍କ ଭାଗ୍ଯର ଶାଥ ଆପଣଙ୍କ ସହ ରହିବ । ଆଜି ଆପଣ ନିଜ ଘରୁ ହିନ କିଛି ନୂଆ ଜିନିଷ ଶିଖିବା ପାଇଁ ପାଇବେ । ଆପଣ ନିଜ ବିବବାହିତ ଜୀବନରୁ କିଛି ତା ନିରାଶ ହୋଇ ପାରନ୍ତି । ସନ୍ତାନ ଙ୍କ ପକ୍ଷରୁ ଆପଣଙ୍କୁ କିଛି ନିରାଶା ମିଳିବ । ଅଯଥା ଯାତ୍ରା ଦ୍ଵାରା ଆପଣଙ୍କ ସମସ୍ଯା ବଢି ପାରେ । ଆପଣ ଚିନ୍ତା କରିଇକି ବାହାରକୁ ଯାଅନ୍ତୁ । ଗ୍ରହ ଖରାପ ରହିପାରେ ଆପଣଙ୍କର । ଆପଣ ଆଜି ମସ୍ତକରେ ଚନ୍ଦନ ତିଳକ ଲଗାନ୍ତୁ ।

ସିଂହ ରାଶି –

ଆପଣଙ୍କ ଭବିଷ୍ୟତ ଖୁବ ଭଲ । ଆପଣ କ୍ଷ୍ହୁବ ଫାଇଦା ପାଇବା ପାଇଁ ଯାଉଛନ୍ତି ଆଜି । ଆଜି ଆପଣ ଯେଉଁ କାମକୁ କରିବେ ତାହା ସଫଳ ହୋଇଯିବ । ଆଜି ଆପଣ କିଛି ଖୁଶି ଖବର ପାଇବା ପାଇଁ ଯାଉଛନ୍ତି । ଆଜି ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ । ଆପଣ ଆଜି ଭଗବାନ ଗଣେଶ ଙ୍କୁ ଆରାଧନା କରନ୍ତୁ । ଆଜି ଯଦି ଆପଣ ସବୁଜ ରଙ୍ଗର ଡ୍ରେସ ପିନ୍ଧିବେ ଏହା ଆପଣଙ୍କୁ ଖୁବ ଭଲ ପରିଣାମ ଦେବ । ଆପଣ ଭାଗବାନ ଗଣେଶ ଙ୍କ ଦୟାରୁ ନିଶ୍ଚିତ ଭାବେ ଭଲ ଜାଗାରେ ଚାକିରି ପାଇବେ ।

କନ୍ୟା ରାଶି –

ଅନ୍ୟର କଥା ଶୁଣିବା ଅପେକ୍ଷା ଆପଣ ନିଜ କାମ ନିଜେ କରିବେ ଏହା ଭଲ ଅଟେ । ଆପଣ ଆଜି ନିଜର ଲେଖା ଲେଖି ଉପରେ ଧ୍ୟାନ ଦେବେ । ଆଜିର ଦିନ ଆପଣଙ୍କ ପାଇଁ ଖୁବ ଖୁଶିର ଦିନ । ଆଜି ଆପଣ କିଛି ଭଲ କାମରେ ନିଜକୁ ବ୍ୟସ୍ତ ରଖିବେ ଓ ନିଜ କାମ ପାଇଁ ଆପଣ ଆଜି ଖୁବ ପ୍ରଶଂସା ମଧ୍ୟ ପାଇବେ । ଯେଉଁ ମାନେ ଛାତ୍ର ଅକହନ୍ତି ସେମାନେ ଆଜି ଖୁବ ଭଲ ରେ ନିଜର ଦିନ ବିତାଇବେ । ମହିଳା ମାନଙ୍କ ପାଇଁ ଆଜିର ଦିନ ଖୁବ ଭଲ ଅଟେ । ଆଜି ଆପଣ ନିଜ କାମରେ ବ୍ୟସ୍ତ ରହିବେ ।

