ଆଜିର ରାଶିଫଳ, 20 ଜୁନ 2020, ଶନିବାର, ଶନିଦେବଙ୍କ କୃପାରୁ ଚମକିବ ଏହି ୪ଟି ରାଶିର ଭାଗ୍ୟ, ୨ଟି ରାଶିଙ୍କୁ ରହିବାକୁ ହେବ ସାବଧାନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୦ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ସବୁ କିଛି ସାମାନ୍ୟ ଗତିରେ କାମ କରିବେ । ଚାକିରି କରୁଥିବା ଲୋକମାନଙ୍କ ଜୀବନରେ ନବୀନ ଅବସର ପ୍ରାପ୍ତି ପାଇଁ ଉତ୍କୃଷ୍ଟ ସମୟ ଅଛି । ପରିଚିତ ବ୍ୟକ୍ତିଙ୍କ ପାଇଁ ଚିନ୍ତାରେ ରହିବେ । ଯଦି ଆପଣ ପୈତୃକ ସମ୍ପତ୍ତି ପାଇବାର ଆଶାରେ ଅଛନ୍ତି ତେବେ ଆପଣଙ୍କୁ ଅଳ୍ପ ଅପେକ୍ଷା କରିବାକୁ ପଡିପାରେ । ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହିବେ । ଆଜି ଠାରୁ ସୋଭାଗ୍ୟଶାଳି ସମୟ ଆରମ୍ଭ ହୋଇ ଯାଇଛି । କେହି ଆପଣଙ୍କ ପାଇଁ ଆର୍ଥିକ ରୂପରେ ସମସ୍ୟା ଛିଡା କରି ପାରେ ।

ବୃଷ

ଚୁନୌତିର ସାମ୍ନା କରିବାକୁ ପଡିପାରେ । ମହତ୍ଵ ପୂର୍ଣ ନିଷ୍ପତି ବୁଝି ସୁଝି ନିଅନ୍ତୁ । ପ୍ରତିଦ୍ୱଂଦ୍ୱୀ ବହୁତ ସକ୍ରିୟ ରହିବେ । କିନ୍ତୁ ସେ ଆପଣଙ୍କୁ କିଛି କ୍ଷତି ପହଞ୍ଚାଇ ପାରିବେ ନାହିଁ । ଘର ହେଉ କିମ୍ବା ଅଫିସ ସହଯୋଗୀ, କୌଣସି ସାଥି, ଜୀବନସାଥିଙ୍କ ସହ ମତଭେଦ ହେବାର ଆସାର ନଜର ଆସୁଛି । ଘର, ସମ୍ପତ୍ତି କିମ୍ବା ଗାଡି କ୍ରୟ କରିବାର ଯୋଜନା ହେଉଛି । ତାଙ୍କ ପାଇଁ ଆଜିର ଦିନ ଶୁଭ ଅଟେ । ଯେଉଁ କାର୍ଯ୍ୟ ଗତ ବହୁତ ସମୟ ହେବ ଅଟକିଥିଲା, ତାହା ଏହି ସମୟ ମଧ୍ୟରେ ଆରମ୍ଭ ହୋଇଯିବ ।

ମିଥୁନ

ଆଜି ଶୁଭ ପରିଣାମ ପ୍ରାପ୍ତ ହେବ । ଆପଣଙ୍କୁ ସକାରାତ୍ମକ ଚିନ୍ତାଧାର ରଖିବାକୁ ପଡିବ । ଆପଣ ଲୋକମାନଙ୍କୁ ପ୍ରଭାବିତ କରିବା ପାଇଁ ନିଜର ବୁଦ୍ଧିର ଉପଯୋଗ କରିବେ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ଉଚିତ ସମୟ ଆସି ଯାଇଛି । ଏହି ସମୟରେ ଆପଣଙ୍କ ଉପରେ ଆଳସ୍ୟର ମେଘ ବି ଛାଇ ପାରେ । କାମରେ ବି ଆପଣଙ୍କ ଧ୍ୟାନ ରହିବ ନାହିଁ । ବ୍ୟକ୍ତିଗତ ସମ୍ବନ୍ଧ ଓ ସନ୍ତାନକୁ ନେଇ ଆପଣ ଚିନ୍ତିତ ହୋଇ ପାରନ୍ତି । ଆର୍ଥିକ ଲାଭ ହେବ ଓ ଏହା ସହିତ ଆପଣ ଭୌତିକ ବସ୍ତୁ ଉପରେ ବି ଖର୍ଚ କରିବେ ।

