ଆଜିର ରାଶିଫଳ, 2 ଅଗଷ୍ଟ 2020, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ଏହି ୬ଟି ରାଶିର ଧନ ସମ୍ପତ୍ତିରେ ହେବ ବୃଦ୍ଧି, ମିଳିବ ଆର୍ଥିକ ଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣ ନିଜକୁ ସତେଜ ଅନୁଭବ କରିବେ । ଆପଣ ନିଜର ସମସ୍ତ କାମ ସମୟ ମଧ୍ୟରେ ପୁରା କରି ନେବେ । ଅନ୍ୟ ଲୋକମାନଙ୍କ ସାହାର୍ଯ୍ୟ ବି କରିବେ । ଆଜି ଆପଣ ସମସ୍ତ କଥାକୁ ଗମ୍ଭୀରତା ପୂର୍ବକ ଶୁଣିବେ । ଶିକ୍ଷା ଦ୍ଵାରା ସମ୍ବନ୍ଧିତ ଲୋକମାନଙ୍କୁ ଭଲ ସଫଳତା ପ୍ରାପ୍ତ ହୋଇପାରେ । ଦାମ୍ପତ୍ୟ ଜୀବନ ଭଲ ରହିବ । ନିଜ ଉପରେ ବିଶ୍ଵାସ ରଖନ୍ତୁ । ଆଜି କିଛି ନୂଆ ବନ୍ଧୁ ହୋଇ ପାରନ୍ତି । ଆଜି ଆପଣଙ୍କ ସାଥି ଆପଣଙ୍କ ସହିତ ବୁଲିବାକୁ ମଧ୍ୟ ଯାଇ ପାରନ୍ତି । ଆଜି ଆପଣ କୌଣସି କାମରେ ସଫଳତା ହାସଲ କରିବା ପାଇଁ ତତ୍ପର ହେବେ ।

ବୃଷ

ଆଜି ଆପଣ ନିଜର ବନ୍ଧୁମାନଙ୍କ ସହିତ ଅଧିକ ସମୟ ରହିବେ । ଆପଣଙ୍କ ମନ ପ୍ରସନ୍ନ ରହିବ । ଆଜି ଆପଣ କୌଣସି ଏମିତି କାମ କରିବେ, ଯାହା ଦ୍ଵାରା ଆପଣଙ୍କ ଉନ୍ନତି ହେବ । ଆପଣଙ୍କୁ କୌଣସି ନୂଆ ଅଫର ମିଳିପାରେ । ଆପଣଙ୍କ ବ୍ୟବସାୟ ସହ ଜଡିତ ଲାଭ ମିଳିପାରେ । ବିଦେଶ ଯାତ୍ରା ପାଇଁ ଭଲ ଅବସର ପ୍ରାପ୍ତ ହୋଇପାରେ । ଏମିତି ବି ହୋଇପାରେ କି ଆପଣଙ୍କୁ ବିଦେଶ ସମ୍ବନ୍ଧିତ କାମ କାର୍ଯ୍ୟ ପାଇଁ ଭଲ ଅବସର ପ୍ରାପ୍ତ ନ ହୋଇପାରେ । ଯଦି ଆପଣ କୌଣସି ପ୍ରକାରର ଯୋଜନା କରୁଛନ୍ତି ତେବେ ସେଥିରେ ନିଶ୍ଚିତ ସଫଳ ହେବେ ।

ମିଥୁନ

ଆଜି ଆପଣଙ୍କୁ କୌଣସି ଶୁଭ ଖବର ମିଳିବାର ସମ୍ଭାବନା ଅଛି । ପାରିବାରିକ ସମ୍ପର୍କ ମଜବୁତ ରହିବ । ଯାହା ଦ୍ଵାରା ଆପଣଙ୍କ ଘରେ ଖୁସି ରହିବ । ଆର୍ଥିକ ଲାଭ ପାଇଁ ଭଲ ଅବସର ପ୍ରାପ୍ତ ହୋଇପାରେ । ଏମିତି ହୋଇପାରେ କି ଆର୍ଥିକ ଲାଭ ପ୍ରାପ୍ତି ପାଇଁ ଆପଣଙ୍କୁ କିଛି ଯାତ୍ରା କରିବାକୁ ପଡିପାରେ । ଚିନ୍ତାର ସାମ୍ନା କରିବାକୁ ପଡିପାରେ । କିନ୍ତୁ ଲାଭ ପ୍ରାପ୍ତ କରିବାର ସମ୍ଭାବନା ଅଛି । ଆପଣଙ୍କୁ ପେଟ ସମ୍ବନ୍ଧିତ ଇନଫେକସନ କିମ୍ବା ଶରୀରେ କୌଣସି ରୋଗ ଉତ୍ପନ୍ନ ହେବାର ସମ୍ଭାବନା ଅଛି ।

