ଆଜିର ରାଶିଫଳ, 18 ଫେବୃୟାରୀ 2022, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୮ ଫେବୃୟାରୀ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ କାର୍ଯ୍ୟ କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ କରିବେ । ଗୃହ କାର୍ଯ୍ୟରେ ବ୍ୟସ୍ତତା ଭିତରେ ରହିବେ । ଆର୍ଥିକ ପକ୍ଷ ମଜବୁତ ରହିବ । ଆପଣଙ୍କ ହାତକୁ ଭଲ ଅବସର ମିଳିପାରେ ଯାହା ଦ୍ଵାରା ଆପଣ ଲାଭବାନ ହେବେ । ଆର୍ଥୀକ ଫାଇଦା ଆପଣଙ୍କୁ ମିଳିପାରେ । ପାରିବାରିକ ଜୀବନ ସୁଖମୟ ରହିବ । ଜୀବନ ସାଥି ଙ୍କ ଠାରୁ ସହଯୋଗ ଓ ଭଲ ପାଇବା ଆପଣ ପାଇବେ । ଆପଣ ସଫଳତା ପାଇବା କାରଣରୁ ଆନନ୍ଦ ହେବେ ।

ବୃଷ ରାଶି : ଆଜି କୌଣସି ଧାର୍ମିକ ଯୋଜନାରେ ଯିବା ପାଇଁ ଅବସର ପାଇବେ । ଅଟକି ରହିଥିବା କାମ ପୁରା ହେବେ । ଆଜି ଆପଣ ବିବାଦରୁ ଦୂରେଇ ରହିବେ । ଚାକିରି କ୍ଷେତ୍ର ରେ ଆପଣଙ୍କୁ ବଡ ସଫଳତା ମିଳିପାରେ । ପାରିବାରିକ ମାହୋଲ ହସ ଖୁଶିର ରହିବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ସମାଜରେ ମାନ ସମାନ ବୃଦ୍ଧି ପାଇବ । କୌଣସି ଦୂର ଜାଗାକୁ ଯିବା ପାଇଁ ପ୍ଳାନ କରିବେ ।

ମିଥୁନ ରାଶି : ଯେଉଁ ମାନେ ଅବିବାହିତ ଅଛନ୍ତି ସେମାନଙ୍କ ପାଇଁ କୌଣସି କ୍ଷେତ୍ର ରୁ ବିବାହ ପ୍ରସ୍ତାବ ଆସିପାରେ । ଚାକିରି କ୍ଷେତ୍ର ରେ ଥିବା ବ୍ୟକ୍ତିଙ୍କ ପାଇଁ କାର୍ଯ୍ୟ ଭାବ ବଢିପାରେ । ବରିଷ୍ଠ ଅଧିକାରୀଙ୍କ ସହଯୋଗ ମଧ୍ୟ ଆପଣ ପାଇବେ । ଗୁରୁଜନ ଓ ପିଲା ମାନେ ଆପଣଙ୍କ ଠାରୁ ଆର୍ଥିକ ସାହାଜ୍ଯ ପାଇଁ ପେକ୍ଷାରେ ରହିବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ସମାଜରେ ଖ୍ଯାତି ଓ ଯଶ ବୃଦ୍ଧି ହେବ ।

କର୍କଟ ରାଶି : ଆଜି ଆପଣନାକର ପାଠ ପଢାରେ ରୁଇଛି ରହିବ । ପୂଜା ପାଠରେ ମନ ଲାଗିବ । ଆଜି ଆପଣଙ୍କର ଦିନ ଟି ସାନଦାର ରହିବ । ଆପଣ ଯାହା ଭାବିଥିଲେ ସେହି କାମ ପୁରା ହେବ । ଧନ ଜନିତ ସମସ୍ଯା ଦୂର ହେବ । କୌଣସି କାମରେ ଅଧିକ ରିସ୍କ ନିଅନ୍ତୁ ନାହି । ଆପଣଙ୍କୁ ଶିକ୍ଷକଙ୍କ ଠାରୁ ପାଠ ପଢାରେ ସାହାଜ୍ଯ ମିଳିପାରେ । ମିତ୍ର ତଥା ପରିଜନ ମାନଙ୍କ ସହଯୋଗ ଆପଣ ପାଇବେ ।

