ଆଜିର ରାଶିଫଳ, 18 ମାର୍ଚ୍ଚ 2023, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୮ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଯଦି ଆପଣ ବେରୋଜଗାର ଓ ଲମ୍ବା ସମୟରୁ ଭଲ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କୁ କୌଣସି ବଡ କମ୍ପାନୀରୁ ଇଣ୍ଟରଭିୟୁ ଦେବାକୁ କୁହା ଯାଇପାରେ । ଆଜି ଆପଣ କାର୍ଯ୍ୟ ସ୍ଥଳରେ ଖୁବ ମେହନତ କରିବେ । ଆଜି ପ୍ରତେକ ଆପଣଙ୍କର ପ୍ରତିଭାର ମାନ କରିବେ । ଲଭ ମେଟ ଙ୍କ ପାଇଁ ଆଜି ଦିନ ଶାନଦାର ରହିବ । ନିଜର ସ୍ୱାସ୍ଥ୍ୟ କୁ ନଜର ଅନ୍ଦାଜ କରନ୍ତୁ ନାହି ।

ବୃଷ ରାଶି : ଆପଣ ଦିନ ସାରା ଉଶ୍ଚାହିତ ଓ ଊର୍ଜାବାନ ଅନୁଭବ କରିବେ । ଆଜି ଦିନରେ କାମ କାର୍ଯ୍ୟ କୁ ନେଇ ଭଲ ଅବସର ପାଇବେ । ସନ୍ଧ୍ୟା ରେ ପିଲା ଙ୍କ ସହ ଭଲ ସମୟ ସ୍ପେନ୍ଡ କରିବେ । ଆଜି ବରିଷ୍ଠ ଆପଣଙ୍କ ଠାରୁ ଅଧିକ ଆସା ରଖିବେ । ଏଥିପାଇଁ ଆପଣଙ୍କ ଉପରେ ଅଧିକ ଦାୟିତ୍ଵ ପଡିପାରେ । ଲେନଦେନ ସମୟରେ ସତର୍କ ରୁହନ୍ତୁ । ପାର୍ଟନରସିପ ଫର୍ମ ରେ ଅଛନ୍ତି ତେବେ ତାଳମେଳ ଠିକ ରଖନ୍ତୁ । କାର୍ଯ୍ୟ କ୍ଷେତ୍ରରେ ସିନିୟର୍ସ ଆପଣଙ୍କ କାମରେ ସନ୍ତୁଷ୍ଟ ହେବେ ।

ମିଥୁନ ରାଶି : ପରିବାର ସହ ସମୟ ବିତାଇବା କାରଣରୁ ଆପଣ ପଜେଟିଭ ଅନୁଭବ କରିବେ । ଆପଣ ନିଜର କାମ ସଠିକ ଭାବେ ପୁରା କରନ୍ତୁ ଓ ସତର୍କ ରୁହନ୍ତୁ । ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ । ଜୀବନ ସାଥି ବା ପ୍ରେମ ପାତ୍ର ଙ୍କ ଉପରେ କ୍ରୋଧ କରିବା ଉଚିତ ହେବ ନାହି । କ୍ଯାରିୟର ଦିଶା ରେ ନିବେଶ କରିବାକୁ ଚାହୁଁ ଥିଲେ କରି ପାରିବେ । ପରିବାର ର ସହଯୋଗ ମିଳିବ । ଚାଲିଥିବା କାମରେ ପ୍ରଗତି ହେବ ।

କର୍କଟ ରାଶି : ଯାହା ଦ୍ଵାରା ଆପଣ ଜୀବନରେ ବଡ ସଫଳତା ହାସଲ କରିବେ । ବଡ ଖର୍ଚ୍ଚା ବା ସମସ୍ୟା ବଢିପାରେ । ପଇସାର ଅଭାବ ଦୂର ହେବ । ଅନେକ ମାଧ୍ୟମ ରୁ ଟଙ୍କା ପ୍ରାପ୍ତ ହେବ । ଘର ପରିବାରରେ ମାହୋଲ ଭଲ ରହିବ । ଶାନ୍ତ ରହିବା ଆପଣଙ୍କ ଆଖେ ଭଲ ହେବ । ଆପଣଙ୍କ ପାଇଁ ଦିନ ମାଧ୍ୟମ ହେବ । ପରିବାରରେ କୌଣସି କଥାକୁ ନେଇ ବିବାଦ ହୋଇପାରେ । ତେଣୁ ବଞ୍ଚିତ ରୁହନ୍ତୁ ।

