ଆଜିର ରାଶିଫଳ, 18 ସେପ୍ଟେମ୍ବର 2020, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ପରିସ୍ଥିତି ହେବ ସୁଦୃଢ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୮ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଯାତ୍ରା କରି ପାରନ୍ତି । ଆପଣଙ୍କର ନୂଆ ବନ୍ଧୁ ହେବେ ଏବଂ ଏମିତି ଲୋକଙ୍କ ସହିତ ସମ୍ପର୍କ ହେବ ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭକାରୀ ପ୍ରମାଣିତ ହେବ । ଲଟ୍ରି ମଧ୍ୟ ଲାଗିପାରେ । ଆଗାମୀ ସମୟରେ ଆପଣଙ୍କର ଅଦୁରା ଇଛା ପୁରା ହେଇ ପାରେ । ଆର୍ଥିକ ସ୍ଥିତିରେ ଆଗ ଅପେକ୍ଷା ଆହୁରି ସୁଧାର ଆସିବାର ଯୋଗ ଅଛି । ଆଜି କାରୋବାର ସାବଧାନ ହୋଇ କରନ୍ତୁ । ଛୋଟ ସମସ୍ୟା ଆପଣଙ୍କୁ ଘେରି ନେବ । ସମ୍ପର୍କରେ ଆନୁଷ୍ଠାନିକତା ରଖନ୍ତୁ ନହେଲେ ମତଭେଦ ହେବାର ସମ୍ଭାବନା ଅଛି ।

ବୃଷ

ଆଜି ନିବେଶ କରିବା ଶୁଭ ହେବ । ଘରୋଇ ମାମଲା ଉପରେ ଶୀଘ୍ର ଧ୍ୟାନ ଦେବାର ଆବଶ୍ୟକତା ଅଛି । ପାରିବାରିକ ବାତାବରଣ ଅନୁକୂଳ ରହିବ । ଆପଣଙ୍କର ଅନ୍ୟକୁ ରାଜି କରାଇବାର କ୍ଷମତା ଆସୁଥିବା ଅସୁବିଧାକୁ ସମାଧାନ କରିବାରେ ସଫଳ ପ୍ରମାଣିତ ହେବ । ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ । ଆପଣଙ୍କ ଦ୍ଵାରା ହୋଇଥିବା ଦାୟିତ୍ଵହୀନତା ମହଙ୍ଗା ପ୍ରମାଣିତ ହୋଇ ପାରେ । ଯେଉଁ ମାନଙ୍କର ବ୍ଲଡ଼ ପ୍ରେସର ସମସ୍ୟା ଅଛି ସେମାନଙ୍କୁ ଆଜି ସାବଧାନ ରହିବାକୁ ପଡିବ । କୌଣସି ବି ନୂଆ କାମ ଆରମ୍ଭ କରିବା ପାଇଁ ଆଜିର ଦିନ ଭଲ ନାହିଁ ।

ମିଥୁନ

ଆଜି ଆପଣଙ୍କ କାମର ପ୍ରଶଂସା ହେବ । ଆପଣଙ୍କ ଉପରେ ଆର୍ଥିକ ଚାପ ଯେତେ ହେଲେ ମଧ୍ୟ ଆପଣ ନିଜର କ୍ଷମତା ସାହାଯ୍ୟରେ ସେହି ବୋଝକୁ କାଢି ପାରିବେ । ମନୋରଞ୍ଜନ ପାଇଁ ଆବଶ୍ୟକତା ଠାରୁ ଅଧିକ ସମୟ ନଷ୍ଟ କରନ୍ତୁ ନାହିଁ । ଖୁସିର ଘଟଣା ଘଟିବ । ଆପଣଙ୍କୁ ସାବଧାନ ରହିବାକୁ ହେବ କି ଆପଣ କେଉଁଠି ଏବଂ କେମିତି ପୁଞ୍ଜି ନିବେଶ କରୁଛନ୍ତି । ଭଲ ଭାବନାତ୍ମକ ଅଭିବ୍ୟକ୍ତିଙ୍କ ସହ ସମ୍ପର୍କରେ ମଧୁରତା ଆସିବ । ଗାଡି କିଣିବା କାରଣରୁ ଆପଣଙ୍କୁ ଆର୍ଥିକ ହାନି ସହିବାକୁ ପଡିପାରେ ।

