ଆଜିର ରାଶିଫଳ, 19 ମାର୍ଚ୍ଚ 2023, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୯ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଯଦି ଆପଣ ଜୀବନ ସାଥିଙ୍କ ସହ ଶ୍ଵଶୁର ଘରକୁ ଦେଖା କରିବାକୁ ଚାହୁଁ ଛନ୍ତି ତେବେ ମନ କଥା କାହା ଆଗରେ କୁହନ୍ତୁ ନାହି । ଆପଣ ଦିନ ସାରା ବହୁତ ଊର୍ଜାବାନ ଓ ସକ୍ରିୟ ଅନୁଭବ କରିବେ । ବ୍ୟାପରି ବର୍ଗ ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ । କେଉଁଠି ପୁଞ୍ଜି ଲଗାଇବା ଅଗାରୁ ପୂର୍ବରୁ ପ୍ଲାନିଙ୍ଗ ଭଲ ଭାବେ କରନ୍ତୁ । ତା ପରେ ନିବେଶ କରନ୍ତୁ । ବିଜେନେସ ପାର୍ଟନର ସହ ସମ୍ପର୍କ ମଜବୁତ ହେବ ।

ବୃଷ ରାଶି : ସେମାନଙ୍କ ସହ ମିସିକି କରିଥିବା କାମରେ ସଫଳତା ମିଳିବ । ନିଜ ଲୋକଙ୍କ ସ୍ନେହ ଓ ସମର୍ଥନ ମିଳିବ । ଆପଣଙ୍କ ଦାଂପତ୍ଯ ଜୀବନ ରେ ମଧୁରତା ଭରପୁର ରହିବ । ଜୀବନ ସାଥିଙ୍କ ସହ ପ୍ରେମରେ ବୃଦ୍ଧି ହେବ । ଆଜି ଆପଣଙ୍କର ପ୍ରିୟ କେହି ଆପଣଙ୍କୁ ଉପହାର ଦେଇ ପାରନ୍ତି । ଆର୍ଥିକ ଦ୍ରୁଷ୍ଟି କୋଣରୁ ଆପଣଙ୍କ ପାଇଁ ଦିନ ମିଶ୍ରିତ ରହିବ । ଆପଣଙ୍କୁ ଅତ୍ୟଧିକ ସଂବେଦନଶୀଳତା କାରଣରୁ ଓ ଘରୋଇ ମାମଲାକୁ ନେଇ ମାନସିକ ଚାପ ପଡିପାରେ ।

ମିଥୁନ ରାଶି : ପ୍ରିୟଜନ ମାନେ ଆପଣଙ୍କ ସହ ସମୟ ବିତାଇବେ । ଭାଇ ଭଉଣୀ ଙ୍କ ଠାରୁ ସହଯୋଗ ପାଇବେ । ପିତା ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । ଆଜି ଆପଣ ଜଟିଳ ସମସ୍ୟାର ସମାଧାନ କରିବେ ଯାହାର ଆପଣ ଅନେକ ଦିନରୁ ଚିନ୍ତିତ ଥିଲେ । ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନିଅନ୍ତୁ । ଆପଣଙ୍କ ଚାରି ପାଖରେ ବାତାବରଣ ସୁଖମୟ ରହିବ । ଯୁବକ ଙ୍କୁ ବିଦେଶରେ ମିଳୁଥିବା କାମର ଅବସର ଆକର୍ଷିତ କରିପାରେ ।

କର୍କଟ ରାଶି : ଆଜି ଆପଣଙ୍କୁ ପିଲାଙ୍କ ଠାରୁ ଖୁସି ମିଳିବ । ନିବେଶ ପାଇଁ ଦିନ ଭଲ ଅଛି । ସମୟ ଅନୁସାରେ କାମ ହେବାରୁ ମନ ପ୍ରସନ୍ନ ରହିବ । ଚାକିରି ରେ ଆପଣଙ୍କ ପରିଶ୍ରମର ଫଳ ମିଳିବ । ଘର, ପରିବାର ଓ ସନ୍ତାନ ଙ୍କ ମାମଲାରେ ଆନନ୍ଦ ଓ ସନ୍ତୋଷ ର ଭାବନା ର ଅନୁଭବ ହେବ । ଆର୍ଥିକ ଲାଭ ପାଇଁ କିଛି ଅଧିକ ମେହନତ କରିବାକୁ ପଡିବ । ଆପଣଙ୍କୁ ପାରିବାରିକ ଜୀବନରେ ସୁଖ ଓ ସନ୍ତୋଷର ଅନୁଭବ ହେବ ।