କର୍କଟ

ଆଜି ଆପଣଙ୍କ ଦିନ ଧାର୍ମିକ ଗତିବିଧିରେ ବ୍ୟସ୍ତ ରହିବ । ସବୁ କାମରେ ଆପଣଙ୍କୁ ଲାଭ ମିଳିବ । ଆପଣଙ୍କ କ୍ଳାନ୍ତ ଦୂର ହେବ । ଆଜି ପିଲାମାନଙ୍କ ସହିତ କିଛି ସମୟ ବ୍ୟତିତ କରିବେ । ଘରେ ଅଚାନକ ଅତିଥି ଆସି ପାରନ୍ତି । ଆତ୍ମବିଶ୍ଵାସ ସହିତ କରାଯାଇଥିବା ସମସ୍ତ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିପାରେ । ବ୍ୟବସାୟ ସହ ସମ୍ବନ୍ଧିତ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବାର ସମ୍ଭାବନା ଅଛି । ଭାଗ୍ୟ ଆପଣଙ୍କ ସାଥ ଦେବ ।

ସିଂହ

ଆଜି ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ । ଘରେ କୌଣସି ମିତ୍ରଙ୍କ ଆସିବା ଦ୍ଵାରା ଖୁସି ଦ୍ଵିଗୁଣା ବଢିଯିବ । କୌଣସି ବି ବିବାଦରେ ପଡନ୍ତୁ ନାହିଁ । କୌଣସି ପୁରୁଣା କଥାକୁ ନେଇ ଆପଣଙ୍କ ଚିନ୍ତା ବଢିପାରେ । ଏହି ସମୟରେ ରାଜନୈତିକ ଲାଭ ପ୍ରାପ୍ତ ହେବାର ସମ୍ଭାବନା ଅଛି । ଯଦି ଆପଣ ରାଜନୀତି ସହ ଜଡିତ ଅଛନ୍ତି ତେବେ ଆପଣଙ୍କୁ ଲାଭ ପ୍ରାପ୍ତ ହୋଇପାରେ । ଭୂମି ଗାଡି ଇତ୍ୟାଦିରେ ସୁଖ ସୁବିଧା ପ୍ରାପ୍ତ ହୋଇପାରେ । ଆପଣଙ୍କ ଦ୍ଵାରା କରାଯାଇଥିବା ପ୍ରୟାସରେ ସଫଳ ହେବାର ସମ୍ଭାବନା ଅଛି ।

କନ୍ୟା

ଆଜି ଆପଣ ନିଜକୁ ଊର୍ଜାବାନ ଅନୁଭବ କରିବେ । ଚିନ୍ତା କରିଥିବା କାମ ସମୟ ଉପରେ ପୁରା ହେବ । ଆଜି ଟଙ୍କା ଆୟ କରିବା ପାଇଁ ଚାନ୍ସ ମିଳିବ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣଙ୍କୁ ଭଲ ପୋଜିସନ ପ୍ରାପ୍ତ ହୋଇପାରେ । ସାହସ ଓ ଉତ୍ସାହ ଦ୍ଵାରା ଭଲ ଲାଭ ପ୍ରାପ୍ତ କରିବେ । ଧନ ସମ୍ପତ୍ତି ପ୍ରାପ୍ତିର ଯୋଗ ଅଛି । ସମସ୍ତ କାର୍ଯ୍ୟକୁ ସଠିକ ଭାବରେ କରିବାକୁ ଚେଷ୍ଟା କରନ୍ତୁ । ଆପଣ ଯେଉଁ କ୍ଷେତ୍ରରେ ପ୍ରୟାସ କରିବେ ସେଥିରେ ଆପଣଙ୍କୁ ଭଲ ସଫଳତା ମିଳିବ ।

