ଆଜିର ରାଶିଫଳ, 18 ଜୁଲାଇ 2020, ଶନିବାର, ଶନିଦେବଙ୍କ କୃପାରୁ ଆଜି ବନୁଛି ଶୁଭ ଯୋଗ, ଖୋଲିବ ଖୁସିର ଭଣ୍ଡାର। ଏହି ୬ଟି ରାଶିର ସବୁ ଇଚ୍ଛା ହେବ ପୁରା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୮ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପୁରୁଣା ପରିଚୟ ଦ୍ଵାରା ଲାଭ ମିଳିବ । ଆପଣଙ୍କ ଅଟକିଥିବା ସମସ୍ତ କାର୍ଯ୍ୟ ପୁରା ହୋଇଯିବ । ଆପଣ ବଡ ଭାଇଙ୍କ ସହଯୋଗରେ କୌଣସି କାମ ଆରମ୍ଭ କରି ପାରନ୍ତି । ଆପଣ ଉନ୍ନତି କରିବେ । କୌଣସି ବି କାର୍ଯ୍ୟ ପ୍ରତି ଦାୟିତ୍ଵହୀନ ନ ହେବା ସହିତ କୌଣସି କାର୍ଯ୍ୟ ପ୍ରତି ସହାନୁଭୁତି ରଖିବା ଦ୍ଵାରା ଆପଣଙ୍କ ପାଇଁ ଭଲ ହୋଇପାରେ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣଙ୍କ କିଛି ଉନ୍ନତି ହୋଇପାରେ । ଶାରୀରିକ ଆଳସ୍ୟ ରହିବା କାରଣରୁ କାର୍ଯ୍ୟ ଉପରେ ଖରାପ ପ୍ରଭାବ ପଡିପାରେ । ସାହାସ ଓ ଉତ୍ସାହରେ ଅଭାବ ଦେଖିବାକୁ ମିଳିବ ।

ବୃଷ

ଆଜି ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସହଯୋଗ ମିଳିବ । ଏହି ରାଶିର ଚାକିରି କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଭଲ ହୋଇପାରେ । କିଛି ଅଫର ମିଳିପାରେ । ଘରେ ଖୁସିର ପରିସ୍ଥିତି ଆସିବ । ସାମାଜିକ ମାନ ସମ୍ମାନ ପଦ ପ୍ରତିଷ୍ଠା ଓ ସହିତ ଭୌତିକ ସୁଖ ସଂଶାଧନ ପ୍ରାପ୍ତ ହୋଇପାରେ । ଯଦି ଆପଣ ରାଜନୀତିଜ୍ଞ ଅଟନ୍ତି ତେବେ ରାଜନୀତିକ କ୍ଷେତ୍ରରେ ଭଲ ପରିସ୍ଥିତିରେ ରହି ପାରିବେ । ଆପଣଙ୍କୁ ଟଙ୍କା ଖର୍ଚ କରିବାକୁ ପଡିପାରେ । ତଥା ଲୋକମାନଙ୍କ ଠାରୁ ଅଧିକ ସମ୍ପର୍କ ଭଲ ରହିବ । ଆପଣଙ୍କୁ ସଫଳତା ମିଳିବ । ସନ୍ତାନ ପକ୍ଷ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ ।

ମିଥୁନ

ଆଜି ଅଚାନକ ଆପଣଙ୍କ ଘରକୁ କୌଣସି ଅତିଥି ଆସି ପାରନ୍ତି । ଏହି ରାଶିର ଛାତ୍ରମାନଙ୍କ ଦିନ ଭଲ ରହିବ । ଆପଣ ସଠିକ ଦିଗରେ ପରିଶ୍ରମ କରି ସଫଳ ହେବେ । ଭାଗ୍ୟ ଆପଣଙ୍କ ସାଥ ଦେବ । ଯେଉଁ କାମ କରୁଛନ୍ତି ସେଥିରେ ସଫଳ ହେବେ । ଆର୍ଥିକ ଲାଭ ଦୃଷ୍ଟିରେ ସ୍ଥିତି ଅନୁକୂଳ ରହିବ । ଯଦି କୌଣସି ପ୍ରକାରର ସମସ୍ୟା କିମ୍ବା ବିବାଦ ଇତ୍ୟାଦିରେ ଫସି ଯାଉଛନ୍ତି ତେବେ ଗୁରୁଜନଙ୍କ ଉପଦେଶ ନିଅନ୍ତୁ । ଯାହା ଦ୍ଵାରା ସ୍ଥିତି ଅନୁକୂଳ ହୋଇପାରେ । ଆଜି କିଛି ମାମଲାରେ ଆପଣ ଅବୁଝା ରହିବେ । ଆପଣଙ୍କ ମନ ପୂଜା ପାଠରେ ଅଧିକ ଲାଗିବ ।

