ଆଜିର ରାଶିଫଳ, 2 ସେପ୍ଟେମ୍ବର 2022, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨ ସେପ୍ଟେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ ଉଚ୍ଚ ଅଧିକାରୀ ଙ୍କ ସହଯୋଗ ପ୍ରାପ୍ତ ହେବ । ବେହତର ହେବ ଆପଣ ନିଜ ଉପରେ କାବୁ ରଖନ୍ତୁ । ଅନ୍ଯଥା ଅଯଥାରେ ବିବାଦରେ ପଡି ଆରନ୍ତି ଯାହା ପାଇଁ ଆପଣ ନିଜର କ୍ଷତି କରିବେ । ପଇସାକୁ ନେଇ ଆପଣ ଗମ୍ଭୀର ଚିନ୍ତାରେ ରହିବେ । ଅଟକି ରହିଥିବା ଦହନ ପ୍ରାପ୍ତି ନ ହେବାରୁ ଆପଣ ଚିନ୍ତା ରେ ରହିବେ । କୌଣସି ପାଖ ଲୋକଙ୍କର ଆବଶ୍ୟକତା କୁ ଦେଖି ଆପଣ ଅଧିକ ଭାବୁକ ହୋଇଯିବେ । ସେମିନାର ଓ ପ୍ରଦର୍ଶନ ଆପଣଙ୍କୁ ନୂଆ ଜ୍ଞାନ ଓ ସମ୍ପର୍କ ଆଣି ଦେବ ।

ବୃଷ ରାଶି : ଏହି ରାଶିର ଲୋକେ ବ୍ୟାପାର କରୁଥିଲେ ଆପଣଙ୍କୁ ଆସା ଅନୁଯାୟୀ ପରିଣାମ ମିଳିବାର ପ୍ରବଳ ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ ଆପଣଙ୍କୁ ବହୁତ ଭଲ ଅନୁଭବ ହେବ । ଆପଣ ଲୋକ ମାନଙ୍କର ସହଯୋଗରେ ଚାଲିବେ ତେବେ ଆପଣଙ୍କୁ ଉପଲବ୍ଧି ହାସଲ ହେବ । ମାତା ପିତା ଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ଆପଣ ସାମାଜିକ ସାମରୋହ ରେ ପୁରୁଣା ମିତ୍ର ବା ସମ୍ପର୍କୀୟ ମାନଙ୍କ ସହ ଦେଖା କରିବେ । ଧାର୍ମିକ କାର୍ଯ୍ୟ ରେ ଆଗ୍ରହୀ ହେବେ । ଅଚାନକ ଧନ ଲାଭ ହୋଇପାରେ ।

ମିଥୁନ ରାଶି : ଏହି ରାଶିର ବେରୋଜଗାର ଯୁବକ ମାନଙ୍କୁ ଚାକିରି ମିଳିବାର ପ୍ରବଳ ସମ୍ଭାବନା ରହିଛି । ଲମ୍ବା ସମୟ ପରେ ମିତ୍ର ମାନଙ୍କ ସହ ଆପଣ ବହୁତ ଭଲ ସମୟ ବ୍ଯତୀତ କରିବାର ଅବସର ପାଇବେ । ପାନ ନିଜର ମନ ପସନ୍ଦର ଜାଗା ବୁଲିବା ପାଇଁ ସ୍ଥିର କରିବେ । ପାରିବାରିକ ଜୀବନରେ ଆଜି ଅସାନ୍ତି ର ସାମ୍ନା କରିବାକୁ ପଡିପାରେ । ଭାଇ ଭଉଣୀ ଙ୍କ ବ୍ୟବହାର ଆପଣଙ୍କୁ ବହୁତ ଉଦାସ କରି ଦେବ । ଆପଣ ନିଜକୁ ଅସହାୟ ମନେ କରିବେ ।