ସିଂହ ରାଶି : ଆପଣଙ୍କୁ ନିଜର ଦିନ ଚର୍ଯ୍ୟା ନିୟମିତ କରିବାକୁ ହେବ । ସକାଳୁ ଜଲ୍ଦି ଉଠି ଚାଲିବାକୁ ଯାଆନ୍ତି । ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଭବିଷ୍ୟତ କଥା ନ ଭାବି ବର୍ତ୍ତମାନ ବିଷୟରେ ଭାବି ଏହାର ଆନନ୍ଦ ନିଅନ୍ତୁ । କିଛି ଲୋକ ଆପଣଙ୍କ ଠାରୁ କମାର ଆସା କରିବେ । ବିଦେଶରେ ବ୍ୟାପାର କରିବାକୁ ଇଚ୍ଛା ରଖୁଥିଲେ ସଂଯମ ସହ କାମ କରିବାର ଜରୁରତ ଅଛି ।

କନ୍ୟା ରାଶି : ଆଜି ଆପଣ ମୂଲ୍ୟବାନ ବସ୍ତୁ କୁ ସମ୍ଭାଳିକି ରଖନ୍ତୁ । ତରବର ହେଲେ ହାନି ହୋଇପାରେ । ଆପଣ ନୂଆ ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରନ୍ତୁ । ବରିଷ୍ଠ ବ୍ୟକ୍ତି ଙ୍କ ପରାମର୍ଶ ନିଅନ୍ତୁ । ନିୟମିତ ବ୍ୟବସାୟିକ ଗତି ବିଧି ଆପଣଙ୍କୁ ଅପେକ୍ଷା କୃତ ଫଳ ଦେବ । ଆଜି ଅନ୍ୟ ଉପରେ କାମ ଛାଡନ୍ତୁ ନାହି । ପ୍ରେମ ସମ୍ପର୍କ ଭଲ ରହିବ । ଧନ ମାମଲାରେ ଆଜି ଦିନ ଟି ବିଶେଷ ରୂପରେ ଫଳାଦାୟୀ ରହିବାର ଅଛି ।

ତୁଳା ରାଶି : ଆଜି ଆପଣଙ୍କୁ ମାନସିକ ଶାନ୍ତି ମିଳିବ । ପରିବାରରେ ସୁଖ ଶାନ୍ତି ରହିବ । ବନ୍ଧୁ ଙ୍କ ସହଯୋଗ ମିଳିବ । ନୂଆ ଲୋକଙ୍କ ସହ ପରିଚୟ ବଢିବାର ନଜର ଆସୁଛି । ଏହି କାରଣରୁ ନୂଆ ବନ୍ଧୁ ପ୍ରାପ୍ତ ହେବେ । ଆପଣଙ୍କ ଜୀବନ ଶୈଳୀ ରେ ଜଲ୍ଦି ପରିବର୍ତ୍ତନ ହେବ । ନିଜକୁ ଆପଣ ସହଜ ସାମାନ୍ଯ ରଖନ୍ତୁ । କାହାର ତୁଳନା ନିଜ ସହ କରନ୍ତୁ ନାହି । ଯେତେ ସମ୍ଭବ ଭଲ କାମ କରନ୍ତୁ । ମନରେ ଖୁସି ରହିବ ।

ବିଛା ରାଶି : ଆଜି ସମ୍ପତି ରୁ ଲାଭ ହେବ । ବିରୋଧୀ କଷ୍ଟ ଦେଇ ପାରନ୍ତି । ସ୍ୱାସ୍ଥ୍ୟ ଭଲ କରିବାରୁ ଆପଣ କାମରେ ଫୋକସ କରିବେ । ଲମ୍ବା ସମୟରୁ ଅଟକିଥିବା କାମ ଆଜି ଚାଲୁ ହେବ । ଯୋଜନାରେ  ନିବେଶ କରିଲେ ଲାଭଦାୟକ ରାଇବେ । କାମ କାର୍ଯ୍ୟ ରେ ଆପଣଙ୍କ ଉପରେ ନଜର ରଖାଯିବ । କ୍ରୋଧ କୁ ସଂଯମ ରଖନ୍ତୁ । ନଚେତ ପାରିବାରିକ ସମସ୍ଯା ହୋଇପାରେ ।