କର୍କଟ

ଆଜି ଆପଣଙ୍କ ମନ ଅବନ୍ଧୁ ଏବଂ ସ୍ନେହୀଜନଙ୍କ ସହିତ ଖାଇବା ପିଇବା ଏବଂ ବୁଲାବୁଲି କରିବା କାରଣରୁ ଖୁସି ରହିବ । ଯାତ୍ରା କରି ପାରନ୍ତି । ମାନହାନି ହୋଇ ପାରେ ଶେଷରେ ସମାଧାନ ହୋଇଯିବ । ଭୁଲ ବୁଝାବଣା ଦୂର କରନ୍ତୁ ଯାହାଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ । ଦୂରରେ ଥିବା ପ୍ରିୟ ଲୋକଙ୍କ ଠାରୁ କିଛି ଖବର ମିଳିବ । ଘରୋଇ କାମ ପାଇଁ ଆଳସ୍ୟ ଅନୁଭବ କରି ପାରନ୍ତି । ପରୋପକାରୀ ସ୍ଵଭାବ ଥିବା କରନତୁ ଅନ୍ୟର ସାହାଯ୍ୟ କରି ପାରିବେ । ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରେ ।

ସିଂହ

ଆଜି ପାରିବାରିକ ସମସ୍ୟା କାରଣରୁ ମନ ବିଚଳିତ ହୋଇ ପାରେ । ବ୍ୟସ୍ତ ରହି ପାରନ୍ତି ଏବଂ ଏହାର ସମ୍ପୂର୍ଣ ସକାରାତ୍ମକ ଫଳ ଆପଣଙ୍କୁ ମିଳିବ । ଆର୍ଥିକ ସାମସ୍ୟାରୁ ରକ୍ଷା ପାଇବା ପାଇଁ ନିଜର ନିର୍ଦ୍ଧାରିତ ବଜେଟରୁ ଦୂରେଇ ଯାଆନ୍ତୁ ନାହିଁ । ଜୀବନସାଥିଙ୍କ କାମକୁ କମ କରିବା ପାଇଁ ନିଜେ ଘର କାମରେ ହାତ ଦେବେ । ଆପଣଙ୍କର ପ୍ରେମ ପ୍ରସଙ୍ଗ ଅନୁକୂଳ ରହିବ । ଚିନ୍ତା ରହିବ । ନିବେଶ କରିବା ପାଇଁ ଭଲ ଦିନ ଅଟେ, କିନ୍ତୁ ସଠିକ ପରାମର୍ଶରେ ହିଁ ନିବେଶ କରନ୍ତୁ । ଆପଣଙ୍କ ମନ କୌଣସି ମହିଳାଙ୍କ ଆଡକୁ କେନ୍ଦ୍ରିତ ହୋଇ ପାରେ ।

କନ୍ୟା

ଆଜି ଆପଣ କୌଣସି ଆଇନ ମାମଲାରେ ଫସି ପାରନ୍ତି ଏଥିପାଇଁ ସାବଧାନ ରୁହନ୍ତୁ । ଝଗଡାକୁ ଆରାମରେ ବିନା କୌଣସି ଓକିଲଙ୍କ ସାହାଯ୍ୟରେ ସମାଧାନ କରିବା ପାଇଁ ଚେଷ୍ଟା କରିବେ । ରାଜନୈତିକ କ୍ରିୟା କଳାପରେ ଆପଣଙ୍କର ସକ୍ରିୟତା ବହୁତ ଅଧିକ ରହିବ । ବ୍ୟାଙ୍କ ସହିତ ଯୋଡି ହୋଇଥିବା କାରବାରରେ ବହୁତ ସାବଧାନ ରହିବା ଆବଶ୍ୟକ ଅଟେ । ଦୂରରେ ରହିଥିବା ସମ୍ପର୍କୀୟଙ୍କ ଠାରୁ ହଠାତ ମିଳିଥିବା ଭଲ ଖବର ଆପଣଙ୍କ ଘର ପାଇଁ ଖୁସିର ବାତାବରଣ ଆଣିବ । ଆପଣଙ୍କର ପ୍ରେମ ଆପଣଙ୍କୁ ମିଳିବାର ସମ୍ଭାବନା ଅଛି ।