ତୁଳା

ଆଜି ଆପଣ ନିଜର ଦାୟିତ୍ଵକୁ ପୁରା କରିବାରେ ସଫଳ ହେବେ । ପରିବାର ଲୋକମାନେ ଆପଣଙ୍କ ଉପରେ ଖୁସି ହେବେ । ଅଫିସର କୌଣସି କାମ ଆଜି ଆରମ୍ଭ ହୋଇପାରେ । ପିଲାମାନଙ୍କ ଶିକ୍ଷା ପ୍ରତି ଆପଣ ଧ୍ୟାନ ଦିଅନ୍ତୁ । ଆର୍ଥିକ ଲାଭ ହେବେ । ଆପଣଙ୍କ ମନ ସାମାଜିକ କାର୍ଯ୍ୟରେ ଲାଗି ରହିବ । କୌଣସି ମାମଲାରେ ଆପଣ ଭାବୁକ ହୋଇପାରନ୍ତି । ଦରକାରୀ କାମରେ ବନ୍ଧୁ ଓ ଭାଇମାନଙ୍କ ସହଯୋଗ ମିଳିବ । ଜୀବନରେ ଉନ୍ନତି କରିବା ଦ୍ଵାରା ପରିବାରରେ ପ୍ରସନ୍ନତା ଆସିବ ।

ବିଚ୍ଛା

କୌଣସି ବି କାର୍ଯ୍ୟରେ ସ୍ଵୟଂ ନିଷ୍ପତି ନେବା ଦ୍ଵାରା ଆପଣ ସେଥିରେ ନିଶ୍ଚିତ ସଫଳ ହେବେ । ଏହି ସମୟରେ ଆପଣ ନିଜର ସମ୍ବନ୍ଧକୁ ନେଇ ଅଧିକ ଚିନ୍ତିତ ରହି ପାରନ୍ତି । ଭୁଲ ବୁଝାମଣାକୁ ଦୂର କରିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କୁ ସମସ୍ତ କାମରେ ସଫଳତା ମିଳିବ । କୌଣସି ବି ମହତ୍ଵପୂର୍ଣ କାର୍ଯ୍ୟକୁ ନେଇ ଚର୍ଚା କିମ୍ବା ଶୁଭାରମ୍ଭ କରିବା ଦ୍ଵାରା ଆପଣଙ୍କୁ କ୍ଷତି ହୋଇପାରେ । ବୈବାହିକ ଜୀବନ ପାଇଁ ଆଜିର ସ୍ଥିତି ଚିନ୍ତାପୂର୍ଣ ହୋଇପାରେ । ଜୀବନସାଥିଙ୍କ ସହଯୋଗ ପ୍ରାପ୍ତ ହେବ ।

ଧନୁ

ଏମିତିରେ ଆପଣଙ୍କୁ ନିଜର ସ୍ଥିତି ଓ ପରିସ୍ଥିତିକୁ ଦେଖି କାମ କରିବା ଉଚିତ । ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ । ଖୁସି କେବେ ବି ମିଳିପାରେ । ସାମାଜିକ କାମରେ ସଫଳତା ମିଳିବ । ଆପଣଙ୍କ କାମର ଚର୍ଚା ହେବ । ଆପଣଙ୍କ କୌଣସି ଖାସ କାମ ସମୟ ଉପରେ ପୁରା ହେବ । ଅଚଳ ସମ୍ପତ୍ତି ପାଇଁ କରାଯାଇଥିବା ପ୍ରୟାସରେ ଆପଣ ସଫଳ ହେବେ । ପେଟ ସମ୍ବନ୍ଧିତ ସମସ୍ୟା ଦ୍ଵାରା ସାବଧାନ ରହିବାକୁ ଚେଷ୍ଟା କରନ୍ତୁ । ଯଦି ଗାଡିର ପ୍ରୟୋଗ କରୁଛନ୍ତି ତେବେ ସାବଧାନ ପୂର୍ବକ କରନ୍ତୁ ଓ ଖାଦ୍ୟପାନ ଦ୍ଵାରା ସମ୍ବନ୍ଧିତ ସାବଧାନ ରୁହନ୍ତୁ ।

