ଆଜିର ରାଶିଫଳ, 18 ନଭେମ୍ବର 2022, ଶୁକ୍ରବାର, ମା ଦୁର୍ଗାଙ୍କ କୃପା ରହିବ ଏହି ୫ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୮ ନଭେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ କୌଣସି ସରକାରୀ କାର୍ଜ୍ୟାଳୟ ରେ ଅଟକି ଥିବା କାମ ପୁରା ହେବ । ଶୁଭ ସମାଚାର ମିଳିବ । ନୂଆ ଅବସର କୁ ହାତରୁ ଯିବାକୁ ଦିଅନ୍ତୁ ନାହି । ଲଭ ମେଟ ଙ୍କ ପାଇଁ ଦିନ ବେହତର ରହିବାର ଅଛି । ଘରେ ବିବାହ ଚର୍ଚ୍ଚା ହୋଇପାରେ । ଚତ୍ର ଙ୍କର ପଢା ପ୍ରତି ଧ୍ୟାନ ରହିବ । ଏହି ରାଶିର ଛାତ୍ର ଙ୍କୁ ପଢା ଉପରେ ଧ୍ୟାନ ଦେବାର ଜରୁରତ ଅଛି । ମନରେ ଫୁର୍ତ୍ତି ର ସଂଚାର ହେବ । ବାଦ ବିବଦରେ ପଡନ୍ତୁ ନାହି ।

ବୃଷ ରାଶି : ବିଜେନେସରେ କୌଣସି ଖୁସି ଖବର ମିଳିପାରେ । ନିଜର ଟଙ୍କା ଧାର୍ମିକ କାମରେ ଲଗାନ୍ତୁ ତେବେ ପାରିବାରିକ ଖୁସି ମିଳିବ । ଜରୁରୀ କାମରେ ଜୀବନ ସାଥିଙ୍କ ଯୋଗଦାନ ଭଲ ସାବ୍ୟସ୍ତ ହେବ । ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ଗମ୍ଭୀର ଚିନ୍ତାରେ ବିଷୟ ହୋଇପାରେ । ଆପଣ ଯାହାଙ୍କୁ ଭଲ ପାଉଛନ୍ତି ତାଙ୍କର ମନ ଦୁଖ କରନ୍ତୁ ନାହି । କୌଣସି ବିବାଦରେ ନିଜ ପକ୍ଷ ମଜବୁତ ରଖନ୍ତୁ । ଧର୍ମ କର୍ମ ରେ ରୁଚି ରହିବ । ଆପଣ ନିଜର ଜୀବନ ସ୍ତରକୁ ପ୍ରଭାବିତ ନ କରି ଅଯଥା ଖର୍ଚ୍ଚ ରେ କଣ୍ଟ୍ରୋଲ କରନ୍ତୁ ।

ମିଥୁନ ରାଶି : ଆଜି ବ୍ୟାପାର ରେ ପ୍ରତିଯୋଗୀତା ବଢିବ । ଆଜି ଆପଣ ଯାହା ବି କରିବେ ପଜେଟିଭ ହୋଇ କରନ୍ତୁ । ଆପଣଙ୍କୁ ପରିଜନ ଙ୍କ ସହଯୋଗ ପ୍ରାପ୍ତ ହେବ ଯାହା କାରଣରୁ ଅନେକ ଦିନରୁ ଚାଲିଥିବ ବିବାଦର ସମାଧାନ ହେବ । ପଲିଟିକ୍ସ ର ଲୋକେ ନିଜ କାର୍ଯ୍ୟ ପ୍ରତି ଉଚ୍ଚ ନେତା ଙ୍କୁ ଖୁସି କରିବେ । ଏହି ରାଶିର ଛାତ୍ର ଙ୍କୁ ଆଜି ଦିନରେ ପଢା ରେ ଅଧିକ ଧ୍ୟାନ ଦେବାର ଜରୁରତ ଅଛି । ବନ୍ଧୁ ଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ।

କର୍କଟ ରାଶି : ଜୀବନର ପ୍ରତେକ ଟି କ୍ଷେତରରେ ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କ ପ୍ରେମ ଭରା ରୋମାଣ୍ଟିକ ଅନ୍ଦାଜ ଦାଂପତ୍ଯ ଜୀବନରେ ନବ ତରଙ୍ଗ ରେ ଭାରି ଦେବ । ନିଜର ଜୀବନ ସାଥୀଙ୍କୁ ଖୁସି କରିବା ପାଇଁ ଅଧିକ ସମୟ ଦିଅନ୍ତୁ । ଭବିଷ୍ୟତ ପାଇଁ ଖାସ ନିସ୍ପତି ନେବେ ଯାହା ଆଗକୁ ଯାଇ ଆପଣଙ୍କ ପାଇଁ ଫାଇଦା ଆଣିପାରେ । ପାରିବାରିକ ସୁଖ ଶାନ୍ତି ବଜାୟ ରହିବ । ଆପଣ ଯେଉଁ କାମ କରି କରିବେ ତାହା ପୁରା ହେବ ।