କର୍କଟ

ଆଜି ଅଫିସରେ ସମସ୍ତଙ୍କ ସହଯୋଗ ମିଳିବ । ସୀନିୟର୍ସ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ । ଆମଦାନୀରେ ଉନ୍ନତି ହେବ । ଆପଣଙ୍କ ସ୍ଥିତି ମଜବୁତ ରହିବ । ଯଦି ଆପଣ କୌଣସି ପ୍ରକାରର ବ୍ୟବସାୟ କରୁଛନ୍ତି ତେବେ ବ୍ୟବସାୟିକ ଦ୍ରୁଷ୍ଟିରେ ଭଲ ଲାଭ ପ୍ରାପ୍ତ ହେବ । ଚିନ୍ତା କରିଥିବା କାର୍ଯ୍ୟକୁ ସଠିକ ରଣନୀତିର ସହ କାର୍ଯ୍ୟ କରନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ସଫଳତା ସମୟ ଉପରେ ମିଳିପାରେ ଓ ତାହାର ଲାଭ ବି ପ୍ରାପ୍ତ ହେବ । ପୁରା ଦିନ ଖୁସିରେ ରହିବେ । ଏହି ରାଶିର ରାଜନୀତି ସହ ଜଡିତ ଲୋକମାନଙ୍କ ପାଇଁ ଆଜି ବିଦେଶ ଯାତ୍ରା କରିବେ । ଘର ପରିବାରର ବାତାବରଣ ଶାନ୍ତି ଦାୟକ ରହିବ ।

ସିଂହ

ଆଜି ଆପଣ ପରିବାର ଲୋକମାନଙ୍କ ସହିତ ଖୁସିରେ ରହିବେ । ଏହି ରାଶିର ଲୋକମାନଙ୍କୁ ଉନ୍ନତିର ଭଲ ଅବସର ପ୍ରାପ୍ତ ହୋଇପାରେ । ଆପଣଙ୍କୁ କୌଣସି ବୟସ୍କ ଲୋକଙ୍କ ସାହାର୍ଯ୍ୟ ମିଳିପାରେ । ସମୟ ଅନୁସାରେ ଆପଣ ସହଯୋଗୀ ତଥା ଆପଣଙ୍କ ଘର ପରିବାରର ସହଯୋଗ ପ୍ରାପ୍ତ ହୋଇପାରେ । ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରେ । ଧନ ଆଦାନ ପ୍ରଦାନରେ ସାବଧାନ ରୁହନ୍ତୁ ତଥା କୌଣସି ବି ପ୍ରକାରର ଟଙ୍କା ନେବା ଦେବା ସମୟରେ ସାବଧାନ ରୁହନ୍ତୁ । ଆପଣ ନିଜ ଉପରେ ବିଶ୍ଵାସ କରନ୍ତୁ । କୌଣସି ଅନ୍ୟ ବ୍ୟକ୍ତିଙ୍କ ଉପରେ ବିଶ୍ଵାସ କରନ୍ତୁ ନାହିଁ ।

କନ୍ୟା

ଆଜି ଆପଣଙ୍କୁ ଅନ୍ୟ ବ୍ୟକ୍ତିଙ୍କ ବ୍ୟବହାରକୁ ନେଇ ଅଳ୍ପ ସାବଧାନ ରହିବାକୁ ହେବ । କାହାକୁ ଆପଣଙ୍କ କଥା ଖରାପ ଲାଗିପାରେ । ଧନଲାଭ ପାଇଁ ଆଜିର ଦିନ ସଠିକ ଅଟେ । ନିଜର ପ୍ରୟାସ ଜାରି ରଖନ୍ତୁ । ଭାଗ୍ୟ ଆପଣଙ୍କ ସାଥ ଦେବ ଓ ଆର୍ଥିକ ଲାଭର ସଂଯୋଗ ଅଛି । ସେଥିପାଇଁ ସମୟ ଓ ପରିସ୍ଥିତିକୁ ଦେଖି କାର୍ଯ୍ୟ କରନ୍ତୁ । ଆପଣଙ୍କୁ ଆୟର ନୂତନ ସ୍ରୋତ ମିଳିବ । ଆପଣଙ୍କ ପରିବାରର କୌଣସି କାମ ଦ୍ଵାରା ଯାତ୍ରା କରିବାକୁ ପଡିପାରେ । କୌଣସି ସମ୍ପର୍କୀୟଙ୍କ ଠାରୁ ଅଚାନକ ସାକ୍ଷାତ ହୋଇପାରେ । ପରିସ୍ଥିତି ସବୁବେଲେ ସମାନ ରହି ନ ଥାଏ ।