ସିଂହ ରଶି : ଆପଣଙ୍କର ଅକାର୍ଯ୍ୟ କ୍ଷେତ୍ର ରେ ଅନୁକୂଳ ସ୍ଥିତି ରହିବ । ଧାନ ଜନିତ ସମସ୍ଯା ଦୂର ହେବେ । ମାନସିକ ଚିନ୍ତା ରୁ ମୁକ୍ତି ପାଇବେ । ଆଜି ଆପଣଙ୍କର ଧନ ବ୍ୟୟ ହୋପରେ । ତେଣୁ ସତର୍କ ରୁହନ୍ତୁ । ନୂଆ କାମ ଆରମ୍ଭ କରିବା ପାଇଁ ଯୋଜନା କରିବେ । ପୁରା ଦିନ ଆପଣ ନିଜକୁ ତାଜା ଅନୁଭବ କରିବେ । ଅଟକି ରହିଥିବା କାମ ଆରମ୍ଭ ହେବ । ଭାଇ ଭଉଣୀ ଙ୍କ ସହଯୋଗ ଆପଣ ପାଇବେ । ମିତ୍ର ମାନଙ୍କ ଠାରୁ ଆରଥିକ ସାହାଜ୍ଯ ପାଇବେ ।

କନ୍ୟା ରାଶି : ଆପଣଙ୍କର ଆଜି ଦିନ ଟି ସାନଦାର ରହିବ । ଆଜି ଆପଣଙ୍କୁ ନୂଆ କାମ କରିବାର ଅବସର ମିଳିବ । ଅନ୍ୟ ମାନଙ୍କ ଠାରୁ ଆପଣ ପ୍ରଭାବିତ ହେବେ । ଆର୍ଥିକ ପକ୍ଷ ମଜବୁତ ରହିବ । ଭାଗ୍ଯର ସଂପୂର୍ଣ୍ଣ ସାଥ ମିଳିବ । ଖୁବ କମ ପରିଶ୍ରମ କରି ଆପଣ ବଡ ସଫଳତା ହାସଲ କରିବେ । ପରିବାର ଲୋକଙ୍କ ତହରୁ ସାହାଜ୍ୟ ପାଇବେ । ବରିଷ୍ଠ ଅଧିକାରୀଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ସମାଜରେ ମାନ ସମାନ ବୃଦ୍ଧି ପାଇବ ।

ତୁଳା ରାଶି : ଧନ ଜନିତ ସମସ୍ଯା ପାଇଁ ଆପଣ ପିତାଙ୍କର ସାହାଜ୍ଯ ନେବେ । ଆଜି ଆପଣଙ୍କର ଖର୍ଚ୍ଚ ବୃଦ୍ଧି ହୋଇପାରେ । ଅଚାନକ କୌଣସି କ୍ଷେତ୍ର ରୁ ଖୁସି ଖବର ଶୁଣିବାକୁ ପାଇବେ । ଭାଇ ଭଉଣୀ ଙ୍କ ସହ ଆପଣ କିଛି ସମୟ ବିତାଇବେ ଯାହା ଦ୍ଵାରା ଆପଣ ଖୁସି ଅନୁଭବ କରିବେ । ବିବାଦରୁ ନିଜକୁ ଦୂରେଇ ରଖନ୍ତୁ । ବ୍ୟବସାୟରେ ସଫଳତା ଓ ଉନ୍ନତି ହେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ଭଲ ରହିବ । ଯାତ୍ରା, ନିବେଶ ଓ ଚାକିରି କ୍ଷେତ୍ର ରେ ଅନୁକୂଳ ସ୍ଥିତି ରହିବ ।

ବିଛା ରାଶି : ଆଜି ଆପଣଙ୍କୁ କାରୋବାରରେ କଠିନ ପରିଶ୍ରମ କରିବାକୁ ପଡିପାରେ । ଯଦି କୌଣସି ବିଦ୍ୟାର୍ଥୀ ପ୍ରତିଯୋଗୀତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେଥିରେ ସଫଳ ହେବେ । ଅଫିସରେ କାମ ଭାରେ ବଢିପାରେ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଲାଭବାନ ହେବ ସହ ନିବେଶ କରିବେ । ଅଚାନକ ଧନ ଲାଭ ହେବାର ଯୋଗ ରହିଛି ।