ତୁଳା

ଏହି ରାଶିର ଲୋକ ଆଜି ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ସଚ୍ଚୋଟତା ଏବଂ କାମ କରିବାର ପ୍ରତିଭା ସହଯୋଗୀ ମାନଙ୍କର ପସନ୍ଦ ହେବ । ସନ୍ତାନ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ବହୁତ ବଡ ସଫଳତା ମିଳିପାରେ । ଭାବ ପ୍ରବାହରେ ଅଧିକ ଭାସି ଯାଆନ୍ତୁ ନାହିଁ । ମଧ୍ୟାହ୍ନ ପରେ ଆପଣଙ୍କ ଦିନ ମନୋରଞ୍ଜନରେ ଅତିବାହିତ ହେବ । ନିଜର କ୍ଷମତାକୁ ଚିହ୍ନନ୍ତୁ କାରଣ ଆପଣଙ୍କ ଭିତରେ ଶକ୍ତି ଅପେକ୍ଷା ଇଛାଶକ୍ତିର ଅଭାବ ଅଛି ।

ବିଛା

ଆପଣଙ୍କ ପାଇଁ ଆଜିର ଦିନ ବହୁତ ଭଲ ରହିବ । ସନ୍ତାନଙ୍କ ଠାରୁ ଲାଭ ହେବ । କାର୍ଯ୍ୟ ସବନ୍ଧିତ ଯାତ୍ରା ଆପଣଙ୍କୁ ବ୍ୟସ୍ତ ରଖିବ । ଆପଣ ପରିବାର ସହିତ ସମୟ ଅତିବାହିତ କରି ପାରିବେ ନାହିଁ । ବାପା ମାଆଙ୍କ ସ୍ୱାସ୍ଥ୍ୟ ଚିନ୍ତାର କାରଣ ହେବ । ହଠାତ ଧନ ଲାଭ ହୋଇ ପାରେ । ଆପଣ ନିଜ ଜୀବନସାଥିଙ୍କ ସହିତ କିଛି ବହୁତ ରୋମାଞ୍ଚକ କାମ କରି ପାରନ୍ତି । ଯଦି ଆପଣ ସଚ୍ଚୋଟ ହୋଇ ଚାଲୁଛନ୍ତି ତାହେଳୀ ଆଗାମୀ ସମୟରେ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଲାଭ ହେବ ।

ଧନୁ

ଆଜି ଆପଣଙ୍କର ପ୍ରତିଫଳ ଆପଣଙ୍କ ପରିଶ୍ରମର ଅନୁରୂପ ହିଁ ରହିବ । ସନ୍ତାନ ନିଜ କାମରେ ଭଲ ପ୍ରଦର୍ଶନ କରିବେ । ଧର୍ଯ୍ୟର ପରିଚୟ ଦେବା ହିଁ ସଠିକ ଉପାୟ ହେବ । ଅଧିକ କାର୍ଯ୍ୟ କାରଣରୁ ପରିବାର ଉପରେ କମ ଧ୍ୟାନ ରହିବ । ଯାତ୍ରାରୁ ଶୀଘ୍ର ଲାଭ ହେବ ନାହିଁ କିନ୍ତୁ ଏହି କାରଣ ଭଲ ଭବିଷ୍ୟତର ମୂଳଦୁଆ ପକାଯିବ । ବ୍ୟବସାୟରେ ଅଂଶୀଦାର ମାନଙ୍କ ଠାରୁ ଲାଭ ହେବ । ବିରକ୍ତିକୁ ଏଡାଇବା ପାଇଁ ଶାନ୍ତ ରୁହନ୍ତୁ । ପାରିବାରିକ ସାମସ୍ୟାରୁ ମୁକ୍ତି ମିଳିପାରେ ।

