ଆଜିର ରାଶିଫଳ, 18 ନଭେମ୍ବର 2020, ବୁଧବାର, ଭଗବାନ ଗଣେଶଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ବଡ ଧନଲାଭ ହେବାର ବନୁଛି ଯୋଗ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜଙ୍କୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୮ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ମେଷ ରାଶିର ଲୋକମାନଙ୍କ ପାଇଁ ଦିନ ବହୁତ ଭଲ ରହିବ । ଶତ୍ରୁ ସକ୍ରିୟ ରହିବେ । କୌଣସି ବିବାଦ ହୋଇପାରେ । ବୁଦ୍ଧିମାନର ସହ କାମ କରନ୍ତୁ । ଅପମାନର ଭୟ ରହିବ ନାହିଁ । କାର୍ଯ୍ୟରେ ବାଧା ଆସିବ । ତଥା କାର୍ଯ୍ୟରେ ବିଳମ୍ବ ରହିବ । ମନରେ ଅଶାନ୍ତି ରହିବ । ଆଜି ଆପଣଙ୍କୁ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖିବାକୁ ହେବ । ଯଦି ଆପଣ କାରୋବାର ସହ ଜଡିତ ଅଛନ୍ତି ତେବେ ଆପଣଙ୍କୁ ଲାଭ ମିଳିବ । ଯଦି ଆପଣ କାରୋବାରକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ସମୟ ଅଛି ।

ବୃଷ

ଆଜି ବୃଷ ରାଶିର ଲୋକମାନେ ବ୍ୟସ୍ତ ରହିବେ । ସୁଖ ଶାନ୍ତିରେ ଅସୁବିଧା ହେବ ଜୀବନସାଥିଙ୍କ ସହ ମାତଭେଦ ହୋଇପାରେ । ବାଦ ବିବାଦରେ ପଡନ୍ତୁ ନାହିଁ । ଏହା ସହିତ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । କାର୍ଯ୍ୟକୁ ସଫଳ କରିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିବ । ଯାତ୍ରା ବହୁତ ଆବଶ୍ୟକ ନ ହେଲା ବାହାରକୁ ଯାଆନ୍ତୁ ନାହିଁ । କୌଣସି ସୂଚନା ପାଇ ମନ ଉଦାସ ଓ ନିରାଶ ହୋଇଯିବେ । ଏହି ସମୟରେ ଆପଣଙ୍କୁ ସ୍ୟାଲେରୀ ବି ବୁଦ୍ଧି ହେବାର ସମ୍ଭାବନା ଅଛି ।

ମିଥୁନ

ଆଜି ଆପଣଙ୍କ ପାଇଁ ଦିନ ମିଶ୍ରିତ ରହିବ । ଏହି ସମୟରେ ମହତ୍ଵପୂର୍ଣ କାର୍ଯ୍ୟ ପୁରା କରିବା ଉଚିତ । ମାନ ସମ୍ମାନ ବଢିବ । ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବେ । ଯଦି ଶେୟାର ମାର୍କେଟରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆଜି କରି ପାରିବେ । ଭଲ ଲାଭ ମିଳିବ । ଟଙ୍କା ସେଭିଙ୍ଗ କରନ୍ତୁ । ଆଜି ଆପଣଙ୍କ ଖର୍ଚ ବଢିବ । ଛାତ୍ରମାନଙ୍କ ପାଇଁ ଆଜିର ଦିନ ମହତ୍ଵପୂର୍ଣ ରହିବ । ଆଜି ବିବାହ ସମାରୋହରେ ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ । ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ । ବୁଦ୍ଧିମାନର ସହ ସମସ୍ତ ସ୍ଥିତିକୁ ସମ୍ଭାଳି ନେବେ ।

କର୍କଟ

କର୍କଟ ରାଶିର ଲୋକମାନେ ଆଜି ନିଜ କାର୍ଯ୍ୟରେ ବ୍ୟସ୍ତ ରହିବେ । ବିବାଦ ପୂର୍ଣ ସ୍ଥିତି ସାମ୍ନାକୁ ଆସିପାରେ । ଆଜି ସ୍ୱାସ୍ଥ୍ୟ ଭଲ ରହିବ । ପାରିବାରିକ ଜୀବନରେ ତାଳମେଳ ରହିବ । କଷ୍ଟରୁ ମୁକ୍ତି ମିଳିବ । ଆଜି ଆପଣଙ୍କୁ ଧର୍ଯ୍ୟର ସହିତ କାମ କରିବାକୁ ପଡିବ । କାର୍ଯ୍ୟ କ୍ଷେତ୍ରରେ ଚାଲୁଥିବା ମାନସିକ ଚିନ୍ତା ରହିବ । ମନରେ ଅଶାନ୍ତି ଭାବ ରହିବ । କୌଣସି ପ୍ରକାରର ସମସ୍ୟା ସାମ୍ନାକୁ ଆସିପାରେ । ଆର୍ଥିକ ଜୀବନ ବି ସାମାନ୍ୟ ରହିବ । ଆଜି ଆପଣଙ୍କୁ ଉପହାର ମିଳିବ ।