ତୁଳା ରାଶି –

ଆପଣଙ୍କ ସମୟ ଖରାପ ଚାଲିଥିଲେ ମଧ୍ୟ ଆପଣ ହସି ହସି ସବୁ କିଛି ସହି ଯିବା ଗୁଣ ପାଇଁ ସବୁଙ୍କ ପାଖରେ ପ୍ରିୟ ହୋଇ ରହିବେ । କେହି ଆଧ୍ୟାତ୍ମିକତା ରେ ଥିବା ଗୁରୁ କିମ୍ବା କେହି ବଡ ଲୋକ ଆଜି ଆପଣଙ୍କ ମାର୍ଗଦର୍ଶନ କରିବେ । ଆପଣ କିଛି ଜରୁରୀ କାମରେ ଆଜି ବାହାରକୁ ଯାଇ ପାରନ୍ତି । ଏହି ରାଶିର ଥିବା ଛାତ୍ର ମାନେ ଖୁବ ଜଲ୍ଦି ସବୁ ପ୍ରକାର ଖୁସି ପାଇବା ପାଇଁ ଯାଉଛନ୍ତି । ଆପଣ ଭବିଷ୍ୟତ କୁ ନେଇକି ଟିକେ ହଇରାଣ ହୋଇ ପାରନ୍ତି । ବ୍ୟାପାରୀ ମାନଙ୍କ ପାଇଁ ଆଜିର ଦିନ ଖୁବ ଭଲ ରହିବ ।

ବିଛା ରାଶି –

ଆପଣ ଆଜି ଗ୍ରାହକ ମାନଙ୍କ ସହ ଟିକେ ଭଲରେ କଥା ହେବା ପାଇଁ ଚେଷ୍ଟା କରନ୍ତୁ କାରଣ ସବବୁ ପ୍ରକାର ଗ୍ରାହକ ଆସି ପାରନ୍ତି ଆପଣ ଚିଡି ମଧ୍ୟ ଯାଇ ପାରନ୍ତି ତେଣୁ କରି ଆପଣ ଦେଖି ଚାହିଁ କାମ କରନ୍ତୁ । ଆପଣଙ୍କ ଲକ୍ଷ ଆଜି ଧୀରେ ଧୀରେ ନିଜ ସ୍ଥାନରୁ ହାତୀ ଯାଇ ପାରେ ମାତ୍ର ଏହା ଆପଣଙ୍କ ଉପରେ ନିର୍ଭର କରେ କି ଆପଣ କିଭଳି ଭାବେ ନିଜ ଲକ୍ଷକୁ ସାଧନା କରିବେ । ଆପଣଙ୍କ ସ୍ଥିତି ଆଜି ଟିକେ କଷ୍ଟକର ହୋଇ ପାରେ । ଆପଣ ଆଜି ଭଗବାନ ଗଣେଶ ଙ୍କୁ ଆରାଧନା କରନ୍ତୁ ଦେଖିବେ ଭଲ ପରିଣାମ ପାଇବେ ।

ଧନୁ ରାଶି –

ଆପଣ କିଛି ଦିନ ହେଲା ଭାବୁଥିବା କାମ ଆଜି କରିବେ । ଯେଉଁ କାମ ଆପଣ କରିବା ପାଇଁ ଅନେକ ଦିନରୁ ଅପେକ୍ଷା କରିଥିଲେ ତାହା କରିବା ପାଇଁ ଆଜି ଆପଣଙ୍କୁ ସୁଯୋଗ ମିଳିଯିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ଖୁବ ଭଲ ଜୀବ । ଆପଣ ଖୁବ କମ କାମ କରି ଆଜି ଭଲ ଲାଭ ପାଇବେ । ଯେଉଁ ମାନେ ବ୍ୟାପାରୀ ଅଛନ୍ତି ସେମାନେ ଆଜି ନିଜ ଭାଗ୍ୟ ଉପରେ ଗର୍ବ କରିବେ । ବିକାଶ ଆପଣଙ୍କୁ ସବୁ ଦିଆଗରୁ ମିଳିବା କୁ ଲାଗିବ ।