ଧନୁ ରାଶି : ଆଜି ଆପଣଙ୍କୁ ଅପାନଙ୍କର ପରିଶ୍ରମର ଫଳ ମିଳିବ । ସାମାଜିକ ପ୍ରତିଷ୍ଠା ରେ ବୃଦ୍ଧି ହେବ । ଧନ ସମ୍ପତି ମାମଲାରେ ଆପଣ ସଫଳ ହେବେ । ପାରିବାରିକ ଓ ଦାଂପତ୍ଯ ଜୀବନ ସୁଖ ପୂର୍ଣ୍ଣ ରହିବ । ସହଯୋଗୀଅମାନଙ୍କ ଠାରୁ ଆପଣ ସହଯୋଗ ପାଇବେ । ଜୀବନ ସାଥି ଙ୍କ ସହ କୌଣସି କଟାହକୁ ନେଇ ମନାନ୍ତର ହୋଇପାରେ । ତେଣୁ ସାବଧାନ ରୁହନ୍ତୁ । ଯେଉଁ ମାନେ ଚାକିରି ଖୋଜୁଥିଲେ ସେମାନଙ୍କୁ ନୂଆ ଚାକିରି ମିଳିପାରେ ।

ମକର ରାଶି : ସାମାଜିକ କାର୍ଯ୍ୟ କରିବା ଏପାଇଁ ଆପଣଙ୍କୁ ପ୍ରେରଣା ମିଳିପାରେ । ଆପଣ କରିଥିବା ପ୍ରୟାସରେ ଆପଣ ସଫଳ ହେବେ । କୌଣସି ବିଜନେସରେ ଡିଲ ଆପଣ କରି ପାରନ୍ତି । ଆଜି ଆପଣ କୌଣସି ସ୍କୁଲ ବା କଲଜେ ପ୍ରୋଜେକ୍ଟ ରେ କାମ କରିବେ । ନୂଆ ଜିନିଷ ଶିଖିବା ଓ ବୁଝିବା ପାଇଁ ଆପଣ ଚେଷ୍ଟା କରିବେ । ଅଫିସରେ ସମସ୍ତଙ୍କ ସହ ଆପଣଙ୍କର ଭଲ ସମୟ ଅତିବାହିତ ହେବ । ବଡ ଗୁରୁଜନ ମାନଙ୍କ ସହଯୋଗ ପାଇବେ ।

କୁମ୍ଭ ରାଶି : ନୂତନ ପ୍ରେମ ସମ୍ଭବ ସ୍ଥାପନ କରିବା ପାଇଁ ଆପଣଙ୍କର ଆଜି ଦିନ ଟି ଶୁଭ ରହିବ । ବ୍ୟବସାୟ କରୁଥିବା ଲୋକେ ଲାଭାବନା ହେବେ । କାର୍ଯ୍ୟ କ୍ଷେତ୍ର ରେ କୌଣସି ପରିବର୍ତ୍ତନ ହୋଇପାରେ । କ୍ଯାରିୟର ପାଇଁ ନୂଆ ପ୍ଳାନ କରିବେ । ଦାଂପତ୍ଯ ଜୀବନରେ ଜୀବନ ସତାହି ଙ୍କ ସହ ଦୂର ଜାଗାକୁ ବୁଲିବା ପାଇଁ ପାଳନ କରିବେ । ପାରିବାରିକ ମାହୋଲ ସୁଖଦ ରହିବ । ସନ୍ତାନ ମାନଙ୍କ ତରଫରୁ ଖୁସି ଖବର ଶୁଣିବାକୁ ପାଇବେ ।

ମୀନ ରାଶି : ଆଜି ଆପଣଙ୍କଉ ଜୀବନର ସବୁ ଖୁସି ପ୍ରାପ୍ତ ହେବ । ପାରିବାରିକ ବିବାଦ ଦୂର ହେବ । ନୂଆ ଦାୟିତ୍ଵ ଆପଣଙ୍କୁ ମିଳିପାରେ । ଆର୍ଥିକ ପକ୍ଷ ମଜବୁତ ରହିବ । ଆପଣଙ୍କର ବ୍ୟକ୍ତିଗତ ଜୀବନରେ ବହୁତ ଭଲ ସମୟ ରହିବ । ଚାକିରି କ୍ଷେତ ରେ ବେତନରେ ବୃଦ୍ଧି ହୋଇପାରେ । ସମାଜରେ ଯଶ ଓ ଖ୍ୟାତି ବୃଦ୍ଧି ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ମନରେ ସାକାରାତ୍ମକ ଊର୍ଜା ସୃଷ୍ଟି ହେବ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।