ମକର

ଉଚ୍ଚ ପଦ ପ୍ରାପ୍ତି ସମ୍ଭାବନା ଅଛି । ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣଙ୍କ କୌଣସି ଭଲ ପୋଜିସନ ପ୍ରାପ୍ତ ହୋଇପାରେ । ଜୀବନରେ ଲୋକମାନଙ୍କ ସହଯୋଗ ମିଳିବ । ସମାଜରେ ମାନ ସମ୍ମାନ ବଢିବ । ଯାହା ଦ୍ଵାରା ଆପଣ ଯାହା ବି କାମ କରିବେ ସେଥିରେ ଆପଣଙ୍କୁ ଭଲ ସଫଳତା ମିଳିବ । କ୍ୟାରିୟର ଦ୍ରୁଷ୍ଟିରେ ଏହି ସମୟ ବହୁତ ଭଲ ଓ ଉନ୍ନତି ଦାୟକ ହୋଇପାରେ । ମାନ, ସମ୍ମାନ, ଧନ ଐଶ୍ୱର୍ୟ ପ୍ରାପ୍ତିର ଯୋଗ ଅଛି ।

କୁମ୍ଭ

ଗୋଟିଏ କଥାର ଧ୍ୟାନ ରଖନ୍ତୁ କି ଯଦି ଆପଣ ନିଜର ପ୍ରିୟତମ ସହ କୌଣସି ସ୍ଥାନକୁ ଯିବାକୁ ଚାହୁଁଛନ୍ତି ତେବେ ସାବଧାନ ରୁହନ୍ତୁ । ଆର୍ଥିକ ଦ୍ରୁଷ୍ଟି ଦ୍ଵାରା ସ୍ଥିତି ଭଲ ରହିବ । ଆପଣ ଦରକାରୀ ଲୋକମାନଙ୍କ ଠାରୁ ବିଚଳିତ ହେବ । ଯେଉଁ କାରଣରୁ ଆପଣଙ୍କୁ ନିଜର କାମ କାର୍ଯ୍ୟରେ ଖରାପ ପ୍ରଭାବ ଦେଖିବାକୁ ମିଳିବ । ଆପଣଙ୍କ କୌଣସି କାର୍ଯ୍ୟ ନ ସୁଝି ବୁଝି କରିବେ । ଗାଡି ଇତ୍ୟାଦି ସୁଖ ସୁବିଧା ପ୍ରାପ୍ତ ହୋଇପାରେ । ମାତା ପିତାଙ୍କ ସହ ସମ୍ବନ୍ଧ ଖରାପ ହେବାର ସମ୍ଭାବନା ଅଛି ।

ମୀନ

ଆପଣ ଛୋଟ ଛୋଟ ରୋଗରେ ଶିକାର ବି ହୋଇପାରନ୍ତି । ମୌସମ ପରିବର୍ତ୍ତନର ସମୟ ଆସିବା ଦ୍ଵାରା ଆପଣଙ୍କ ସ୍ଵାସ୍ଥ୍ୟରେ ବି କିଛି ପରିବର୍ତ୍ତନ ହୋଇପାରେ । କୌଣସି ପ୍ରକାରର ଟଙ୍କାର ଦେବା ନେବାରେ ବ୍ୟସ୍ତ ହୁଅନ୍ତୁ ନାହିଁ । ସମୟ ଅନୁସାରେ କାର୍ଯ୍ୟ କରିବା ଦ୍ଵାରା ସଫଳତା ପ୍ରାପ୍ତ ହୋଇପାରେ । ସୂର୍ଯ୍ୟଙ୍କ ସ୍ଵଭାବ ଆପଣଙ୍କ ସାହସ ଦେବ । ଆପଣଙ୍କ ସମୟରେ ମାନ ସମ୍ମାନ ବଢିବ । ଏହା ସହିତ ଆପଣଙ୍କୁ ରାଜନୈତିକ ସହଯୋଗ ମିଳିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।