ଆଜିର ରାଶିଫଳ, 2 ନଭେମ୍ବର 2022, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୬ ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨ ନଭେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ବୈବାହିକ ଯିବାକୁ ଅଧିକ ସୁଖମୟ କରିବା ପାଇଁ ଆପଣଙ୍କ ରାୟସ ଆଶା ଠାରୁ ଅଧିକ ରଙ୍ଗ ଆଣିବ । ଯଦି ଆପଣ ବେରୋଜଗାର ଅଟନ୍ତି ଲମ୍ବା ସମୟରୁ ଚାକିରି ର ସନ୍ଧାନ କରୁଛନ୍ତି କିନ୍ତୁ ସଫଳହେଉ ନାହାନ୍ତି ତେବ ଆପଣଙ୍କୁ ନିରାଶ ହେବାର ଆବଶ୍ୟକତା ନାହି । ଜଲ୍ଦି ଆପଣଙ୍କ ଭାଗ୍ଯର ସହଯୋଗ ମିଳିବ । ଆପଣଙ୍କୁ ମନ ପସନ୍ଦର ଚାକିରି ମିଳିବାର ପ୍ରବଳ ସମ୍ଭାବନା ରହିଛି । ଆଜି ବନ୍ଧୁ ଓ ପରିବାର ସହ ସମ୍ପର୍କ ଭଲ ରହିବ ।

ବୃଷ ରାଶି : ପାରିବାରିକ ବାତାବରଣ ଖୁଶିମୟ ରହିବ । ବୀନା ପ୍ଲାନିଙ୍ଗ ରେ କୌଣସି କାମ ଆରମ୍ଭ କରିବାକୁ ଚେଷ୍ଟା କରନ୍ତୁ ନାହି । ବ୍ୟାପାର ସହ ଜଡିତ ଜାତକ ଙ୍କୁ ଆଜି ଅଧିକ କାମ ଭାର ପଡିପାରେ । ଆଜି ଆପଣଙ୍କୁ ଭଲ ଅବସର ହାତକୁ ଲାଗିପରେ । ପଇସା ମାମଲାରେ ଆଜି ଦିନ ଖର୍ଚ୍ଚାନ୍ତ ରହିବାର ଅଛି । କିସ୍ମତ ଭରସାରେ କାମ ଆରମ୍ଭ କରନ୍ତୁ ନାହି । ଲଭ ଲାଇଫ ବହୁତ ଭଲ ରହିବ । ମନୋରଞ୍ଜନ ର ଅବସର ପ୍ରାପ୍ତ ହେବ । ସମାଜରେ ମାନ ସମା ବୃଦ୍ଧି ପାଇଁ ।

ମିଥୁନ ରାଶି : ଆପଣ ବହୁତ ବ୍ୟସ୍ତ ରହିବେ । କାର୍ଯ୍ୟ କ୍ଷେତ୍ର ରେ ନୂଆ ଏଗ୍ରୀମେଣ୍ଟ ଓ ବୁଝାମଣା ହେବାର ସମ୍ଭାବନା ରହିଛି । କୌଣସି ବନ୍ଧୁ ଙ୍କ ସହଯୋଗ ମିଳିବାର ସମ୍ଭାବନା ରହିଛି । ଆପଣଙ୍କ ଧ୍ୟାନ ଅନ୍ୟ ଉପରେ ରହିବ । ଅଫିସରେ କେହି ବ୍ୟକ୍ତି ଗୁପ୍ତ ରୂପରେ ଆପଣଙ୍କୁ ସାହାଜ୍ଯ କରିବେ । ଏହି ସମୟ ଅଳ୍ପ ପରିବର୍ତ୍ତନ ହେବାର ଅଛି ଯାହା ପାଇଁ ଆପଣ ଚିନ୍ତା ରେ ରହିବେ । ସାହିତ୍ଯ ଲେଖନ ପାଇଁ ଦିନ ଭଲ ରହିବା କାରଣରୁ ଆପଣ ନିଜର ପ୍ରତିଭା ଦେଇ ପାରିବେ ।

କର୍କଟ ରାଶି : ଆଜି କୌଣସି ଉପଲବ୍ଧି ମିଳିବାର ସଂକେତ ଅଛି । ଘର ଅପରିବାର ସହ ଜଡିତ ଗୁରୁଜନ ମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବ । କାର୍ଯ୍ୟ ସଫଳତା ଓ ପ୍ରତିଦ୍ଵନ୍ଦୀ ଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ଯାହା ପାଇଁ ଆପଣଙ୍କ ମନ ପ୍ରଶାନ ରହିବ । ଆପଣ ଚିନ୍ତା ମୁକ୍ତ ରହିବେ । ରୋମାନ୍ସ ର ଭଲ ଅବସର ଆଜି ମିଳିବାର ଯୋଗ ରହିଛି । ଜୀବନ ସାଥି ଆପଣଙ୍କୁ ଆର୍ଥିକ ସାହାଜ୍ଯ କରିବେ । ଆକସ୍ମିକ ଧନ ଲାଭ ହେବ ।