ମକର ରାଶି –

ଏହି ରାଶିର ଲୋକମାନେ ଯେଉଁ ଲୋକଙ୍କୁ ସାହାଜ୍ଯ କରିବେ ସେମାନେ ଆଜି ଖୁବ ଭଲ ପରିଣାମ ପାଇବେ । ଆର୍ଥିକ ସ୍ଥିତି ଖୁବ ଭଲ ରହିବ । ଆଜି ଆପଣଙ୍କ ନିଜର ଆତ୍ମବିଶ୍ଵାଶ ବଢିବ । ଆପଣଙ୍କ ଭାଗ୍ୟରେ ଏକ ରୁ ଅଧିକ ସୁଯଗ ଅଛି ଆଜି ଦିନରେ । ଆପଣ ନିଜ ସମ୍ପର୍କ ପାଇଁ ଆଜି ଟିକେ ଚିନ୍ତାରେ ରହିବେ । ଆପଣ ନିଶ୍ଚିତ ଭାବେ କିଛି ନା କିଛି ପଦକ୍ଷେପ ନେବା ଉଚ୍ଚିତ ଏହା ପାଈଁ । ଆପଣ କିଛି ନୂଆ ଜାଗାକୁ ବୁଲିବା ପାଇଁ ଯାଇ ପାରନ୍ତି ।

କୁମ୍ଭ ରାଶି –

ଆପଣଙ୍କ ଲକ୍ଷ ଆଜି ଧୀରେ ଧୀରେ ନିଜ ସ୍ଥାନରୁ ଅନ୍ୟତ୍ର ଯାଇ ପାରେ ମାତ୍ର ଏହା ଆପଣଙ୍କ ଉପରେ ନିର୍ଭର କରେ କି ଆପଣ କିଭଳି ଭାବେ ନିଜ ଲକ୍ଷକୁ ସାଧନା କରିବେ । । ଆଜି ଆପଣ କିଛି ଭଲ କାମରେ ନିଜକୁ ବ୍ୟସ୍ତ ରଖିବେ ଓ ନିଜ କାମ ପାଇଁ ଆପଣ ଆଜି ଖୁବ ପ୍ରଶଂସା ମଧ୍ୟ ପାଇବେ । ଯେଉଁ ମାନେ ଛାତ୍ର ଅକହନ୍ତି ସେମାନେ ଆଜି ଖୁବ ଭଲ ରେ ନିଜର ଦିନ ବିତାଇବେ।

ମୀନ ରାଶି –

ଆପଣ ଆଜି ନିଜକୁ ଖୁବ ରହସ୍ୟ ମୟ ଅନୁଭବ କରିବେ । ଜୀବନ ସାଥି ଙ୍କ ସହ ଆପଣଙ୍କ ସମ୍ପର୍କ ଖୁବ ଭଲ ରହିବ । ଆପଣ ଯେଉଁ ଜାଗରେ କାମ କରୁଛନ୍ତି । ସେଠାରେ ଖୁବ ପ୍ରଶଂସା ପାଇବେ ଆପଣ ଆପଣ ନିଜ ବନ୍ଧୁ ବାନ୍ଧବ ଓ ମାତା, ପିତା ଙ୍କ ଠାରୁ ଆଜି ଖୁବ ସମର୍ଥନ ପାଇବେ । ଏହି ରାଶିର ଲୋକମାନେ ଯେଉଁ ମାନନେ ବ୍ୟାପାରୀ ଅଟନ୍ତି ସେମାନେ ନିଶ୍ଚିତ ଭାବେ ନିଜ କାମ ଉପରେ ଧ୍ୟାନ ଦିଅନ୍ତି । ଯେଉଁ ମାନେ କାମ ସାରିବା ପରେ ବାହାରକୁ ଯିବା ପାଇଁ ବାହାରିଛନ୍ତି ନିଜ ବନ୍ଧୁ ମାନଙ୍କ ସହ ସେମାନେ ଆଜି ବାହାରକୁ ନ ଯିବା ହିନ ଭଲ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।