ତୁଳା

ଆଜି ଆପଣ ନିଜର ପୁରା ଦିନ ଊର୍ଜା ସହିତ କାମ କରିବେ । ଏହି ରାଶିର ଶିକ୍ଷକମାନଙ୍କ ପାଇଁ ଆଜିର ଦିନ ଭଲ ରହିବ । ଆଜି ପରିଶ୍ରମ କରିବା ଦ୍ଵାରା ଆପଣଙ୍କୁ ନିଶ୍ଚିତ ରୂପରେ ସଫଳତା ମିଳିବ । ପ୍ରୋଫେସନ ଓ ପର୍ସନାଲ ଲାଇଫ ମଧ୍ୟରେ ତାଲମେଲ ରହିବ । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ । ସମାଜରେ ଆପଣଙ୍କ ସମ୍ମାନ ବଢିବ । ଏହା ଛଡା ଆପଣଙ୍କୁ ଏହି କ୍ଷେତ୍ରରେ ଆଗକୁ ବଢିବାର ଅବସର ମିଳିବ । ଜୀବନସାଥିଙ୍କ ସହ ସମ୍ପର୍କ ଭଲ ରହିବ । ଆପଣ ତାଙ୍କ ସହିତ ବାହାରକୁ ଯିବାର ପ୍ଳାନ କରି ପାରନ୍ତି । କୌଣସି ମହତ୍ଵପ୍ପୁର୍ଣ କାର୍ଯ୍ୟରେ ଆପଣଙ୍କୁ ନିଜ ଘରର ସଦସ୍ୟଙ୍କ ସହଯୋଗ ମିଳିବ ।

ବିଚ୍ଛା

କିନ୍ତୁ ଶାରୀରିକ ପରିଶ୍ରମ କରିବା ଦ୍ଵାରା ଧନ ଲାଭ ହେବ । ଆଜି ଆପଣଙ୍କ ମନ ଆଧ୍ୟତ୍ମ ପ୍ରତି ଅଧିକ ରହିବ । ପରିବାର ସହିତ କୌଣସି କଥାକୁ ନେଇ ବିଚାର ବିମର୍ଶ କରିବେ । ଏହି ରାଶିର ବିବାହିତ ଲୋକମାନଙ୍କ ପାଇଁ ଆଜିର ଦିନ ଭଲ ଅଟେ । ଆପଣ ଫିଟ ରହିବେ । କୌଣସି କାମ କରିବାକୁ ଚେଷ୍ଟା କରନ୍ତୁ । ଭାଗ୍ୟର ସହଯୋଗ ମିଳିବ । ପରିବାରରେ ସୁଖ ଶାନ୍ତି ଆସିବ । ଜୀବନସାଥିଙ୍କ ପୁରା ସହଯୋଗ ମିଳିବ । ଭଗବାନଙ୍କ ନିକଟରେ କିଛି ସମୟ ବ୍ୟତିତ କରନ୍ତୁ । ଆପଣ ଉନ୍ନତି କରିବେ । ବୁଦ୍ଧିମାନର ସହ ନିବେଶ କରନ୍ତୁ । ଆଜି ସାବଧାନ ରହିବା ଦରକାର ।

ଧନୁ

ଜୀବନସାଥିଙ୍କ ସହିତ ଆପଣଙ୍କ ତାଳମେଳ ବଢିବ । ଶଶୁର ଘର ପକ୍ଷ ସହ ସମ୍ବନ୍ଧ ଭଲ ହୋଇପାରେ । ଆବଶ୍ୟକ କୌଣସି ବିବାଦ କାରଣରୁ ଚିନ୍ତିତ ରହି ପାରନ୍ତି । ସେଥିପାଇଁ ସାବଧାନ ରୁହନ୍ତୁ । ଆପଣଙ୍କୁ ବ୍ୟାପାରରେ ଲାଭ ହୋଇପାରେ । ଆପଣ ନିଜର ସ୍ୱାସ୍ଥ୍ୟକୁ ନେଇ ଅଳ୍ପ ସାବଧାନ ରହିବେ । ଶିବଲିଙ୍ଗ ଉପରେ ଜଳ ଅର୍ପିତ କରନ୍ତୁ । ପାରିବାରିକ ସମ୍ପର୍କ ମଜବୁତ ହେବ । କୌଣସି ନୂଆ ବନ୍ଧୁ ହେବାର ସମ୍ଭାବନା ଅଛି । କୌଣସି ବି ଅନାବଶ୍ୟକ ଯାତ୍ରା ଠାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ।

