ଆଜିର ରାଶିଫଳ, 2 ଡିସେମ୍ବର 2022, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୬ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨ ଡିସେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ମେହନତ ଅଧିକ ହୋଇପାରେ । ଆଜି ଦିନରେ ଆପଣଙ୍କୁ ପ୍ରେମ ଓ ସନ୍ତାନ ଙ୍କ ସାଥ ମିଳିବ । ଆପଣଙ୍କ ବ୍ୟାପାର ଭଲ ଚାଲିବ । ଆପଣ ଶତ୍ରୁଙ୍କ ଉପରେ ବିଜୟୀ ପ୍ରାପ୍ତ କରିବେ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହି । ଯଦି ଆପଣ କେଉଁଠି ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି ତେବେ ଅପେକ୍ଷା କରନ୍ତୁ । ବ୍ୟବସାୟ ଦୃଷ୍ଟିରୁ ଆଜି ଦିନ ଟି ଲାଭଦାୟକ ସାବ୍ୟସ୍ତ ହେବ । ଦାଂପତ୍ଯ ଜୀବନରେ ପରସ୍ପରକୁ ବୁଝିବାକୁ ଚେଷ୍ଟା କରିବେ ।

ବୃଷ ରାଶି : ପ୍ରିୟଜନ ଙ୍କ ସହ ଭେଟ ହେବ ଓ ସୁଖ ପ୍ରାପ୍ତି ହେବ । ଧର୍ମ କର୍ମରେ ରୁଚି ରହିବ । ବ୍ୟବସାୟରେ ଭାବି ଚିନ୍ତି ପଦକ୍ଷେପ ନିଅନ୍ତୁ । ପ୍ରତିଦ୍ଵନ୍ଦି ଆଗକୁ ଯିବାକୁ ଚେଷ୍ଟା କରିବେ । ଆର୍ଥିକ ସ୍ଥିତି ସାମାନ୍ଯ ରହିବ । ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିବାର ଯୋଗ ଅଛି । ଶତ୍ରୁ ପରାସ୍ତ ହେବେ । କାମ କାର୍ଯ୍ୟ ଅଧିକ ହେବ ।

ମିଥୁନ ରାଶି : ପରିବାରରେ ବଡ ବିବାଦ ହୋଇପାରେ । ବ୍ୟାପାର କ୍ଷେତରେ ଦୂର ଯାତ୍ରା କରିଲେ ସମୟ ଅନୁକୂଳ ହେବ । ବଡ ଭାଇ ଭଉଣୀ ଙ୍କ ପୁରା ସହଯୋଗ ମିଳିବ । ପଇସା ମାମଲାରେ ଆଜି ଦିନ ଟି ଅଧିକ ଖର୍ଚ୍ଚ ହୋଇପାରେ । ନିଜର ବଜେଟ ଉପରେ ଧ୍ୟାନ ରଖନ୍ତୁ । ଜୋସ ସହ ହୋସ ରେ କାମ କରିଲେ ଫାଇଦା ରେ ରହିବେ । ଚାକିରିରେ ଅଫିସର ମାନଙ୍କର ସହଯୋଗ ମିଳିବ । ବାହନ ସାବଧାନ ପୂର୍ବକ ଚଳାନ୍ତୁ ।

କର୍କଟ ରାଶି : ପ୍ରିୟ ବ୍ୟକ୍ତି ଙ୍କ ସହ ଭେଟ ରୋମାଞ୍ଚକ ରହିବ । ମନରେ ଫୁର୍ତ୍ତି ଅନୁଭବ ହେବ । ଏମିତି କିଛି ଘଟଣା ହୋଇପାରେ ଯାହା ଆପଣଙ୍କ ହିତ ରେ ହେବ ନାହି । ମନ ପ୍ରସନ୍ନ ରହିବ । ନିଜର ଜରୁରୀ କାମ ଉପରେ ଫୋକସ କରନ୍ତୁ । ଆପଣଙ୍କୁ ପେଟିଭ ଦେଖିକି ମାଲିକ ଅତ୍ୟଧିକ ପ୍ରସନ୍ନ ହେବେ । ଯେଉଁ ଲୋକେ ଶିଂଗଲ ଅଛନ୍ତି ସେମାନଙ୍କୁ ସୁଯୋଗ୍ୟ ବିବାହ ପ୍ରସ୍ତାବ ମିଳିପାରେ । ଅଚାନକ ଧନ ଲଭ ହେବ ।