କର୍କଟ

ବର୍ତ୍ତମାନର ସମୟ ଆପଣଙ୍କ ପାଇଁ ସୋଭାଗ୍ୟଶାଳି ଅଟେ । ପାରିବାରିକ ଜୀବନରେ କିମ୍ବା ଭାଇ ଭଉଣୀଙ୍କ ସହ ବିବାଦ ହୋଇପାରେ । ପ୍ରେମ ସମ୍ବନ୍ଧ ଭଲ ରହିବେ । ବର୍ତ୍ତମାନର ସମୟରେ ଆପଣ ସମସ୍ତ ପ୍ରକାରର ସମସ୍ୟାରୁ ମୁକ୍ତି ପାଇ ଯିବେ । ଭାଗ୍ୟ ଆପଣଙ୍କ ସାଥ ଦେବ । କାର୍ଯ୍ୟ କ୍ଷେତ୍ରରେ ବର୍ତ୍ତମାନ ଉନ୍ନତି କରିବେ । ଯଦି ଆପଣ ନିଜର ଦୃଷ୍ଟିକୋଣ ବଦଳାଇ ପାରିବେ ଓ ବିଶ୍ଵାସର ସହ କାମ କରିବେ ତେବେ ଆପଣଙ୍କ ଉନ୍ନତି ହୋଇପାରେ । ରୋଗ ଦ୍ଵାରା ବି ଆପଣଙ୍କୁ ମୁକ୍ତି ମିଳିପାରେ ।

ସିଂହ

ଯଦି ଆପଣ ସମୟର ଅବସରର ପୂର୍ଣ ରୂପରେ ଉପଯୋଗ କରିବେ, ତେବେ ଆପଣଙ୍କ ବ୍ୟବସାୟିକ ଜୀବନରେ ଓ ଆପଣଙ୍କୁ ଭବିଷ୍ୟତରେ ଅତ୍ୟଧିକ ଲାଭ ପ୍ରଦାନ କରି ପାରେ । ପତ୍ନୀଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଖର୍ଚ ହୋଇପାରେ । ଏହି ସମୟରେ ଆପଣଙ୍କ ସ୍ଵଭାବ ଅଳ୍ପ ଆକ୍ରମକ ହୋଇପାରେ । କ୍ରୋଧ କରିବା ଠାରୁ ବଞ୍ଚନ୍ତୁ । ପାରିବାରିକ ମତଭେଦ ବଢିବାର ଆସାର ଅଛି । ଦାମ୍ପତ୍ୟ ଜୀବନରେ ଆପଣଙ୍କୁ ମତଭେଦର ସାମ୍ନା କରିବାକୁ ପଡିପାରେ । ବ୍ୟକ୍ତିଗତ ସମ୍ବନ୍ଧ ଭଲ ରହିବ ।

କନ୍ୟା

ଆୟରେ ବୁଦ୍ଧି ସମ୍ଭବ ଅଟେ । ଆପଣଙ୍କ ପାଖରେ ନୂଆ ଅଧିଗ୍ରହଣ ଆସିବ ଯାହା ଆପଣଙ୍କ ସାମାଜିକ ସ୍ଥିତିରେ ସୁଧାର ଆସିବ ଓ ଆପଣଙ୍କ ସନ୍ତୁଷ୍ଟି ବଢିବ । ସମ୍ପର୍କ ଓ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧରେ ସୁଧାର ଆସିବ । ସନ୍ତାନଙ୍କ ସହିତ ସମ୍ପର୍କ ଭଲ ରହିବ । ଏହା ସହିତ ପ୍ରେମ ସମ୍ବନ୍ଧରେ ସୁଧାର ଆସିବ । ଏହା ସହିତ ଆପଣଙ୍କୁ ଆପଣଙ୍କ ପରିଶ୍ରମର ଫଳ ମିଳିବ । ଯେତିକି ପ୍ରୟାସ, ଯେତିକି ପରିଶ୍ରମ କରିବେ ସେତିକି ଆପଣଙ୍କୁ ଲାଭ ମିଳିବ ।