ସିଂହ

ଶାରୀରିକ କଷ୍ଟ ମିଳିବ । ମାନସିକ ଚିନ୍ତା ବଢିବ । ଜୀବନସାଥିଙ୍କ ସହ ଝଗଡା କରି ପାରନ୍ତି । ମନୋରଞ୍ଜନର ଅବସର ପ୍ରାପ୍ତ ହେବ । ଧନ ଅର୍ଜନ କରିବେ । ପ୍ରେମର ଜାହିର କରି ପାରିବେ । ନିଜର ଯୋଜନାକୁ ଗୁପ୍ତ ରଖନ୍ତୁ । ଖାଦ୍ୟପାନରେ ରୁଚି ବଢିବ । ସମୟ ଉପରେ କାର୍ଯ୍ୟ ନ ହେବା ଦ୍ଵାରା ରାଗି ଯିବେ । କ୍ଳାନ୍ତ ଅନୁଭବ କରିବେ । ଆପଣଙ୍କ ଆର୍ଥିକ ଜୀବନ ସୁଖମୟ ରହିବ । ଖର୍ଚ ବୁଦ୍ଧି ହେବାର ସମ୍ଭାବନା ଅଛି । ଘରର ଜରୁରୀ ଖର୍ଚ ଉପରେ ଅଧିକ ଟଙ୍କା ଖର୍ଚ ହେବ ।

କନ୍ୟା

ଚାକିରିରେ କିଛି ଅସୁବିଧା ଆସିପାରେ । କୌଣସି ବଡ ସମସ୍ୟାରୁ ମୁକ୍ତି ମିଳିପାରେ । ଭାଗ୍ୟ ସାଥ ଦେବ । ଆୟରେ ବୁଦ୍ଧି ହେବ । ସନ୍ତାନର ଗତିବିଧି ଦ୍ଵାରା ଚିନ୍ତି ରହିବେ । କୌଣସି ବି ପ୍ରକାରର ବିବାଦରେ ପଡନ୍ତୁ ନାହିଁ । ଅହଂକାର କରିବା ଦ୍ଵାରା ପ୍ରତିଷ୍ଠା କମ ହୋଇପାରେ । ଦୁଖଦ ସମାଚାର ମିଳିବାର ଆଶଙ୍କା ଅଛି । ବ୍ୟାପାରରେ ପାର୍ଟନରଶିପ ଦ୍ଵାରା ଲାଭ ମିଳିପାରେ । ଲାଭର ଅବସର ମିଳିବ ।

ତୁଳା

ନିଜକୁ ଶାନ୍ତ ରଖନ୍ତୁ ଓ ପରିସ୍ଥିତିକୁ ସମ୍ଭାଳିବା ପାଇଁ ଚେଷ୍ଟା କରନ୍ତୁ । ଜୋଖିମ ନିଅନ୍ତୁ ନାହିଁ । ପରିଜନମାନଙ୍କ ପୂର୍ଣ ସହଯୋଗ ମିଳିବ । ବ୍ୟାପାର ଓ ବ୍ୟସାୟରେ ଲାଭ ମିଳିବ । ଛୋଟ ଛୋଟ କଥାରେ ରାଗି ଯାଆନ୍ତୁ ନାହିଁ । ଅନ୍ୟ ବ୍ୟକ୍ତିଙ୍କ ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହିଁ । ସହଯୋଗୀ ଈର୍ଷା କରି ପାରନ୍ତି । ବ୍ୟବସାୟିକ ଯାତ୍ରା ଲାଭଦାୟକ ହୋଇପାରେ । ବନ୍ଧୁମାନଙ୍କ ସାହଯୋଗ କରି ଆଜି ଆପଣ ବହୁତ ଖୁସି ହେବେ । ଟଙ୍କା ଧାର ମାଗୁଥିବା ଲୋକମାନେଙ୍କୁ ନଜର ଅନ୍ଦାଜ କରନ୍ତୁ ।

ବିଚ୍ଛା

ଜୀବନସାଥିଙ୍କ ସହ ସମ୍ପୂର୍ଣ ସହଯୋଗ ମିଳିବ । କୌଣସି କାମରେ ଧାନ ବ୍ୟୟ ହେବ । ଆଜି ପ୍ରତ୍ୟକ କାର୍ଯ୍ୟକୁ ସମ୍ଭାଳି କରନ୍ତୁ । ସନ୍ତାନଙ୍କ ଚିନ୍ତା ଲାଗି ରହିବ । ଆଜି ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ଶାନ୍ତିର ସହ କଥା ହୁଅନ୍ତୁ । ଯଦି ଆପଣ ଏହି ସମୟର ସଦୁପଯୋଗ କରିବେ ତେବେ ସମୟ ଆପଣଙ୍କୁ ଭଲ ଲାଭ ଦେଇପାରେ । ଧ୍ୟାନ ରଖନ୍ତୁ ଆଜି କୌଣସି ଅଜଣା ବ୍ୟକ୍ତି ସହ କଥାବାର୍ତ୍ତା ହୁଅନ୍ତୁ ନାହିଁ ।