ସିଂହ ରାଶି : ଦିନର ଆରମ୍ଭ କିଛି ଭଲ ଖବର ରେ ହେବ । ବ୍ୟବସାୟିକ ରୂପରେ ଆପଣ ପ୍ରଗତି କରିବେ । ଭାବନାତ୍ମକ ନିସ୍ପତି ପାଇଁ ସମୟ ଭଲ ନାହିଁ । କିନ୍ତୁ ଏହି ସମୟରେ ଯେଉଁ ବି ନିସ୍ପତି ନେବେ ବିଚାର କରି ନିଅନ୍ତୁ । ଆପଣଙ୍କ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ମୁଡ ଭଲ ରହିବ । କାର୍ଯ୍ୟ ପାଇଁ କାର୍ଯ୍ୟ ସ୍ଥଳରେ ଆପଣ ପ୍ରଶଂସାର ପାତ୍ର ହେବେ । କାରୋବର ସାମାନ୍ଯ ଚାଲିବ । ଚକଇରୀରେ ବିଶେଷ କାର୍ଯ୍ୟ ରେ ସଫଳତା ମିଳିବ ।

କନ୍ୟା ରାଶି : ଆଜି ବ୍ୟବସାୟ ପାଇଁ ଦିନ ଅନୁକୂଳ ଅଟେ । ପରିବାରରେ ସାମାନ୍ଯ କଳହ ଦେଖାଯାଇପାରେ । ଭାବନାତ୍ମକ ନିସ୍ପତି ପାଇଁ ସମୟ ଭଲ ନାହି । ଆଜି ବ୍ୟବସାୟରେ କିଛି ଯୋଜନା ଲାଗୁ କରିବେ । ସ୍ୱାସ୍ଥ୍ୟ ଭଲ ରହିବ ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ସନ୍ତାନ ଙ୍କ ଠାରେ ସମସ୍ଯା ଆସିପାରେ । କିଛି କଥା ଗୁପ୍ତ ରଖନ୍ତୁ । କିଛି ମାମଲାରେ ଆପଣ ଚିନ୍ତା ରେ ରହିବେ । ପ୍ରେମ ଜୀବନରେ ସୁଧାର ଆସିବ ।

ତୁଳା ରାଶି : ଆଜି ଆପଣ ସବୁ କାମ ସମୟ ଅନୁଯାୟୀ ପୁରା କରିବେ । ଆପଣ ନିଜକୁ ବି ସନ୍ତୁଷ୍ଟ କରିବେ । କିଛି ପୁରୁଣା ନିବେଶରେ ଭଲ ଆମଦାନୀ ହେବାର ସମ୍ଭାବନା ଅଛି । ବ୍ୟାପାର ସହ ଜଡିତ ଜାତକ ଙ୍କୁ ଆଜି ନୂଆ ବ୍ୟବସାୟ ପ୍ରସତାବ ମିଳିପାରେ । ଆପଣ ବିନା ପରାମର୍ଶ ରେ କୌଣସି ନିସ୍ପତି ନିଅନ୍ତୁ ନାହି । କାମ କାର୍ଯ୍ୟ ଅଧିକ ରହିବ । ଜୀବନ ସାଥିଙ୍କ ସହଯୋଗ ପାଇବେ ।

ବିଛା ରାଶି : ଶିଂଗଲ ଲୋକଙ୍କ ପାଇଁ ଆଜି ବିବାହ ପ୍ରସ୍ତାବ ଆସିପାରେ । ବିବାହିତା ଲୋକଙ୍କ ଜୀବନରେ ଆନନ୍ଦ ଓ ପ୍ରେମ ବଢିବ । ସାବଧାନ ରହି ନିଜ କାମ ଉପରେ ଫୋକସ କରନ୍ତୁ । ଛାତ୍ର ଙ୍କୁ ଶିକ୍ଷା କ୍ଷେତରେ କିଛି ସମସ୍ୟାର ସାମନା କରିବାକୁ ପଡିପାରେ । ବ୍ୟାପାରୀ ବର୍ଗ ଲାଭବାନ ହେବେ । କରଯ ସୁଝିବାରେ ଆପଣଙ୍କର ଧ୍ୟାନ ରହିବ । ପରିବାରକୁ ସମୟ ଦିଅନ୍ତୁ । ନ୍ୟାୟଳୟ ମାମଲାରେ ସଫଳତା ମିଳିବାର ସମ୍ଭାବନା ଅଛି । ଆଜି ଆପଣଙ୍କ ଛବି ରେ ନିଖର ଆସିବ ।