ତୁଳା

ଆଜିର ଦିନ କିଛି ବିବାଦୀୟ ରହିପାରେ । ଆପଣଙ୍କୁ ଆପଣଙ୍କ ବରିଷ୍ଠ ବ୍ୟକ୍ତିମାନଙ୍କ ଠାରୁ ସମ୍ମାନ ମିଳିବ । ଆପଣଙ୍କ ସହଯୋଗୀ ଆପଣଙ୍କ କାର୍ଯ୍ୟ ଖରାପ କରି ପାରନ୍ତି । ଦାମ୍ପତ୍ୟ ଜୀବନରେ ଚିନ୍ତାର ସ୍ଥିତି ରହିବ । ଯାତ୍ରା ସ୍ଥଗିତ କରିବାକୁ ପାଡିପାରେ । ପ୍ରତିଯୋଗୀ ପରୀକ୍ଷାର ପରିମାଣର ଅପେକ୍ଷା କରିବାକୁ ପାଡିବ । ସଫଳତା ମିଳିପାରେ । ଶାରୀରିକ ରୂପରେ ଅଳ୍ପ ବହୁତ ଅସୁସ୍ଥ ଅନୁଭବ କରିବେ । ଶତ୍ରୁ, ପ୍ରତିସ୍ପର୍ଧି ଉପର ବିଜୟ ପ୍ରାପ୍ତ କରି ପାରିବେ ।

ବିଚ୍ଛା

ସକାରାତ୍ମକ ରହିବେ । ଆର୍ଥିକ ଲାଭ ପ୍ରାପ୍ତ କରିବା ପାଇଁ ଦିନ ଶୁଭ ଅଟେ । ଆପଣ ଭାଗ୍ୟର ବିଶ୍ଵାସରେ ବସି ରୁହନ୍ତୁ ନାହିଁ । ଆପଣଙ୍କୁ ନିଜକୁ ପରିଶ୍ରମୀ କରିବାକୁ ପଡିବ । ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ଅଟେ । ନିଜର ଜୀବନରେ ଉତ୍ସାହିତ ରହିବେ । ଅବିବାହିତ ଲୋକମାନଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ । ସ୍ୱାସ୍ଥ୍ୟ ଭଲ ରହିବ । କିଛି କାର୍ଯ୍ୟରେ ଟଙ୍କା ଖର୍ଚ ହୋଇପାରେ । ବର୍ତ୍ତମାନ ସମୟ ଆପଣଙ୍କ ପାଇଁ ଭାଗ୍ୟୋନ୍ନତିର ସମୟ ଅଟେ ।

ଧନୁ

ବ୍ୟବସାୟିକ ସ୍ତରରେ ବର୍ତ୍ତମାନର ସମୟ ଆପଣଙ୍କ ପାଇଁ ଲାଭଦାୟକ ରହିବ । ଜୀବନସାଥିଙ୍କ ସହ ମତଭେଦ ହୋଇପାରେ । ପ୍ରେମି ଜାତକମାନଙ୍କ ପାଇଁ ବି ସମୟ ଅନୁକୁଳ ଅଛି । ପ୍ରେମ ବିବାହ କରି ପାରିବେ ପ୍ରତିସ୍ପର୍ଧି ଗୁଡିକର ସାମ୍ନା କରିବେ । ଭାଗ୍ୟ ଆପଣଙ୍କ ସାଥ ଦେବ । ଆପଣଙ୍କ ଉପରେ କାମର ଅଧିକ ପ୍ରଭାବ ରହିବ । ସ୍ୱାସ୍ଥ୍ୟ ମାମଲାରେ ବହୁତ ଭଲ ଅନୁଭବ କରିବେ । ଆର୍ଥିକ ରୂପରେ ବର୍ତ୍ତମାନର ସମୟ ଭଲ ଅଟେ ।