ସିଂହ ରାଶି : ଆଜି ଆପଣଙ୍କୁ ଶାରୀରିକ ଓ ମାନସିକ ରୂପରେ ଅଧିକ ପରିଶ୍ରମ କରିବାକୁ ପଡିବ । ଦିନର ଆରମ୍ଭ ଧର୍ମ କାମରେ ବ୍ଯତୀତ ହେବ । କୌଣସି ଅସହାୟ ଙ୍କୁ ସାହାଜ୍ଯର ଜରୁରତ ଅଛି । କୌଣସି ଖାସ କାମ ପାଇଁ ପରିବାର ଲୋକଙ୍କ ସାହାଜ୍ଯ ମିଳିପାରେ । ସବୁ ସୁଖ ସୁବିଧାର ଲାଭ ନେବେ । ଆଜି ଏମିତି ଜଣେ ମଣିଷ ଙ୍କ ସହ ଭେଟ ହେବ ଯିଏ ଆପଣଙ୍କ ହୃଦୟ କୁ ଛୁଇଁ ଯିବେ । କାମରେ ସଫଳତା ମିଳିବ ।

କନ୍ୟା ରାଶି : ସବୁ ପ୍ରକାରର ଅନୁକୂଳ ପରିଣାମ ମିଳିବ । ଚାକିରି ରେ ଅଧିକାରୀ ଙ୍କ ଠାରୁ ଆବଶ୍ୟକ ସହଯୋଗ ମିଳିବ । ଜରୁରୀ ଜିନିଷ ରଖିକି ଆପଣ ଭୁଲି ଯାଇ ପାରନ୍ତି । ତେଣୁ ନିଜ ଜିନିଷର ଧ୍ୟାନ ରଖନ୍ତୁ । ଆଜି ଆପଣଙ୍କ ବନ୍ଦ ଭାଗ୍ୟରେ ତାଲା ଖୋଲିଯିବ । ଅଯଥା ଖର୍ଚ୍ଚ ଅଧିକ ହେବ । ଆପଣଙ୍କ ହସ ପ୍ରିୟଜନଙ୍କ ରାଗ ଦୂର କରିବାରେ ସହଯ୍ୟ ସାହାଜ୍ଯ କରିବ । ଆଜି ପ୍ରେମୀ ଙ୍କ ସହ ସମୟ ବିତାଇବେ । ତାଙ୍କ ଆଗରେ ମନ କଥା ପ୍ରକାଶ କରିବେ ।

ତୁଳା ରାଶି : ଯେଉଁ ଲୋକ ମାନଙ୍କର ରେଷ୍ଟୁରାଣ୍ଟ ଅଛି ସେମାନଙ୍କର ବିକ୍ରି ରେ ବୃଦ୍ଧି ହୋଇପାରେ । ଭାଗ୍ୟବଶ ସୁଖଦ ସମାଚାର ମିଳିବ । ଅପେକ୍ଷା କୃତ କାର୍ଯ୍ୟ ସଫଳ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ରେ ପରିବର୍ତ୍ତନ ହୋଇପାରେ । ତେଣୁ ନିଜର ଯତ୍ନ ନିଅନ୍ତୁ । ଆଜି ପ୍ରିୟଜନ ଙ୍କ ସହ ଭେଟ ହେବ । ଏମିତି କାମ ଆପଣଙ୍କୁ ମିଳିପାରେ ଯେଉଁ କାମରେ ଯୁବ ବର୍ଗ ଜଡିତ ଥିବେ । ଯଦି ଆପଣ ଯୋଜନା ବନାଉଛନ୍ତି ତେବେ ଆପଣଙ୍କୁ ସଫଳତା ହାସିଲ ହେବ ।

ବିଛା ରାଶି : ଖାଲି ସମୟରେ କିଛି ଏମିତି କରିବେ ଯାହା କରିବା ଆପଣଙ୍କୁ ପସନ୍ଦ ହେବ । ଆପଣଙ୍କୁ ସାମାଜିକ କୌଶଳ ରେ ବହୁତ ସୁଧାର ନଜର ଆସିବ । ଆପଣଙ୍କୁ ମଜବୁତ ସମ୍ପର୍କ କ୍ଷେତ୍ର ବନାଇବାରେ ସାହାଜ୍ୟ କରିବ । ପରିବାର ଲୋକଙ୍କ ଭାବନା କୁ ବୁଝିବାକୁ ଚେଷ୍ଟା କରନ୍ତୁ । କ୍ରୋଧ ଉପରେ କାବୁ ରଖନ୍ତୁ । ନହେତ କାହା ସହ ମନାନ୍ତର ହୋଇପାରେ । କାନୁନି ମାମଲାରେ ଆପଣଙ୍କୁ ସତର୍କ ରହିବାର ଅଛି । ଆର୍ଥିକ ଦ୍ରୁଷ୍ଟି କୋଣରୁ ଦିନ ଭଲ ରହିବ ।