ସିଂହ ରାଶି : ଚାକିରି କରୁଥିବା ଜାତକ ଙ୍କୁ ଆଜି ଆଗକୁ ବଢିବାର ଅବସର ମିଳିବ । ନୂଆ କାର୍ଯ୍ୟ ର ଆରମ୍ଭ ହେବ । ନିଜସ୍ଵ ବ୍ୟାପାର ର ବିସ୍ତାର ହେବ । ବିଜେନ୍ସ ରେ ଚାଲଥିବା ଆର୍ଥିକ ସମସ୍ଯା ଦୂର ହେବ । ଅନାୟାସ ଧନ ଲାଭର ଯୋଗ ରହିଛି । ଯଦି ଆପଣ ଅଧିକ ମେହନତ କରୁଛନ୍ତି ତେବ ଆପଣଙ୍କୁ ନିଜର ଶରୀର ଉପରେ ଧ୍ୟାନ ଦେବାର ଜରୁରତ ଅଛି ଓ ଆରମ ବି କରନ୍ତୁ । ବ୍ୟାପାର କରୁଥିବା ଜାତକ ଙ୍କ ପାଇଁ ଆଜି ଦିନ ଲାଭକାରୀ ସାବ୍ଯସ୍ତ ହେବ ।

କନ୍ୟା ରାଶି : ଆଜି ଆପଣଙ୍କ ପାଇଁ ପରାମର୍ଶ ହେଉଛି କି କୌଣସି ବଡ ନିସ୍ପତି ନେବା ସମୟରେ ବିଚାର କରନ୍ତୁ । ଯଦି ବ୍ୟବସାୟ କ୍ଷେତ୍ର ରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ଲାଭ ହୋଇପାରେ । ଆପଣ ବନ୍ଧୁ ମାନଙ୍କ ସହ ମଉଜ ମସ୍ତି କରିବାର ଅବସର ମିଳିବ । ଭାଇ ଭଉଣୀ ଙ୍କ ସହ ମିସିକି ଘରେ କୌଣସି ଆୟୋଜନ କରିବେ । ବନ୍ଧୁ, ସ୍ନେହଜନ ଙ୍କ ସହ ଯାତ୍ରା କରିବାର ଯୋଗ ଅଛି । ପରିବାର ର ସ୍ଥିତି ଠିକ ରଖିବା ପାଇ ଆପଣଙ୍କୁ ଅନେକ ଚ୍ୟାଲେଞ୍ଜ ର ସାମନା କରିବାକୁ ପଡିବ ।

ତୁଳା ରାଶି : ଆଜି ଛାତ୍ର ଙ୍କ ପଢା ପ୍ରତି ଧ୍ୟାନ ରଖିବ । ପିତା ବା ଧର୍ମ ଗୁରୁ ଙ୍କ ସହଯୋଗ ମିଳିବ । ଆଜି ଆପଣ ଚାକିରି କ୍ଷେତ୍ର ରେ କୌଣସି ସହଯୋଗୀ ଙ୍କର ଉନ୍ନତି ଦେଖି ଖୁସି ହେବେ । ଯାହା ପାଇଁ ଆପଣ କିଛି ନୂଆ କରିବାକୁ ଚେଷ୍ଟା କରିବେ । ସନ୍ଧ୍ୟା ସମୟରେ ଆପଣଙ୍କୁ ଲାଭ ର ଅନେକ ଅବସର ମିଳିପାରେ । ନିଜର ଆଚରଣ କୁ ନେଇ ସତର୍କ ରହିବାର ଜରୁରତ ଅଛି । ବ୍ଯବସାୟିକ ସଫଳତା ମିଳିବ । ଆପଣ ନିଜର କ୍ରୋଧ ଉପରେ ସଂଯମ ରଖନ୍ତୁ । ଆପଣଙ୍କ ଘରେ ସୁଖ ଶାନ୍ତି ରହିବ ।

ବିଛା ରାଶି : ସାମାଜିକ କାର୍ଯ୍ୟ କ୍ରମ ରେ ଭାଗ ନେବେ । ପ୍ରେମ ମାମଲାରେ ସଫଳତା ମିଳିବ । ଆପଣଙ୍କୁ ନିଜ ମନରେ ନେଗେଟିଭ ବିଚାର ଆସିବାରୁ ରୋକିବାକୁ ହେବ । ମେହନତ ପରେ ନିଜ ପାଇଁ କିଛି ସମୟ ବାହାର କରନ୍ତୁ । ନିଜକୁ ସାବ୍ୟସ୍ତ କରିବା ପାଇଁ ଆପଣଙ୍କୁ ମେହନତ କରିବାକୁ ହେବ । ବିଜନେସ କରୁଥିବା ଲୋକଙ୍କ ପାଇଁ ଦିନ ଶୁଭ ରହିବ । ଧାର୍ମିକ କାର୍ଯ୍ୟ କଳାପ ଜରିଆରେ ମାନ ସମାନ ଆଜି ଦିନରେ ଆପଣ ପାଇବେ ।