ଧନୁ ରାଶି : ସମ୍ପତି ଡିଲ ରୁ ଆପଣଙ୍କୁ ବଡ ଆମଦାନୀ ହୋଇପାରେ । ବ୍ୟବସାୟିକ କ୍ଷେତ୍ର ରେ ଲାଭ ଅପେକ୍ଷା ମେହନତ ଅଧିକ କରିବାକୁ ପଡିବ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ପୂରାପୂରି ଭାବେ ନିୟନ୍ତ୍ରଣ ରେ ରହିବ । ପାରିବାରିକ ଜୀବନ ସାମଞ୍ଜସ୍ଯ ପୂର୍ଣ୍ଣ ରହିବ ଓ ଉଶ୍ଚବ ହୋଇପାରେ । କୌଣସି ଅଟକି ଥିବା କାମକୁ ପୁରା କରିବାକୁ ଆପଣଙ୍କୁ କଡା ସଂଘର୍ଷ କରିବାକୁ ପଡିବ ।

ମକର ରାଶି : ଘରର ବାତାବରଣ ସୁଖଦ ରହିବ । ଆପଣଙ୍କୁ ନିଜ ଲୋକଙ୍କ ସହ ସମୟ ବିତାଇବାର ଜରୁରତ ଅଛି । ସମ୍ପର୍କୀୟ ଙ୍କ ଠାରୁ ବଡ ଉପହାର ପ୍ରାପ୍ତ ହେବ । ଦୂର ସ୍ଥାନରୁ ମିଳୁଥିବା ଖବର ଆପଣଙ୍କ ପାଇଁ ଲାଭକାରୀ ହୋଇପାରେ । ଆପଣଙ୍କୁ ପଇସା ଓ ବିଜେନ୍ସ ମାମଲାରେ ଧ୍ୟାନ ଦେବାର ଅଛି । ଆପଣ ଘରେ ବ୍ଯବହୃତ ହେଉଥିବା ବସ୍ତୁ କୁ କ୍ରୟ କରିବେ । ନିବେଶ କରିବା ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ ।

କୁମ୍ଭ ରାଶି : ମାତା ପିତା ଙ୍କ ସହ ଆଜି କିଛି ସମୟ ବିତାଇବାକୁ ଚେଷ୍ଟା କରନ୍ତୁ । କଟୁ ଶବ୍ଦ କୁହନ୍ତୁ ନାହି । କଠୋର ଶବ୍ଦ ରେ ସମ୍ପର୍କ ଖରାପ ହୋଇପାରେ । ପ୍ରେମ ସମ୍ପର୍କ ପାଇଁ ସମୟ ଅନୁକୂଳ ଅଟେ । ପଇସା ମାମଲାରେ ନିଜ ଉପରେ ଭରସା ରଖନ୍ତୁ । ଆପଣ ଅବ୍ୟବସ୍ଥିତ କାମ କୁ ବ୍ୟବସ୍ଥିତ କରିବେ । ପଇସାର ସ୍ଥିତି ଠିକ ରହିବ । ଆପଣ କୌଣସି ଫାଇଦା ପାଇବାକୁ ଚାହୁଁ ଥିଲେ ଅନ୍ୟ ର ରାୟ ଉପରେ ଧ୍ୟାନ ଦିଅନ୍ତୁ ।

ମୀନ ରାଶି : ଯଦି ଆପଣ ପୁରୁଣା ସମ୍ପତି ର ବିକ୍ରି କରିବାକୁ ଚାହୁଁ ଛନ୍ତି ତେବେ ଆପଣଙ୍କୁ ଭଲ ଅବସର ମିଳିପାରେ । ଆପଣ ଜରୁରୀ କାଗଜ ପତ୍ରକୁ ଦାୟିତ୍ଵ ରେ ରଖନ୍ତୁ । ନିଜ କାମରେ ସଫଳତା ପ୍ରାପ୍ତ କରିବା କାରଣରୁ ଆପଣଙ୍କୁ ଆନନ୍ଦ ଓ ଉସ୍ଛାହ ରେ ବହୁତ ଅଧିକ ବୃଦ୍ଧି ହେବ । ଆଜି କାହାକୁ ଉଧାର ଦିଅନ୍ତୁ ନାହି । ଅନାବଶ୍ୟକ ବ୍ୟୟ ହେବାକୁ ଦିଅନ୍ତୁ ନାହି । ଆପଣଙ୍କୁ ନିଜର ଚିନ୍ତାଧାରା ଓ ବ୍ୟବହାର ସନ୍ତୁଳନ ରଖିବାର ଅଛି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।