କର୍କଟ ରାଶି ; ମାନସିକ ରୂପରେ ମଜବୁତ ରହିବେ । ଆପଣଙ୍କର ଚେଷ୍ଟା ପୁରା ପୁରୀ ସଫଳ ହେବ । ମିତ୍ର ଓ ପରିଜନ ମାନଙ୍କ ସହ ଖୁସି ରେ ସମୟ ବ୍ଯତୀତ କରିବେ । ଆପଣଙ୍କର ବ୍ୟକ୍ତିତ୍ବ ଆକର୍ଷକ ହେବ । କୌଣସ କଥାକୁ ନେଇ ଆପଣଙ୍କ ମନରେ ଆଶଙ୍କା ଆସିପାରେ । ପରିବାର ଓ ସମାଜର ଲୋକ ଆପଣଙ୍କ ପାଇଁ ବହୁତ ସାହାଜ୍ଯକାରୀ ସାବ୍ୟସ୍ତ ହେବେ । ବ୍ୟବହାର କୌଶଳ ଓ ଶାନ୍ତ ରଖିକି କାର୍ଯ୍ୟ କରିବାର ଲାଭ ର ଫାଇଦା ଉଠାନ୍ତୁ । ଆପଣଙ୍କୁ ସନ୍ଧ୍ଯା ସମୟରେ ଯାତ୍ରା କରିବାକୁ ପଡିପାରେ ।

ସିଂହ ରାଶି : ଆଜି ପୁରୁଣା ଅଭ୍ୟାସ ଛାଡିବାକୁ ନିସ୍ପତି ନେବେ । ଲୋକେ ଅପାନନ୍କର ବିଚାର ଶୁଣିବାକୁ ବହୁତ ଉଶ୍ଚାହ ହେବେ । ଆପଣ କୌଣସି ପାଖ ଲୋକଙ୍କ ଠାରୁ ଖୁସି ଖବର ପାଇବେ ଯାହା ପାଇଁ ଆପଣ ଖୁସି ରେ ଝୁମୀ ଉଠିବେ । କ୍ଯାରିୟର ମାମଲା ରେ ଆପଣ ଉପର କ୍ଷମତା ରେ ଅଧିକ ଦାୟିତ୍ଵ ପାଇ ପାରନ୍ତି । କୌଣସି ନିସ୍ପତି ଭାବି ଚିନ୍ତି ନିଅନ୍ତୁ । ମିତ୍ର ମାନଙ୍କ ସହ ସମ୍ପର୍କ ଭଲ ରହିବ । ଜୀବନ ସାଥି ଙ୍କ ସହ ମଧୁରତା ରହିବ । ସାମାଜିକ କ୍ଷେତ୍ର ରେ ଅଗ୍ରସର ହେବେ ।

କନ୍ୟା ରାଶି : ଆଜି ଆପଣଙ୍କର ସାମାଜିକ ସ୍ଥିତି ରେ ବୃଦ୍ଧି ହେବ । ବ୍ୟବସାୟ ରେ ନବୀନ ବିଚାର କାରଣରୁ ଅନ୍ତିମ ମିନିଟ ରେ ପରିବର୍ତ୍ତନ କରି ପାରନ୍ତି । ପ୍ରଭାବଶାଳି ଲୋକ ଙ୍କ ସହ ସମ୍ପର୍କ ସ୍ଥାପନ କରିବା ପାଇଁ ଦିନ ଭଲ ଅଛି । ଚାକିରି ସନ୍ଧାନ ରେ ଥିଲେ ଆପଣଙ୍କର ପ୍ରୟାସ ଲାଭକାରି ସାବ୍ୟସ୍ତ ହେବ । ପାରିବାରିକ ଜୀବନ ସାମାନ୍ଯ ରହିବ । କୌଣସି ଶୁଭ କାର୍ଯ୍ୟ ପୁରା ହେବ । ଆପଣ କିଛି ଏମିତି କରିବାରୁ ବଞ୍ଚିତ ହୁଅନ୍ତୁ ଯାହା ପାଇଁ ଆପଣଙ୍କୁ ପରେ ଅନୁତାପ କରିବାକୁ ପଡିବ । ବିରୋଧୀ ପରାସ୍ତ ହେବେ ।

