ଆଜିର ରାଶିଫଳ, 2 ଜୁନ 2022, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ବଡ ପରିବର୍ତ୍ତନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨ ଜୁନ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କ ଦୈନିକ ଜୀବନରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ ଯାହା ଆପଣଙ୍କ ପାଇଁ ବେହତର ସାବ୍ୟସ୍ତ ହେବ । କମ ରୁ କମ ସମୟ ମଧ୍ୟରେ ଆପଣ ଅଧିକ କାମ ପୁରା କରିବା ପାଇଁ ଚେଷ୍ଟା କରିବେ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବାର ଯୋଗ ରହିଛି । ଅନେକ ଦିନରୁ ଚାଲି ରହିଥିବା ସମୟର ର ଅନ୍ତ ଘଟିବ । ଅଚାନକ ଆପଣଙ୍କ ପାଖକୁ ଟଙ୍କା ଆସିବ ଯାହା ଆପଣଙ୍କ ଖର୍ଚ୍ଚ ହେବାରେ ଲାଗିବ । କୌଣସି ଭଲ ଖବର ଆପଣଙ୍କୁ ମିଳିପାରେ ।

ବୃଷ ରାଶି : ସାହସିକତା ଲୋକଙ୍କ ସହ ଆପଣ ଆଗକୁ ବଧିବେ । ଭାବନରେ ଉତ୍ଥାନ ପତନ ଓ ଜୀବନରେ କିଛି ପରିବର୍ତ୍ତନ ହୋଇପରେ । ସାଥି ହୋଇ କାମ କରିବା ପାଇଁ ଆପଣଙ୍କୁ ଲୋକେ ମିଳିବେ ଯିଏ ଆପଣଙ୍କୁ ସାହାଜ୍ଯ କରିବେ । କୌଣସି ଶୁଭ ଖବର ମଧ୍ୟ ଆପଣଙ୍କୁ ମିଳିପାରେ । ଆପଣଙ୍କୁ ଭରପୁର ଊର୍ଜା ଓ                 ଜବରଦସ୍ତ ଉଶ୍ଚାହ ସାକାରାତ୍ମକ ପରିଣାମ ଆଣିବ । ବିବାହିତା ଲୋକଙ୍କ ପାଇଁ ଦିନ ଟି ସାନଦାର ରହିବ । କୌଣସି କଥାକୁ ଅଧିକ ଚିନ୍ତା କରିଲେ ଆପଣଙ୍କ ପାଇଁ ଭଲ ରହିବ ।

ମିଥୁନ ରାଶି : ଆଜି ଆପଣ ସନ୍ତାନଙ୍କୁ ନେଇ ଚିନ୍ତାରେ ରହିବେ । ଅଭିଭାବକ ମାନେ ଛୋଟ ପିଲାଙ୍କ ଉପରେ ଧ୍ୟାନ ଦେବାର ଜରୁରତ ଅଛି । ଏହି ସମୟରେ ନୈତିକ ଶିକ୍ଷା ଦେବା ଭବିଷ୍ୟତ ପାଇଁ ବେହତର ସାବ୍ୟସ୍ତ ହେବ । ଆପଣ ନିଜକୁ ସକାରାତ୍ମକ ଉର୍ଜ ରେ ଘେରି ରହିଥିବା ପାଇବେ । ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ ଯାହା ଆପଣଙ୍କ ପାଇଁ ସଫଳତା ଆଡକୁ ଅଗ୍ରସର କରାଇବ । ଆପଣଙ୍କ ସବୁ ପ୍ରକାରର ଦୁଖର ଅନ୍ତ ଘଟିବ । ସ୍ୱାସ୍ଥ୍ୟ ଭଲ ରହିବ । ମାତାଙ୍କ ଠାରୁ ଲାଭ ପାଇବେ ।