ମକର

ଯାତ୍ରା ଲାଭକାରୀ ରହିବ । ବିବାହିତ ଦମ୍ପତ୍ତିଙ୍କୁ ନିଜ ଜୀବନରେ କିଛି ସୁଖ ଓ ଦୁଖହର ସାମ୍ନା କରିବାକୁ ପଡିପାରେ । ସ୍ୱାସ୍ଥ୍ୟ ମାମଲାରେ ଆପଣଙ୍କୁ ଅଳ୍ପ ସଂଘର୍ଷର ସାମ୍ନା କରିବାକୁ ପଡିପାରେ । ବେକ ଓ କାନରେ ବ୍ୟଥାର ସମସ୍ୟା ହୋଇପାରେ । ଏହି ସମୟରେ ଆପଣ କିଛି କାର୍ଯ୍ୟରେ ସାମିଲ ହୋଇ ପାରନ୍ତି । ଘର କିମ୍ବା ଗାଡି ନେବାର ବିଚାର କରି ପାରନ୍ତି । ଏହି ସମୟରେ ଆପଣଙ୍କୁ ସମସ୍ତ ପ୍ରୟାସରେ ସଫଳତା ମିଳିବ ।

କୁମ୍ଭ

ଭାଇ ଭଉଣୀଙ୍କ ପାଇଁ ଆଜିର ସମୟ ଭଲ ଅଛି । ଅଚାନକ ଧନ ଲାଭ ଯୋଗ ଆପଣଙ୍କ ପାଇଁ ପ୍ରସ୍ତୁତ ହେଉଛି । ଆପଣଙ୍କ ଶତ୍ରୁ ଓ ରୋଗ ଉପରେ ଆପଣ ବିଜୟ ହାସଲ କରି ପାରିବେ । ଆଜି ଆପଣଙ୍କୁ ନୁହେଁ ଆପଣଙ୍କ ପରିବାରର ଲୋକମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବାକୁ ପଡିବ । ବର୍ତ୍ତମାନ ସମୟରେ ଆପଣଙ୍କ ପୈତୃକ ସମ୍ପତ୍ତିରୁ ଆପଣଙ୍କୁ କିଛି ମିଳିବାର ଆସାର ଅଛି । କିଛି କାର୍ଯ୍ୟରେ ବିଳମ୍ବ ହୋଇପାରେ । ସାମାଜିକ ରୂପରେ ଅଧିକ ଲୋକପ୍ରିୟ ଓ ପ୍ରତିଷ୍ଠା ପ୍ରାପ୍ତ କରିବେ ।

ମୀନ

ସ୍ୱାସ୍ଥ୍ୟ ସମବନ୍ଧିତ ସମସ୍ୟା ବି ଦୂରେଇ ଯିବ । ଦାମ୍ପତ୍ୟ ଜୀବନରେ ଆପଣଙ୍କୁ ମତଭେଦର ସାମ୍ନା କରିବାକୁ ପଡିପାରେ । ଆପଣଙ୍କୁ ସମ୍ପତିକୁ ନେଇ କିଛି ମହତ୍ଵ ପୂର୍ଣ ନିଷ୍ପତି ନେବାକୁ ପଡିପାରେ । ଭାଗ୍ୟର ବି ଆପଣଙ୍କ ପୁରା ସାଥ ମିଳିବାର ଆସାର ଅଛି । ପୁଣି ଥରେ ଧନ ପ୍ରାପ୍ତି ପାଇଁ ଯୋଗ ହେଉଛି । ସମ୍ବନ୍ଧ ଓ ସନ୍ତାନଙ୍କ ମାମଲାରେ ସ୍ଥିତି ଚିନ୍ତା ରହିପାରେ । ଯାତ୍ରା କରିବା ସମୟରେ ବି ଆପଣଙ୍କୁ ସଚେତନ ରହିବାକୁ ପଡିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।