ଧନୁ

ଆଜି ଧାର୍ମିକ ଭାବନା ଉଦୟ ହେବ । ମନ୍ଦିରରେ ପୂଜା କରିବା ଲାଭଦାୟକ ରହିବ । ଇଶ୍ଵରଙ୍କ ପୂଜା କରିବା ଦ୍ଵାରା ମନକୁ ଶାନ୍ତି ମିଲଲିବ । ସବୁ କାମ ସହଜରେ ସମ୍ପନ୍ନ ହୋଇଯିବ । ଆଜି ଆପଣ କୌଣସି ନୂଆ କାର୍ଯ୍ୟରେ ସାମିଲ ହୋଇ ପାରନ୍ତି । ଆଜିର ଦିନକୁ ମନୋରଞ୍ଜନର ସହ ବିତାଇବେ । ପରିଶ୍ରମୀ ଲୋକ ଆଜି ନିଜର ପରିଶ୍ରମ ଦ୍ଵାରା ବହୁତ ଲାଭ ପ୍ରାପ୍ତ କରିବେ । ସେଥିପାଇଁ ପରିଶ୍ରମ ଠାରୁ ପଛକୁ ଫେରନ୍ତୁ ନାହିଁ । ଅଫିସରେ ଉଚ୍ଚ ଅଧିକାରୀଙ୍କ ସହିତ କିଛି ମତଭେଦ ହୋଇପାରେ ।

ମକର

ଆଜି ପୁରା ଦିନ ଆପଣଙ୍କ ପାଇଁ ଭଲ ରହିବ । ଆପଣ ବହୁତ ଉତ୍ସାହିତ ରହିବେ ଓ ବହୁତ ପରିଶ୍ରମ ବି କରିବେ । ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ଦ୍ଵାରା ଆପଣ ଧନୀ ହୋଇ ପାରନ୍ତି । ନିଜର ଜୀବନରେ ଆସୁଥିବା ସମସ୍ତ କଠିନକୁ ସାମ୍ନା କରନ୍ତୁ । ଆଜି ଆପଣ ନୂଆ କମ ହାତରେ ଦେବେ । ସ୍ୱାସ୍ଥ୍ୟ ଅଳ୍ପ ଖରାପ ରହିପାରେ । ଆଜିର ଅର୍ଥହୀନ କଥା ଉପରେ ନିଜର ସମୟ ବର୍ବାଦ କରନ୍ତୁ ନାହିଁ । ମଙ୍ଗଳମୟ କାର୍ଯ୍ୟ କ୍ରମରେ ସାମିଲ ହୋଇପାରନ୍ତି । ଆଜି ଆପଣଙ୍କୁ ନିଜର କିଛି କାର୍ଯ୍ୟରେ ନିରାଶ ହାତରେ ଲାଗିପାରେ ।

କୁମ୍ଭ

ଚାକିରି କରୁଥିବା ଲୋକମାନଙ୍କ ଉପରେ ଆଜି ପ୍ରେସର ପଡିବ । ସରକାରୀ ଚାକିରି ସହ ଜଡିତ ଲୋକମାନଙ୍କୁ ଆଜି କୌଣସି ଖୁସି ଖବର ମିଳିପାରେ । ପାରିବାରିକ ଜୀବନରେ ସ୍ଥିତି ଭଲ ରହିବ । ଅସୁସ୍ଥ ଲୋକମାନେ ସୁସ୍ଥ ହୋଇଯିବେ । ମାନ ସମ୍ମାନରେ ବୁଦ୍ଧି ଆସିବ । ବ୍ୟୟ ଅଧିକ ହେବ । ଇଣ୍ଟରଭିୟୁ, ପ୍ରତିଯୋଗୀତା ପରୀକ୍ଷାରେ ସଫଳତା ମିଳିବ । ଘରର ବିବାଦକୁ ଦୂର କରିବାରେ ସଫଳ ହେବେ । ଖାଦ୍ୟ ପାନରେ ସଂଯମତା ରଖନ୍ତୁ ।

ମୀନ

ଏହି ରାଶିର ଲୋକମାନଙ୍କୁ ଆଜି ଶୁଭ ସମାଚାର ମିଳିବ । କୌଣସି ମହିଳାଙ୍କ ଠାରୁ ବିଶେଷ ଲାଭ ମିଳିପାରେ । ସୁଖ ଶାନ୍ତି ପ୍ରାପ୍ତି ହେବ । ଶତ୍ରୁମାନଙ୍କୁ ପରାଜୟ କରିବେ । ଆନନ୍ଦ ଉତ୍ସାହର ସହିତ ଦିନ ବ୍ୟତିତ କରିବେ । ଯଦି ଆପଣ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ କିଛି ଅସୁବିଧା ହୋଇପାରେ । ଆର୍ଥିକ ମାମଲାରେ ଆପଣଙ୍କ ସ୍ଥିତି ମିଶ୍ରିତ ରହିବ । ଶଶୁର ଘର ପକ୍ଷ କୌଣସି ପ୍ରକାରରେ ଆପଣଙ୍କୁ ଉପହାର ଦେଇପାରେ । ଆଜି ଆପଣ କୌଣସି ଯାତ୍ରା କରି ପାରନ୍ତି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।