କର୍କଟ ରାଶି : ଆଜି କରା ଯାଇଥିବା ପରିଶ୍ରମର ସନ୍ତୋଷଜନକ ପରିଣାମ ପାଇବେ । ଆଳସ୍ୟ ତ୍ୟାଗ କରି ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କାମ ପ୍ରତି ଧ୍ୟାନ ଦେବେ । ପରିଶ୍ରମ ର ପରିଣାମ ବହୁତ ଜଲ୍ଦି ଓ ସାକାରାତ୍ମକ ମିଳିବ । ପରିବାର ରେ ସଦସ୍ୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଭୀର ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବ । ଆପଣଙ୍କ ଜୀବନରେ ବହୁତ ସାରା ପରିବର୍ତ୍ତନ ହେବା ସହ ଖୁଶିର ଆଗମନ ହେବାକୁ ଯାଉଛି । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ସିଂହ ରାଶି :  ଆଜି କାର୍ଯ୍ୟରେ ପରକ୍ଷା କରିଥିବା ଫଳ ମିଳିବ ନାହି ଯାହା ଦ୍ଵାରା ଆପଣଙ୍କ ଚିନ୍ତା ରେ ରହିବେ । ଆପଣଙ୍କର ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଆପଣଙ୍କର ପ୍ରତିଷ୍ଠା ଚମକି ଉଠିବ । ନୂଆ ସମ୍ପର୍କ ଯୋଡି ହେବାର ସମ୍ଭାବନା ରହିଛି । ଘର ପରିବାର ଓ କାର୍ଯ୍ୟ କ୍ଷେତ୍ର ରେ ଲୋକେ ଆପଣଙ୍କ କଥାରେ ପ୍ରଭାବିତ ହେବେ । ଆପଣଙ୍କ ପ୍ରେମ ଜୀବନରେ ବଢୁଥିବା ପ୍ରେମ ଆପଣଙ୍କୁ ଅନୁଭବ ହେବ । କୌଣସି ବଡ ସମୟର ସମାଧାନ ପାଇଁ କେହି ଆପଣଙ୍କ ଠାରୁ ରାଏ ନେବେ । ତରବର ହୋଇ ନିବେଶ କରନ୍ତୁ ନାହି ।

କନ୍ୟା ରାଶି : ଆପଣଙ୍କୁ ଜବରଦସ୍ତ ଧନ ଲାଭ ହୋଇପାରେ । ଆଜି ଆପଣ କିଛି ଅଜବ ଅନୁଭବ କରିବେ । ବେକାର ମାମଲାରେ ନିଜର ସମୟ ବରବାତ କରିବେ । ଜୀବନ ସାଥିଙ୍କ କୌଣସି ମହତ୍ଵ କଥାରେ ଆପଣ ନଜର ଅନ୍ଦାଜ କରିବାରୁ କଳହ ହୋଇପାରେ । ଅଟକି ରହିଥିବା କାମ ହେବ ଓ ସେଥିରେ ଅଲାଭ ପାଇବେ । ଯଦି ଆପଣ ସେବା  କରୁଛନ୍ତି ତେବେ ଆପଣଙ୍କୁ ଅଧିକ କାମ କରିବାକୁ ପଡିବ । ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ କୁ ନେଇ ଆପଣ ଚିନ୍ତାରେ ରହିବେ ।

ତୁଳା ରାଶି : କ୍ଯାରିୟରେ ଉନ୍ନତି ପାଇଁ ଆଜି ଆପଣଙ୍କୁ ଭଲ ପରାମର୍ଶ ମିଳିବ । ଯାତ୍ରା ସହ ଜଡିତ କୌଣସି ଭଲ ଖବର ଆପଣଙ୍କୁ ମିଳିପାରେ । ପାର୍ଟନରସିପ ପାଇଁ ଦିନ ଭଲ ରହିବ । ଚାକିରି କ୍ଷେତ୍ରରେ ଥିଲେ ପ୍ରମୋଶନ ହେବାର ଯୋଗ ରହିଛି । ଆପଣ କାମର ନିର୍ଦ୍ଦିଷ୍ଟ ସମୟ ନିର୍ଧନ କରନ୍ତୁ । କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଆଜି ଦିନ ଟି ଠିକ ରହିବ । ଆଜି ଆପଣ ଯାହା ବି ନିସ୍ପତି ନେବେ ସେଥିରେ ଆପଣଙ୍କୁ ଫାଇଦା ମିଳିବ । ବ୍ୟବସାୟୀ ମାନେ ନିଜର ଲକ୍ଷ୍ୟ ପ୍ରାପ୍ତ କରିବେ ।

ବିଛା ରାଶି : ଆଜି ଆପଣ ବିଚାରକୁ ସୁଧାରିବା ପାଇଁ ସଫଳତା ହେବେ । ଦୀର୍ଘ ଦିନରୁ ଆପଣ ଯେଉଁ ଛୋଟ ମୋଟ ସମସ୍ୟାରେ ଘେରି ରହିଥିଲ ସେଥିରୁ ମୁକ୍ତି ଅପାଇବେ । ପରିବାରର ସଦସ୍ୟଙ୍କ ଠାରୁ ଶୁଭ ଖବର ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ବିଷୟରେ କହିଲେ ଆଜି ଦିନ ଟି ଭଲ ରହିବ । ଚାକିରି କ୍ଷେତ୍ର ରେ ଥିଲେ ଆଜି ଆପଣଙ୍କୁ ସାଥି ମାନଙ୍କର କମ ସହାୟତା ମିଳିବ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ସାମାଜିକ କ୍ଷେତ୍ର ରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ ।