ତୁଳା ରାଶି : ଆର୍ଥିକ ଲାଭ ଓ ସାମାଜିକ ମାନ ସମାନ ପ୍ରତିଷ୍ଠା ପ୍ରାପ୍ତ ହେବାର ସଂକେତ ରହିଛି । ସମ୍ପର୍କୀୟ ମାନଙ୍କ ଯିବା ଆସିବା ଲାଗି ରହିବ । ନିଜର ରାଏ ବ୍ୟକ୍ତ କରିବାରେ ସଙ୍କୋଚ କରନ୍ତୁ ନାହି । ନିୟୋଜିତ ବ୍ୟକ୍ତି ଙ୍କୁ ନିଜର ମାଲିକ ବା ସହ କର୍ମୀ ମାନଙ୍କ ସହ କୌଣସି ପ୍ରକାରର ତର୍କ ବିତର୍କ ରେ ସାମିଲ ହେବାରେ ବଞ୍ଚିତ ରହିବାକୁ ହେବ । ସମ୍ପର୍କରେ ଦାୟିତ୍ଵ ବଢିପାରେ । ଛାତ୍ର ଙ୍କୁ ବିବରଣୀ ରେ ଅଧିକ ଧ୍ୟାନ ଦେବାକୁ ପଡିବ । ଦାମ୍ପତ୍ୟ ଜୀବନରେ ବହୁତ ଭଲ ରହିବ । ଜୀବନ ସାଥିଙ୍କ ସହ ବୁଲିବା ପାଇଁ ପ୍ଳାନ କରିବେ ।

ବିଛା ରାଶି : ଆପଣ ନିଜର ସମ୍ପର୍କ ର ଲାଭ ଉଠାନ୍ତୁ । ଆତ୍ମବିଶ୍ଵ ର କମି ଉପରେ ଆପଣ ସଂଯମ ରଖନ୍ତୁ ନଚେତ ଆପଣଙ୍କ ପାଇଁ ସମସ୍ଯା ହୋଇପାରେ । ପାରିବାରିକ ମାମଲାରେ ଆପଣ ବୁଝି ବିଚାରୀ ନିସ୍ପତି ନିଅନ୍ତୁ । ସମ୍ପତି ସହ ଜଡିତ ମାମଲା ରେ ଆପଣଙ୍କୁ ବଡ ସଫଳତା ପ୍ରାପ୍ତ ହେବ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ପାଇଁ ଲୋକେ ଆପଣଙ୍କର ରାଏ ମାଗିବେ । ଛାତ୍ର ଛାତ୍ରୀ ପଢା ରେ ଧ୍ୟାନ କେନ୍ଦ୍ରିତ କରିବେ । ଅଚାନକ ଧନ ଲାଭ ହେବ ।

ଧନୁ ରାଶି : ପରିବାରରେ ହସ ଖୁସି ର ମାହୋଲ ରହିବ । କୌଣସି ରଚନାତ୍ମକ କାର୍ଯ୍ୟ ଆପଣ କରି ପାରନ୍ତି । ନିଜ ଉପରେ ଭରସା ରଖନ୍ତୁ ଓ ନେଗେଟିଭ ଚିନ୍ତା ରୁ ଦୂରେଇ ରୁହନ୍ତୁ । ଆତ୍ମବିଶ୍ଵାସ ସହକାରେ ଆଗକୁ ବଢନ୍ତୁ ସଫଳତା ଅବଶ୍ୟ ମିଳିବ । ନୂଆ କାମରେ ବ୍ୟସ୍ତ ରୁହନ୍ତୁ ଖାଲି ବସନ୍ତୁ ନାହି । ଆପଣ ନିଜର ଲକ୍ଷ୍ୟ ଭଲ ଭାବେର ପୁରା କରିବେ । ପରିବାର ସହ ସମୟ ବ୍ଯତୀତ କରିବେ । ଜୀବନ ସାଥି ଙ୍କ ଉନ୍ନତି ସାମାଜିକ ସମାନ ରେ ବୃଦ୍ଧି କାରାଇବ । ପ୍ରେମ ପ୍ରସଙ୍ଗର ସଫଳ ହେବେ ।