ସିଂହ ରାଶି : ଆଜି ଆପଣଙ୍କୁ କୌଣସି ନୂଆ ଜାଗା ବା ବନ୍ଧୁ ଙ୍କ ସହ ପଢିବାର ଅବସର ମିଳିବ । ଜୀବନ ସାଥିଙ୍କ ସହଯୋଗ ବା ସାନିଧ୍ୟ ମିଳିବ । ଆର୍ଥିକ ମାମଲା ରେ ପ୍ରଗତି ହେବ । ଆପଣଙ୍କୁ ବ୍ୟବସାୟ ଆମମାଳା ରେ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ଆଉ ସେହି ଯାତ୍ରା ସୁଫଳ ହେବ । ଶିକ୍ଷା ପ୍ରତିଯୋଗୀତା ପାଇଁ ଆର୍ଥିକ ପରିଶ୍ରମ କରିବାକୁ ହେବ । କୌଣସି କାର୍ଯ୍ୟ ପୁରା ହେବାରୁ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଏହି ରାଶିର ଲୋକେ ନିଜର ବିରୋଧୀ ଙ୍କ ଉପରେ ଜିତ ହାସିଲ କରିବେ ।

କନ୍ୟା ରାଶି : ବ୍ୟବଶାୟୀକ କ୍ଷେତ୍ର ରେ ଆର୍ଥିକ ରୂପରେ ଲାଭ ହେବ । ଛୋଟ ସମସ୍ୟାରେ ପଡନ୍ତୁ ନାହି । ଭଲ କାମ କରନ୍ତୁ ଓ ଭଲ ଅଭ୍ଯାସ ଉପରେ ଧ୍ୟନ ଦିଅନ୍ତୁ । ଉଶ୍ଚାହ ବର୍ଦ୍ଧକ ସୂଚନା ପ୍ରାପ୍ତ ହେବ । ବଡ କାମ କରିବାର ମନ ବଳାଇବେ । ପରିବାରର ସଦସ୍ୟ ଙ୍କ ଉନ୍ନତି ର ସମାଚାର ମିଳିବ । ବିଦେଶ ଯାତ୍ରା କରିବାର ସମ୍ଭାବନା ଅଛି । ପ୍ରେମୀ ବା ଜୀବନ ସାଥୀଙ୍କୁ ଆପଣଙ୍କ ବିଚାର ପସନ୍ଦ ଆସିବ । ସମ୍ପର୍କ ମଜବୁତ ହେବ । ଶିକ୍ଷା ପ୍ରତିଯୋଗୀତା ପାଇଁ ପ୍ରୟାସ ସଫଳ ହେବ ।

ତୁଳା ରାଶି : ଆଜି ଆପଣ ସମସ୍ତଙ୍କ କଥା ଧ୍ୟାନ ରେ ଶୁଣାନ୍ତୁ । କାହାର ବି ଅନାଦର ଅରନ୍ତୁ ନାହି । ଅଫିସରେ ଭବିଷ୍ୟ ର କାର୍ଯ୍ୟ ଯୋଜନା ପାଇଁ ମିଟିଙ୍ଗ ଚାଲିବ ଯେଉଁଥି ରେ ଆପଣଙ୍କୁ ମହତ୍ଵ ପୂର୍ଣ୍ଣ ଭିମିକା ନିଭାଇବାକୁ ପଡିବ । ପାର୍ଟି ବ ପିକନିକ ର କାର୍ଯ୍ୟ କ୍ରମ ହେବ । ସ୍ଵାଦିଷ୍ଟ ବ୍ୟଞ୍ଜନ ରୁ ଲାଭ ମିଳିବ । ବ୍ୟାପାର ବ୍ୟବସାୟ ଅନୁକୂଳ ଚାଲିବ । ଆପଣଙ୍କ ଅଯଥା କାମରେ ପଇସା ଖର୍ଚ୍ଚ କରିବା ଅନୁଚିତ । ନଚେତ ଦରାକର ବେଳେ କିଛି ନ ଥିବ ।

ବିଛା ରାଶି : ଆଜି ଆପଣଙ୍କ ମାଇଣ୍ଡ ଧାର୍ମିକ କ୍ରିୟା କଳାପ ଓ ଜୀବନ ସମ୍ବଧିତ ଉଚ୍ଚ ଦର୍ଶନ ପ୍ରତି ଆକ୍ରୁଷ୍ଟ ହେବ । ଅଫିସରେ କାମ କୌଶଳ କରିବା ପାଇଁ ବୃଦଧି ର ପ୍ରୟୋଗ କରନ୍ତୁ । କାରଣ ମେହନତ ଅପେକ୍ଷା ବୁଦ୍ଧି  ଆପଣଙ୍କ କାମକୁ ସହଜ କରି ଦେବ । ଆଇଟି ଓ ମିଡିଆ ଜାତକ ସପହଲ ହେବେ । ସେୟାର ବଜାର ରେ ପଇସା ବୁଝି ବିଚାରୀ ନିବେଶ କରନ୍ତୁ । ଅଫିସିୟାଲି କାର୍ଯ୍ୟ ବେହତର କରିବା ପାଇଁ ଯୋଜନା କରିବେ ।