ଧନୁ ରାଶି : ଯେଉଁ କାମ ଆଜି ଆପଣ ସକାଳେ ପୁରା କରିବାକୁ ଚାହୁଁ ଥିଲେ ସେଥିରେ ଆପଣଙ୍କୁ ସଫଳତା ମିଳିପାରେ । ଚାକିରି କରୁଥିବା ଜାତକ କାର୍ଯ୍ୟ ସ୍ଥଳରେ ନିଜର କାର୍ଯ୍ୟ ଓ କର୍ତ୍ତବ୍ୟ ନିଷ୍ଠା ପାଇଁ ଉଚିତ ପ୍ରଶଂସା ପାଇବେ । ଆଜି ଆପଣ ଅନ୍ୟ ପ୍ରତି ବିଶ୍ଵସ୍ତ ରୁହନ୍ତୁ । ଏହି କାରଣରୁ ଆପଣ ପ୍ରତେକ ସ୍ଥିତି ରେ ଖୁସିରେ ରହି ପାରିବେ । ଚାକିରି କରୁଥିବା ଜାତାକ ଙ୍କୁ ଆଜି ସମ୍ମାନ ମିଳିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ମକର ରାଶି : ଆଜି କୌଣସି କାମ ବୁଝି ବିଚାରୀ କରନ୍ତୁ । ନଚେତ ଆପଣଙ୍କୁ ସମସ୍ଯା ଆସିପାରେ । ପାରିବାରିକ ଜୀବନରେ ସ୍ଥିତି ସୁଖଦ ରହିବ । ମାତା ପିତା ଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିବ । ଜୀବନ ସାଥି ଙ୍କ ସହ ଯାହା ବି ମନାନ୍ତର ଥିଲା ତାହା ଦୂର ହେବ । ଆଜି ଆପଣ ଊର୍ଜା ର ସଠିକ ଦିଶାରେ ବ୍ୟବହାର କରିଲେ ବଡ ସଫଳତା ମିଳିବାରେ ଯୋଗ ଅଛି । ପ୍ରେମୀ ଆଜି ଆପଣଙ୍କୁ ଗିଫ୍ଟ ଦେଇ ପାରନ୍ତି । ଆପଣ ରୁଣ ମାମଲାରେ ଚିନ୍ତା ରେ ରହିବେ ।

କୁମ୍ଭ ରାଶି : ମେହନତର ଫଳ ମିଳିବ । ମାନ ସମ୍ମାନରେ ବୃଦ୍ଧି ହେବ । ଗୁପ୍ତ ଶତ୍ରୁ ଙ୍କ ଦ୍ଵାରା କୁହା ଯାଇଥିବା ସମସ୍ଯା ର ସାମ୍ନା କରିବାକୁ ପଡିପାରେ । ଅଧିକାରୀ ଙ୍କ ସହ ବ୍ୟବହାର କରିବା ସମୟରେ ସତର୍କ ରୁହନ୍ତୁ । ବ୍ୟବସାୟ ଲାଭଦାୟକ ରହିବ । ଆପଣଙ୍କ ବ୍ୟବହାର ନ୍ୟାୟ ଅନୁକୂଳ ହେବ । ପାରିବାରିକ ଜୀବନ ସୁଖମୟ ରହିବ । କ୍ୟାରିୟର ସଜ ଜଡିତ ନେଇଥିବା ନିଷ୍ପରି ଆପଣଙ୍କୁ ନିରାଶ କରିପାରେ ।

ମୀନ ରାଶି : ନିଜର ପ୍ରଯତ୍ନ କରନ୍ତୁ । ଆଜି କିଛି ଶୁଭ ସମାଚାର ମିଳିପାରେ । ନିଜକୁ ବିଶ୍ଵସ୍ତ କରନ୍ତୁ । ସମର୍ପଣ ରେ ଲଗାଇବାକୁ ଚେଷ୍ଟା କରନ୍ତୁ । ନିଶ୍ଚୟ ଆପଣଙ୍କ ପାଖରେ ସବୁ କିଛି ହେବ । ଅଯଥା ରାଗ ଆପଣଙ୍କ ପାଇଁ ଠିକ ନୁହେଁ । ଏହା ଦ୍ଵାରା ଆପଣଙ୍କ ଆଖ ପାଖର ବାତାବରଣ ଖରାପ ହୋଇପାରେ । ଏହା ଦ୍ଵାରା ଏହାର ଖରାପ ପ୍ରଭାବ ଆପଣଙ୍କ ଇମେଜ ଉପରେ ପଡିପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।