ଧନୁ ରାଶି : ଆଜି ଆପଣଙ୍କ ସ୍ବାଭିମାନ କୁ ଆଘାତ ଲାଗିପାରେ । କଠିନ ପରିଶ୍ରମର ଭଲ ପରିଣାମ ମିଳିବାର ସମୟ ରହିଛି । ଅନ୍ତିମ ନିସ୍ପତି ରେ ଆପଣ ଖୁସି ଓ ଚିନ୍ତା ମୁକ୍ତ ହେବେ । ମିତ୍ର ତଥା ପରିଜନ ମାନଙ୍କ ସହଯୋଗ ମିଳିବ । ଜୀବନ ସାଥିଙ୍କ ସହ ସହଯୋଗ ମିଳିବାରୁ ଆପଣ କୌଣସି ବଡ କାମ ପୁରା କରିବେ । ସନ୍ତାନ ପକ୍ଷ ରୁ କୌଣସି ଭଲ ଖବର ଶୁଣିବାକୁ ପାଇବେ । କାର୍ଯ୍ୟ କ୍ଷେତ୍ର ରେ ନୂଆ କାମ ଆରମ୍ଭ କରିବାକୁ ଚାହୁଁଥିଲେ ଆଜି ଦିନ ଟି ଭଲ ରହିବ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ରାଏ ମାଗିବେ ।

ମକର ରାଶି : ଆପଣଙ୍କର ଘରର ନବୀକରଣ ପାଇଁ ଖର୍ଚ୍ଚା ହୋଇପରେ । ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବଜାୟ ରହିବ । ଘରର ସଦସ୍ୟଙ୍କ ପୁରା ସହଯୋଗ ପ୍ରାପ୍ତ ହେବ । ଆପଣଙ୍କର ଭେଟ କିଛି ଖରାପ ଲୋକଙ୍କ ସହ ହୋଇପାରେ । ତେଣୁ ସତର୍କ ରୁହନ୍ତୁ । ଆଜି ଟଙ୍କାର ନିବେଶ କରନ୍ତୁ ନାହି । ଆର୍ଥିକ ମାମଲାରେ ନିସ୍ପତି ନିଅନ୍ତୁ ନାହି । ବିଦ୍ୟାର୍ଥୀ ଙ୍କୁ ସମୟର ସଦୁପୋଯୋଗ କରିବା ଉଚିତ । ଆଜି ଆପଣ ପଢାରେ ଅଧିକ ଫୋକସ କରିବେ ।

କୁମ୍ଭ ରାଶି : ଆଜି ଆପଣଙ୍କର ଦାଂପତ୍ଯ ଜୀବ ଆନନ୍ଦଦାୟକ ରହିବ । ପୁରୁଣା ମିତ୍ର ଓ ସମ୍ପର୍କୀୟଙ୍କ ସହ ଭେଟ ହେବ । ନୂଆ ଊର୍ଜା ଅନୁଭବ କରିବେ । କୌଣସି ବଡ ସଫଳତା ହାସଲ ହେବ । ଆପଣ ନିଜର ସାକାରାତ୍ମକ ବିଚାରରେ ଅନ୍ୟକୁ ପ୍ରଭାବିତ କରିବେ । ଆପଣ ନିଜ କାମ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବେ । ଶିକ୍ଷା କ୍ଷେତ୍ର ରେ ସ୍ଥିତି ଠିକ ରହିବ । ପୁରୁଣା ନିବେଶ ଆପଣଙ୍କ ପାଇଁ ଲାଭଦାୟକ ରହିବ । ବେପାର କ୍ଷେତ୍ରରେ ଯୋଜନାବଦ୍ଧ ଭାବେ କାମ କରନ୍ତୁ ।

ମୀନ ରାଶି : ଆଜି ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପରାମର୍ଶ ମିଳିପାରେ । କୌଣସି ବଡ କାମ ପୁରା କରିବା ପାଇଁ ଦାୟିତ୍ଵ ମିଳିପାରେ । ସରକାରି ଚାକିରି କ୍ଷେତ୍ରରେ ଥିଲେ ଆପଣଙ୍କର ଅଚାନକ ଟ୍ରାନ୍ସଫର ହୋଇପାରେ । ଆଜି ଆପଣଙ୍କୁ ଆର୍ଥିକ ଫାଇଦା ଭଲ ମିଳିବ । ନିଜ ଠାରୁ ଅଧିକ ବୟସର ଲୋକଙ୍କ ପ୍ରତି ଆପଣ ଆକର୍ଷିତ ହେବ । ମିତ୍ର ଓ ପରିବାର ସହ ବ୍ୟସ୍ତରେ ସମୟ ବ୍ଯତୀତ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।