ଧନୁ ରାଶି : ଆଜି ଆପଣଙ୍କ ସ୍ୱାସ୍ଥ୍ୟ ବେହତର ରହିବ । ପ୍ରେମୀଙ୍କ ଅମଧ୍ୟରେ ସମ୍ପର୍କ ମଜବୁତ ହେବ । ଅଫିସରେ କାମ ଭାର ଅଧିକ ହୋଇପାରେ । ଏହା ସହ ଯେଉଁ କାମ କରିବେ ସେଥିରେ ସତ ପ୍ରତିଶତ ସଫଳତା ମିଳିବ କି ନାହି ମନରେ ଆସଙ୍କା ରହିବ । କୌଣସି ପୁରୁଣା ଦିଲ ଯାହା କୌଣସି କାରଣ ବଶତ ଅଟକି ରହିଥିଲା ତାହା ଆଜି ପୁରା ହେବ । ଆପଣଙ୍କ ମଧ୍ୟରୁ କିଛି ଭୌତିକ ବସ୍ତୁ ପ୍ରାପ୍ତି ପାଇଁ ଖର୍ଚ୍ଚ କରିବେ । ଉଚ୍ଚ ଶିକ୍ଷା ପାଇଁ ଯାତ୍ରା କରିବାକୁ ପଡ଼ିପାଏ ।

ମକର ରାଶି : ପରିବାର ରେ ମାହୋଲ ଭଲ ରହିବ । ଆଜି ଦିନ ଟି ଅନୁକୂଳ ରହିବ । ଆପଣ ନିଜର ସ୍ଵଭାବରେ ପରିବର୍ତ୍ତନ କରିବେ । ଏହି ପରିବର୍ତ୍ତନ ରେ ପରିବାର ବର୍ଗ ପ୍ରଶ୍ନ ହେବ । କୌଣସି ସମ୍ପତି ଆପଣଙ୍କ ଖୁସି କୁ ଦୁଇ ଗୁଣା କରିବେ । କାର୍ଯ୍ୟ କ୍ଷେତ୍ର ରେ ବଢିବାର ନୂଆ ଅବସର ପ୍ରାପ୍ତ ହେବ । ପରିବାର ବାହାରେ କିଛି ଲୋକଙ୍କ ସହ ଆପଣଙ୍କ ବିବାଦ ହୋଇପାରେ । ଘର ବାହାରେ ପ୍ରସନ୍ନତା ପୂର୍ବକ ମାହୋଲ ରହିବ । କାରୋବାର ରେ ବୃଦ୍ଧି ହେବ ।

କୁମ୍ଭ ରାଶି : ପରିବାର ସଦସ୍ୟ ଙ୍କ ସହ ଭଲ ସମୟ ବ୍ଯତୀତ କରିବେ । ବ୍ୟବସାୟ ବିସ୍ତାର ପାଇଁ ଏହି ସ୍ମାଯା ଉତ୍ତମ ଅଟେ । ଅଫିସରେ ସହ କର୍ମୀ ଙ୍କ ସାହାଜ୍ଯ ରେ ଅଟକି ରହିଥିବା କାର୍ଯ୍ୟ ପୁରା ହେବ । ଅନେକ ଦିନରୁ ଚାଲିଥିଆବ ସମସ୍ଯା ବିଷୟରେ ଜୀବନ ସାଥି ଙ୍କ ସହ ସେୟାର କରିବେ । ଆପଣଙ୍କୁ ଏଥିପାଇଁ ରିଲାକ୍ସ ଅନୁଭବ ହେବ । ବିତ୍ତୀୟ ସ୍ଥିତି ରେ ସୁଧାର ହେବ କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ଆପଣଙ୍କ ବଜେଟ ବିଗାଡି ପାରେ । ସ୍ଥାୟୀ ସମ୍ପତି ର କାର୍ଯ୍ୟ ବଡ ଲାଭ ଦେଇପାରେ ।

ମୀନ ରାଶି : ପରିବାରର ସାହାଯ୍ୟରେ ଆର୍ଥିକ ସମସ୍ଯା ଦୂର କରିବେ । ଆଜି ଦିନରେ ଆପଣଙ୍କୁ ଶାସନ ସତ୍ତ ର ସହଯୋଗ ମିଳିବ । ପିତା ଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ସନ୍ତାନ ଓ ବ୍ୟାପାର ର ସ୍ଥିତି ଠିକ ଚାଲିବ । ଆଜି କୌଣସି ବ୍ୟପାର ର ଆରମ୍ଭ କରନ୍ତୁ ନାହି ।  ବୟପର ରେ ପ୍ରଗତି ହେବ । ରୋଜଗାର କରିବାର ପ୍ରୟାସ ସଫଳ ହେବ । ସାମାଜିକ ମନ ସାମନାରେ ବୃଦ୍ଧି ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କାରନ୍ତ ।