ମକର

ଆଜି ଏହି ରାଶିର ଲୋକ ଶାରୀରିକ ଏବଂ ମାନସିକ ରୂପରେ ଉତ୍ସାହୀ ରହିବେ । କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ବ୍ୟବହାରିକ ନିଷ୍ପତ୍ତିରେ ଦୋନ୍ଦ ବଢିପାରେ । ହାତକୁ ଆସିଥିବା ସୁଯୋଗ ଚାଲିଯାଇ ପାରେ । ଆପଣଙ୍କର ସବୁଠାରୁ ଭଲ ସାଙ୍ଗ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବେ । ଭଲ ଜୀବନ ବଞ୍ଚିବା ପାଇଁ ଆପଣଙ୍କୁ ଧର୍ଯ୍ୟ ରଖିବା ଆବଶ୍ୟକ ଅଟେ । ଆଜିର ଦିନ ପରିବାର ସ୍ତରରେ ଏକ ସାମାନ୍ୟ ଦିନ ରହିବ । ଅଧିକ ଲୋକଙ୍କ ସହିତ ସମ୍ପର୍କରେ ରହିବାର ସୁଯୋଗ ମିଳିବ । ଧାର୍ମିକ ଏବଂ ସାମାଜିକ କାମରେ ଆପଣଙ୍କର ଆଗ୍ରହ ବଢିବ ।

କୁମ୍ଭ

ଆଜି ଉର୍ଣ୍ଣତିର ମାର୍ଗ ପ୍ରଶସ୍ତ ହେବେ । ନୂଆ ଯୋଜନା ଆକର୍ଷକ ହେବେ ଏବଂ ଭଲ ଆମଦାନୀର ମାଧ୍ୟମ ପ୍ରମାଣିତ ହେବ । ଆପଣଙ୍କର ସକାରାତ୍ମକ ମନୋଭାବ ଆପଣଙ୍କ ଆଖପାଖଙ୍କ ଲୋକଙ୍କୁ ପ୍ରଭାବିତ କରିବ । ପରିବାରର ସଦସ୍ୟ ସ୍ନେହୀ ହେବେ କାରଣ ଆପଣ ସେମାନଙ୍କୁ ସ୍ଵତନ୍ତ୍ର ଅନୁଭବ କରାଇବେ । ବେପାରରେ ବୃଦ୍ଧି ହୋଇ ଆର୍ଥିକ କ୍ଷେତ୍ରରେ ସୁଧାରର ସମ୍ଭାବନା ଅଛି । ଘରୁ ଶୁଭ ଖବର ମିଳିପାରେ । ବନ୍ଧୁ ଏବଂ ପାରିବାରିକ ସଦସ୍ୟଙ୍କ ସହିତ ବହୁତ ଖୁସିରେ ଦିନ ଅତିବାହିତ ହେବ ।

ମୀନ

ଆଜି ପରିବାର ସଦସ୍ୟଙ୍କ ସହିତ ଖୁସିର ସମୟ ଅତିବାହିତ ହେବ । ଯଦି କୌଣସି ଟଙ୍କା ସମସ୍ୟା ଅଛି ତାହେଲେ ତାହା ଠିକ ହେବାକୁ ଲାଗିବ । ନିରର୍ଥକ ବ୍ୟୟ ହେବ । କୌଣସି ଖୁସି ଖବର ମିଳିପାରେ । ଅଧୁରା ଏବଂ ଅଟକି ଥିବା କାମ ଶେଷ ହେବାର ଆଜିର ଦିନ ଭଲ ଅଛି । ଦୈନଦିନ କାମରେ ଲାଭ ହୋଇ ପାରେ । କାରବାର ଲାଭଜନକ ସ୍ଥିତିରେ ରହିବ ଏବଂ ଆତ୍ମସଂମ୍ମାନର ଭାବ ଅନୁଭବ କରାଇବ । ମନ ଖୁସି ରହିବ । ଆପଣଙ୍କ ବ୍ୟବହାରରେ ସହକର୍ମୀ ଖୁସି ହେବେ । ଆଗାମୀ ଦିନରେ ଆପଣଙ୍କୁ ବଡ ଖୁସି ଖବର ମିଳିପାରେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।