ଧନୁ ରାଶି : ଆଜି ଆପଣ ନିଜ ପରିବାର ବା ବନ୍ଧୁ ଙ୍କ ଠାରୁ ଦୂରେଇ ଯାଇ ନିଜ ଜୀବନ ସାଥିଙ୍କ ସହ ଭଲ ସମୟ ସ୍ପେନ୍ଡ କରିବାକୁ ଚାହିଁବେ । ଅଫିସରେ କାମ କୁ କୁଶଳ କରିବା ପାଇଁ ବୁଦ୍ଧି ର ପୂର୍ଣ୍ଣ ପ୍ରୟୋଗ କରନ୍ତୁ । କାରଣ ମେହନତ ଅପେକ୍ଷା ବୁଦ୍ଧି ର ପ୍ରୟୋଗ ଅଧିକ କରିଲେ କାର୍ଯ୍ୟ ସଫଳ ହୋଇଥାଏ । ଆଇଟି ଓ ମିଡିଆ ଜାତକ ସହଳ ରହିବେ । ସେୟାର ବଜାର ରେ ପଇସା ବୁଝି ବିଚାରୀ ନିବେଶ କରନ୍ତୁ । ଅଫିସିଆଲ କାର୍ଯ୍ୟ ବେହତର କରିବା ପାଇଁ ପ୍ଳାନ କରିବେ । ଧାର୍ମିକ କାର୍ଯ୍ୟ ରେ ରୁଚି ଅଧିକ ରହିବ ।

ମକର ରାଶି : ଆଜି ଆପଣ ବାହନ ଚଳାଇବା ସମୟରେ ଅଧିକ ସତର୍କ ରହିବାର ଆବଶ୍ୟକତା ଅଛି । ସାହସିକ କାର୍ଯ୍ୟ କରୁଥିବା ଏହି ରାଶିର ଜାତକ ଙ୍କ ଦିନ ସୁଖଦ ସାବ୍ୟସ୍ତ ହେବ । ଧନ ଲେନଦେନ ରେ ସତର୍କ ରୁହନ୍ତୁ । ଆପଣ ବହୁତ ଖୁସି ରେ ରହିବେ । ଆପଣ ପରିସ୍ଥିତି କୁ ଖୁବ ନିକଟରୁ ଅନୁଭବ କରିବେ ଓ ସ୍ଥାନା ଛାଡି ଯିବାକୁ ମନ ବାଳାଇବେ । ଜୀବନ ସାଥିଙ୍କ ସହଯୋଗ ଆଜି ଦିନରେ ପାରିବାରିକ ଜୀବନରେ ଆସୁଥିବା ବାଧା ଦୂର କରିପାରେ । ବିଶ୍ଵସ୍ତ ମିତ୍ର ଙ୍କ ସହଯୋଗ ମିଳିବ ।

କୁମ୍ଭ ରାଶି : କୁମ୍ଭ ରାଶିର ଜାତକ କାହା ଉପରେ ଦରକାର ଠାରୁ ଅଧିକା ଭରସା କରନ୍ତୁ ନାହି । କିଛି ଜାତକ ଙ୍କୁ ଅଚାନକ ଧନ ଲାଭ ହୋଇପାରେ । ବିରୋଧୀ ଙ୍କ ଠାରୁ ସତର୍କ ରୁହନ୍ତୁ । ସରକାରୀ କାର୍ଜ୍ୟାଳୟ ରେ ଅଟକି ଥିବା କୌଣସି ବାହାର ଲୋକଙ୍କର ସହାୟତା ରେ କାମ ପୁରା ହେବ । ଯେତେ ଅଧିକ କହିବେ ସେତେ ଅଧିକ ସମସ୍ଯା ହୋଇପାରେ । ପାରିବାରିକ ଜୀବନର ଏ ମିଶ୍ରିତ ପରିଣାମ ରହିବ ।

ମୀନ ରାଶି : ସନ୍ଧ୍ୟା ସମୟରେ ଘର ଲୋକଙ୍କ ସହ ଯାତ୍ରା କରିବେ । ବ୍ଯବସାୟିକ କ୍ଷେତ୍ରରେ ଲାଭବାନ ହେବେ । କ୍ରୋଧ ଉପରେ ସଂଯମ ରଖନ୍ତୁ । ଏକାଗ୍ରତାରେ ବୃଦ୍ଧି ହେବ । ଯାହା କାରଣରୁ ବିଦ୍ୟାର୍ଥୀ ପଢା ରେ ରୁଚି ରଖିବେ । ଆପଣଙ୍କ ଜୀବନ ସାଥି କାର୍ଯ୍ୟ କ୍ଷେତ୍ର ରେ ବେହତର ପ୍ରଦର୍ଶନ କରିବେ । ଭୁଲ ବୁଝାମଣା ଆଦି ହୋଇପାରେ । ତେଣୁ ନିଜ ସମସ୍ଯା ନିଜେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ମାନସିକ ଶାନ୍ତି ପାଇବା ପାଇଁ ଆଜି ଦିନ ରେ ଧାର୍ମିକ ଇତ୍ୟାଦି ସ୍ଥାନ କୁ ଯାତ୍ରା କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।