ମକର

ଚିନ୍ତା ପୂର୍ଣ ସ୍ଥିତି ଉତ୍ପନ୍ନ ହୋଇପାରେ । ସେଥିପାଇଁ ବର୍ତ୍ତମାନ ଦିନରେ ସାବଧାନ ରୁହନ୍ତୁ । ମହତ୍ଵପୂର୍ଣ କାର୍ଯ୍ୟ କରିବା ଠାରୁ ବଞ୍ଚନ୍ତୁ । ଏହି ସମୟରେ ପ୍ରେମରେ ବିବାଦ ଦେଖିବାକୁ ମିଳିପାରେ । ଏହି ସମୟରେ ପ୍ରେମୀ ପ୍ରେମିକା ମଧ୍ୟରେ ତାଳମେଳ ବି ରହିବ ନାହିଁ । ସାହାସ ଓ ଉତ୍ସାହ ସହିତ ପଦ ପ୍ରାପ୍ତି ହୋଇପାରେ । ଦରକାରୀ ଲୋକମାନଙ୍କୁ ବସ୍ତ୍ର ଦାନ କରିବେ । ଆପଣଙ୍କ କିଛି ସୁବିଧା ଅନୁଭବ କରିବେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ସକ୍ଷମ ରହିବେ । ଆପଣଙ୍କ ଭଲ ବ୍ୟବହାର ଘରେ ଖୁସି ନେଇ ଆସିବ । ପ୍ରେମୀ ସହିତ ସମ୍ବନ୍ଧ ଭଲ ରହିବ । ଆପଣଙ୍କ ପରିଶ୍ରମ ଓ ଇଚ୍ଛାଶକ୍ତିର ଭବିଷ୍ୟତ ରାସ୍ତା ଠିକ କରନ୍ତୁ । ଏହିସମୟରେ ମାନସିକ ରୂପରେ ଆପଣ ଭଲ ପରିସ୍ଥିତିରେ ରହିବେ ।

କୁମ୍ଭ

ଆର୍ଥିକ ଜୀବନରେ ନିରାଶା ହାତରେ ଲାଗି ପାରେ । ବର୍ତ୍ତମାନ ସମୟରେ ଚିନ୍ତା କରନ୍ତୁ ନାହିଁ । ସମୟର ଅପେକ୍ଷା କରନ୍ତୁ । ଆୟର ନୂତନ ସ୍ରୋତ ହାସଲ ହେବ । ଖର୍ଚ ବୁଦ୍ଧି ହୋଇପାରେ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣଙ୍କ ଆମଦାନୀ ବଢିପାରେ । କମ୍ପାନୀ ତଥା ସଂସ୍ଥା ଠାରୁ ଆପଣଙ୍କୁ କୌଣସି ବଡ ଲାଭ ମିଳିପାରେ । ଏହି ସମୟରେ ଦାମ୍ପତ୍ୟ ଜୀବନକୁ ନେଇ ସ୍ଥିତି ଚିନ୍ତା ପୂର୍ଣ ରହିବ । ଜୀବନସାଥିଙ୍କ ସହିତ ବିବାଦ ହୋଇପାରେ । ଅନାବଶ୍ୟକ ବିବାଦ ଉତ୍ପନ୍ନ ହୋଇପାରେ । ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ । ଆଜି ପରିବାର ସହିତ ଆପଣଙ୍କ ସମୟ ବ୍ୟତୀତ କରିବାକୁ ଚାନ୍ସ ମିଳିବ ।

ମୀନ

ଏହି ରାଶିର ଲୋକମାନେ ଲାଭବାନ ହେବେ । ରାଜନୀତିକ କ୍ଷେତ୍ର ସହ ଜଡିତ ଲୋକମାନେ ସାବଧାନ ରହିବେ । ହୋଇପାରେ କି ଆପଣ ନିଜର ପରିବାର ସହିତ କୌଣସି ଧାର୍ମିକ ଯାତ୍ରାକୁ ଯାଇ ପାରନ୍ତି । ଏହି ସମୟରେ ପିତାଙ୍କ ସହିତ ଆପଣଙ୍କ ସମ୍ପର୍କ ଭଲ ରହିବ । ଆପଣଙ୍କ ମାନସିକ ଚିନ୍ତା ଦୂର ହେବ । ଧନ ହାନି ହେବା କାରଣରୁ ଆପଣଙ୍କ ଚିନ୍ତା ବଢିବ । ଟଙ୍କା ସହ ଜଡିତ କିଛି କାମ ଅଟକି ଯାଇ ପାରେ । ଏହା ଦ୍ଵାରା ଆପଣଙ୍କ ସ୍ଥିତି ଭଲ ରହିବ । ଜୀବନସାଥିଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।