ଧନୁ ରାଶି : ଅଫିସରେ ପୂର୍ବରୁ କରିଥିବ କାମରେ ଆଜି ସଫଳ ହେବେ । କାମକୁ କାଲି କରିବା ପାଇଁ ଆପଣ ଚିନ୍ତା କରିବେ । ମେଡିକାଲ ଲାଇନ ରେ ଯେଉଁ ମାନେ ଅଛନ୍ତି ସେମନଙ୍କୁ ନିସନ୍ଦେହ ଅସହାୟ ଲୋକଙ୍କର ସହଜୟ କରିବା ଦରକାର । ବ୍ୟକ୍ତିଗତ ଜୀବନରେ ସମୟ ବାହାର କରି ଦାନ ପୂଣ୍ୟ କାମରେ ଲାଗନ୍ତୁ । ଏଥି ଦ୍ଵାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ । କୌଣସି ଅତିରିକ୍ତ ଦାୟିତ୍ଵ ମିଳିପାରେ ।

ମକର ରାଶି : ପାର୍ଟନରସିପ ରେ ଆପଣ କିଛି ନୂଆ ବ୍ୟବସାୟ ଆରମ୍ଭ କରିବେ । ବ୍ୟସ୍ତତା କାରଣରୁ ଆପଣ ପରିବାର ପାଇଁ ସମୟ ବାହାର କରି ପାରିବେ ନାହି ଯାହା ଦ୍ଵାରା ସମସ୍ଯା ହୋଇପାରେ । ଚାକିରି ରେ ଅଫିସର ମାନଙ୍କ ସହ ମତଭେଦ ଦୂର ହେବ । କ୍ଯାରିୟର ରେ ପରିବର୍ତ୍ତନ ହେବ । କାରୋବର ରେ ଫାଇଦା ପାଇବେ । ଦାଂପତ୍ଯ ଜୀବନ ସୁଖମୟ ହେବ । ଅଟକି ରହିଥିବ କାମ ପୁରା ହେବ । ଆର୍ଥିକ ସ୍ଥିତି ମଜବୁତ ରହିବ ।

କୁମ୍ଭ ରାଶି : ଆଜି ଆପଣ କିଛି ନୂଆ ଜିନିଷ ଶିଖିବାକୁ ପାଇବେ । ଅଫିସରେ ଅଧିକାରୀ ବର୍ଗ ଙ୍କ ସହ ସତର୍କ ରୁହନ୍ତୁ । ନିଜ କ୍ଷମତା ଅନୁଯାୟୀ କାମ କରନ୍ତୁ । କଠିନ କାମ ପୁରା କରିବାକୁ ଚାହୁଁ ଥିଲେ ସେଥିରେ ଅପେକ୍ଷା ଅନୁଯାୟୀ ସଫଳତା ମିଳିବ । ଧୀରେ ଧୀରେ ପ୍ରୟାସ କରିଲେ ଆପଣ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ । ଘରୋଇ କାମ କରିବାରେ ସଫଳ ହେବେ । ଜରୁରୀ କାମ ସମୟ ଅନୁଯାୟି ପୁରା ହେବ । ଲଭ ରିଲେସନସିପ ରେ ସଫଳତା ଆସିବ ।

ମୀନ ରାଶି : ଆଜି ଆପଣଙ୍କର ସହଯୋଗୀ ମାନଙ୍କର ସାଥ ମିଳିବ । ଆସା ନିରାଶର ମିଶ୍ରିତ ଭାବ ମନରେ ରହିବ । ଠିକାଦାର କାମ କରୁଥିବା ଜାତକ ଙ୍କ ପାଇଁ ଆଜି ଦିନ ଟି ଲାଭଦାୟକ ରହିବ । ସିନିୟର ମାନଙ୍କ ସହ ଭଲ ବ୍ୟବହାର କରନ୍ତୁ । ବାଣୀ ଉପରେ ସଂଯମ ରଖନ୍ତୁ । ଆପଣ ମଧୁର କଥା କହି କାମ ହାସଲ କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।