ମକର ରାଶି : ଆଜି ନୂଆ ଆରମ୍ଭ କରିବାର ଚେଷ୍ଟା କରିବେ । କୌଣସି କାମ ରେ କରିଥିବା ମେହନତ ଜରୁର ସଫଳ ହେବ । ନିଜର ରୁଚି ଅନୁଯାୟୀ କାମ ନ ହେବାରୁ ଆପଣ କର୍ମଚାରୀ ଙ୍କ ଉପରେ ରାଗି ପାରନ୍ତି । ଆଜି ବ୍ୟାପାରିକ ମାମଲା ରେ ଦାୟିତ୍ଵ ବଢିପାରେ । ସନ୍ତାନ ଙ୍କ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଧର୍ମ ଓ ଆଧ୍ୟାଧ୍ୟତ୍ମ କ୍ଷେତ୍ର ରେ ଅଟକି ରହିଥିବା କାମ ପୁରା ହେବ । କଥାବାର୍ତ୍ତା ଓ ଭାଷଣ କଳା ରେ ବହୁତ ଅଧିକ ସଫଳତା ମିଳିବ ।

କୁମ୍ଭ ରାଶି : ଆଜି ଆପଣଙ୍କୁ ନିଜ ବ୍ୟାପାର ରେ ଯଦି ଧନ ଲାଭ କମ ହେବ ତେବେ ବି ଆପଣ ସେଥିରେ ସନ୍ତୋଷ ହେବେ । ଆପଣ ନିଜର ଦୈନିକ ଖର୍ଚ୍ଚ ବାହାର କରିବେ ସଫଳ ହେବେ । ଆଜି ଆପଣ ନିଜର ଦାୟିତ୍ଵ କୁ ଆଗରେ ରଖି ନିଶ୍ଚୟ ସବୁ ଦାୟିତ୍ଵ ନିଭାଇବେ । ସନ୍ଧ୍ୟା ସମୟରେ ଆପଣ ମିତ୍ର ଙ୍କ ସହ କଥାବାର୍ତ୍ତା କରିବାରେ ସମୟ ବ୍ଯତୀତ କରିବେ । ଚାକିରି କ୍ଷେତ୍ରରେ ସମୟ ଅନୁକୂଳ ରହିବ ।

ମୀନ ରଶି : ବ୍ୟବସାୟ ପାଇଁ ସମୟ ଆପଣଙ୍କ ପାଇଁ ଉଚିତ ସାବ୍ୟସ୍ତ ହେବ । ଆଜି ଆପଣ ଯେଉଁ କାର୍ଯ୍ୟ କରିବେ ସେଥିରେ ଆପଣଙ୍କୁ ଭରପୁର ସଫଳତା ମିଳିବ । ତେଣୁ ଆଜି ସେହି କାମ କରନ୍ତୁ ଯାହା ଆପଣଙ୍କୁ ଅତ୍ୟଧିକ ପ୍ରିୟ ଅଟେ । ଆଜି ଆପଣ ସାମାଜିକ କାର୍ଯ୍ୟ ରେ ଯୋଗ ଦାନ କରିବାରେ ଆଗେଇ ଆସିବେ । ନୂଆ ପରିଯୋଜନା ଓ କାମ କରିବାରେ ବେହତର ସମୟ ରହିଛି । ପିତା ଙ୍କ ସହ ସମୟ ବିତାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।